ଆସିକା: ଫେରି ଆସିଲା ମଲା ପୁଅ ! ପୁଅ ମରିଯାଇଥିବା ଭାବି ପରିବାର ଲୋକେ ପୁଅର ଶୁଦ୍ଧିକ୍ରିୟା କରିଦେଇ ଥିବାବେଳେ ଶେଷରେ ପୁଅ ଘରକୁ ଫେରି ଆସିଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଞ୍ଚଳରେ। ସୂଚନା ଅନୁସାରେ, ହିଞ୍ଜିଳିକାଟୁ ଅଞ୍ଚଳର ୧ ନମ୍ବର ୱାର୍ଡରେ ରହୁଥିବା ଲକ୍ଷ୍ମଣ...
ଆସିକା: ଲଭ, ସେକ୍ସ, ଧୋକା। ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଏବେ ପ୍ରେମିକ କେଉଁଆଡ଼େ ଫେରାର ହୋଇଯାଛି। ଶେଷରେ କିଛି ଉପାୟ ନ ପାଇ ପ୍ରେମିକ ଘର ଆଗରେ ପ୍ରେମିକା ଧାରଣା ଦେଇଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳର ଟଙ୍କାଛାଇ ଗାଁରେ।...
ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କ ପାଇଁ କଦଳୀ ଫୁଲ ବା ଭଣ୍ଡା ଖୁବ୍ ଉପକାରୀ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। କଦଳୀ ଫୁଲ ଖାଇଲେ ଡାଇବେଟିସ୍ ରୋଗୀଙ୍କର ସୁଗାର ସ୍ତର କମ୍ ହୋଇଥାଏ। ତା’ସହିତ ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କ କ୍ଷେତ୍ରରେ କୋଲେଷ୍ଟ୍ରଲ୍ ବୃଦ୍ଧି ସମସ୍ୟା ମଧ୍ୟ କମ୍ ହୋଇଥାଏ। ଆସନ୍ତୁ...
ବାଲେଶ୍ୱର: ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟ ଖେଳିସାରି ଫେରୁଥିବା ବେଳେ ଓଲଟିଲା ବୋଲେରୋ। ଏଥିରେ ୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କ ମଧ୍ୟରେ ଗାଡିର ଡ୍ରାଇଭରଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ନିକଟରେ ଗତକାଲି ଏହି ଦୁର୍ଘଟଣା...
ପାରଳାଖେମୁଣ୍ଡି/ଆନନ୍ଦପୁର: ୫ ଜଣ ଦଶମ ଶ୍ରେଣୀ ଛାତ୍ର ଓ ଜଣେ ଛାତ୍ରୀ ନିଖୋଜ ହୋଇଯାଇଛନ୍ତି। ଏପର୍ଯ୍ୟନ୍ତ ସେମାନଙ୍କର କୌଣସି ପତ୍ତା ମିଳିପାରି ନାହିଁ। ନିଖୋଜଙ୍କ ମଧ୍ୟରୁ ୫ଜଣ ଛାତ୍ର ଗଜପତି ଜିଲ୍ଲାର ହୋଇଥିବା ଛାତ୍ରୀ ଜଣକ କେନ୍ଦୁଝର ଜିଲ୍ଲାରେ ଏକ ଆଶ୍ରମ ସ୍କୁଲରେ ପଢ଼ୁଥିଲେ। ସୂଚନା ଅନୁସାରେ, ପାରଳାଖେମୁଣ୍ଡିର...
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବେଫିକର୍ ଲୁଟେରା। ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ହାଇ ସିକ୍ୟୁରିଟି ଜୋନ୍ରୁ ଏକ ଅଭିନବ ଉପାୟରେ ଚୋରମାନେ ଲୁଟ୍ କରିଛନ୍ତି। ଏୟାରପୋର୍ଟ ଅଞ୍ଚଳରେ ଥିବା ଏକ ମାର୍ବଲ ଶୋ’ ରୁମ୍ରୁ ଏହି ଲୁଟ୍ ହୋଇଛି। ଚୋରମାନେ ଶୋ’ ରୁମ୍ର ଗ୍ରୀଲ୍ ଭାଙ୍ଗି ନାହାନ୍ତି କି...
ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ସ୍କୁଲକୁ ବିଳମ୍ବରେ ଆସୁଛନ୍ତି। ଆଉ ପଚାରିଲେ ନାଲି ଆଖି ଦେଖାଉଛନ୍ତି। ଖାଲି ନାଲି ଆଖି ନୁହେଁ ଗାଳିଗୁଲଜ ବି କରିବାକୁ ପଛାଇ ନାହାନ୍ତି। ବୌଦ୍ଧ ଜିଲ୍ଲାରେ ଜଣେ ସ୍କୁଲ ଦିଦିଙ୍କ ଏପରି ଦାଦାଗିରି ଦେଖିବାକୁ ମିଳିଛି। ତାଙ୍କର ଏକ ଭିଡିଓ ଏବେ ସୋଶାଲ ମିଡିଆରେ...
