• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

odisha
ଜିଅନ୍ତା ଜଳିଗଲେ କିରାଣି

ଆନନ୍ଦପୁର(ମୁନା ସିଂହ): କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅନ୍ତର୍ଗତ ସଢ଼ା ଛକରେ ଅଗ୍ନିକାଣ୍ଡ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାଁ ସୁକଦେବ ମୁଣ୍ଡା। ସେ ଆନନ୍ଦପୁର ତହସିଲରେ କନିଷ୍ଠ କିରାଣି ଭାବେ କାର୍ଯ୍ୟ କରୁଥିଲେ। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ସୁକଦେବ ଶୋଇଥିବା...

fire
ପରିବା ମାର୍କେଟ୍‌ରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୮୦ଟି ଦୋକାନ

ସମ୍ବଲପୁର: ସମ୍ବଲପୁର ସହରର ଗୋଲବଜାର ସ୍ଥିତ ପରିବା ମାର୍କେଟରେ ପୁଣି ଅଗ୍ନିକାଣ୍ଡ। ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୮୦ରୁ ଅଧିକ ପରିବା ଦୋକାନ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି। ଖବରପାଇ ଅଗ୍ନିଶମ ବାହିନୀ ପରିବା ମାର୍କେଟ୍‌ରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ଲକ୍ଷ ଲକ୍ଷ ଟଙ୍କାର...

exam
ଖୋଲା ପଡ଼ିଆରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

ପାଟନା: ଖୋଲା ପଡ଼ିଆରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ। ଯିଏ ଯେଉଁଠି ପାଇଲା ସେଇଠି ବସି ପରୀକ୍ଷା ଦେଲା। ଖାଲି ଏତିକି ନୁହେଁ ଖୁଲମ୍‌ଖୁଲା କପି ବି ଚାଲିଥିଲା। ଏଭଳି କିଛି ଦୃଶ୍ୟ ଗତକାଲି ବିହାରର ବେଟିହାରେ ଦେଖିବାକୁ ମିଳିଥିଲା। ରାମ ଲଖନ ସିଂହ ଯାଦବ କଲେଜ (ଆର୍‌ଏଲ୍‌ଏସ୍‌ୱାଇ) ପରିସରରେ...

fire
ଜଳିଗଲା ୩ ଲକ୍ଷ ଟଙ୍କାର ଜୋତା

ସୋର: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ ଅନ୍ତର୍ଗତ ଖନ୍ତାପଡ଼ାରେ ଗତକାଲି ରାତିରେ ଏକ ଜୋତା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଜୋତା ଦୋକାନଟି ଜଳି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ସଟ୍...

odisha
ଦୀପାବଳି ରାତିରେ ରାଜଧାନୀରେ ଯୁବକଙ୍କୁ ପିଟି ପିଟି ହତ୍ୟା !

ଭୁବନେଶ୍ୱର: ବାଣ ଫୁଟାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳର କରୁଣ ପରିଣତି ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି। ଗଣ୍ଡଗୋଳ ଏତେ ଉଗ୍ରରୂପ ଧାରଣ କରିଥିଲା ଯେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାଁ ଅମରେଶ୍‌ ନାୟକ।...

odisha
ପୁଲିସ୍‌ ହେପାଜତରେ ଝଡ଼ଗ୍ରସ୍ତ ନାବିକ

କୃଷ୍ଣପ୍ରସାଦ: ୨୮ଦିନ ଧରି ସମୁଦ୍ର ଭିତରେ ସଂଘର୍ଷ କରି ଆଣ୍ଡାମାନ ଦ୍ୱୀପରୁ ଓଡ଼ିଶା ଉପକୂଳରେ ପହଞ୍ଚିଥିବା ଝଡ଼ଗ୍ରସ୍ତ ନାବିକଙ୍କୁ ନିଜ ହେପାଜତକୁ ନେଇଛି କୃଷ୍ଣପ୍ରସାଦ ପୁଲିସ୍‌। ଏଥିସହ ଘଟଣା ସମ୍ପର୍କରେ ପୁଲିସ୍‌ ନାବିକ ଅମ୍ରିତ ଖୁଜୁରଙ୍କ ଠାରୁ ବିସ୍ତୃତ ତଥ୍ୟ ସଂଗ୍ରହ କରିଛି। ଆଜି ଅମ୍ରିତଙ୍କୁ ପୁରୀ ସେଲ୍ଟର୍ ହୋମକୁ...

atm
ଏଟିଏମ୍‌ରୁ ଟଙ୍କା ଉଠାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ !

