• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

accident
ଟ୍ରକ୍‌କୁ ଧକ୍କା ଦେଲା କାର୍‌

ଭୁବନେଶ୍ୱର: ଟ୍ୱିନ୍‌ ସିଟି ସମେତ ସାରା ରାଜ୍ୟକୁ ଆଜି ଆଚ୍ଛାଦିତ କରିଛି ଘନ କୁହୁଡ଼ି। ରାଜଧାନୀ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ିର ମାତ୍ରା ଅଧିକ ଦେଖିବାକୁ ମିଳିଛି। ଘନ କୁହୁଡ଼ିର ଆସ୍ତରଣ ଏତେ ମାତ୍ରା ଅଧିକ ଥିଲା ଯେ ପ୍ରାୟ ୧୦ରୁ ୧୫ ମିଟର ଦୂରରୁ କିଛି...

vigilance raid
ପୂର୍ବତନ ବିଜେଡି ବିଧାୟକଙ୍କ ଘରେ ଭିଜିଲାନ୍ସ ରେଡ୍‌

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକ।   ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନାମ ନାୟକଙ୍କ ଘରେ ଆଜି ସକାଳୁ ସକାଳୁ ଭିଜିଲାନ୍ସ ଚଢ଼ଉ କରିଛି।  ଅନାମଙ୍କ ଭବାନୀପାଟଣା ନକଟିଗୁଡ଼ା ବାସଭବନ ଓ ମଦନପୁର ରାମପୁରରେ ଥିବା ଏକ ହୋଟେଲରେ ଭିଜିଲାନ୍ସ ପକ୍ଷରୁ...

odisha
ଶିଖ୍ ଯୁବକଙ୍କ ଘର ଆଗରେ ବିଜେଡି ନେତା ଓ ପୁଲିସ୍‌ ଅଧିକାରୀଙ୍କ ଅନ୍ଧାରୀ ବିଜେ କାହିଁକି ?

ଭୁବନେଶ୍ୱର: ଭୁବନେଶ୍ୱରରେ ଶିଖ୍ ଯୁବକ ପରବିନ୍ଦର ପାଲ ସିଂହଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ନୂଆ ଟ୍ୱିଷ୍ଟ୍‌ ଦେଖିବାକୁ ମିଳିଛି। ଗୋଟିଏପଟେ ଏହି ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ସାଙ୍ଗେ ସାଙ୍ଗେ ଜାମିନ ମିଳି ଯାଇଥିବାବେଳେ ଅନ୍ୟପଟେ ରାତି ୧ଟାରେ ପରବିନ୍ଦରଙ୍କ ଘର ଆଗରେ ବିଜେଡି ନେତା...

train
ଟ୍ରେନ୍‌ ଲାଇନ୍‌ଚ୍ୟୁତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

କଟକ: କଟକ ନିର୍ଗୁଣ୍ଡି ରେଳ ଷ୍ଟେସନ୍‌ଠୁ ମାତ୍ର କିଛି ମିଟର ଦୂରରେ ମୁମ୍ବାଇ-ଭୁବନେଶ୍ୱର ଏଲ୍‌ଟିଟି ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ୍ ହୋଇଛି। ଆଜି ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଲୋକମାନ୍ୟ ତିଲକ ଏକ୍ସପ୍ରେସ୍‌ ଶାଳଗାଁ ନିକଟରେ ଲାଇନ୍‌ଚ୍ୟୁତ ହୋଇଥିଲା। ଏହି ଦୁର୍ଘଟଣାରେ ଏକ୍ସପ୍ରେସ୍‌ର ୫ଟି ବଗି ଲାଇନ୍‌ଚ୍ୟୁତ ହୋଇଥିବା ବେଳେ...

