ଯାଜପୁର(ଗୁଲାମ ଗସ୍): ନିଜ ଆଖି ଆଗରେ ଛୁଆ ବିପଦରେ ପଡ଼ିଥିବା ଦେଖି ପିଲାଙ୍କୁ ବଞ୍ଚାଇବାକୁ ଯାଇ ଆପେ ଆପେ ବିପଦ ମୁହଁକୁ ଠେଲି ହୋଇଗଲେ ଜଣେ ମହିଳା। ଘଟଣା ଘଟିଛି ଯାଜପୁର ସଦର ଥାନା ଅନ୍ତର୍ଗତ ଦୁର୍ଗାପୁର ଗାଁରେ। ଆଜି ସକାଳେ ଗାଁର ପ୍ରମିଳା ବେହେରା ନାମକ ଜଣେ...
ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨-୩ ଦିନ ମଧ୍ୟରେ ବଙ୍ଗୋପସାଗର ଉପରେ ଘନୀଭୂତ ହୋଇ ଡିପ୍ରେସନ୍ରେ ପରିଣତ ହେବ। ଏହାପରେ ଏହା...
କେନ୍ଦ୍ରାପଡ଼ା: ମହିଳା ସହକର୍ମୀଙ୍କୁ ଯୌନ ଶୋଷଣ ଅଭିଯୋଗ ମାମଲାରେ କେନ୍ଦ୍ରାପ଼ଡ଼ା କ୍ରେଡିଟ୍ କୋ-ଅପରେଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କୁ ପୁଲିସ୍ ଗିରଫ କରିଛି। ଗତକାଲି ରାତି ପ୍ରାୟ ସାଢ଼େ ୧୧ଟାରେ ପ୍ରମୋଦଙ୍କ ବଣିଆମାଳ ସ୍ଥିତ ବାସଭବନରୁ ଟାଉନ ଥାନା ପୁଲିସ୍ ତାଙ୍କୁ ଉଠାଇ ନେବା ପରେ ଅଟକ ରଖିଥିଲେ। ସୂଚନାଯୋଗ୍ୟ, କର୍ମକ୍ଷେତ୍ରରେ...
କୋଣାର୍କ(ସଞ୍ଜୟ ପତି): କେନାଲକୁ ଖସିପଡ଼ିଲା ଟାଟା ମ୍ୟାଜିକ୍ ଗାଡ଼ି। ଆଜି ସକାଳେ ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ଅଳଗୁଆଁ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଗାଡ଼ିଟି ରାସ୍ତାକଡ଼ରେ ଥିବା କେନାଲକୁ ଖସି ପଡ଼ିବା ଫଳରେ ୧୦ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଉକ୍ତ...
ନୁଆଦିଲ୍ଲୀ: ଦକ୍ଷିଣପୂର୍ବ ଆରବ ସାଗର ସହ ସମାନ୍ତରାଳ ଭାବେ ଲାକ୍ଷାଦ୍ୱୀପ ଉପରେ ସୃଷ୍ଟି ହୋଇଥିବା ବାତ୍ୟା ‘ମହା’ ଏକ୍ସଟ୍ରିମ୍ଲି ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-ପଶ୍ଚିମଉତ୍ତର ଦିଗ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ଏହାପରେ ‘ମହା’ ପୂର୍ବ-ଉତ୍ତରପୂର୍ବ ଦିଗ ଆଡ଼କୁ...
ସମ୍ୱଲପୁର(ସଞ୍ଜୟ ଜେନା): ଏଚ୍ଆଇଭି ଆକ୍ରାନ୍ତ ବୋଲି ମୃତଦେହ କେହି ଛୁଇଁଲେନି ! ମେଡିକାଲ ବେଡ୍ରେ ୧୨ଘଣ୍ଟା ଧରି ପଡ଼ି ରହିଲା ମୃତଦେହ। ବୁର୍ଲା ବଡ଼ ଡାକ୍ତରଖାନାରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ବରଗଡ଼ ଜିଲ୍ଲା ସଦର ଥାନା ଅଞ୍ଚଳର ଜଣେ ୬୦ବର୍ଷୀୟ ବ୍ୟକ୍ତିଙ୍କ ଡାହାଣ ଆଖିରେ...
କିଛି ଲୋକଙ୍କ ଆଖି ଡୋଳାରେ କଳା ଦାଗ ଦେଖିବାକୁ ମିଳିଥାଏ। କେହି କେହି ଏହି ଦାଗକୁ କଳାଜାଇ ବୋଲି କହିଥା’ନ୍ତି। ତେବେ ଚିକିତ୍ସା ବିଜ୍ଞାନରେ ଏହି ଦାଗକୁ ‘ଆଇ ଫ୍ରେକଲ୍ସ’ ବୋଲି କୁହାଯାଏ। ଏହି ଦାଗକୁ ସାଧାରଣତଃ ସମସ୍ତେ ସାମାନ୍ୟ ବୋଲି ଭାବନ୍ତି। କିନ୍ତୁ ସମସ୍ତ କଳାଦାଗ ସାମାନ୍ୟ...