ଅନୁଗୁଳ: ଏଟିଏମ୍‌ରୁ ଟଙ୍କା ଉଠାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ ! ନ ହେଲେ ଆପଣଙ୍କ ଆକାଉଣ୍ଟରୁ ଗାଏବ ହୋଇପାରେ ଟଙ୍କା। ଏଟିଏମ୍‌ କାର୍ଡର ତଥ୍ୟ ନେବା ଉଦ୍ଦେଶ୍ୟରେ ଏଟିଏମ୍‌ ଭିତରେ ସିକ୍ରେଟ କ୍ୟାମେରା ଲାଗିଥିବା ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି। ସୂଚନା ଅନୁସାରେ, ଛେଣ୍ଡିପଦା...

odisha
ସ୍କୁଲ ଛାତରୁ ଡେଇଁ ପଡ଼ିଲେ ଛାତ୍ରୀ !

ଆସିକା: ଗଞ୍ଜାମ ଜିଲ୍ଲା ପଦ୍ମନାଭପୁରରେ ଥିବା ଏକ ସ୍କୁଲରେ ଛାତ୍ରୀଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଶୁକ୍ରବାର ରାତି ପ୍ରାୟ ୨ଟା ସମୟରେ ଜଣେ ନବମ ଶ୍ରେଣୀ ଛାତ୍ରୀ ସ୍କୁଲ ଛାତରୁ ତଳକୁ ଡେଇଁପଡ଼ିଥିବା ଅଭିଯୋଗ ହୋଇଛି। ତାଙ୍କ ଗୋଡ଼ରେ ଆଘାତ ଲାଗିଛି। ଛୁଟିରେ ଘରକୁ...

bhadrak
କାଳୀପୂଜା ପାଇଁ ଚଳଚଞ୍ଚଳ ମା’ ଭଦ୍ରକାଳୀଙ୍କ ପୀଠ

ଭଦ୍ରକ (ପାର୍ଥ ସାରଥୀ ନାୟକ): ଆଜି ଆଲୋକର ପର୍ବ ଦୀପାବଳି। ମା’ କାଳୀଙ୍କ ପୂଜା। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ୍। ଭଦ୍ରକର ମା’ ଭଦ୍ରକାଳୀଙ୍କ ପୀଠରେ ଆଜିଠାରୁ କାଳୀ ପୂଜା ଆରମ୍ଭ ହୋଇଛି। ଏହା ୭ ଦିନ ଧରି ଚାଲିବ। ଏହି ସାତ ଦିନରେ ମା’...

cold drinks
ମୃଦୁ ପାନୀୟରେ ନିଶା ଦେଇ ମହିଳାଙ୍କଠୁ ଲୁଟ୍ !

ରାଉରକେଲା: ମୃଦୁ ପାନୀୟରେ ନିଶା ଦେଇ ଜଣେ ମହିଳାଙ୍କଠାରୁ ଲୁଟ୍‌ କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ଅଚେତ ଅବସ୍ଥାରେ ରାଉରକେଲା ଷ୍ଟେସନ୍‌ରୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ, ଉକ୍ତ ମହିଳା ଜଣକ ଆଜି ନାଗପୁର-ଟାଟା ପାସେଞ୍ଜର ଟ୍ରେନ୍‌ରେ ଝାରସୁଗୁଡ଼ାରୁ ବମଡ଼ା ଯାଉଥିଲେ। ଟ୍ରେନ୍‌ରେ କେହି ତାଙ୍କୁ ମୃଦୁ ପାନୀୟରେ...

