ରିଆଦ: ସାଉଦି ଆରବରେ ଏକ ଭୟଙ୍କର ସିରିଜ୍ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସାଉଦି ଆରବର ପଶ୍ଚିମ ପ୍ରାନ୍ତରେ ଥିବା ମେଦିନାରେ ଏକ ଯାତ୍ରୀବାହୀ ବସ୍ ଏହି...
ଫୁଲବାଣୀ: ଯେଉଁ ବୟସରେ ପିଲାମାନେ ଖେଳକୁଦରେ ମାତିଥାନ୍ତି, ସେହି ବୟସରେ ଦେଶର ନାମ, ରାଜ୍ୟ ନାମ, ଜାତୀୟ ପକ୍ଷୀର ନାମଠୁ ଆରମ୍ଭ କରି ଜାତୀୟ ଫୁଲର ନାମ ସବୁ ଜିଭ ଆଗରେ ରହିଛି। କନ୍ଧମାଳର ଏହି କୁନି ଝିଅ ଯାହାର ବୟସ ମାତ୍ର ୩ ବର୍ଷ। ହେଲେ ବୁଦ୍ଧି...
ବାସୁଦେବପୁର: ଦେହ ବ୍ୟବସାୟ ଚାଲୁଥିବା ସନ୍ଦେହରେ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ବେତଡା ବଜାର ସ୍ଥିତ ଏକ ଭଡ଼ା ଘରେ ପୁଲିସ୍ ଚଢ଼ଉ କରିଛି। ଏହି ଘଟଣାରେ ପୁଲିସ୍ ଜଣେ ଯୁବତୀଙ୍କୁ ଉଦ୍ଧାର କରିବା ସହ ୨ ଜଣ ଯୁବକଙ୍କୁ ଅଟକ ରଖିଛି। ଦୀର୍ଘ ଦିନ ଧରି...
ଫୁଲବାଣୀ: ପରିଣତ ବୟସରେ ପିଲାମାନେ ଆଶ୍ରା ହେବେ, ଭଲମନ୍ଦ ବୁଝିବେ ବୋଲି ସବୁ ବାପାମା’ଙ୍କ ଆଶା ଥାଏ। ହେଲେ ଆଜିର ସ୍ୱାର୍ଥପର ଦୁନିଆରେ କିଛି ପଇସା ପାଇଁ ବାପାମା’ଙ୍କୁ ପର କରିଦେଉଛନ୍ତି ବହୁ ପିଲା। ଏପରିକି ବାପାମା’ଙ୍କ ଉପରକୁ ହାତ ଉଠାଇବାକୁ ବି ପଛାଉ ନାହାନ୍ତି। କନ୍ଧମାଳ ଜିଲ୍ଲାର...
ଭୁବନେଶ୍ୱର: ଏବେ ଚାଲିଛି ଧର୍ମର ମାସ କାର୍ତ୍ତିକ ମାସ। ପ୍ରାୟତଃ ସମସ୍ତେ ଏହି ମାସରେ ଆମିଷ ଖାଇବା ଛାଡ଼ି ଦେଇଥାନ୍ତି। ଏପରିକି ଆମିଷ ନାଁ ଶୁଣିଲେ କେହିକେହି ନାକ ବି ଟେକି ଥାନ୍ତି। ଯଦି ଆମେ ଆପଣଙ୍କୁ କହିବୁ ଏବେ ଭେଜ୍ ଚିକେନ୍, ଭେଜ୍ ମଟନ୍ , ଭେଜ୍...
କଟକ: କଟକ SCBରେ ଚିକିତ୍ସାଧୀନ ଥିବା ଜଗା, କାଳିଆଙ୍କ ମଧ୍ୟରୁ ସଙ୍କଟାପନ୍ନ ଥିବା କାଳିଆର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। ଏବେ କାଳିଆକୁ ବିନା ଭେଣ୍ଟିଲେଟର୍ରେ ରଖାଯାଇଛି। ସେ ସ୍ୱାଭାବିକ ଭାବରେ ନିଶ୍ୱାସପ୍ରଶ୍ୱାସ ନେଇ ପାରୁଥିବାରୁ ଅକ୍ସିଜେନ ଦେବାର ଆବଶ୍ୟକତା ପଡ଼ୁ ନ ଥିବା ଏସ୍ସିବିର ଜରୁରୀ କାଳୀନ ଅଧିକାରୀ...
