ଭୁବନେଶ୍ୱର: ରାତି ପାହିଲେ ପବିତ୍ର ମକର ସଂକ୍ରାନ୍ତି। ଏହି ଅବସରରେ ରାଜ୍ୟ ସରକାର ଆସନ୍ତାକାଲି ରାଜ୍ୟର ସମସ୍ତ ସରକାରୀ ଅଫିସ ଓ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରିଛନ୍ତି। କାଲି ରାଜ୍ୟର ସମସ୍ତ ସରକାରୀ ଅଫିସ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଛୁଟି ଘୋଷଣା...
ସାଲେପୁର (ମନୋଜ ଆଚାର୍ଯ୍ୟ): କଲେଜରେ ନିଯୁକ୍ତି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। କଟକ ସାଲେପୁର ଜପକୁଦ ମହିଳା ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ବିଜୟକୃଷ୍ଣ ମିଶ୍ରଙ୍କ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି ୧୫ ଜଣ ଅଭିଯୋଗକାରୀ। କଲେଜର ବିଭିନ୍ନ ପଦବୀରେ ନିଯୁକ୍ତି ଦେବାକୁ...
ନବରଙ୍ଗପୁର: ନୂଆ ମୋଟରଯାନ ଆଇନ୍ ଲାଗୁ ହେବା ପରଠୁ ଧରପଗଡ଼ ଜୋରଦାର ଚାଲିଛି। ଏସବୁ ଭିତରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ରୋଚକ ଘଟଣା। କେଉଁଠି ଟ୍ରକ୍ ଡ୍ରାଇଭରଙ୍କୁ ହେଲ୍ମେଟ୍ ପାଇଁ ଚାଲାଣ କଟାଯାଉଛି ତ ଆଉ କେଉଁଠି ଅଟୋ ଡ୍ରାଇଭରଙ୍କ ଠାରୁ ଆଦାୟ କରାଯାଉଛି ମୋଟା...
ମୁମ୍ବାଇ: ପ୍ରସିଦ୍ଧ ଗାୟକ ଉଦିତ୍ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣଙ୍କୁ ବଲିଉଡ୍ର ପ୍ରସିଦ୍ଧ ଗାୟିକା ନେହା କକ୍କର ବିବାହ କରିବା ନେଇ ଚର୍ଚ୍ଚା ଜୋର ଧରିଛି। ‘ଇଣ୍ଡିଆନ୍ ଆଇଡଲ୍ ୧୧’ ଶୋ’ରେ ଉଦିତ୍ ନାରାୟଣ ଓ ତାଙ୍କ ପତ୍ନୀଙ୍କୁ ଦେଖିବାକୁ ମିଳିଛି, ଯେଉଁଠି ଉଭୟ ପତି-ପତ୍ନୀ ନେହାଙ୍କୁ ବୋହୂ...
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ନୂଆବନ୍ଧ ଗାଁରେ ୨ଟି ଅଲଗା ଅଲଗା ବନ୍ଦ ଘର ଭିତରୁ ୨ଟି ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ପୁଷ୍ପଲତା ନାଏକ ଓ ସଞ୍ଜୟ ନାଏକ। ଉଭୟେ ସମ୍ପର୍କରେ ଦିଅର-ଭାଉଜ ବୋଲି ଜଣାପଡ଼ିଛି। ମୃତଦେହ ନିକଟରୁ ୨ଟି କୀଟନାଶକ ବୋତଲ...
ପୁଣେ: ଲୋକମାନେ ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ ଏବଂ ସେମାନଙ୍କୁ ଯେପରି ସମସ୍ତ ପ୍ରକାରର ସହାୟତା ମିଳିପାରିବ ସେନେଇ ଦେଶରେ ଥିବା ଅନେକ ପୁଲିସ୍ ବିଭାଗ ସୋଶାଲ୍ ମିଡିଆର ବ୍ୟବହାର କରିଥାନ୍ତି। ତେବେ ପୁଲିସ୍ ଆକାଉଣ୍ଟରୁ ଯେତେବେଳେ ମଜାଳିଆ ଓ କ୍ରିଏଟିଭ୍ ୱାର୍ଣ୍ଣିଂ ଆସିଥାଏ, ତାହା...
ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଶୀତ ଜାରି ରହିଛି। ଆଜି ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ୬ ଡିଗ୍ରୀ ସହ ସୋନପୁର ଓ ଫୁଲବାଣୀ ସବୁଠୁ ଥଣ୍ଡା ସହରରେ ପରିଣତ ହୋଇଛନ୍ତି। ଏଥିସହ ପୁରୀରେ ୬.୬ ଡିଗ୍ରୀ , ଟିଟିଲାଗଡ଼ରେ ୭.୧ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୭.୫...
