ସୋନପୁର: ସୁବର୍ଣ୍ଣପୁର ଏସ୍ପି ଦେବୀପ୍ରସାଦ ଦାଶଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଏସ୍ପିଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ଏସ୍ପି ଓ ଅନ୍ୟ ୨ ଆହତଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୧୦ଟା ସମୟରେ ଏସ୍ପି ଏହି ଗାଡ଼ିରେ ସୋନପୁର...
ମାଲକାନଗିରି: ଟପ୍ ମାଓ ନେତା ପାପାରାଓଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ଧରିଲେ କିମ୍ବା ଏନ୍କାଉଣ୍ଟର କଲେ ୨୫ଲକ୍ଷ ଟଙ୍କା ମିଳିବ ବୋଲି ଛତିଶଗଡ଼ ସରକାର ଘୋଷଣା କରିଥିଲେ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ମୋଷ୍ଟ ୱାଣ୍ଟେଡ୍ ମାଓ ନେତା ଥିଲେ ପାପାରାଓ। କିଛିଦିନ ହେବ ସେ କିଡ୍ନୀ ଜନିତ ରୋଗରେ...
ଝାରସୁଗୁଡ଼ା: ଜାନୁଆରୀ ୩୧ରୁ ଝାରସୁଗୁଡ଼ାରୁ ବାରାଣସୀକୁ ଉଡ଼ିବ ବିମାନ। ଆଲାଏନ୍ସ ଏୟାର୍ ପକ୍ଷରୁ ଆରମ୍ଭ ହେବାକୁ ଥିବା ଏହି ବିମାନ ସେବା ଭାୟା ଭୁବନେଶ୍ୱର ହୋଇଯିବ। ଏହାଦ୍ୱାରା ଭୁବନେଶ୍ୱରରୁ ମଧ୍ୟ ଯାତ୍ରୀମାନେ ବାରାଣସୀକୁ ସିଧାସଳଖ ବିମାନ ସେବା ପାଇ ପାରିବେ। ପୂର୍ବରୁ ଏଥିପାଇଁ ଯାତ୍ରୀଙ୍କୁ ଭୁବନେଶ୍ୱରରୁ ଭାୟା ଦିଲ୍ଲୀ...
କଟକ: ନକଲି ବୟସ ପ୍ରମାଣପତ୍ର ଦେବା ଅଭିଯୋଗରେ ଫସିଲେ ୨ ଓଡ଼ିଆ କ୍ରିକେଟର। ସେମାନେ ହେଲେ- ସୋମେନ୍ ଚାନ୍ଦ ଓ ବିଶ୍ୱଜିତ୍ ମଲ୍ଲିକ। ଉଭୟ ବୟସ ଜାଲିଆତି କରି ୨୩ ବର୍ଷରୁ କମ୍ ଓଡ଼ିଶା ଦଳରେ ସ୍ଥାନ ପାଇଥିବା ଅଭିଯୋଗ ହୋଇଥିଲା। ଏନେଇ ପ୍ରମାଣ ପାଇବା ପରେ ବିସିସିଆଇ ଉଭୟଙ୍କୁ...
ନୂଆଦିଲ୍ଲୀ: ଜାନୁଆରୀ ୧୯ ତାରିଖରୁ ଆରମ୍ଭ ହୋଇଥିବା ଆମାଜନ୍ର ଗ୍ରେଟ୍ ଇଣ୍ଡିଆନ୍ ସେଲ୍ର (Amazon Great Indian Sale) ଆଜି ଶେଷ ଦିନ। ଏହି ସେଲ୍ରେ ନୂଆ-ପୁରୁଣା ସମସ୍ତ ବ୍ରାଣ୍ଡ୍ ଜିନିଷରେ କମ୍ପାନୀ ଅଫର୍ ଦେଉଛି। ଯଦି ଆମେ ଅଫର୍ କଥା କହିବା ତେବେ Nokia 4.2 ମୋବାଇଲ୍...
ତୁଳସୀ ଏକ ଔଷଧୀୟ ବୃକ୍ଷ। ଏହାର ବିଶେଷ ଔଷଧୀୟ ଗୁଣ ପାଇଁ ଏହାକୁ ମହୌଷଧୀର ମାନ୍ୟତା ମିଳିଛି। ବିଭିନ୍ନ ରୋଗର ଉପଚାର ପାଇଁ ଏହା ପ୍ରୟୋଗ କରାଯାଇଥାଏ। ଔଷଧୀୟ ଗୁଣରେ ଭରପୁର ଥିବା ଏହି ତୁଳସୀ ଗର୍ଭବତୀ ମହିଳାମାନଙ୍କ ପାଇଁ କୌଣସି ବରଦାନଠାରୁ କମ୍ ନୁହେଁ। ଗର୍ଭାବସ୍ଥାରେ ମହିଳାମାନଙ୍କ...