odisha
ଭାଉଜର ମା’କୁ ଟାଙ୍ଗିଆରେ ହାଣି ହତ୍ୟା କଲା ଦିଅର

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଟିକିରାପୋଷ ଗାଁରେ ଅନ୍ଧ ବିଶ୍ୱାସର କରୁଣ ପରିଣତି ଦେଖିବାକୁ ମିଳିଛି। ଗୁଣି ଗାରେଡ଼ି ସନ୍ଦେହରେ ଜଣେ ମହିଳାଙ୍କୁ ଟାଙ୍ଗିଆରେ ହାଣି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମୃତ ମହିଳାଙ୍କ ନାଁ ବନ୍ଧନୀ ଓରାମ। ତାଙ୍କ ଘର ଟିକାୟତପାଲ୍ଲୀ ଗାଁରେ। ଅଭିଯୁକ୍ତର...

charulata
ଟିମ୍‌ ଇଣ୍ଡିଆର ସୁପର୍‌ଫ୍ୟାନ୍‌ ଚାରୁଲତା ପଟେଲଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ସୁପର୍‌ଫ୍ୟାନ୍‌ ଚାରୁଲତା ପଟେଲ ଆଉ ନାହାନ୍ତି। ତାଙ୍କ ବିୟୋଗରେ ବିସିସିଆଇ ଶୋକ ପ୍ରକାଶ କରିଛି। ଟ୍ୱିଟ୍‌ କରି ବିସିସିଆଇ ପକ୍ଷରୁ କୁହାଯାଇଛି, “ଚାରୁଲତା ପଟେଲ ଜୀ ସବୁବେଳେ ଆମମାନଙ୍କ ହୃଦୟରେ ରହିବେ। ଖେଳ ପ୍ରତି ତାଙ୍କର ରୁଚି ସବୁବେଳେ ମନେ ରହିବ। ତାଙ୍କର ଆତ୍ମାକୁ...

odisha
୩ ଘଣ୍ଟା କାଳ ମଝି ଚିଲିକାରେ ଫସି ରହିଲା ଡଙ୍ଗା

କୃଷ୍ଣପ୍ରସାଦ: ଘନ କୁହୁଡ଼ି ଯୋଗୁ ଚିଲିକାରେ ପ୍ରାୟ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଫସି ରହିଲା ଏକ ଯାତ୍ରୀବାହୀ ଡଙ୍ଗା। ଡଙ୍ଗାଟି ସାତପଡ଼ାରୁ ଜହ୍ନିକୁଦା ଅଭିମୁଖେ ଯାଉଥିବାବେଳେ ଘନ କୁହୁଡ଼ି ଯୋଗୁ ନାଉରିଆ ବାଟ ଜାଣି ନ ପାରିବାରୁ ଡଙ୍ଗାଟି ଚିଲିକା ମଝିରେ ଫସି ଯାଇଥିଲା। କୁହୁଡ଼ି ଛାଡ଼ିବା...

natasha-1
ହାର୍ଦ୍ଦିକ୍‌ଙ୍କ ଦୁଲ୍‌ହନ୍‌ କେମିତି ହେଲେ ରାନୁ ?

ମୁମ୍ବାଇ: ନୂଆବର୍ଷରେ ନୂଆ ଖବର ଦେଇ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଫ୍ୟାନ୍ସଙ୍କୁ ଚମକାଇ ଦେଇଥିଲେ।  ବଲିଉଡ୍‌ ଅଭିନେତ୍ରୀ ତଥା ଦୀର୍ଘ ଦିନର ପ୍ରେମିକା ନତାଶା ଷ୍ଟାନକୋଭିକଙ୍କୁ ରିଙ୍ଗ୍‌ ପିନ୍ଧାଇ ହାର୍ଦ୍ଦିକ ତାଙ୍କ ପ୍ରେମର ପରିପ୍ରକାଶ କରିଥିଲେ। ଏହାପରେ ସେମାନଙ୍କର ଏନ୍‌ଗେଜ୍‌ମେଣ୍ଟ୍‌ ଫଟୋ ସାମ୍ନାକୁ ଆସିଥିଲା। ସୋଶାଲ୍‌ ମିଡିଆରେ ହାର୍ଦ୍ଦିକଙ୍କ...