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ବିଶ୍ୱର ଅନ୍ୟତମ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଏକ ୩୨ ବର୍ଷର ପୁଅ ଅଛି ! ଏକଥା ଆମେ କହୁନୁ ଏହା ଏହି ଯୁବକ ଜଣକ କହିଛନ୍ତି। ଐଶ୍ୱର୍ଯ୍ୟା ରାୟ ତାଙ୍କ ମା’ ବୋଲି ଯୁବକ ଜଣକ ଦାବି କରିଛନ୍ତି। ଶୁଣିକି ଆପଣଙ୍କୁ...
ପଦ୍ମପୁର(ସୋମେଶ ଚନ୍ଦ୍ର ମହାନ୍ତି): ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ବାଦ୍ୟ କଳା ପ୍ରଦର୍ଶନରେ ବିମୋହିତ ହେଲେ ଛାତ୍ରଛାତ୍ରୀ। ଗତକାଲି ବରଗଡ଼ ଜିଲ୍ଲା ପଦ୍ମପୁର ସହରରେ ଥିବା ଏକ ଇଂରାଜୀ ମାଧ୍ୟମ ସ୍କୁଲର ବାର୍ଷିକ ଉତ୍ସବରେ ଗିରିଧର ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଉତ୍ସବରେ...
ନୂଆଦିଲ୍ଲୀ: ଜିଓକୁ ଟକ୍କର ଦେବାପାଇଁ BSNL ଏହାର ଗ୍ରାହକଙ୍କ ପାଇଁ ନୂଆ ବ୍ରଡ୍ ବ୍ୟାଣ୍ଡ୍ ପ୍ଲାନ୍ ଲଞ୍ଚ କରିଛି। ଏହି ପ୍ଲାନ୍ରେ ଗ୍ରାହକଙ୍କୁ 200Mbps ସ୍ପିଡ୍ର ୧୫୦୦ଜିବି ଡାଟା ମିଳିବ। ଏହି ପ୍ଲାନ୍, କମ୍ପାନୀର bharat fiber portfolio planର ଏକ ଅଂଶ। ଏହାର ମୂଲ୍ୟ ୧,୯୯୯ ଟଙ୍କା...
ଝାରସୁଗୁଡ଼ା: ପିଆଜ ପାଇଁ ପଥଚାରୀଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା। ଯିଏ ଯେମିତି ପାରିଲା ସେମିତି ତରବରିଆ ଭାବେ ପିଆଜ ଗୋଟାଇ ବ୍ୟାଗ୍ରେ ଭର୍ତ୍ତି କରୁଛନ୍ତି। ବୟସ୍କ ବ୍ୟକ୍ତିଙ୍କଠୁ ଆରମ୍ଭ କରି ଯୁବକ ପର୍ଯ୍ୟନ୍ତ ଏପରିକି ମହିଳାମାନେ ମଧ୍ୟ ପିଆଜ ଗୋଟାଇବାରେ ବ୍ୟସ୍ତ। ବର୍ତ୍ତମାନ ସମୟରେ ମାଗଣାରେ ଏଭଳି ଅତ୍ୟାବଶ୍ୟକ...
ଭୁବନେଶ୍ୱର : ଓସ୍କାର ଆୱାର୍ଡ ଦୌଡ଼ରେ ସାମିଲ ହୋଇଛି ଓଡ଼ିଆ ପୁଅ ଜିତେନ୍ଦ୍ର ମିଶ୍ରଙ୍କ ପ୍ରଯୋଜିତ ହିନ୍ଦୀ ଫିଚର୍ ଫିଲ୍ମ ‘ଦ ଲାଷ୍ଟ କଲର୍’। ଓସ୍କାର ଆୱାର୍ଡ ପାଇଁ ମନୋନୀତ ହୋଇଥିବା ୩୪୪ଟି ଫିଲ୍ମ ମଧ୍ୟରେ ଏହି ଫିଲ୍ମଟି ରହିଛି। ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଆଣି ଦେଇଥିବା ଜିତେନ୍ଦ୍ରଙ୍କର...
ନୂଆପଡ଼ା: ଯେଉଁ ପୁଅ ନିଜ ରକ୍ତ ସମ୍ପର୍କୀୟକୁ ବଳି ଦେବାକୁ ପଛାଇଲା ନାହିଁ, ମାଆ ପେଟର ଭଉଣୀକୁ ବି ବଳି ଦେଇ ଦେଲା, ସେପରି ପୁଅ ଦରକାର ନାହିଁ। ତାକୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଅ। ସେ ମରିଯିବା ଭଲ ବୋଲି କୋହଭରା କଣ୍ଠରେ ଅତ୍ୟନ୍ତ କ୍ଷୋଭ, ଦୁଃଖ,...