railways
ରେଲୱେର ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଏହା କେବଳ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ନୁହେଁ ବରଂ ଏହା ଏକ ସୁବର୍ଣ୍ଣ ସୁଯୋଗ ମଧ୍ୟ। ଇଷ୍ଟର୍ଣ୍ଣ ରେଲ୍‌ୱେର Railway Recruitment Cell (RRC), ଖାଲି ପଡ଼ିଥିବା ଗ୍ରୁପ୍‌ ସି...

man injured
ରାସ୍ତାରେ ଚାଲିକି ଯାଉଥିଲେ, ହଠାତ୍‌ ଘଟିଲା ଏମିତି କିଛି...

ଜୟପୁର: କୁହାଯାଏ ଯେ ପାଦେ ପାଦେ ମୃତ୍ୟୁର ଭୟ ଥାଏ। କେତେବେଳେ ଯେ ଅଘଟଣ ଘଟିପାରେ ତାହା କେହି କହିପାରିବେ ନାହିଁ। ଏମତି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାଜସ୍ଥାନର ସିରୋହୀରେ। ଜଣେ ବ୍ୟକ୍ତି ରାସ୍ତାରେ ଯାଉଥିବାବେଳେ ହଠାତ୍‌ ତାଙ୍କ ସହ ‌ଏମିତି କିଛି ଘଟିଲା ଆପଣ...

diwali..
ଆଜି ଆଲୋକର ପର୍ବ ଦୀପାବଳି

ଭୁବନେଶ୍ୱର: ଆଜି ଆଲୋକର ପର୍ବ ଦୀପାବଳି। ଏଥିପାଇଁ ଗାଁରୁ ସହର ଚଳଚଞ୍ଚଳ ହୋଇପଡ଼ିଛି। ଲୋକେ ସେମାନଙ୍କ ଘର ଗୁଡ଼ିକୁ ଲିଚୁ ମାଳ ଓ ବିଭିନ୍ନ ପ୍ରକାର ଲାଇଟ୍‌ରେ ସଜାଇଛନ୍ତି। ଏଥିସହ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡ଼ିକୁ ମଧ୍ୟ ସୁନ୍ଦର ଆଲୋକମାଳାରେ ସଜାଯାଇଛି। ତେବେ ଦୁଇ ଦିନର...

odisha
ଡାକ୍ତର ବିକୁଥିଲେ ନିଶା ଔଷଧ !

କୋରାପୁଟ: ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଇଥାଏ। କାରଣ ସେମାନେ ରୋଗୀଙ୍କୁ ନୂଆ ଜୀବନ ଦେଇଥାନ୍ତି। ହେଲେ ସେହି ଦେବଦୂତ ଯଦି ଆପଣଙ୍କ ସହ ଏମିତି କରିବେ, ତା’ ହେଲେ ଆପଣ କରିବେ ? ଡାକ୍ତର ବିକୁଥିଲେ ନିଶା ଔଷଧ ! କଥା ଶୁଣିକି ଆପଣଙ୍କୁ ଅଜବ ଲାଗୁଥିଲେ...

kyarr
ଭୟଙ୍କର ହେଉଛି ବାତ୍ୟା ‘କ୍ୟାର’

ନୂଆଦିଲ୍ଲୀ: ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟ ସାଇକ୍ଲୋନିକ ଷ୍ଟର୍ମ(ଘୂର୍ଣ୍ଣିଝଡ଼) ‘କ୍ୟାର’ ଭୟଙ୍କର ରୂପ ନେଉଛି। ବାତ୍ୟା ‘କ୍ୟାର’ ଏବେ ଏକ୍ସଟ୍ରିମ୍‌ଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଛି।  ଓଡ଼ିଶାକୁ ବାତ୍ୟା ଭୟ ନାହିଁ ପାଣିପାଗ ବିଭାଗ ସ୍ପଷ୍ଟ କରିସାରିଛି। ହେଲେ ଏହାର ପ୍ରଭାବ ଗୋଆ ଏବଂ କର୍ଣ୍ଣାଟକ ଉପରେ...