train accident
ଦୁର୍ଘଟଣା ପରେ ବଦଳିଲା ଏହିସବୁ ଟ୍ରେନ୍‌ର ଗତିପଥ

କଟକ: କଟକ ନିର୍ଗୁଣ୍ଡି ରେଳ ଷ୍ଟେସନ୍‌ଠୁ ମାତ୍ର କିଛି ମିଟର ଦୂରରେ ମୁମ୍ବାଇ-ଭୁବନେଶ୍ୱର ଏଲ୍‌ଟିଟି ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ୍ ହୋଇଛି। ଆଜି ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଲୋକମାନ୍ୟ ତିଲକ ଏକ୍ସପ୍ରେସ୍‌ ଶାଳଗାଁ ନିକଟରେ ଲାଇନ୍‌ଚ୍ୟୁତ ହୋଇଥିଲା। ଏହି ଦୁର୍ଘଟଣାରେ ଏକ୍ସପ୍ରେସ୍‌ର ୫ଟି ବଗି ଲାଇନ୍‌ଚ୍ୟୁତ ହୋଇଥିବା ବେଳେ...

Capture
ମୁଣ୍ଡ ବିନ୍ଧାଠୁ ଆରମ୍ଭ କରି ଶ୍ୱାସ ରୋଗ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ ପାନ

ପାନପତ୍ରରେ ଅନେକ ଭିଟାମିନ୍‌ ରହିଛି, ଯେପରିକି ଭିଟାମିନ୍‌-ସି ଓ କ୍ୟାଲ୍‌ସିୟମ। ଏହା ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ। ଆଜି ଆପଣଙ୍କୁ ଏହାର ଫାଇଦା ବିଷୟରେ କହିବୁ। ତା’ସହିତ ଏହାକୁ କିପରି ବ୍ୟବହାର କରିବେ, ସେ ବିଷୟରେ ବି କହିବୁ। ୧- ପାନପତ୍ର ଶ୍ୱାସ ରୋଗ ଭଲ କରିବାରେ...

train-derail
ମୁମ୍ବାଇ-ଭୁବନେଶ୍ୱର ଏଲ୍‌ଟିଟି ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ, ୫ ଯାତ୍ରୀ ଗୁରୁତର

କଟକ: କଟକ ନିର୍ଗୁଣ୍ଡି ରେଳ ଷ୍ଟେସନ୍‌ଠୁ ମାତ୍ର କିଛି ମିଟର ଦୂରରେ ଏଲ୍‌ଟିଟି ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ୍ ହୋଇଛି। ଶାଳଗାଁ ନିକଟରେ ମୁମ୍ବାଇ-ଭୁବନେଶ୍ୱର ଏଲ୍‌ଟିଟି ଏକ୍ସପ୍ରେସ୍‌ ଆଜି ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଲାଇନ୍‌ଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ ଏକ୍ସପ୍ରେସ୍‌ର ୫ଟି ବଗି ଲାଇନ୍‌ଚ୍ୟୁତ ହୋଇଥିବା ବେଳେ ୩ଟି...

accident
ଭାରସାମ୍ୟ ହରାଇ ଓଲଟିଲା ବସ୍‌

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ପର୍ଶଳା ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ କୋଇଡ଼ାରୁ...

hrithik roshan
କିଏ ଏହି ଟିକ୍‌ଟକ୍‌ ଡାନ୍ସର ? ଜାଣିବାକୁ ଚାହୁଁଛନ୍ତି ହ୍ରିତିକ୍‌

ମୁମ୍ବାଇ: ବଲିଉଡ୍‌ର ଡାସିଂ ହିରୋ ହ୍ରିତିକ୍ ରୋଶନ, ଯିଏକି ସବୁବେଳେ ତାଙ୍କର ଡାନ୍ସକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଡାନ୍ସିଂ ଷ୍ଟାଇଲ୍‌ ଓ ଷ୍ଟେପ୍‌ ଫ୍ୟାନ୍ସଙ୍କୁ ବେଶ୍‌ ପସନ୍ଦ ଆସିଥାଏ। ସେ ଯେଉଁଭଳି ଭାବରେ ପର୍‌ଫେକ୍ଟ୍‌ ଓ Smooth ଡାନ୍ସ କରିଥାନ୍ତି ଏଭଳି କରିବା ଜଣଙ୍କ ପାଇଁ କଷ୍ଟକର...

