• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

prince william
ପାକିସ୍ତାନରୁ ଫେରିବା ବେଳେ ହଟହଟ୍ଟା ହେଲେ ବ୍ରିଟେନ ରାଜକୁମାର ଦମ୍ପତ୍ତି

ଇସଲାମାବାଦ: ପାକିସ୍ତାନରୁ ୫ ଦିନିଆ ଗସ୍ତ ସାରି ସ୍ୱଦେଶ ଫେରିବା ବେଳେ ଆକାଶମାର୍ଗରେ ହଇରାଣ ହୋଇଛନ୍ତି ବ୍ରିଟେନ ରାଜକୁମାର ଦମ୍ପତ୍ତି। ଏମିତିକି ରାଜକୁମାର ଦମ୍ପତ୍ତିଙ୍କୁ ସୁରକ୍ଷା ଯୋଗାଇଦେବାକୁ ଯାଇ ଅନେକ ଚ୍ୟାଲେଞ୍ଜର ସାମ୍ନା କରିଛନ୍ତି ବ୍ରିଟେନ ସୁରକ୍ଷା ଅଧିକାରୀ। ଶୁକ୍ରବାର ଏହି ଘଟଣା ଘଟିଥିବା ଜଣାପଡ଼ିଛି। ବ୍ରିଟେନର ରାଜକୁମାର...

exam
ମୁଣ୍ଡରେ କାଗଜ ପେଟି ପିନ୍ଧି ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

ବେଙ୍ଗାଲୁରୁ: ପରୀକ୍ଷା ସମୟରେ କପି ରୋକିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ଏସବୁ ପରେ ବି କପି ରୋକା ଯାଇପାରୁନି। ତେବେ କପି ରୋକିବା ପାଇଁ ଏଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।  କପି ନ କରିବା ପାଇଁ...

spiritual guru
‘କଲ୍‌କି ଭଗବାନ’ଙ୍କ ନିକଟରୁ ମିଳିଲା ୫୦୦ କୋଟିର ଅଘୋଷିତ ସମ୍ପତ୍ତି

ଚେନ୍ନାଇ: ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ଆଶ୍ରମ ଓ ଟ୍ରଷ୍ଟରେ ଆୟକର ବିଭାଗ ଚଢ଼ଉ କରି ୫୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅଘୋଷିତ ସମ୍ପତ୍ତି ଜବତ କରିଛି। ଏହି ତଥାକଥିତ ଆଧ୍ୟାତ୍ମିକ ଗୁରୁଙ୍କୁ ସମସ୍ତେ ‘କଲ୍‌କି ଭଗବାନ’ ନାଁରେ ଜାଣନ୍ତି। ନିଜକୁ ‘କଲ୍‌କି ଭଗବାନ’ କହୁଥିବା ଏହି ଆଧ୍ୟାତ୍ମିକ ଗୁରୁଙ୍କ...

virat
ରାଞ୍ଚି ଟେଷ୍ଟ: ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ରାଞ୍ଚି: ଭାରତ-ଦକ୍ଷିଣ ଆଫ୍ରିକାର ଟେଷ୍ଟ୍‌ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆଜିଠାରୁ ଆରମ୍ଭ ହେଉଛି। ରାଞ୍ଚିରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଭାରତ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଟିମ୍‌ ତା’ର ଚୂଡ଼ାନ୍ତ ୧୧ ଜଣିଆ ଦଳରେ ଗୋଟିଏ ପରିବର୍ତ୍ତନ କରିଛି। ପେସ୍‌ ବୋଲର...

