ଇଷ୍ଟାନ୍ବୁଲ୍: ଶକ୍ତିଶାଳୀ ଭୂକମ୍ପରେ ଦୋହଲିଲା ତୁର୍କୀ। ପୂର୍ବ ତୁର୍କୀରେ ଏକ ବଡ଼ ଧରଣର ଭୂକମ୍ପରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ଆଜି ଭୋର ସମୟରେ ଏହି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୬.୮ ଥିବା ଜଣାପଡ଼ିଛି। ମୃତ୍ୟୁ...
ଭୁବନେଶ୍ୱର: ବାଂଲାଦେଶୀ ଯୁବତୀ ସେକ୍ସ ରାକେଟ ଘଟଣାରେ ଏସ୍ଟିଏଫ୍ ତନାଘନା ଆରମ୍ଭ କରିଛି। ସୁଧାର ଗୃହରେ ଯୁବତୀଙ୍କୁ ରଖା ଯାଇଥିବା ଜଣାପଡ଼ିଛି। ଏସ୍ଟିଏଫ୍ ଡିଆଇଜି ଜୟନାରାୟଣ ପଙ୍କଜ ସୁଧାର ଗୃହକୁ ଯାଇ ଜେରା କରୁଥିବା ଜଣାପଡ଼ିଛି। ୬ ଯୁବତୀଙ୍କ ମଧ୍ୟରୁ ୪ ଜଣ ବାଂଲାଦେଶୀ ଯୁବତୀଙ୍କ ନିକଟରୁ ଜାଲ୍...
ବେଜିଂ: ଏବେ ବିଶ୍ୱବାସୀଙ୍କୁ ଘାରିଛି କୋରୋନା ଭାଇରସ୍। ଚୀନରୁ ଆରମ୍ଭ ହୋଇଥିବା ଏହି ଭାଇରସ୍ ଏବେ ସ୍କଟ୍ଲାଣ୍ଡ୍, ହଙ୍ଗ୍କଙ୍ଗ୍ ଓ ସିଙ୍ଗାପୁରରେ ପହଞ୍ଚିଲାଣି। ଏହି ଭୟଙ୍କର ଭାଇରସ୍ ଯୋଗୁ ଚୀନରେ ଏଯାଏ ୨୫ ଜଣଙ୍କ ଜୀବନ ଯାଇ ସାରିଲାଣି। ସେହିପରି ୮୦୦ରୁ ଅଧିକ ଲୋକ ଏହି ଭାଇରସ୍ରେ ଆକ୍ରାନ୍ତ...
ନୂଆଦିଲ୍ଲୀ: ପାନ୍ କାର୍ଡ ପରେ ଏବେ ଭୋଟର ଆଇଡି କାର୍ଡକୁ ମଧ୍ୟ ଆଧାର କାର୍ଡ ସହ ଲିଙ୍କ୍ କରିବା ପାଇଁ ଆବଶ୍ୟକ ପଡ଼ିପାରେ। ସୂଚନା ଅନୁସାରେ, ଭୋଟର କାର୍ଡକୁ ଆଧାର ନମ୍ବର ସହ ଲିଙ୍କ୍ କରିବା ପାଇଁ ନିର୍ବାଚନ ଆୟୋଗ କେନ୍ଦ୍ର ଆଇନ୍ ମନ୍ତ୍ରାଳୟକୁ ଏକ ପ୍ରସ୍ତାବ ଦେଇଥିଲା।...
ଭୋପାଳ: ରାତାରାତି କୋଟିପତି ହେବାକୁ କିଏ ବା ନ ଚାହେଁ ? ସମସ୍ତେ ଏଭଳି ସ୍ୱପ୍ନ ଦେଖିଥାନ୍ତି। ହେଲେ ଅଳ୍ପ ଲୋକଙ୍କ ଭାଗ୍ୟରେ ଏଭଳି ଘଟିଥାଏ ଓ ସେମାନଙ୍କର ସ୍ୱପ୍ନ ପୂରଣ ହୋଇଥାଏ। ଏମିତିରେ ବି ଭାଗ୍ୟ କେତେବେଳେ କାହାର ସାଥ୍ ଦେବ ତାହା କେହିବି କରିପାରିବେ ନାହିଁ।...
ନୂଆଦିଲ୍ଲୀ: ଏଟିଏମ୍କୁ ନେଇ ଲଗାତାର ଭାବେ ଠକେଇ ବା ଫ୍ରଡ୍ ଘଟଣା ସାମ୍ନାକୁ ଆସୁଛି। ହ୍ୟାକର୍ସମାନେ ୟୁଜରଙ୍କ ଡାଟାକୁ ଏଟିଏମ୍ ମେସିନ୍ରେ କାର୍ଡ ଲଗାଯାଉଥିବା ସ୍ଲଟ୍ରୁ ଚୋରି କରି ନେଉଥିବା ଜଣାପଡ଼ିଛି। ଏସବୁ ଭିତରେ SBI ଏହାର ଗ୍ରାହକଙ୍କୁ ଭଲ ବ୍ୟାଙ୍କିଙ୍ଗ୍ ସୁବିଧା ଯୋଗାଇ ଦେବାପାଇଁ ଅନେକ ପଦକ୍ଷେପ...