odisha
ମାତ୍ର ୧୦ ମିନିଟ୍‌ରେ ଲୁଟିନେଲେ ୧୩ ଲକ୍ଷ ଟଙ୍କା, ୨୫ ଭରି ସୁନା

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ମାତ୍ର ୧୦ ମିନିଟ୍‌ରେ ଭୟଭୀତ କରାଇ ଘରେ ବୁଲାଇ ଦେଲେ କଳାକନା। ୧୩ ଲକ୍ଷ ଟଙ୍କା ସହ ୨୫ ଭରି ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ। ଏହା ପରେ ଆଖି ପିଛୁଳାକେ ଉଭାନ ହୋଇଗଲେ। କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଭଏଁରିପାଲି ଗାଁରେ ଗତକାଲି ବିଳମ୍ବିତ...

odisha
‘ମୋ ପୁଅକୁ ବାନ୍ଧିଲ, ସେ ଝିଅକୁ କାହିଁକି ଛାଡ଼ିଲ ?’

ଭୁବନେଶ୍ୱର: ଟିଣ୍ଡର୍‌ ଆପ୍‌ରୁ ଡେଟିଂ ମାମଲାରେ ଏକ ନୂଆ ଟ୍ୱିଷ୍ଟ୍‌ ଦେଖିବାକୁ ମିଳିଛି। ବ୍ୟାଙ୍କ ଅଧିକାରୀଙ୍କୁ ଗିରଫ କରିବା ପରେ ଆଜି ଚନ୍ଦ୍ରଶେଖରପୁର ଥାନାରେ ତାଙ୍କ(ବ୍ୟାଙ୍କ ଅଧିକାରୀ) ମା’ ଓ ସମ୍ପର୍କୀୟ ଧାରଣା ଦେଇଛନ୍ତି। ବ୍ୟାଙ୍କ ଅଧିକାରୀ ସୁନୀଲଙ୍କ ମା’ ଘଟଣାକୁ ପ୍ରତିବାଦ ଜଣାଇବା ସହ କେଉଁ ପରିସ୍ଥିତିରେ...

atm
ATMରୁ ଟଙ୍କା ଉଠାଉଛନ୍ତି କି ? ଧ୍ୟାନ ରଖନ୍ତୁ ଏହି ଲାଇଟ୍‌ ଉପରେ, ନ ହେଲେ...

ନୂଆଦିଲ୍ଲୀ: ଆଜିର ଏହି ବ୍ୟସ୍ତବହୁଳ ଜୀବନରେ ବ୍ୟାଙ୍କରେ ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଛିଡ଼ା ହୋଇ ଟଙ୍କା ଉଠାଇବା ପାଇଁ ଲୋକମାନେ ପସନ୍ଦ କରୁ ନାହାନ୍ତି। ଏଥିପାଇଁ ତ ଏସବୁ ସମସ୍ୟାର ସମାଧାନ ପାଇଁ ଏଟିଏମ୍‌ ରହିଛି। ଏହାଦ୍ୱାରା ଲୋକମାନେ ଯେତେବେଳେ ଇଚ୍ଛା ସେତେବେଳେ ଚାହିଁଲେ ଏଟିଏମ୍‌ରୁ ଟଙ୍କା...

cold wave
ତାପମାତ୍ରା ବଢ଼ିବ, ଶୀତ କମିବ !