pm modi
ପ୍ରଧାନମନ୍ତ୍ରୀଙ୍କୁ ଖୁସି କରିଦେଲେ ଏହି ଅଭିନେତ୍ରୀଙ୍କ ପୁଅ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋଶାଲ୍‌ ମିଡିଆରେ ପ୍ରାୟ ସମୟ ସକ୍ରିୟ ରହନ୍ତି। ବିଭିନ୍ନ ସମୟରେ ବିଭିନ୍ନ ପ୍ରସଙ୍ଗରେ ସେ ଟ୍ୱିଟରରେ ଭିଡିଓ ଶେଆର୍‌ କରନ୍ତି। ଏମିତି ଏକ ଭିଡିଓ ସେ ଅକ୍ଟୋବର ୧୬ ତାରିଖରେ ଶେଆର କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ବଲିଉଡ୍‌ ଅଭିନେତ୍ରୀ ଗୁଲ୍‌ ପନାଗଙ୍କ ପୁଅ...

Capture 111
ସହଜରେ ବାସନରୁ ଛଡ଼ାନ୍ତୁ ପୋଡ଼ା ଦାଗ

ଭୁବନେଶ୍ୱର: ଘରକୁ ସଫା ରଖିବା ସହିତ ଘରର ସବୁ ଜିନିଷକୁ ସଫା ରଖିବା ମଧ୍ୟ ଜରୁରୀ। ଘରର ଚଟାଣ ହେଉ ଅବା ରୋଷେଇ ଘରେ ବ୍ୟବହୃତ ଗ୍ୟାସ୍‌ ଓ ବାସନକୁସନ ଗୁଡ଼ିକୁ ସଫା ରଖିବା ବହୁତ ଜରୁରୀ। ଏସବୁକୁ ସଫା କଲା ବେଳେ କିଛି ବିଶେଷ ଦିଗ ପ୍ରତି...

sainik school
ଏଣିକି ପୁଅଙ୍କ ଭଳି ଝିଅମାନେ ବି ସୈନିକ ସ୍କୁଲରେ ପଢ଼ିପାରିବେ

ନୂଆଦିଲ୍ଲୀ: ଏଣିକି ପୁଅଙ୍କ ଭଳି ଝିଅମାନେ ମଧ୍ୟ ଦେଶର ବିଭିନ୍ନ ସୈନିକ ସ୍କୁଲରେ ନାଁ ଲେଖାଇବା ସହ ପାଠ ପଢ଼ିପାରିବେ। ଦୀର୍ଘଦିନରୁ ଏନେଇ ହୋଇ ଆସୁଥିବା ଦାବିକୁ ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଞ୍ଜୁରୀ ଦେଇଛନ୍ତି। ଆସନ୍ତା ୨୦୨୧-୨୨ ଶିକ୍ଷାବର୍ଷରୁ ଝିଅମାନେ ଚାହିଁଲେ ସୈନିକ ସ୍କୁଲରେ...

milk 1
ଉତ୍ତମ ମାନର କ୍ଷୀର ଯୋଗାଇବାରେ ବଡ଼ ବଡ଼ ବ୍ରାଣ୍ଡ୍‌ ବିଫଳ !

ନୂଆଦିଲ୍ଲୀ: କେବଳ କଞ୍ଚା କ୍ଷୀର ନୁହେଁ, ପ୍ରୋସେସ୍‌ଡ ମିଲ୍କର ଶୁଦ୍ଧତାକୁ ନେଇ ଉଠିଛି ପ୍ରଶ୍ନ। ଏପରିକି ବଡ଼ ବଡ଼ ବ୍ରାଣ୍ଡ୍‌ ମଧ୍ୟ ଉତ୍ତମ ମାନର କ୍ଷୀର ଯୋଗାଇବାରେ ବିଫଳ ହୋଇଛନ୍ତି। ଖାଦ୍ୟ ନିୟନ୍ତ୍ରକ ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ଏଭଳି ସାଂଘାତିକ ତଥ୍ୟ ଦିଆଯାଇଛି। ଶୁକ୍ରବାର ଏହି ତଥ୍ୟ ରଖି ଏଫ୍‌ଏସ୍‌ଏସ୍‌ଏଆଇ...