କେନ୍ଦ୍ରାପଡ଼ା: ଶେଷରେ ଆଇନ୍ର ଲମ୍ବା ହାତ ଯାଇ ପହଞ୍ଚିଲା କେନ୍ଦ୍ରାପ଼ଡ଼ା କ୍ରେଡିଟ୍ କୋ-ଅପରେଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କ ନିକଟରେ। ଯୌନ ଶୋଷଣ ଅଭିଯୋଗ ମାମଲାରେ ପ୍ରମୋଦ ସାହୁଙ୍କୁ ପୁଲିସ୍ ଅଟକ ରଖିଛି। ଗତକାଲି ରାତି ପ୍ରାୟ ସାଢ଼େ ୧୧ଟାରେ ପ୍ରମୋଦଙ୍କ ବଣିଆମାଳ ସ୍ଥିତ ବାସଭବନରୁ ଟାଉନ ଥାନା...
ଆନନ୍ଦପୁର: ପ୍ରେମିକ ଘରୁ ଉଦ୍ଧାର ହେଲା ପ୍ରେମିକାର ଝୁଲନ୍ତା ମୃତଦେହ। କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଯୁବତୀ ହେଲେ ଆନନ୍ଦପୁର ୩ ନମ୍ବର ଓ୍ୱାର୍ଡ ଡାହାଣୀଗଡ଼ିଆ ସାହିର ବିନୋଦ ଦାସଙ୍କ ଝିଅ ସ୍ନେହଲତା ଦାସ। ସୂଚନା ଅନୁସାରେ, ପଣ୍ଡୁଆ ଗାଁର ନୀଳକଣ୍ଠ ନାୟକଙ୍କ...
ମୁମ୍ୱାଇ: ମହାରାଷ୍ଟ୍ରରେ ସରକାର ଗଢ଼ିବ ଶିବସେନା। ସରକାର ଗଢ଼ିବା ପାଇଁ ଆବଶ୍ୟକ ବିଧାୟକଙ୍କ ସମର୍ଥନ ଶିବସେନା ପାଖରେ ରହିଛି। ତେଣୁ ଏବେ ଶିବସେନା ନେତା ହିଁ ମୁଖ୍ୟମନ୍ତ୍ରୀ ହେବେ। ଶିବସେନାର ମୁଖପାତ୍ର ତଥା ସାଂସଦ ସଞ୍ଜୟ ରାଉତ ଆଜି ଏହା କହିଛନ୍ତି। ଶିବସେନା ସପକ୍ଷରେ ଏବେ ପାଖାପାଖି ୧୭୦...
ମୁମ୍ବାଇ: କଲର୍ସ ଚ୍ୟାନେଲ୍ରେ ପ୍ରସାରିତ ଟେଲି କୁଇନ୍ ଏକ୍ତା କପୁରଙ୍କ ଧାରାବାହିକ ‘କବଚ… ମହାଶିବରାତ୍ରୀ’ ଖୁବ୍ଶୀଘ୍ର ବନ୍ଦ ହୋଇଯିବ ବୋଲି ଜଣାପଡ଼ିଛି। ଗତ ମେ’ ମାସରୁ ଏହି ଶୋ’ ଆରମ୍ଭ ହୋଇଥିଲା। ଏହି ଶୋ’ ଆରମ୍ଭ ହେବା ପୂର୍ବରୁ ସୋଶାଲ୍ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଥିଲା। ଏଥିରେ ଲିଡ୍ ରୋଲ୍ରେ...
ଯାଜପୁର (ଗୁଲାମ ଗସ୍): ଗାଁ ଛାଡ଼ିଲେ ମୃତ ଯାଜପୁର ଜିଲ୍ଲା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ପରିବାର। ଦୁଇ ଦିନ ତଳେ ଗାଁ ଛାଡ଼ି ପୁଅ ପାଖରେ ରହିବେ ବୋଲି ସ୍ମିତାରାଣୀଙ୍କ ବାପା କହିଥିଲେ। ସେମାନେ କୌଣସି ସମ୍ପର୍କୀୟଙ୍କ ଘରକୁ ଚାଲି ଯାଇଥିବା ଜଣାପଡ଼ିଛି। ସେଠାରୁ ସେମାନେ ରାଜ୍ୟ...
ଭୁବନେଶ୍ୱର: ଯାଜପୁର ଜିଲ୍ଲା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ନେଇ ବିଜେପି ମହିଳା ମୋର୍ଚ୍ଚା ସାରା ରାଜ୍ୟରେ ବିକ୍ଷୋଭ କରିବ। ଆସନ୍ତା ୫ ତାରିଖ ଦିନ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିଜେପିର ମହିଳା ମୋର୍ଚ୍ଚା ବିକ୍ଷୋଭ କରିବ ବୋଲି ଆଜି ଭୁବନେଶ୍ୱରରେ ଏକ...