bombing
ସିରିଜ୍‌ ବୋମାମାଡ଼ କରି ଦୁର୍ବୃତ୍ତ ଫେରାର, ୨ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଞ୍ଚଳରେ ସିରିଜ୍‌ ବୋମାମାଡ଼ ହୋଇଛି। ଏଥିରେ ୨ଜଣ ଆହତ ହୋଇଛନ୍ତି। ଆହତ ଦ୍ୱୟ ହେଲେ ଅମୀୟ କୁମାର ମଲିକ ଓ ଶଙ୍କର ବେହେରା। ଜଣଙ୍କର ଆଖିରେ ଆଘାତ ଲାଗିଥିବାବେଳେ ଅନ୍ୟ ଜଣଙ୍କର ଗୋଡ଼ରେ ଆଘାତ ଲାଗିଛି। ସୂଚନା ଅନୁସାରେ, ବଜାର ଛକ,...

sura
ସୁରଙ୍କ ଅଭିଯୋଗ, ବିଜେପୁରରେ ବିଜେଡି ଟଙ୍କା ବାଣ୍ଟିଛି

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁ ରେକର୍ଡ଼ ସଂଖ୍ୟକ ଭୋଟ୍‌ ପାଇ ବିଜୟୀ ହୋଇଛନ୍ତି।  ସାଧାରଣ ନିର୍ବାଚନ ପରି ଏଥର ମଧ୍ୟ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଛି। ବିଜେପୁର ଉପନିର୍ବାଚନରେ ପରାଜୟ ବରଣ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ।...

representational image
ଭାଇ କାଟିଲା ଭାଇର ତଣ୍ଟି

ଛତ୍ରପୁର: ଭାଇ କାଟିଲା ଭାଇର ତଣ୍ଟି। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ମାଳିଝୋଳା ମନ୍ଦିର ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବକ ତା’ ଦାଦା ପୁଅ ଭାଇର ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ନିଲୁ ପାତ୍ର। ତାଙ୍କୁ ମାତ୍ର ୧୫ବର୍ଷ ହୋଇଥିଲା...

diwali 11
ଏମିତି ପାଳନ୍ତୁ ସୁରକ୍ଷିତ ଦୀପାବଳି

ଭୁବନେଶ୍ୱର: ରାତି ପାହିଲେ ଆଲୋକର ପର୍ବ ଦୀପାବଳି। ଗାଁଠୁ ସହର, ସବୁଠି ଉତ୍ସବର ମାହୋଲ୍‌। ବାଣ ଫୁଟାଇ ଦୀପାବଳିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବେ ଲୋକେ। ଏଥିପାଇଁ ବାଣ, ଦୀପ ଓ ମିଠା ଦୋକାନରେ ଲୋକଙ୍କ ଭିଡ଼ ଲାଗିଛି। ବାଣ ଫୁଟାଇବା ସମୟରେ ଅନେକ ଅଘଟଣ ଘଟି...

odisha
ସୁରକ୍ଷିତ ଦୀପାବଳି ପାଳନ ଲାଗି ପ୍ରସ୍ତୁତ ହୋଇ ରହିଛି ଅଗ୍ନିଶମ ବିଭାଗ

କଟକ: ରାତି ପାହିଲେ ଆଲୋକର ପର୍ବ ଦୀପାବଳି। ଆଲୋକର ପର୍ବ ଦୀପାବଳିରେ ବାଣ ଫୁଟାଇବା ବେଳେ କୌଣସି ଅଘଟଣ ଘଟିଲେ, ତାକୁ ମୁକାବିଲା କରିବା ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତି ରହିଛି। ଏନେଇ ଚିଫ୍ ଫାୟାର ଅଫିସର ସୁକାନ୍ତ ସେଠୀ ସୂଚନା ଦେଇଛନ୍ତି। ସେ କହିଛନ୍ତି,“ଦୀପାବଳିରେ କୌଣସି ଅଘଟଣ...