ଚଣ୍ଡୀଗଡ଼: ପଞ୍ଜାବ ପୁଲିସ୍ରେ ସିଂଘମ ନାଁରେ ପରିଚିତ ଡିଏସ୍ପି ଅତୁଲ ସୋନିଙ୍କ ବିରୋଧରେ ହତ୍ୟା ଉଦ୍ୟମ (Attempt to murder) ଓ Arms Act ଆଧାରରେ ମାମଲା ରୁଜୁ କରାଯାଇଛି। ଅଭିଯୋଗ ଆସିଛି ଯେ, ଡିଏସ୍ପି ତାଙ୍କ ପତ୍ନୀଙ୍କ ଉପରେ ଗୁଳି ଚଳାଇ ତାଙ୍କୁ ଜୀବନରୁ ମାରିଦେବା ପାଇଁ...
ଭୁବନେଶ୍ୱର: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ତେବେ୨୨ ଓ ୨୩ ତାରିଖରେ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡ଼ି ଦେଖା ଦେବ। ବିଶେଷ କରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଘନ କୁହୁଡ଼ି ଦେଖାଯିବ। ଏହି ଜିଲ୍ଲା ଗୁଡ଼ିକ ହେଲା-ଦେଓଗଡ଼, ଅନୁଗୁଳ,...
ମୁମ୍ବାଇ: ପ୍ରସିଦ୍ଧ ଗାୟକ ଉଦିତ୍ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣଙ୍କୁ ବଲିଉଡ୍ର ପ୍ରସିଦ୍ଧ ଗାୟିକା ନେହା କକ୍କର ବିବାହ କରିବା ନେଇ ଚର୍ଚ୍ଚା ଜୋର ଧରିଛି। ଉଭୟେ ଆସନ୍ତା ଫେବୃଆରୀ ୧୪ରେ ବିବାହ କରିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଏସବୁ ଭିତରେ ଉଦିତ୍ ନାରାୟଣ ପୁଅର ବିବାହକୁ...
ଜୟପୁର: ଗୋଟିଏ ମଞ୍ଚରେ ଜୟପୁର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀପତି ଓ ପୂର୍ବତନ ବିଧାୟକ ରବି ନାରାୟଣ ନନ୍ଦଙ୍କୁ ଦେଖିବାକୁ ମିଳିଛି। ଗତ ୩ଟି ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଥିବା ରବି ଓ ତାରାଙ୍କ ମଧ୍ୟରେ ଆସନ ଲାଗି ଛକାପଞ୍ଝା ଚାଲିଥିବା...
ଜଳେଶ୍ୱର: ସେପଟେ ଚାଲିଥିଲା ମ୍ୟାଚ୍, ଆଉ ଏପଟେ ହେଉଥିଲା ବେଟିଂ କାରବାର। ଗତକାଲି ଭାରତ-ଅଷ୍ଟ୍ରେଲିଆ ନିର୍ଣ୍ଣାୟକ ମ୍ୟାଚ୍ ଚାଲିଥିବା ବେଳେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ବେଟିଂ କାରବାର ଚାଲିଥିବା ନେଇ ଜଳେଶ୍ୱର ପୁଲିସ୍କୁ ଖବର ମିଳିଥିଲା। ଖବର ପାଇ ପୁଲିସ୍ ଜଳେଶ୍ୱର ଗ୍ୟାରେଜ ବଜାରରେ ଚଢ଼ାଉ କରି ବେଟିଂ...
ଭୁବନେଶ୍ୱର: ଭୁବନେଶ୍ୱର-ସୁରତ ମଧ୍ୟରେ ଆଜିଠାରୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି।ଏୟାର ଇଣ୍ଡିଆ ପକ୍ଷରୁ ଏହି ବିମାନ ସେବା ଆରମ୍ଭ ହୋଇଛି। ଦୁଇ ସହର ମଧ୍ୟରେ ସପ୍ତାହକୁ ୨ଥର ବିମାନ ଚଳାଚଳ କରିବ। ସୋମବାର ଓ ଗୁରୁବାର ଭୁବନେଶ୍ୱରରୁ ଗୁଜରାଟର ସୁରତକୁ ବିମାନ ଚଳାଚଳ କରିବାକୁ ଥିବାବେଳେ ସୁରତରୁ...
ଜଗତସିଂହପୁର( ଶଶାଙ୍କ ଶେଖର ପଣ୍ଡା): ପୁଣି ଚର୍ଚ୍ଚାରେ ସୁର ବାବା। ଭୁବନେଶ୍ୱର ଉପକଣ୍ଠ ଝିଣ୍ଟି ଶାସନ ସ୍ଥିତ ସୁର ବାବାଙ୍କ ତ୍ରାହି ଅଚ୍ୟୁତ ଆଶ୍ରମରେ କାମ କରିବାକୁ ଯାଇ ଜଣେ ଯୁବକ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ୯ ବର୍ଷ ହେଲା ପୁଅକୁ ନ ଦେଖି ପୁଅର ଫଟୋ...