ବାଲୁଗାଁ: ବଗି ଛାଡ଼ି ଇଞ୍ଜିନ୍ ଛୁ….ଆଜି ସକାଳେ ବିଶାଖା ଏକ୍ସପ୍ରେସ୍ ଭୁବନେଶ୍ୱରରୁ ସିକନ୍ଦରାବାଦ ଅଭିମୁଖେ ଯାତ୍ରା କରୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ରେଲ୍ୱେ ଷ୍ଟେସନ ନିକଟରେ ଏହାର କିଛିଟା ବଗିକୁ ଛାଡ଼ି ଇଞ୍ଜିନ୍ କିଛି ବାଟ ପଳାଇଥିଲା। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଓ କାହାର...
ବାଲିଗୁଡ଼ା: ବିଜେଡି ସଭାସ୍ଥଳରେ ବିଜେଡି ଦଳ ଓ ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିବା ସହ ପ୍ରଶ୍ନ କରିଛନ୍ତି ଜଣେ ମହିଳା। ‘ଆମେ କେଉଁ ଗୌରବରେ ଆନନ୍ଦିତ ହେବୁ ଯେ ନବୀନ ପଟ୍ଟନାୟକ ଜିନ୍ଦାବାଦ ବୋଲି କହିବୁ’ ବୋଲି ମହିଳା ଜଣକ ପ୍ରଶ୍ନ...
ଭୁବନେଶ୍ୱର: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାକୁ କୌଣସି ବଡ଼ ବର୍ଷାର ଭୟ ନାହିଁ। ତେବେ ନଭେମ୍ବର ୩ ତାରିଖ ଆଡ଼କୁ ଆଣ୍ଡାମାନ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା କ୍ରମଶଃ ଘନୀଭୂତ ହୋଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଡିପ୍ରେସନ...
କଟକ: ଧରା ପଡ଼ିଲା ଭଣ୍ଡ ବାବାଙ୍କ କଳା କାରନାମା। ମିଛ କଥା କହି ଲୋକଙ୍କୁ ଠକୁଥିଲେ, ଶେଷରେ ଧରାପଡ଼ିଲେ। ଏପରି କିଛି ଘଟଣା ଘଟିଛି କଟକରେ। ଭଣ୍ଡ ବାବାଙ୍କ ଘର ବିଡ଼ାନାସୀ କୃଷକ ବଜାର ଅଞ୍ଚଳରେ ବୋଲି ଜଣାପଡ଼ିଛି। ‘ଜୀବନ ପ୍ରତି ବିପଦ ରହିଛି…ଯଦି ଏହାର ପ୍ରତିକାର ନ...
ନୂଆଦିଲ୍ଲୀ: ଦକ୍ଷିଣପୂର୍ବ ଆରବ ସାଗର ସହ ସମାନ୍ତରାଳ ଭାବେ ଲାକ୍ଷାଦ୍ୱୀପ ଉପରେ ସୃଷ୍ଟି ହୋଇଥିବା ବାତ୍ୟା ‘ମହା’ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ଗତ ୬ ଘଣ୍ଟା ମଧ୍ୟରେ ଦେଖିବାକୁ ମିଳିଛି ଯେ ‘ମହା’ ଘଣ୍ଟାପ୍ରତି ୯ କି.ମି. ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗ ଆଡ଼କୁ ଗତି କରୁଛି। ବର୍ତ୍ତମାନ...
ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ମାଳିଗୁଡ଼ା ଗାଁରେ ଡବଲ୍ ମର୍ଡର। ଗାଁ ନିକଟ ନଦୀକୂଳରୁ ବାପ-ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ସଦନ ମାଳି ଓ ତାଙ୍କ ପୁଅ ନୀଳାମ୍ବର ମାଳି। ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ପାରିପାର୍ଶ୍ୱିକ ପରିସ୍ଥିତିରୁ ଜଣାପଡୁଛି,...
ପୁରୀ: ପୁରୀ ସ୍ୱର୍ଗଦ୍ୱାରରୁ ହଟିବ ବିଜୁବାବୁଙ୍କ ସ୍ମୃତି ସ୍ଥଳ। ସ୍ୱର୍ଗଦ୍ୱାରର ବିକାଶ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ବିଜେଡି ନେତା ସଞ୍ଜୟ ଦାସବର୍ମା। ତେବେ ସ୍ମୃତି ସ୍ଥଳରେ କେବଳ ସ୍ମୃତି ଫଳକଟିଏ ରହିବ। ସ୍ୱର୍ଗଦ୍ୱାରର ବିକାଶ ପାଇଁ...