ନୂଆଦିଲ୍ଲୀ: ସୋଶାଲ୍ ମିଡିଆରେ ଏବେ ଏମିତି ଏକ ଫଟୋକୁ ନେଇ ଚର୍ଚ୍ଚା ହେଉଛି, ଯେକେହିବି ଏହି ଫଟୋଟିକୁ ଦେଖିଲେ ହଠାତ୍ ଚିହ୍ନି ପାରିବେ ନାହିଁ। କେହି କେହି ତାଙ୍କୁ ହ୍ୟାଣ୍ଡଶମ୍ କହୁଛନ୍ତି ତ ଆଉ କେହି ହଲିଉଡ୍ ହିରୋ। ପ୍ରକୃତରେ ଇଏ କିଏ ? କ’ଣ ଜଣେ ଅଭିନେତା? ନା...
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପ୍ରସଙ୍ଗରେ କୌଣସି ତୃତୀୟ ପକ୍ଷ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ଆଜି ଭାରତ ରୋକଠୋକ ମନା କରି ଦେଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ କଶ୍ମୀରକୁ ନେଇ ଚାଲିଥିବା ବିବାଦର ସମାଧାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ମଧ୍ୟସ୍ଥତା ସାଜିବାକୁ ପ୍ରସ୍ତାବ ଦେଇଥିବାରୁ...
ନୂଆଦିଲ୍ଲୀ: ଚଳିତ ବର୍ଷ ଗଣତନ୍ତ୍ର ଦିବସ ପାଳନର ପରମ୍ପରାରେ ଯୋଡ଼ି ହେବ ଏକ ନୂଆ ପୃଷ୍ଠା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଯୁଦ୍ଧ ସ୍ମାରକୀଠାରେ ପୁଷ୍ପଗୁଚ୍ଛ ଅର୍ପଣ କରିବେ। ଅନ୍ୟପକ୍ଷରେ ଗଣତନ୍ତ୍ର ଦିବସ ଉପଲକ୍ଷେ ଇଣ୍ଡିଆ ଗେଟ୍ଠାରେ ଥିବା ଅମର ଯବାନ ଜ୍ୟୋତିଠାରେ ମଧ୍ୟ ପୁଷ୍ପଗୁଚ୍ଛ ଅର୍ପଣ ପୂର୍ବକ...
ମୁମ୍ବାଇ: ରେଲ୍ୱେ ଷ୍ଟେସନରୁ ସିଧା ବଲିଉଡ୍ରେ ପାଦ ଥାପି ଥିବା ରାନୁ ମଣ୍ଡଳଙ୍କୁ କିଏ ବା ନ ଜାଣେ ?୨୦୧୯ରେ ଦେଶର ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ରାନୁ ସ୍ଥାନ ପାଇଥିଲେ। ଏପରିକି ଗୁଗୁଲ୍ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ଟପ୍ ଟେନ୍ ମୋଷ୍ଟ୍ ସର୍ଚ୍ଚଡ୍ ପର୍ସନ୍ ତାଲିକାରେ ସେ...
ମିରଟ: ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବାଲିୟାନ ଜେଏନ୍ୟୁ ଓ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଖୋଲା ଧମକ ଦେଇଛନ୍ତି। ଯେଉଁଠି ନିକଟରେ ନାଗରିକତା ଆଇନ୍କୁ ନେଇ ସଂଘର୍ଷ ହୋଇଥିଲା। ସେ କହିଛନ୍ତି, “ମୁଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଅନୁରୋଧ...
ସାଧାରଣତଃ ନବଜାତ ଶିଶୁଙ୍କୁ ଜଣ୍ଡିସ୍ ହେଲେ ବାପାମା’ ଟିକେ ଚିନ୍ତାରେ ପଡ଼ି ଯାଆନ୍ତି। ଅସ୍ଵାସ୍ଥ୍ୟକର ପରିବେଶ, ଦୂଷିତ ଜଳପାନ ଏବଂ ଭୂତାଣୁ ଏ ରୋଗର ମୂଳ କାରଣ। ଯଦିଓ ଏହାକୁ ଏକ ଭୂତାଣୁ ଜନିତ ସଂକ୍ରମିତ ରୋଗ କୁହାଯାଏ ତେବେ ଏ ରୋଗ ହେବାର ଆହୁରି ଅନେକ କାରଣ...