loot
ଲୁଟିବା ବଦଳରେ ବୃଦ୍ଧାଙ୍କ ମଥାରେ ଚୁମ୍ବନ ଦେଲେ ଲୁଟେରା

ବ୍ରାସିଲିଆ(ବ୍ରାଜିଲ): ଲୁଟ୍‌ କରିବା ପାଇଁ ଲୁଟେରାମାନେ କେତେବେଳେ ବନ୍ଧୁକ ମୁନରେ ଧମକ ଦେଇଥାନ୍ତି ତ, ଆଉ କେତେବେଳେ ଛୁରୀ ଦେଖାଇ ଲୋକଙ୍କୁ ଭୟଭୀତ କରିଥାନ୍ତି। ହେଲେ ଏ କ’ଣ ! ଏହି ଲୁଟେରା ଜଣକ ଲୁଟ୍‌ କରିବା ବଦଳରେ ବୃଦ୍ଧାଙ୍କ ମଥାରେ ଚୁମ୍ବନ ଦେଉଛି। ଆଶ୍ଚର୍ଯ୍ୟ ଲାଗୁଛି ନା?...

imran khan
ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ପାକିସ୍ତାନକୁ ଏଫଏଟିଏଫ୍‌ର କଡ଼ା ଚେତାବନୀ

ପ୍ୟାରିସ୍‌: ପୁଣି ପାକିସ୍ତାନକୁ ଆଜି ଶକ୍ତ ଧକ୍କା ଦେଇଛି ଫାଇନାନ୍‌ସିଆଲ ଆକ୍ସନ ଟାକ୍ସଫୋର୍ସ(ଏଫ୍‌ଏଟିଏଫ୍‌)। ଆତଙ୍କବାଦୀଙ୍କୁ ସହଯୋଗ ଓ ପାଣ୍ଠି ଯୋଗାଣ କରୁଥିବାରୁ ଏଫ୍‌ଏଟିଏଫ୍‌ ପାକିସ୍ତାନ ଉପରେ କ୍ଷୁବ୍ଧ ହୋଇଛି। ଯଦି ପାକିସ୍ତାନ ୨୦୨୦ ଫେବୃଆରୀ ସୁଦ୍ଧା ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବ, ତା’ହେଲେ ଏହାର ପରିଣାମ...

Susmita Mohanty
ପ୍ରଭାବଶାଳୀ ମହିଳା ତାଲିକାରେ ଓଡ଼ିଆ ଝିଅ ସୁସ୍ମିତା

ନୂଆଦିଲ୍ଲୀ/ଭୁବନେଶ୍ୱର: ବିବିସିର ୧୦୦ ପ୍ରଭାବଶାଳୀ ମହିଳା ତାଲିକାରେ ସ୍ଥାନ ପାଇଛନ୍ତି ଓଡ଼ିଆ ଝିଅ । ଏହି ତାଲିକାରେ ଭାରତର ୭ ଜଣ ମହିଳାଙ୍କ ନାଁ ରହିଛି, ଯେଉଁଥିରେ ଓଡ଼ିଆ ଝିଅ ସୁସ୍ମିତା ମହାନ୍ତି ଅଛନ୍ତି। କଟକରେ ଜନ୍ମଗ୍ରହଣ କରିଥିବା ଶ୍ରୀ ମହାନ୍ତିଙ୍କ ଏହି ସଫଳତା ଖାଲି କଟକ ଜିଲ୍ଲା...

toilet
୧୫ ମିନିଟ୍‌ରୁ ଅଧିକ ସମୟ ଟଏଲେଟ୍‌ରେ ରହିଲେ ବାଜିବ ଆଲାର୍ମ

ବେଜିଂ: ଆପଣ ଟଏଲେଟ୍‌ରେ କେତେ ସମୟ ବିତାଉଛନ୍ତି ? ଏଭଳି ପ୍ରଶ୍ନ କେବେ କାହାକୁ ବି କରାଯାଇପାରିବନି। କାହିଁକି ନା ଟଏଲେଟ୍‌ରେ କିଏ କେତେ ସମୟ ବିତାଇବ ସେହିଁ କେବଳ କହିପାରିବ ଯିଏ ଟଏଲେଟ୍‌ରେ ଥିବ। ହେଲେ ଆମେ ଏଠି ଆପଣଙ୍କୁ ଏହି ପ୍ରଶ୍ନ ଏଥିପାଇଁ କଲୁ କାରଣ...