ଭୁବନେଶ୍ୱର: ଗତକାଲି ଅପେକ୍ଷା ଆଜି ରାଜ୍ୟର ସବୁ ସ୍ଥାନରେ ତାପମାତ୍ରା ବଢ଼ିଛି। ଗତକାଲି ସୋନପୁରରେ ତାପମାତ୍ରା ୬.୦ ଡିଗ୍ରୀ ଥିବା ବେଳେ ଆଜି ୭.୦ ଡିଗ୍ରୀ ରହିଛି। ସେହିପରି ଟିଟିଲାଗଡ଼ରେ ୭.୦ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୭.୦ ଡିଗ୍ରୀ ଡିଗ୍ରୀ ଓ ଅନୁଗୁଳରେ ୭.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।...

odisha
ମାଓବାଦୀଙ୍କ ଭୟରେ ଭିଟାମାଟି ଛାଡ଼ିଲେ ଆଦିବାସୀ ପରିବାର

ମାଲକାନଗିରି: ମାଓବାଦୀଙ୍କ ଭୟରେ ଥରହର ମାଲକାନଗିରିର ଗାଁ ଲୋକେ। ଆଉ ଏହି ଭୟରେ ଗାଁ ଛାଡ଼ିଛନ୍ତି କଟୁଆପଦର ଗାଁର ଏକ ଆଦିବାସୀ ପରିବାର। ଏହି ଆଦିବାସୀ ପରିବାର ଗାଁ ଛାଡ଼ି ପଳାଇଛନ୍ତି। ସୂଚନା ଅନୁସାରେ, ପୁଲିସ୍‌ ଇନଫର୍ମର ସନ୍ଦେହରେ ଗଙ୍ଗା ମାଢ଼ିଙ୍କ ପରିବାର ଲୋକଙ୍କୁ ମାଓବାଦୀ ନିସ୍ତୁକ ମାଡ଼...

tv
ଏଣିକି ଆହୁରି ଶସ୍ତାରେ ଦେଖିପାରିବେ ଟିଭି

ନୂଆଦିଲ୍ଲୀ: ଏଣିକି ଟିଭି ଦେଖିବା ପାଇଁ ଆପଣଙ୍କୁ ଆଉ ଅଧିକ ଟଙ୍କା ଦେବାକୁ ପଡ଼ିବ ନାହିଁ। କାହିଁକି ନା ଯେଉଁଠି ଆପଣଙ୍କୁ ଗୋଟିଏ ଚ୍ୟାନେଲ୍‌ ଦେଖିବା ପାଇଁ ୧୯ ଟଙ୍କା ଦେବାକୁ ପଡ଼ୁଥିଲା, ଏବେ ଏଥିପାଇଁ ୧୨ ଟଙ୍କା ଦେବାକୁ ପଡ଼ିବ। TRAI ଚେୟାର୍‌ମ୍ୟାନ୍‌ ଆର୍‌ଏସ୍‌ ଶର୍ମା ଏସମ୍ପର୍କରେ ସୂଚନା...

odisha
ଦାୟିତ୍ୱରେ ଅବହେଳା ପାଇଁ ରେଲ୍‌ୱେ ପୁଲିସ୍‌ର ୪ କର୍ମଚାରୀ ନିଲମ୍ବିତ

ଝାରସୁଗୁଡ଼ା: ଦାୟିତ୍ୱରେ ଅବହେଳା ପାଇଁ ରେଲ୍‌ୱେ ପୁଲିସ୍‌ର ୪ଜଣ କର୍ମଚାରୀଙ୍କୁ ନିଲମ୍ବିତ ହୋଇଛନ୍ତି। ସେମାନେ ହେଲେ ଆରପିଏଫ ଇନ୍ସପେକ୍ଟର ଏଲ୍.କେ. ଦାସ, ଏଏସ୍ଆଇ ଏସ୍‌.କେ.କୁମାର ଏବଂ ଦୁଇ ହାବିଲଦାର ଆର.ଭି.ଠାକୁର ଏବଂ ଡି.ବକ୍ସଲା। ଦାୟିତ୍ୱରେ ଅବହେଳା ଲାଗି ଏମାନଙ୍କୁ ନିଲମ୍ବିତ କରିଛନ୍ତି ଆର୍‌ପିଏଫ୍ ଡିଜି। ଗତ ୮ତାରିଖ ରାତିରେ...