• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

jio
ଜିଓର ଜବରଦସ୍ତ ପ୍ଲାନ୍‌ ! କମ୍‌ ଟଙ୍କା ରିଚାର୍ଜରେ ମିଳିବ ଅଧିକ ଫାଇଦା

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଏହାର ଗ୍ରାହକଙ୍କ ପାଇଁ ଅନେକ ଆକର୍ଷଣୀୟ ଅଫର ଆଣିଥାଏ। ତାହା କଲିଂ ହେଉ କିମ୍ବା ଇଣ୍ଟରନେଟ୍‌ ଡାଟା, କମ୍ପାନୀର ରିଜାର୍ଜ ପ୍ଲାନ୍‌ ଏମିତି ଥାଏ ଯାହା ୟୁଜର୍ସଙ୍କୁ କମ୍‌ ଦାମ୍‌ରେ ଅଧିକ ଫାଇଦା ମିଳିଥାଏ। ଖାଲି ଏତିକି ନୁହେଁ ଜିଓ ଏହାର ରିଚାର୍ଜ ପ୍ଲାନ୍‌...

odisha
SCBରୁ ଅଭିଯୁକ୍ତ ଫେରାର ହେବା ଘଟଣାରେ ନୂଆ ଟ୍ୱିଷ୍ଟ୍‌

କଟକ: ଚିକିତ୍ସା ହେବାକୁ ଆସି କଟକ ବଡ଼ ମେଡିକାଲ୍‌ରୁ ଅଭିଯୁକ୍ତ ଫେରାର ହେବା ଘଟଣାରେ ନୂଆ ଟ୍ୱିଷ୍ଟ୍‌ ଦେଖିବାକୁ ମିଳିଛି। ପୁଲିସ୍‌ ତାଙ୍କୁ ମେଡିକାଲରୁ ପଳାଇ ଯିବାକୁ କହିଥିବା ଅଭିଯୁକ୍ତ ଜଣକ କହିଛନ୍ତି। ଅଭିଯୁକ୍ତଙ୍କ ନାଁ ଆଲୋକ ସାହୁ। ଅନ୍ୟପଟେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଦର୍ଶାଇ ମଙ୍ଗଳାବାଗ ପୁଲିସ୍‌...

Security official
ଆତଙ୍କବାଦୀଙ୍କ ସହ କାର୍‌ରେ ଯାତ୍ରା କରୁଥିଲେ DSP, ଧରିଲା ପୁଲିସ୍‌

ଶ୍ରୀନଗର: ଆତଙ୍କୀ ଲିଙ୍କ୍‌ରେ ଗିରଫ ହେଲେ ଡିଏସ୍‌ପି। ଆତଙ୍କବାଦୀଙ୍କ ସହ ଲିଙ୍କ୍‌ ଅଭିଯୋଗରେ DSP ଦଭିନ୍ଦର ସିଂଙ୍କୁ ଜମ୍ମୁ ଓ କଶ୍ମୀର ପୁଲିସ୍‌ ଶନିବାର ଗିରଫ କରିଛି। ଏହାସହ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ର ୨ ଜଣ ଟପ୍‌ ଆତଙ୍କବାଦୀଙ୍କୁ ମଧ୍ୟ ପୁଲିସ୍‌ ଗିରଫ କରିଛି। ‌ଏହି ଦୁଇ ଆତଙ୍କବାଦୀ ହେଲେ...

virat..
ବିଶ୍ୱକପ୍‌ରେ କିଏ କରିବ ଓପନିଂ ? ବିରାଟ ଦେଲେ ଏମିତି ଉତ୍ତର

ପୁଣେ: ସିରିଜ୍‌ ବିଜୟରୁ ଟିମ୍‌ ଇଣ୍ଡିଆ ତା’ର ୨୦୨୦ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ଟିମ୍‌ ଇଣ୍ଡିଆ ପୁଣେ ଟି-୨୦ରେ ୭୮ ରନ୍‌ରେ ପରାସ୍ତ କରି ୨-୦ରେ ସିରିଜ୍‌ ଜିତିଛି। ତେବେ ଏହାକୁ ନେଇ ବେଶ ଖୁସି ବ୍ୟକ୍ତ କରିଛନ୍ତି ଦଳର ଅଧିନାୟକ ବିରାଟ କୋହଲି। ଟିମ୍‌ ଇଣ୍ଡିଆର...