cji
ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କ ନାମ ସୁପାରିସ କଲେ ସିଜେଆଇ

ନୂଆଦିଲ୍ଲୀ: ନଭେମ୍ୱର ମାସରେ ଅବସର ଗ୍ରହଣ କରିବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ। ପରବର୍ତ୍ତୀ ପ୍ରଧାନ ବିଚାରପତି କିଏ ହେବେ ସେ ନେଇ ଏବେ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଏ ନେଇ ଜଷ୍ଟିସ ଏସ୍‌ ଏ ବୋବଡେଙ୍କ ନାମ...

karwa chauth
କର୍‌ୱାଚୌଥ୍‌ରେ ପତ୍ନୀ ରଖିଥିଲେ ବ୍ରତ, ପୁଅକୁ ଆସିଲା ଫୋନ୍‌.... ତୁମ ବାପା ସହିଦ ହୋଇଯାଇଛନ୍ତି

ନୂଆଦିଲ୍ଲୀ: ଯବାନ ପତିଙ୍କ ଦୀର୍ଘାୟୁ କାମନା କରି କର୍‌ୱାଚୌଥ ବ୍ରତ ରଖିଥିଲେ ପତ୍ନୀ। ଆଉ କିଛି ଘଣ୍ଟା ପରେ ବ୍ରତ ଭାଙ୍ଗି ଥାନ୍ତେ।   ହେଲେ ବିଧାତାର ଖେଳ କିଛି ଅଲଗା ଥିଲା। ବ୍ରତ ଭାଙ୍ଗିବା ପୂର୍ବରୁ ପତ୍ନୀଙ୍କ ପାଖକୁ ଏମିତି ଏକ ଖବର ଆସିଲା ଯେଉଁଥିରେ ସେ ନିଜେ...

Chandrayaan-2
ଚନ୍ଦ୍ରପୃଷ୍ଠର ଚମକଦାର ଫଟୋ ଜାରି କଲା ଇସ୍ରୋ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଗୁରୁବାର ଚନ୍ଦ୍ରପୃଷ୍ଠର ଅତି ନିକଟତର ଫଟୋ ରିଲିଜ କରିଛି। ଚମକଦାର ଏହି  ଫଟୋରେ ଚନ୍ଦ୍ରପୃଷ୍ଠକୁ ଅତି ସ୍ପଷ୍ଟ ଭାବରେ ଦେଖି ହେଉଛି। ଏହି ଫଟୋକୁ ଚନ୍ଦ୍ରଯାନ-୨ର Imaging Infrared Spectrometer (IIRS) ଉତ୍ତୋଳନ କରିଛି। IIRSକୁ ଏମିତି ଭାବରେ ଡିଜାଇନ୍‌ କରାଯାଇଛି...

odisha
ଭିଜିଲାନ୍ସ ଜାଲରେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ

ନୟାଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବିନୟ ସୁବୁଦ୍ଧିଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ଏକାସଙ୍ଗରେ ୮ଟି ସ୍ଥାନରେ  ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ଉ କରାଯାଇଛି। ନୟାଗଡ଼ରେ ଥିବା ତାଙ୍କ ଅଫିସ,ସରକାରୀ କ୍ୱାର୍ଟର୍ସ, ଦୁଇଟି ଫ୍ଲାଟ ସହ...

odisha
‘ମତେ ଯାହା ଜଣାପଡ଼ୁଛି ବିଜେପୁରରେ ଆମେ ହାରି ଯିବୁ’