ନୂଆଦିଲ୍ଲୀ/ ଭୁବନେଶ୍ୱର: ଓଡ଼ିଆ ଝିଅ ନନ୍ଦିତା ମିଶ୍ର କେନ୍ଦ୍ର ସରକାରଙ୍କ କର୍ପୋରେଟ୍ ଆଫାୟାର୍ସ ବିଭାଗର ଅର୍ଥନୈତିକ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି। ପୂର୍ବରୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଅଧୀନରେ କାମ କରୁଥିବା ନନ୍ଦିତାଙ୍କୁ ଏବେ ଏହି ନୂଆ ନିଯୁକ୍ତି ମିଳିଛି। ମହିଳା ଓ ଶିଶୁ ବିକଶ...
କଟକ: ରାଜ୍ୟସ୍ତରୀୟ ପର୍ବ ଭାବେ ପାଳନ କରାଯିବ କଟକ ବାଲିଯାତ୍ରା। ଏନେଇ ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି ଏକ ପ୍ରସ୍ତୁତି ବୈଠକ। ବୈଠକ ପରେ ସୂଚନା ଦେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, କଟକ ବାଲିଯାତ୍ରାକୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହଯୋଗ କରାଯିବ। ନଗର...
ପିପିଲି: ଅଣ୍ଟିଲାନି ପ୍ରଶ୍ନପତ୍ର, ବାଧ୍ୟ ହୋଇ କଳାପଟାରେ ଲେଖାଗଲା ପ୍ରଶ୍ନ। ପରୀକ୍ଷା ବେଳେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପିପିଲିରେ। ପୀତବାସ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଷଷ୍ଠ ଶ୍ରେଣୀ ଷଣ୍ମାସିକ ପରୀକ୍ଷା ହୋଇଥିଲା। ତେବେ ଇତିହାସ ପ୍ରଶ୍ନପତ୍ର ନିଅଣ୍ଟ ହେବାରୁ ବାଧ୍ୟ ହୋଇ...
କୋଣାର୍କ: କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ଶୋ’ର ସମୟରେ ପରିବର୍ତ୍ତନ ହୋଇଛି। ଆଜିଠାରୁ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ ସୂର୍ଯ୍ୟ ମନ୍ଦିର। ପର୍ଯ୍ୟଟକମାନେ ଏହି ସମୟ ମଧ୍ୟରେ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିପାରିବେ। ସେହିପରି ସନ୍ଧ୍ୟା ସାଢେ ୬ଟାରୁ ୭ଟା...
ନୂଆଦିଲ୍ଲୀ: ସାଧାରଣତଃ ନିଜ ମୋବାଇଲ୍ ନେଟ୍ୱର୍କକୁ ଛାଡ଼ିଦେଲେ ଅନ୍ୟ ମୋବାଇଲ୍ ନେଟ୍ୱର୍କକୁ ଫୋନ୍ କଲେ ଗ୍ରାହକଙ୍କୁ ଟଙ୍କା(ଚାର୍ଜ) ଦେବାକୁ ପଡ଼ିଥାଏ। ହେଲେ ବିଏସ୍ଏନ୍ଏଲ୍ ଦେଶର ମୋବାଇଲ ଉପଭୋକ୍ତାଙ୍କୁ ଆକୃଷ୍ଟ କରିବା ପାଇଁ ଏକ ନୂଆ ପ୍ଲାନ୍ ଘୋଷଣା କରିଛି। ବିଏସ୍ଏନ୍ଏଲ୍ର ଏହି ପ୍ଲାନ୍ ଅନୁଯାୟୀ ଗ୍ରାହକମାନେ ଅନ୍ୟ ମୋବାଇଲ...
ଭୁବନେଶ୍ୱର: ବାଳ ଉପୁଡ଼ି ଚନ୍ଦା ହେବା ସମସ୍ୟାକୁ ନେଇ ତରଙ୍ଗ ସିନେ ପ୍ରଡକ୍ସନର ଫିଲ୍ମ ‘ବାଳ-ଦି ରିଦିମ ଅଫ୍ ଲାଇଫ୍’ ଆଜି ରିଲିଜ ହୋଇଛି। ଫିଲ୍ମର ପ୍ରିମିୟର ଶୋ’ କଟକ ଜୟଶ୍ରୀ ସିନେମା ହଲ୍ରେ ଅନୁଷ୍ଠିତ ହୋଇଛି। ଆଜିର ଏହି ପ୍ରିମିୟର ଶୋ’ରେ ବିଶେଷ କରି ଚନ୍ଦା ବ୍ୟକ୍ତିଙ୍କ...