odisha
ଏହି ୩ ସାହିତ୍ୟିକଙ୍କୁ ମିଳିବ ତପସ୍ୟା ଫାଉଣ୍ଡେସନ୍‌ ସାହିତ୍ୟ ପୁରସ୍କାର- ୨୦୧୯

ଭୁବନେଶ୍ୱର: ଭୁବନେଶ୍ୱର ତପସ୍ୟା ଫାଉଣ୍ଡେସନ୍‌ ପକ୍ଷରୁ ୨୦୧୯ ପାଇଁ ଓଡ଼ିଆ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି। ବିଶିଷ୍ଟ ନାଟ୍ୟକାର ଓ ଅଭିନେତା ନାରାୟଣ ଚନ୍ଦ୍ର ମହାପାତ୍ରଙ୍କୁ ‘ତପସ୍ୟା ଶାଶ୍ୱତ ପୁରସ୍କାର-୨୦୧୯’, ଓଡ଼ିଆ ଚଳଚ୍ଚିତ୍ର ସାମ୍ବାଦିକତା ଓ ସାହିତ୍ୱର ବଳିଷ୍ଠ ସ୍ୱର ସୂର୍ଯ୍ୟ ଦେଓଙ୍କୁ ‘ତପସ୍ୟା ସୃଜନ ପୁରସ୍କାର-୨୦୧୯’ ଏବଂ...

caa 1
କାର୍ଯ୍ୟକାରୀ ହେଲା ସିଏଏ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ଜାନୁଆରୀ ୧୦ ତାରିଖରୁ କାର୍ଯ୍ୟକାରୀ ହୋଇଛି। ଏନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ଏସମ୍ପର୍କରେ ସୂଚନା ଦିଆଯାଇଛି। ଏହି ଆଇନ୍‌ ବଳରେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ନିଜ ଧର୍ମ ପାଇଁ ନିର୍ଯାତନାର ଶିକାର ହେଉଥିବା...

jnu
ଜେଏନ୍‌ୟୁ ହିଂସା: ହ୍ୱାଟ୍ସ ଆପ୍‌ ଗ୍ରୁପ୍‌ର ୩୭ ସଦସ୍ୟ ଚିହ୍ନଟ

ନୂଆଦିଲ୍ଲୀ: ଜେଏନ୍‌ୟୁ ହିଂସା ପଛରେ ୩୭ ଜଣଙ୍କୁ ଚିହ୍ନଟ କରିଛି ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍। ଏହି ଚିହ୍ନଟ ପ୍ରକ୍ରିୟା ୬୦ ଜଣିଆ ହ୍ୱାଟ୍ସ ଆପ୍‌ ଗ୍ରୁପ ‘ୟୁନିଟି ଏଗ୍‌ନେଷ୍ଟ ଲେଫ୍ଟ’ରୁ କରିଛି ପୁଲିସ୍। ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୦ ଜଣ ବିଶ୍ୱବିଦ୍ୟାଳୟ ବାହାରର ବୋଲି...

actress
‘ଟପ୍‌ ଓହ୍ଲାଇବାକୁ ମୋତେ ପ୍ରଡ୍ୟୁସର କହିଥିଲେ’

ନୂଆଦିଲ୍ଲୀ: ବଲିଉଡ୍‌ରେ କାଷ୍ଟିଂ କାଉଚ୍‌ ନେଇ ପୁଣି ଜଣେ ଅଭିନେତ୍ରୀ ଅଭିଯୋଗ ଆଣିଛନ୍ତି। ଏହି ଅଭିନେତ୍ରୀ ଜଣକ ତାଙ୍କ କ୍ୟାରିୟର ସହ ଜଡ଼ିତ ଏମିତି କିଛି ହୃଦୟ ଥରାଇଲା ଭଳି କାହାଣୀ କହିଛନ୍ତି ଯାହା ଜାଣିଲେ ଆପଣ ବି କହିବେ ସତରେ କ’ଣ ଏମିତି ହୋଇପାରେ ? ସେ...

Luxury Flats Come Crashing Down
ଚାହୁଁ ଚାହୁଁ ମାଟିରେ ମିଶିଗଲା ବିଶାଳକାୟ ଆପାର୍ଟମେଣ୍ଟ୍‌

କୋଚି: ଚାହୁଁ ଚାହୁଁ ମାତ୍ର କେଇ ସେକେଣ୍ଡ୍‌ରେ ମାଟିରେ ମିଶିଗଲା ବିଶାଳକାୟ ଆପାର୍ଟମେଣ୍ଟ୍‌। ଆଉ ନିମିଷକେ ମଧ୍ୟରେ ଧୂଳିସାତ୍‌ ହୋଇଗଲା ସବୁ କିଛି। କେରଳର କୋଚିରେ ଆଜି ସକାଳେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ସମୁଦ୍ର ତଟ ନିୟନ୍ତ୍ରଣ ଆଇନ୍‌ ଉଲ୍ଲଂଘନ ଯୋଗୁ କେରଳର କୋଚି ସହରର...

rishabh pant
ଏହି ଅଭିନେତ୍ରୀଙ୍କୁ ହ୍ୱାଟ୍ସଆପ୍‌ରୁ ବ୍ଲକ୍‌ କଲେ କ୍ରିକେଟର ରିଷଭ ପନ୍ତ

ମୁମ୍ବାଇ: ବଲିଉଡ୍‌ର ଜଣେ ଜଣାଶୁଣା ଅଭିନେତ୍ରୀଙ୍କୁ ଭାରତୀୟ କ୍ରିକେଟର ରିଷଭ ପନ୍ତ ତାଙ୍କ ହ୍ୱାଟ୍ସଆପ୍‌ରୁ ବ୍ଲକ୍‌ କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ଏହି ଅଭିନେତ୍ରୀଙ୍କ ସହ ଡେଟ୍‌ କରୁଥିବା ନେଇ ମଧ୍ୟ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା। କଥାଟା ହେଲା ଫିଲ୍ମ ଅପେକ୍ଷା ଆଫାୟାର୍ସଙ୍କୁ...

snake
ନାଗ ସାପ ପାଟିରୁ ବାହାରିଲା କୋଲ୍ଡ ଡ୍ରିଙ୍କ୍‌ସ୍‌ ବୋତଲ

ନୂଆଦିଲ୍ଲୀ: ସାପ ଓଗାଳିଲା କୋଲ୍ଡ ଡ୍ରିଙ୍କ୍‌ସ୍‌ ବୋତଲ। କଥାଟା ଶୁଣିକି ଆଚମ୍ବିତ ଲାଗୁଥିଲେ ମଧ୍ୟ ସତ। ସାପଟି ଏହାକୁ ଚୋବାଇ ନ ପାରିବାରୁ ଅତି କଷ୍ଟରେ ଏହାକୁ ବାହାରକୁ ବାହାର କରୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋଶାଲ୍‌ ମିଡିଆରେ ବେଶ୍‌ ଭାଇରାଲ ହୋଇଛି। ଯଦିଓ ଘଟଣାଟି ୩ ବର୍ଷ...

arrest
ଗିରଫ ହେଲେ କୋରାପୁଟ ଡିଇଓ

କୋରାପୁଟ: କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ) ପ୍ରମୋଦ ପଣ୍ଡା ଗିରଫ ହୋଇଛନ୍ତି। ପ୍ରମୋଦଙ୍କୁ କଟକରୁ ଗିରଫ କରିଛି କୋରାପୁଟ ପୁଲିସ୍‌ର ସ୍ପେଶାଲ ସ୍କ୍ୱାଡ୍। ମାନସିକ ଚାପ ସହି ନ ପାରି ଜଣେ ଶିକ୍ଷକ ପ୍ରମୋଦଙ୍କ ବାସଭବନରେ ଆତ୍ମହତ୍ୟା କରିଥିବା ମାମଲାରେ ସେ ଗିରଫ ହୋଇଛନ୍ତି । ସୂଚନା ଅନୁସାରେ,...

sura routray
‘ବିଦ୍ୟୁତ୍‌ କାଟିଲେ ବିରାଟ ଆନ୍ଦୋଳନ ହେବ, କେହି ସମ୍ଭାଳି ପାରିବେନି’

ଭୁବନେଶ୍ୱର: ‘ଆମେ ଆଗରୁ କହିଛୁ, ଆଜି ମଧ୍ୟ କହୁଛୁ। ବିଦ୍ୟୁତ୍‌ କାଟିଲେ ବିରାଟ ଆନ୍ଦୋଳନ ହେବ। ଏ ଗରିବ, ଖଟିଖିଆ, ମୂଲିଆ ଓ ଚାଷୀଙ୍କ ଘରୁ ବିଦ୍ୟୁତ୍‌ କାଟି ଦିଆଗଲେ ବିରାଟ ଆନ୍ଦୋଳନ କରାଯିବ। ଏହି ଆନ୍ଦୋଳନକୁ କେହି ସମ୍ଭାଳି ପାରିବେନି।’  ଏମିତି କଡ଼ା ଚେତାବନୀ ଦେଇଛନ୍ତି କଂଗ୍ରେସ...

Sex-Racket
ଫାଇଭ୍‌ ଷ୍ଟାର୍‌ ହୋଟେଲ୍‌ରେ ହାଇ ପ୍ରୋଫାଇଲ୍‌ ସେକ୍ସ ରାକେଟ୍‌: ଅଭିନେତ୍ରୀ, ମଡେଲ୍‌ ଗିରଫ

ମୁମ୍ବାଇ: ପଞ୍ଚ ତାରକା ହୋଟେଲ୍‌ରେ ଚାଲିଥିଲା ହାଇ ପ୍ରୋଫାଇଲ୍‌ ସେକ୍ସ ରାକେଟ୍‌। ତାହା ପୁଣି ଅଭିନେତ୍ରୀ ଓ ମଡେଲ୍‌ଙ୍କ ତତ୍ତ୍ୱାବଧାନରେ। ଏହି ଦୁଇ ଜଣ ଦେହ ବ୍ୟବସାୟ ପାଇଁ ଝିଅ ମାନଙ୍କୁ ସପ୍ଲାଏ କରୁଥିଲେ ବୋଲି ସୂଚନା ମିଳିଛି। ଏମିତି ଏକ ହାଇ ପ୍ରୋଫାଇଲ୍‌ ସେକ୍ସ ରାକେଟ୍‌ ଠାବ...

deepika
ଶ୍ୱଶୁରଙ୍କ ଠାରୁ ଗାଳି ଶୁଣନ୍ତି ଦୀପିକା, କାହିଁକି ଜାଣନ୍ତି ?

ମୁମ୍ବାଇ: ଫିଲ୍ମ ଷ୍ଟାରଙ୍କ କଥା ଉଠିଲେ ପ୍ରଥମେ ଆମ ମନକୁ ଆସିଥାଏ ସେମାନଙ୍କର ଫିଲ୍ମ ଓ ତାଙ୍କ ସହ ଜଡ଼ିତ ବିବାଦ କଥା। ହେଲେ ଆଜି ଆମେ ଏମିତି ଜଣେ ଫିଲ୍ମ ଷ୍ଟାର୍‌ଙ୍କ କଥା କହିବୁ ଯାହାଙ୍କ ପ୍ରକୃତ ଜୀବନ ସାଧାରଣ ଲୋକଙ୍କ ଭଳି। ଖାଲି ଏତିକି ନୁହେଁ...

police torture a man
ମହଙ୍ଗା ପଡ଼ିଲା ଥାନା ଭିତରେ ପୁଲିସ୍‌ ବାବୁଙ୍କ ଥାର୍ଡ ଡିଗ୍ରୀ

ଦେଓରିଆ: ସୀମା ଟପିଗଲା ସବୁ ବର୍ବରତା। ସାମାନ୍ୟ ମୋବାଇଲ୍‌ ଚୋରି ସନ୍ଦେହରେ ତଳେ ପକାଇ ଅତି ନିର୍ମମ ଭାବେ ଜଣେ ବ୍ୟକ୍ତିଙ୍କୁ ବେଲ୍ଟରେ ପିଟିବା ସହ ତାଙ୍କ ମୁହଁ ଉପରେ ମଧ୍ୟ ଛିଡ଼ା ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏଦୃଶ୍ୟ କୌଣସି ରାସ୍ତାଘାଟରେ ନୁହେଁ ବରଂ ଥାନା ଭିତରେ...

malkangiri
କଂଗ୍ରେସ ପକ୍ଷରୁ ମାଲକାନଗିରି ବନ୍ଦ ଡାକରା

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ(ପିଏ) ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ପକ୍ଷରୁ ଆଜି ମାଲକାନଗିରି ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲାପାଳଙ୍କୁ ଦାୟୀ କରି କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏଥିପାଇଁ ବସ୍ ଓ ଅନ୍ୟ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଥିବା ବେଳେ...

kareena 1
କୁଆଡ଼େ ଗଲା କରୀନାଙ୍କ ଆଣ୍ଠୁ ?

ମୁମ୍ବାଇ: ଗତ କିଛିଦିନ ଧରି ବଲିଉଡ୍‌ ଅଭିନେତ୍ରୀ କରୀନା କପୁର୍‌ କୌଣସି ନା କୌଣସି କାରଣକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି। କିଛିଦିନ ତଳେ ସମ୍ପର୍କୀୟ ଭାଇ ଅରମାନ୍‌ ଜୈନ୍‌ଙ୍କ ଏକ ପ୍ରି ୱେଡିଂ ପ୍ରୋଗ୍ରାମରେ ଯୋଗଦେବା ପାଇଁ କରୀନା ଏୟାରପୋର୍ଟରେ ମେକ୍‌ଅପ୍‌ ନେଉଥିବା ଦେଖିବାକୁ ମିଳିଥିଲା। ଆଉ...

odisha
ଜଙ୍ଗଲୀ ରାସ୍ତାରେ ବାପ-ପୁଅଙ୍କୁ ଆକ୍ରମଣ କରି ଲୁଟି ନେଲେ ୬ ଲକ୍ଷ

ଧର୍ମଗଡ଼(ଇଙ୍ଗିତ ପଣ୍ଡା): କପା ବିକ୍ରି ଟଙ୍କା ନେଇ ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହେଲେ ବାପା-ପୁଅ। ଏହି ଆକ୍ରମଣରେ ପୁଅର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ବାପା। ଗତକାଲି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବୋରଗୁଡ଼ା ନିକଟ ଜଙ୍ଗଲୀ ରାସ୍ତାରେ...

Paralakhemundi king
ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତିଙ୍କ ପରଲୋକ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେଓଙ୍କ ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅସୁସ୍ଥତା ଯୋଗୁ...