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ବିଜେଡି କସରତ ଆରମ୍ଭ କରି ଦେଇଛନ୍ତି। ବଡ଼ ବଡ଼ ନେତାଙ୍କଠୁ ଆରମ୍ଭ କରି ମନ୍ତ୍ରୀମାନେ ସେଠାରେ ଭିଡ଼ ଜମାଇଛନ୍ତି। ଏପରି ସ୍ଥିତିରେ ଭୋଟ୍‌ ପୂର୍ବରୁ କଂଗ୍ରେସ ବିଧାୟକ ତଥା ବରିଷ୍ଠ ନେତା ସୁରେଶ ରାଉତରାୟ...

odisha
‘ମତେ ପଛେ ବିକ୍ରି କରିଦିଅ କିନ୍ତୁ ମୋ ପୁଅକୁ ଭଲ କରିଦିଅ’

ଭୁବନେଶ୍ୱର: ‘ମତେ ପଛେ ବିକ୍ରି କରିଦିଅ କିନ୍ତୁ ମୋ ପୁଅକୁ ଭଲ କରି ଦିଅ। ସେ ଚାଲିଗଲେ ମୁଁ ରହି ପାରିବିନି।’ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଯବାନ ପୁଅକୁ ଭଲ କରିବାକୁ ଏ ହେଉଛି ଜଣେ ଅସହାୟ ବୁଢା ବାପାର ଆକୁଳ ନିବେଦନ। ଗୋଟିଏ ପଟେ ରାଜ୍ୟ...

injection
୩ ବର୍ଷର ଛୁଆ ଦେହରେ ରହିଗଲା ଭଙ୍ଗା ସିରିଞ୍ଜ ଛୁଞ୍ଚି

ଅନୁଗୁଳ: ସରକାରୀ ମେଡିକାଲରେ ଚିକିତ୍ସାରେ ଅବହେଳା ନେଇ ସାଂଘାତିକ ଅଭିଯୋଗ ଆସିଛି। ଏକ ୩ ବର୍ଷର ଶିଶୁକୁ ଇଞ୍ଜେକ୍ସନ ଦେବା ବେଳେ ଦେହରେ ସିରିଞ୍ଜର ଛୁଞ୍ଚି ଭାଙ୍ଗି ରହି ଯାଇଥିଲା। କିଛିଦିନ ପରେ ପିଲାଟିକୁ ଅସହ୍ୟ ଯନ୍ତ୍ରଣା ହେବାରୁ ଦେହରୁ ଭଙ୍ଗା ସିରିଞ୍ଜ ଛୁଞ୍ଚି ବାହାରିଥିଲା। ଅନୁଗୁଳ ଜିଲ୍ଲା...

job
‘ସରକାରୀ ଚାକିରି ଉପରେ ଆଶା ରଖନ୍ତୁନି, ବନ୍ଦ ହେବ ୪୦୦ ସରକାରୀ ବିଭାଗ’

ଇସଲାମାବାଦ: ଆତଙ୍କବାଦୀଙ୍କ ଚରାଭୂଇଁ ପାଲଟିଥିବା ପାକିସ୍ତାନର ସ୍ଥିତି ଏବେ ଆହୁରି ଖରାପ ହୋଇଛି। ବିଶ୍ୱ ବ୍ୟାଙ୍କ ସମେତ ପାକିସ୍ତାନ ସହ ବନ୍ଧୁତ୍ୱ ରଖୁଥିବା ଦେଶ ମଧ୍ୟ ପାକିସ୍ତାନର ହାତ ଛାଡ଼ି ଦେଇଛନ୍ତି। ଏମିତିକି ଚାଇନା ମଧ୍ୟ ପାକିସ୍ତାନକୁ ଯେଉଁ ଆର୍ଥିକ ସହାୟତା ଦେଉଥିଲା ସେଥିରେ ରୋକ ଲଗାଇଛି। ଯାହାକି...