ବାଲେଶ୍ୱର(ରଶ୍ମୀ ରଞ୍ଜନ ଦାସ): ସ୍ମାର୍ଟ ଫୋନର ଉପଯୁକ୍ତ ବ୍ୟବହାର କରି ବାଲେଶ୍ୱର ଜିଲ୍ଲା ଶୋଭାରାମପୁରର ଜଣେ ଛାତ୍ର ଚଳିତବର୍ଷ ଅନ୍ତର୍ଜାତୀୟ ଫଟୋଗ୍ରାଫି ଆୱାର୍ଡ ପାଇଛନ୍ତି। ତାଙ୍କ ନାଁ ଶ୍ରୀତମ କୁମାର ସେଠୀ। ଶ୍ରୀତମ ହାଇଟେକ୍ ମେଡିକାଲ କଲେଜର ଦ୍ୱିତୀୟ ବର୍ଷ ବି. ଫାର୍ମାସିରେ ପଢ଼ନ୍ତି। କିନ୍ତୁ ନିଶା ତାଙ୍କର...
ବାସୁଦେବପୁର: ପୂଜାପାଠ ନାଁରେ ଜଣେ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ଭଣ୍ଡ ବାବାଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ଗାଁ ଲୋକେ। ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ଚୁଡ଼ାମଣି ସାମୁଦ୍ରିକ ଥାନା ଅନ୍ତର୍ଗତ ରାଧାନାଥପୁର ଗାଁରେ। ପୁଲିସ୍ ଉକ୍ତ ଭଣ୍ଡ ବାବାଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁଯାୟୀ,...
ଯାଜପୁର: ବିଚ୍ ରାସ୍ତାରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ହେଲା ଠେଲାପେଲା ଓ ଗଣ୍ଡଗୋଳ। ଯାଜପୁର ଜିଲ୍ଲା କୋରାଇ ବ୍ଲକ ଖିଲିପଙ୍ଖା ଗାଁରେ ଏହି ଘଟଣା ଘଟିଛି। ଗତକାଲି ଅପରାହ୍ଣରେ ଖିଲିପଙ୍ଖା ଗାଁରେ ଏକ ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ବିଧାୟକ...
ନୂଆଦିଲ୍ଲୀ: ଗତମାସ ଶେଷ ସପ୍ତାହରେ ଇସ୍ରାଏଲୀ ସ୍ପାଇୱେୟାର ପେଗାସସ୍ ୧୨୧ ଜଣ ଭାରତୀୟଙ୍କୁ ଟାର୍ଗେଟ କରିଥିଲା। ଏ ନେଇ ହ୍ୱାଟସ୍ ଆପ୍, ସରକାରଙ୍କୁ ଅବଗତ କରାଇଥିଲା ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ପ୍ରଥମେ ଫେସବୁକ୍ ଚଳିତବର୍ଷ ମେ’ ମାସରେ ସରକାରଙ୍କୁ ସ୍ୱାଇଓ୍ୱେୟାର ଡାଟା ହ୍ୟାକ୍ ନେଇ...
ନବରଙ୍ଗପୁର: ଓଟିଭିରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ। ନବରଙ୍ଗପୁର ଜିଲ୍ଲା ପାପ଼ଡ଼ାହାଣ୍ଡିର ଝିଅ ବେବି ପାଇକଙ୍କୁ ପ୍ରଶାସନ ତରଫରୁ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ବାପା ସୁବାସ ପାଇକଙ୍କ ମୃତ୍ୟୁପରେ ବେବି ନିଜର ୪ ଭଉଣୀଙ୍କ ବିବାହ କରାଇବା ସହ ପରିବାର ପ୍ରତିପୋଷଣ କେମିତି...
ବେଜିଂ: ସୋଶାଲ୍ ମିଡିଆରେ ଆପଣ ଏମିତି ଅନେକ ଫଟୋ ହେଉ ଅଥବା ଭିଡିଓ ଦେଖିଥିବେ ସେଥିମଧ୍ୟରୁ ଏମିତି କିଛି ଫଟୋ ବା ଭିଡିଓ ଥିବ ଯାହା ଦେଖିଲା ପରେ ଆପଣଙ୍କୁ ଦୁଃଖ ନିଶ୍ଚୟ ଲାଗିଥିବ। ଏବେ ସୋଶାଲ୍ ମିଡିଆରେ ଏମିତି ଏକ ଫଟୋ ଭାଇରାଲ ହେଉଛି ଯାହା ପଛର...
ଅଧିକାଂଶ ଲୋକଙ୍କୁ ଚିକେନ୍ ଖାଇବାକୁ ଭଲଲାଗେ। କେହି କେହି ଚିକେନ୍କୁ ଝୋଳ କରି ଖାଆନ୍ତି କରିଥାନ୍ତି ତ ଆଉ କେହି ଏହାକୁ କଷା କରି ଖାଆନ୍ତି। କିନ୍ତୁ କେବେ ମାଟି ହାଣ୍ଡି ପୋସ୍ତ ଚିକେନ୍ ଖାଇଛନ୍ତି କି ? ଏହା ପାଟିକୁ ବହୁତ ସୁଆଦିଆ ଲାଗିଥାଏ। How to...