ଭୁବନେଶ୍ୱର: ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ଗଣ୍ଡଗୋଳ ଘଟଣାରେ ଆଉ ୪ ଜଣଙ୍କୁ କମିଶନରେଟ୍ ପୁଲିସ୍ ଗିରଫ କରିଛି। ଏହା ସହିତ ଏହି ଘଟଣାରେ ପୁଲିସ୍ ମୋଟ ୨୨ ଜଣଙ୍କୁ ଗିରଫ କରି ସାରିଲାଣି। ଏବେ ଗିରଫ ହୋଇଥିବା ୪ ଜଣଙ୍କ ମଧ୍ୟରୁ ସମସ୍ତେ ନାବାଳକ। ଏମାନେ ସ୍କୁଲ, କଲେଜରେ...
ଭୁବନେଶ୍ୱର: ସିଲଭର୍ ସ୍କ୍ରିନ୍ରେ ରିଲିଜ୍ ହୋଇଛି ଓଡ଼ିଆ ଫିଲ୍ମ ‘ବାବୁ ଭାଇଜାନ୍’। ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ ଅଛନ୍ତି ଅରିନ୍ଦମ ଏବଂ ଶିବାନୀ। ଫିଲ୍ମର କାହାଣୀଟି ଏକ ସତ୍ୟ ଘଟଣାକୁ ନେଇ ଆଧାରିତ। ଅବଦୁଲ ଅମିନ୍ ଖାନ ଓରଫ୍ ବାବୁ ଭାଇଜାନ୍ ନାମକ ଜଣେ ଯୁବକଙ୍କ ସଂଘର୍ଷର କାହାଣୀକୁ...
ବେଙ୍ଗାଲୁରୁ: ୧୦୦ ଟଙ୍କିଆ ବଦଳରେ ଏଟିଏମ୍ରୁ ବାହାରିଲା ଖାଲି ୫୦୦ ଟଙ୍କିଆ ନୋଟ୍। ଏହାପରେ ଲୋକମାନେ ଲୋଭରେ ପଡ଼ି ଏଟିଏମ୍ରୁ ଟଙ୍କା ଉଠାଇବାରେ ପୂରାପୂରି ବ୍ୟସ୍ତ ରହିବା ସହ ଏଟିଏମ୍ ବାହାରେ ବି ଲୋକଙ୍କ ବେଶ୍ ଭିଡ଼ ଦେଖିବାକୁ ମିଳିଥିଲା। ବୁଧବାର ଦିନ କର୍ଣ୍ଣାଟକରେ ଏଭଳି କିଛି ଘଟଣା...
ଭୁବନେଶ୍ୱର: ଏସିଡ ପୀଡିତାଙ୍କ ଜୀବନ ସଂଘର୍ଷ କାହାଣୀକୁ ନେଇ ଫିଲ୍ମ ‘ଛପାକ୍’ ଚଳିତ ସପ୍ତାହରେ ରିଲିଜ୍ ହୋଇଛି। ଏହି ଫିଲ୍ମକୁ ନେଇ ଏବେ ସବୁଠି ଚର୍ଚ୍ଚା। ଏସିଡ୍ ପୀଡ଼ିତା ମାଳତୀ ଚରିତ୍ରରେ ନଜର ଆସିଥିବା ଅଭିନେତ୍ରୀ ଦୀପିକା ପାଦୁକୋନ୍ଙ୍କ ଅଭିନୟଙ୍କୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି। ସବୁଠାରୁ ବଡ଼...
ଭୁବନେଶ୍ୱର: ଅସହ୍ୟ ଜାଡ଼ରେ ପୁଣି ଥରିଲା ସୋନପୁର। ଆଜି ସୋନପୁରରେ ସର୍ବନିମ୍ନ ତାପମାତ୍ରା ୪.୮ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଫୁଲବାଣୀରେ ସର୍ବନିମ୍ନ ତାପାମାତ୍ରା ୫ ଡିଗ୍ରୀ ରହିଥିବା ବେଳେ ଅନୁଗୁଳରେ ୬ ଡିଗ୍ରୀ, ଟିଟିଲାଗଡ଼ରେ ୬.୫ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୭.୨ ଡିଗ୍ରୀ, ଝାରସୁଗୁଡ଼ାରେ ୮.୪ ଡିଗ୍ରୀ, କେନ୍ଦୁଝରରେ...
ସୁନ୍ଦରଗଡ଼: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ତଥା ମୋରିସ କୁଜୁରଙ୍କ ପରଲୋକ ହୋଇଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ମୋରିସ କୁଜୁର ୧୯୩୫ ମସିହା...
ମୁନିଗୁଡ଼ା: ପୁଅର ଠେଙ୍ଗାମାଡ଼ରେ ବାପାର ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଥାନା ଅନ୍ତର୍ଗତ ଉହାପୁଚି ଗାଁରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ମୃତକଙ୍କ ନାଁ ଲଙ୍ଗେସା ହିକବାଡ଼ିକା। ଅଭିଯୁକ୍ତର ନାଁ ବଦ ହିକବାଡ଼ିକା। ସୂଚନା ଅନୁଯାୟୀ, ପାରିବାରିକ କଳହକୁ ନେଇ ଜାନୁଆରୀ ୧୦ରେ ଲଙ୍ଗେସା ଓ...