ଗୌହାଟୀ: ଆସାମ ସରକାରଙ୍କୁ ବଡ଼ ସଫଳତା ମିଳିଛି। ଅସିଦ୍ଧ ଘୋଷଣା ହୋଇଥିବା ୮ଟି ବିଦ୍ରୋହୀ ସଂଗଠନ ସହ ଜଡ଼ିତ ଥିବା ୬୪୪ ଜଣ ସଦସ୍ୟ ଆଜି ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି। ସେମାନେ ଆସାମରେ ଶାନ୍ତିର ପରିବେଶ ସୃଷ୍ଟି କରିବା ପାଇଁ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି। ୟୁଏଲ୍ଏଫଏ,...
ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନ୍(ସିଏଏ) ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବିକ୍ଷୋଭକାରୀଙ୍କ ବିରୋଧରେ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିକ୍ଷୋଭକାରୀଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି। ବିଭିନ୍ନ ସ୍ଥାନରେ ସିଏଏ ବିରୋଧ ପ୍ରଦର୍ଶନ କରୁଥିବା ରାଜ୍ୟର ପ୍ରାୟ ୧୨ ଶହ...
ଭୋପାଳ: ଚାହୁଁ ଚାହୁଁ ହଠାତ୍ ଭୁଶୁଡ଼ି ପଡ଼ିଲା ବିରାଟକାୟ ପାଣି ଟାଙ୍କି। ଆଉ ସ୍ଥାନୀୟ ଅଞ୍ଚଳରେ ପାଣିର ସୁଅ ଛୁଟିଲା। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲାରେ। ସୂଚନା ଅନୁସାରେ, ବୁଧବାର ଦିନ ଅପରାହ୍ଣ ୩ଟାରେ ସାରେଙ୍ଗା ଥାନା ଅନ୍ତର୍ଗତ ଫତେଦଙ୍ଗା ଅଞ୍ଚଳରେ ଏହି...
ନୂଆଦିଲ୍ଲୀ: ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଫାଶୀ ପାଇବାକୁ ଥିବା ୪ ଦୋଷୀଙ୍କ ଶେଷ ଇଚ୍ଛା କ’ଣ ? ଏହା ସେମାନଙ୍କୁ ପଚରାଯାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ତିହାର ଜେଲ୍ରେ ଥିବା ଏହି ୪ ଦୋଷୀଙ୍କୁ ସେମାନଙ୍କର ଶେଷ ଇଚ୍ଛା ସମ୍ପର୍କରେ ପଚରା ଯାଇଥିଲା। ଶେଷଥର ପାଇଁ...
ଭୁବନେଶ୍ୱର: ସାକାର ହେଲା ଦିବ୍ୟାଙ୍ଗ ପିଲାଙ୍କ ସ୍ୱପ୍ନ। ରାଜ୍ୟ ସରକାରଙ୍କ ସହଯୋଗରେ ଆଜି ଆକାଶରେ ଉଡ଼ିଛନ୍ତି ରାଜ୍ୟର ୪୩ ଜଣ ଦିବ୍ୟାଙ୍ଗ ପିଲା। ଭୁବନେଶ୍ୱର ବିମାନ ବନ୍ଦରରୁ ପ୍ରାୟ ୪୦ ମିନିଟ୍ ଯାଏ ଆକାଶରେ ଉଡ଼ିଛନ୍ତି ପିଲାମାନେ। ଏଭଳି ନିଆରା ଓ ଅଦ୍ଭୁତପୂର୍ବ ଅଭିଜ୍ଞତା ସାଉଁଟିବା ପରେ ପିଲାମାନେ...
ବାଲେଶ୍ୱର: ଭିଜିଲାନ୍ସ ଜାଲରେ ବାଲେଶ୍ୱର ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ଦୁଇ କିରାଣି। ଲାଞ୍ଚ ନେଉଥିବା ବେଳେ କିରାଣୀ ସତ୍ୟବ୍ରତ ବେହେରା ଓ ସୁଚିସ୍ମିତା ସିଂଙ୍କୁ ଭିଜିଲାନ୍ସ ଆଜି ଗିରଫ କରିଛି। ସୂଚନା ଅନୁସାରେ, ଠିକା ଶ୍ରମିକଙ୍କ ଲାଇସେନ୍ସ ସାର୍ଟିଫିକେଟ କରାଇ ଦେବା ପାଇଁ ରାକେଶ ମହଲ ନାମକ ଜଣେ...
ଭୁବନେଶ୍ୱର: ଚିଟ୍ଫଣ୍ଡ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲ୍ରେ ଥିବା ଅର୍ଥତତ୍ତ୍ୱ ଚିଟ୍ଫଣ୍ଡର ମୁଖ୍ୟ ପ୍ରଦୀପ ସେଠୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଜେଲ୍ରେ ଥିବା ଟଏଲେଟ୍ ଭିତରେ ବେକରେ ଇନଭର୍ଟର ତାର ଗୁଡ଼ାଇ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ଜେଲ୍ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ,...
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରମାବାହାଲ ଛକରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଡିଭାଇଡର ଡେଇଁ ରାସ୍ତାର ଅପରପାର୍ଶ୍ୱରେ ସ୍କର୍ପିଓକୁ ଏକ କାର୍ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ରାଉରକେଲାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ...