• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

lunar eclipse
ଆଜି ଚନ୍ଦ୍ର ଗ୍ରହଣ, ଓଡ଼ିଶାରେ ଏହା ଦୃଶ୍ୟମାନ ହେବ କି ?

ନୂଆଦିଲ୍ଲୀ/ଭୁବନେଶ୍ୱର: ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଆଜି ହେବ। ଭାରତୀୟ ସମୟ ଅନୁସାରେ, ଆଜି ରାତି ୧୦ଟା ୩୭ ମିନିଟ୍‌ରେ ଗ୍ରହଣ ଆରମ୍ଭ ହୋଇ  ରାତି ୨ଟା ୪୨ ମିନିଟ୍‌ରେ ଶେଷ ହେବ। ଏହା ଏକ ଉପଛାୟା ଚନ୍ଦ୍ର ଗ୍ରହଣ ହେଉଥିବାରୁ ଓଡ଼ିଶାରେ ଦୃଶ୍ୟମାନ ହେବ ନାହିଁ। ସେହିପରି...

gold
ରେକର୍ଡ ସ୍ତରରେ ସୁନା ଦର

ନୂଆଦିଲ୍ଲୀ: ରେକର୍ଡ ସ୍ତରରେ ସୁନା ଦର। ମଧ୍ୟପ୍ରଦେଶର ଭୋପାଳରେ ଗତକାଲି ସୁନା ଦର ୪୨ହଜାର ଟଙ୍କା ଉପରେ ଥିଲା। ଗତକାଲି ଭୋପାଳରେ ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ଦର ୪୨ ହଜାର ୧୨୦ଟଙ୍କା ଥିଲା। ସେହିପରି କୋଲକତା, ଅହମ୍ମଦାବାଦ, ଦିଲ୍ଲୀ ଓ ମୁମ୍ବାଇରେ ମଧ୍ୟ ସୁନା ଦର...

boiled egg
ମାତ୍ର ୧୦ ସେକେଣ୍ଡ୍‌ରେ ସିଝା ଅଣ୍ଡାରୁ ଖୋଳ ଛଡ଼ାନ୍ତୁ

ନୂଆଦିଲ୍ଲୀ: ଯଦି ପଚାରାଯାଏ,  ସିଝା ଅଣ୍ଡାର ଖୋଳକୁ ଛଡ଼ାଇବା ପାଇଁ ଆପଣଙ୍କୁ କେତେ ସମୟ ଲାଗିବ ? ଅତି ବେଶୀରେ ୧ ମିନିଟ୍‌ – ଏମିତି ଉତ୍ତର ହିଁ ଆସିବ। ହେଲେ ଏମିତି ଟ୍ରିକ୍‌ ଅଛି, ଯାହା ଦ୍ୱାରା ୧୦ ସେକେଣ୍ଡରେ ସିଝାଅଣ୍ଡାରୁ ଖୋଳ ଛଡାଇ ହେବ ।...

Nandankanan
ଦୁଇ ସନ୍ତାନର ମା’ ହେଲେ ‘ସ୍ନେହା’

ଭୁବନେଶ୍ୱର: ନନ୍ଦନକାନନରେ ବାଘ ସଂଖ୍ୟା ବୃଦ୍ଧି ପାଇଛି। ଗତକାଲି ରାତିରେ ବାଘୁଣୀ ସ୍ନେହା ଦୁଇଟି ଶାବକ ଜନ୍ମ ଦେଇଛି। ସିସିଟିଭି ମାଧ୍ୟମରେ ଏହା ଉପରେ ନନ୍ଦନକାନନ କର୍ତ୍ତୃପକ୍ଷ ନଜର ରଖିଛନ୍ତି। ଏଥିସହ ନନ୍ଦନକାନନରେ ବାଘ ସଂଖ୍ୟା ୨୭ରେ ପହଞ୍ଚିଛି। ନନ୍ଦନକାନନରେ ଏବେ ୮ଟି ଧଳାବାଘ ଓ ୪ଟି କଳାବାଘ...

neha 1
ଏହି ସିଙ୍ଗରଙ୍କ ପରିବାରର ବୋହୂ ହେବାକୁ ଯାଉଛନ୍ତି ନେହା !