ନୂଆଦିଲ୍ଲୀ: କାର୍ ଡ୍ରାଇଭ କରିବା ବେଳେ ସିଟ୍ ବେଲ୍ଟ ପିନ୍ଧିବା ନିହାତି ଜରୁରୀ। ହେଲେ କିଛି ଲୋକ ଖାମ୍ ଖିଆଲି ଭାବେ ଏହା ନ ପିନ୍ଧି ଗାଡ଼ି ଡ୍ରାଇଭିଂ କରିଥାନ୍ତି। ହେଲେ ଜାଣନ୍ତି, ଦୁର୍ଘଟଣା ସମୟରେ ଏହି ସିଟ୍ ବେଲ୍ଟ କିଭଳି ଦେବଦୂତ ଭଳି ଲୋକଙ୍କ ଜୀବନ ବଞ୍ଚାଇ...
ନୂଆଦିଲ୍ଲୀ: ମିଶନ୍ ଚନ୍ଦ୍ରଯାନ-୨କୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଚନ୍ଦ୍ରପୃଷ୍ଠରେ ଲାଣ୍ଡର ବିକ୍ରମକୁ ଠାବ କରିବାରେ ବିଫଳ ହୋଇଥିବା ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପୁଣିଥରେ ଲାଣ୍ଡର ବିକ୍ରମକୁ ଖୋଜିବ। ନାସା ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯିବା ପରେ ଚନ୍ଦ୍ର ପୃଷ୍ଠରେ ହାର୍ଡ...
ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ୱରମଙ୍କୁ ଗିରଫ କରିଛି। ଇଡିର ତିନି ଜଣିଆ ଟିମ୍ ଆଜି ତାଙ୍କୁ ଘଣ୍ଟାଏ ଧରି ପଚରାଉଚରା କରିବା ପରେ ଶେଷରେ ଗିରଫ କରିଛନ୍ତି। ପୂର୍ବରୁ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ...
ନୂଆଦିଲ୍ଲୀ: ଭୋକରେ ରହୁଛି ଭାରତ। ଦକ୍ଷିଣ ଏସିଆରେ ଥିବା ଦେଶ ମାନଙ୍କରେ ଭାରତର ସ୍ଥାନ ସବୁଠୁ ଖରାପ ରହିଛି। ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ଏହି ରିପୋର୍ଟ ପ୍ରକାଶ କରିଛି। ୧୧୭ଟି ଦେଶକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ରିପୋର୍ଟରେ ଭାରତର ସ୍ଥାନ ୧୦୨ ରହିଛି। ପାକିସ୍ତାନ ୯୪ତମ ସ୍ଥାନ...
ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ଜଣେ ମହିଳା ପରିବା ବିକାଳିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଚିକରଡା ଗାଁର କନକ ବେହେରା। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ରଣ୍ଢା ବଜାରକୁ ଯିବା...
ଭୁବନେଶ୍ୱର: ବରିଷ୍ଠ ନେତା ଦାମୋଦର ରାଉତ ବିଜେପିରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ କୋଣଠେସା କରାଯାଇଥିବା ଅଭିଯୋଗ କରି ସେ ଦଳରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ସେ ତାଙ୍କ ଇସ୍ତଫାପତ୍ର ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ଦାମ ବିଜେପିରେ...
ଭୁବନେଶ୍ୱର: ସେନାରେ ଭର୍ତ୍ତି ହେବାକୁ ବିଭିନ୍ନ ରାଜ୍ୟରୁ ଆସିଥିବା ପରୀକ୍ଷାର୍ଥୀଙ୍କ ଉତ୍ପାତ ଭୁବନେଶ୍ୱର ରେଳ ଷ୍ଟେସନରେ ଦେଖିବାକୁ ମିଳିଛି। ବିହାର, ଉତ୍ତରପ୍ରଦେଶରୁ ଆସିଥିବା ଏହି ପରୀକ୍ଷାର୍ଥୀଙ୍କ ଉତ୍ପାତ ଯୋଗୁ ଗତକାଲି ଷ୍ଟେସନରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପରୀକ୍ଷାର୍ଥୀମାନେ ଭୁବନେଶ୍ୱର ରେଳ ଷ୍ଟେସନରେ ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍ରେ ଜବରଦସ୍ତ...
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ଜନ୍ମଦିନ। ହେଲେ ଏଥର ବାତ୍ୟା ଫୋନି ଯୋଗୁ ରାଜ୍ୟରେ ହୋଇଥିବା କ୍ଷୟକ୍ଷତି ଲାଗି ଜନ୍ମଦିନ ପାଳନ ନ କରିବାକୁ ମୁଖ୍ୟମନ୍ତ୍ରୀ ମନସ୍ଥ କରିଛନ୍ତି। ତେଣୁ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବାକୁ ମୁଖ୍ୟମନ୍ତ୍ରୀ ସମର୍ଥକମାନଙ୍କୁ ଜଣାଇଛନ୍ତି। ଏହା ପରିବର୍ତ୍ତେ ଅନାଥ...
ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ମିଲ୍ବାଡି ଅଞ୍ଚଳରେ କୋଟିଏ ଟଙ୍କାର ବ୍ରାଉନ୍ ସୁଗର ଜବତ ହୋଇଛି। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ ହେଲେ ମିଲ୍ବାଡି ଅଞ୍ଚଳର ସପନ କୁମାର ପ୍ରଧାନ। ଆଜି ଭୋର ସମୟରେ ଜଳେଶ୍ୱର ଅବକାରୀ ବିଭାଗ ଏବଂ...
ଲକ୍ଷ୍ନୌ: ଅଯୋଧ୍ୟାର ବିବାଦୀୟ ଅଞ୍ଚଳରେ ରାମ ମନ୍ଦିର ଥିଲା କି ନାହିଁ, ତା’ର ବିଚାର ସୁପ୍ରିମକୋର୍ଟରେ ଚାଲିଛି। ସୁପ୍ରିମକୋର୍ଟ କୌଣସି ନିଷ୍ପତ୍ତି ନେଇ ନ ଥିବା ବେଳେ ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍ପି) ଭଳି କିଛି ସଂଗଠନ ଦୀପାବଳିରେ ଉକ୍ତ ସ୍ଥାନରେ ଦୀପ ଜଳାଇବାକୁ ଉଦ୍ୟମ କରୁଛନ୍ତି। ତେବେ ଭିଏଚ୍ପିର...
ନୂଆଦିଲ୍ଲୀ: ସ୍ୱାମୀ-ସ୍ତ୍ରୀ ସମ୍ପର୍କକୁ ଅଧିକ ନିବିଡ଼ କରିଥାଏ ସମ୍ଭୋଗ, ଏକଥା ସମସ୍ତେ ସ୍ୱୀକାର କରିବେ। କିନ୍ତୁ ଏଥିରେ ସଂଯମତା ରହିବା ନିହାତି ଆବଶ୍ୟକ। ତା’ ନହେଲେ କିଛି ବି ଅଘଟଣ ଘଟିପାରେ। ଯେମିତି ଘଟିଲା ସ୍ପେନର ଏଇ ଦମ୍ପତିଙ୍କ କ୍ଷେତ୍ରରେ। ରାସ୍ତା ଉପରେ ଗାଡ଼ି ଚଲାଇବା ସମୟରେ ଦୁଇଟି...
ମୁମ୍ବାଇ: ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋପୋରେଟିଭ୍(ପିଏମ୍ସି) ବ୍ୟାଙ୍କରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ପୁଣି ଜଣଙ୍କ ଜୀବନ ନେଇଛି। ବ୍ୟାଙ୍କରେ ଦୁର୍ନୀତି ଓ ଅନିୟମିତତା ଯୋଗୁ ଆକାଉଣ୍ଟଧାରୀ ନିଜ ଟଙ୍କା ଉଠାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆର୍ବିଆଇ ଆକାଉଣ୍ଟଧାରୀଙ୍କୁ ମାତ୍ର ୪୦ ହଜାର ଟଙ୍କା ଉଠାଣ ପାଇଁ ଅନୁମତି...
ରାଞ୍ଚି: ଶରୀରରେ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ଆମେ ଚିକିତ୍ସା କରିଥାଉ।ହେଲେ ଡାକ୍ତର ଯଦି ଏମିତି ପରାମର୍ଶ ଦେବେ ! ଅର୍ଥାତ ପୁରୁଷଙ୍କୁ ଯଦି କହିବେ ପ୍ରେଗ୍ନାନ୍ସି ଟେଷ୍ଟ୍ ପାଇଁ ? ଆଶ୍ଚର୍ଯ୍ୟ ଲାଗୁଛି ନା ! ଏମିତି ପ଼ରାମର୍ଶ ବି ଡାକ୍ତର ଦେଇପାରନ୍ତି।...
କାଠମାଣ୍ଡୁ: ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଭେରେଷ୍ଟର ଉଚ୍ଚତା ପୁଣି ଥରେ ମପା ହେବ। ଏନେଇ ଚୀନ ଓ ନେପାଳ ପକ୍ଷରୁ ମିଳିତ ଭାବେ ନିଷ୍ପତ୍ତି ନିଆଯାଇଛି। ୨୦୧୫ ଏପ୍ରିଲରେ ନେପାଳରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କାରୀ ଭୂମିକମ୍ପ ପରେ ମାଉଣ୍ଟ ଏଭେରେଷ୍ଟର ଉଚ୍ଚତା କମି ଯାଇଥିବା ନେଇ ଚର୍ଚ୍ଚା...