ପୁରୀ: ଶେଷରେ ଘରକୁ ଫେରିଲେ ପୁରୀ ବଡ଼ଦାଣ୍ଡରେ ଭିକ୍ଷାବୃତ୍ତି କରୁଥିବା ବି.ଟେକ୍ ଇଞ୍ଜିନିୟର ଗିରିଜା ଶଙ୍କର ମିଶ୍ର। ଗଣମାଧ୍ୟମରେ ଖବର ପ୍ରସାରଣ ହେବାପରେ ପରିବାର ଲୋକେ ତାଙ୍କୁ ଘରକୁ ନେଇଥିବା ସୂଚନା ମିଳିଛି। ତାଙ୍କ ଘର ଭୁବନେଶ୍ୱରରେ ଓ ତାଙ୍କ ବାପା ଜଣେ ଅବସରପ୍ରାପ୍ତ ଡିଏସ୍ପି। ସବୁଦିନ ଭଳି...
ଭୁବନେଶ୍ୱର: ଏକକ ବ୍ୟବହୃତ ପ୍ଲାଷ୍ଟିକ(ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍) ବର୍ଜନ ନେଇ ନବୋଦୟ ଆଲୁମିନି ଆସୋସିଏସନ୍ (ଓଡ଼ିଶା) ପକ୍ଷରୁ ଏକ ସଚେତନତା ପଦଯାତ୍ରା ଆୟୋଜିତ କରାଯାଇଛି। ଗତକାଲି ସହିଦ ନଗର ଦୁର୍ଗାମଣ୍ଡପ ଠାରୁ ଏକ ରାଲି ବାହାରି ପିଏମ୍ଜିରେ ପହଞ୍ଚିଥିଲା। ସେଠାରେ ଏକ ସଭା ଆୟୋଜିତ ହୋଇଥିଲା। ରାଲିରେ ପ୍ରାୟ...
ବାଲେଶ୍ୱର: ଖାଲି ମୋଟରସାଇକେଲ୍ ଚଲାଉଥିବା ବ୍ୟକ୍ତି ନୁହେଁ ବରଂ ଗାଡ଼ି ପଛରେ ବସୁଥିବା ବ୍ୟକ୍ତି ମଧ୍ୟ ହେଲ୍ମେଟ୍ ପିନ୍ଧିବା ବାଧ୍ୟତାମୂଳକ। ମାର୍ଚ୍ଚ ୧ରୁ ଏହି ନିୟମ କଡ଼ାକଡ଼ି ହେବାକୁ ଯାଉଛି। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ମଧ୍ୟ ଦେଇଛନ୍ତି। ହେଲେ କିଛି ଲୋକ ଏହି ନିୟମକୁ ମାନୁ...
ନୂଆଦିଲ୍ଲୀ: ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଜୋତା ଶୁଖାଇବା ପାଇଁ ଏମିତି ଏକ ପନ୍ଥା ଆପଣାଇଛନ୍ତି, ଯାହା ଆପଣଙ୍କୁ ଅଜବ ଲାଗିବ। ଯାହାର ଭିଡିଓ ସୋଶାଲ୍ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯାତ୍ରୀ ଜଣକ ନିଜ ଜୋତା ଶୁଖାଇବା ପାଇଁ ଏୟାର ଭେଣ୍ଟ୍ରୁ ବାହାରୁଥିବା ପବନର...
ନୂଆଦିଲ୍ଲୀ: “ନୋ କ୍ୟାସ୍, ନୋ ପେଟିଏମ୍…ନୋ ଆକାଉଣ୍ଟ୍”। ପୋଷ୍ଟରରେ ଏମିତି କିଛି ଲେଖା ହୋଇଥିବା ଦେଖିବାକୁ ମିଳିଛି ଦିଲ୍ଲୀର ଶାହିନ୍ବାଗ୍ରେ ଚାଲିଥିବା ବିକ୍ଷୋଭ ପ୍ରଦର୍ଶନ ସ୍ଥାନରେ। ଅଭିଯୋଗ ଆସିଛି ଯେ, ବିକ୍ଷୋଭ ପ୍ରଦର୍ଶନ ପାଇଁ ଏଠାକୁ ଆସିଥିବା ମହିଳାଙ୍କୁ ପ୍ରତ୍ୟେକ ଦିନ ୫୦୦ ଟଙ୍କା ଦିଆ ଯାଇଥିଲା। ଯାହାର...
ଭୁବନେଶ୍ୱର: ବିଶିଷ୍ଟ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ତଥା ପ୍ରଖ୍ୟାତ କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ଝିଅ ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। କୋଲକାତାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ଅସୁସ୍ଥତା କାରଣରୁ ଦୀର୍ଘଦିନ ଧରି ସେ...
ବ୍ରହ୍ମପୁର: ଘନ କୁହୁଡ଼ି ଯୋଗୁ ଗଞ୍ଜାମ ଜିଲ୍ଲା ଗୋପାଳପୁର ନିକଟ ସମୁଦ୍ରରେ ଦୁଇଟି ଡଙ୍ଗା ମଧ୍ୟରେ ଧକ୍କା ହୋଇଛି। ଧକ୍କା ପରେ ଉଭୟ ଡଙ୍ଗା ଓଲଟି ପଡ଼ିଥିଲା। ତେବେ ଦୁଇଟି ଯାକ ଡଙ୍ଗାରେ ଥିବା ମୋଟ ୧୮ ଜଣ ମତ୍ସଜୀବୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୪...