ମୁମ୍ବାଇ: ବିବାହ କରିବାକୁ ଯାଉଛନ୍ତି ବଲିଉଡ୍‌ ପ୍ରସିଦ୍ଧ ଗାୟିକା ନେହା କକ୍କର ! ଏପରିକି ସେ ତାଙ୍କର ଶ୍ୱଶୁର ଘରର ଲୋକଙ୍କୁ ଭେଟି ସେମାନଙ୍କ ସହ ଫଟୋ ମଧ୍ୟ ଉଠାଇଛନ୍ତି ଓ ସେମାନେ ମଧ୍ୟ ନେହାଙ୍କୁ ତାଙ୍କର ବୋହୂ ଭାବେ ସ୍ୱୀକାର କରି ସାରିଛନ୍ତି। ଏସବୁ ଶୁଣିଲା ପରେ...

fire
ଏସିଡ୍‌ ବୋଝେଇ ଟ୍ୟାଙ୍କରରେ ନିଆଁ

ରାୟଗଡ଼ା: ଦୁର୍ଘଟଣା ପରେ ଜଳିଗଲା ଟ୍ୟାଙ୍କର। ରାୟଗଡ଼ା ଜିଲ୍ଲା ମଝିଘରିଆଣି ମନ୍ଦିର ବ୍ରିଜ୍ ନିକଟରେ ଏକ ଟ୍ରକ୍‌ ଓ ଏସିଡ୍‌ ବୋଝେଇ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହେବାପରେ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ମୁମ୍ବାଇରୁ ଜେକେପୁର କାଗଜ କଳକୁ ହାଇଡ୍ରୋଜେନ ପାରାକ୍ସାଇଡ୍...

odisha
‘ଆମକୁ ଟଣାଓଟରା କରି ରାସ୍ତାରେ ବସାଇ ଦେଉ ନାହାନ୍ତି’

ଭୁବନେଶ୍ୱର: ‘କାଳିଆ’ ଟଙ୍କା ନ ମିଳିବା ପ୍ରତିବାଦରେ ଆଜି କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ସମ୍ମୁଖରେ ବହୁ ହିତାଧିକାରୀ ଧାରଣାରେ ବସିଥିଲେ। ହେଲେ ସେମାନଙ୍କୁ ସେଠାରୁ ପୁଲିସ୍‌ ଉଠାଇ ନେଇଥିଲା। ନବ ନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତା ‘କାଳିଆ’ ଟଙ୍କା ହିତାଧିକାରୀଙ୍କୁ ନ ମିଳିବା ପ୍ରତିବାଦରେ ଆଜି ସକାଳେ...

rainfall
ଆହୁରି ୨ ଦିନ ବର୍ଷା !

ଭୁବନେଶ୍ୱର: ପଶ୍ଚିମବଙ୍ଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଓ ଆସନ୍ତାକାଲି ଓଡ଼ିଶାର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଉପକୂଳବର୍ତ୍ତୀ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଆଜି ସ୍ୱଳ୍ପ ଧରଣର ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା- କଳାହାଣ୍ଡି, ବଲାଙ୍ଗିର, କନ୍ଧମାଳ,...

cyber fraud
ଅନ୍‌ଲାଇନ୍‌ ପେମେଣ୍ଟ ଆପ୍ ବ୍ୟବହାର କରୁଛନ୍ତି କି ? ସାବଧାନ !

ଭୁବନେଶ୍ୱର: ଆପଣ ଫୋନ୍ ପେ’, ଗୁଗୁଲ୍ ପେ’, ପେଟିଏମ୍ ଭଳି ମୋବାଇଲ୍ ଆପ୍‌ ବ୍ୟବହାର କରୁଛନ୍ତି କି? ତା’ହେଲେ ସାବଧାନ ହୋଇ ଯାଆନ୍ତୁ। ନ ହେଲେ ଆପଣଙ୍କ ଅଜାଣତରେ ଲୁଟ୍ ହୋଇପାରେ ଆପଣଙ୍କ କଷ୍ଟ ଅର୍ଜିତ ଧନ। ଯଦି ଆପଣ ଉପରୋକ୍ତ ଆପ୍‌ ମାଧ୍ୟମରେ ଟଙ୍କା କାରବାର କରୁଛନ୍ତି,...

accident-1
ପାଣି ଧରି ଫେରୁଥିଲେ ମା’-ପୁଅ, ପିଟି ଦେଲା ଅଜଣା ଗାଡ଼ି

କରଞ୍ଜିଆ: ରାସ୍ତା ପାର୍ଶ୍ୱ ନଳକୂପରୁ ପାଣି ଧରି ଘରକୁ ଫେରୁଥିବା ବେଳେ ମା’ ଓ ପୁଅଙ୍କୁ ଧକ୍କା ଦେଲା ଏକ ଅଜଣା ଗାଡ଼ି। ଆଉ ଘଟଣାସ୍ଥଳରେ ଚାଲିଗଲା ମା’ ଓ ପୁଅଙ୍କ ଜୀବନ। ଗତକାଲି ରାତିରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହାକୁ...

head master
କୋଟିପତି ହେଡ୍‌ମାଷ୍ଟର ଗିରଫ

ଉମରକୋଟ: ପାଠ ପଢ଼ାଉ ପଢ଼ାଉ ଅମାପ ସମ୍ପତ୍ତିର ମାଲିକ ହୋଇଗଲେ ପ୍ରଧାନଶିକ୍ଷକ। କୋଟି କୋଟି ଟଙ୍କାର ସମ୍ପତ୍ତି ତାଙ୍କ ପାଖରେ ରହିଛି। ତାଙ୍କ ପାଖରେ ଥିବା ବ୍ୟାଙ୍କ ବାଲାନ୍ସଠୁ ଆରମ୍ଭ କରି କୋଠାବାଡ଼ି, ଧନ, ସମ୍ପତ୍ତି ସମ୍ପର୍କରେ ଜାଣିଲେ ଆପଣ ବି ଆଚମ୍ବିତ ହୋଇଯିବେ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌...

river
ନଦୀରେ ଗାଧୋଉଥିଲେ, ହଠାତ୍‌ ହେଲା ବିସ୍ଫୋରଣ

ଫୁଲବାଣୀ: ନଦୀକୁ ଗାଧୋଇବାକୁ ଯାଉଛନ୍ତି କି ? ତା’ହେଲେ ସାବଧାନ ! ଏମିତି ବି ଘଟିପାରେ। ନଦୀ ଭିତରେ ବିସ୍ଫୋରଣ ଘଟି ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି। କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ସମ୍ପୃକ୍ତ ବ୍ୟକ୍ତି ଜଣକ ଗତକାଲି କଲେଜ...

devjani 9
ଇନ୍ଦ୍ରଜାଲରେ ସମ୍ବିତ, ଦେବଯାନୀ

ଭୁବନେଶ୍ୱର: ‘ଇନ୍ଦ୍ରଜାଲ’ରେ ଅଭିନେତା ସମ୍ବିତ ଓ ଅଭିନେତ୍ରୀ ଦେବଯାନୀ। କାରଣ ସେମିତି କିଛି ଘଟଣା ଘଟିଛି ତାଙ୍କ ଜୀବନରେ।  ଏମିତି ଘଟଣା ଯାହା ପରବର୍ତ୍ତୀ ସମୟରେ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ସେଥିପାଇଁ ଦଣ୍ଡ ସ୍ୱରୂପ ଇନ୍ଦ୍ରଜାଲରେ ପଡ଼ିଛନ୍ତି ଉଭୟେ।  ଆପଣ ଭାବୁଥିବେ ଆମେ ଆପଣଙ୍କୁ ଏସବୁ...

bus
କାଲି ଚଳାଚଳ କରିବନି ଘରୋଇ ବସ୍‌

ଭୁବନେଶ୍ୱର: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ପକ୍ଷରୁ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦିଆଯାଇଛି। ସିଏଏ, ଦରଦାମ ବୃଦ୍ଧି ଓ ବେକାରୀ ପ୍ରଭୃତି ସମସ୍ୟାକୁ ନେଇ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ପକ୍ଷରୁ ଆସନ୍ତାକାଲି ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହାକୁ ୯ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ସମର୍ଥନ ଜଣାଇଛି।...

representational image
ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ୱାମୀ

କାମାକ୍ଷାନଗର: ସାତ ଜନ୍ମର ସାଥୀ ହେବା ପାଇଁ ଅଗ୍ନି ଦେବତାଙ୍କୁ ସାକ୍ଷୀ ରଖି ବାହା ହୋଇଥିଲେ। ହେଲେ ସାତ ଜନ୍ମ ତ ଦୂରର କଥା ଗୋଟିଏ ଜନ୍ମର ସାଥୀକୁ ସହ୍ୟ କରିପାରିଲେନି ସ୍ୱାମୀ। ସାମାନ୍ୟ ବଚସାରୁ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗର...

astronauts
ମହାକାଶରେ ଏହିସବୁ ଦେଶୀ ଖାଦ୍ୟ ଖାଇବେ ଭାରତୀୟ ମହାକାଶଚାରୀ

ନୂଆଦିଲ୍ଲୀ: ମହାକାଶରେ ଦେଶୀ ଖାଦ୍ୟ ଖାଇବେ ଭାରତୀୟ ମହାକାଶଚାରୀ। କଥାଟା ଶୁଣିକି ଅଜବ ଲାଗୁଥିଲେ ମଧ୍ୟ ସତ। ଇସ୍ରୋ ପକ୍ଷରୁ ଗଗନଯାନ ମିଶନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ, ଏବେ ସୂଚନା ମିଳିଛି ମହାକାଶଚାରୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଏଗ୍ ରୋଲ୍, ଭେଜ୍ ରୋଲ୍ ଆଦି ସହିତ...

lunar eclipse
ଜାନୁଆରୀ ୧୦ରେ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ

ନୂଆଦିଲ୍ଲୀ: ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଶୁକ୍ରବାର ଜାନୁଆରୀ ୧୦ରେ ହେବ। ଏହା ଏକ ଉପଛାୟା ଚନ୍ଦ୍ର ଗ୍ରହଣ। ଭାରତୀୟ ସମୟ ଅନୁସାରେ, ଜାନୁଆରୀ ୧୦ ତାରିଖ, ରାତି ୧୦ଟା ୩୭ ମିନିଟ୍‌ରେ ଗ୍ରହଣ ଆରମ୍ଭ ହୋଇ  ରାତି ୨ଟା ୪୨ ମିନିଟ୍‌ରେ ଶେଷ ହେବ। ପୂର୍ଣ୍ଣ ଗ୍ରହଣ...

minister
ଭାରତ ବନ୍ଦକୁ ସମର୍ଥନ କଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ

ଭୁବନେଶ୍ୱର: ଆସନ୍ତାକାଲି ଭାରତ ବନ୍ଦକୁ ସମର୍ଥନ କରୁଛୁ ବୋଲି କହିଲେ ବିଜେଡି ନେତା ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ବନ୍ଦକୁ ନେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, “ଦରଦାମ, ବେକାରୀ, ବେରୋଜଗାରୀ ସବୁ ଜିନିଷ ବଢ଼ିଛି। ‘ସବ୍‌କା ସାଥ୍‌ ସବ୍‌କା ବିକାଶ’ ଯେଉଁମାନେ କହୁଥିଲେ ବର୍ତ୍ତମାନ...

JE
ଅଫିସ କାମରେ ଯାଇ କନିଷ୍ଠ ଯନ୍ତ୍ରୀ ନିଖୋଜ, ମିଳୁନି ପତ୍ତା

ଜୟପୁର: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଗ୍ରାମ୍ୟ ଜଳଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ନିଖୋଜ ହୋଇ ଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନା ଏମ୍. ଭେଙ୍କଟ ରାଓ । ଗତକାଲି ଅଫିସ୍ କାମ ପାଇଁ ସେ ହରଡ଼ାପୁଟ ଯାଇଥିଲେ। ସାଙ୍ଗରେ ଜୟପୁର RWSS ଏସ୍‌ଡିଓ ଓ ଠିକାଦାର ମଧ୍ୟ ଥିଲେ।...

odisha
ପ୍ରଧାନଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍‌

ଉମରକୋଟ: ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ଅନ୍ତର୍ଗତ ବୋରଗାଓ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜିତ କୁମାର ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ପ୍ରଧାନଶିକ୍ଷକଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ରେଡ୍‌...