ଭୁବନେଶ୍ୱର: ନିଜ ପାଇଁ ତଥା ପରିବାର ପାଇଁ ୨ ଓଳି ଦୁଇ ମୁଠା ଖାଇବା ଯୋଗାଡ଼ କରିବା ଯାହା ପାଇଁ କାଠିକର ପାଠ, ତା’ଙ୍କ ପାଖକୁ ଆସିଛି ଆୟକର ନୋଟିସ୍। ଜଣେ ଦିନ ମଜୁରିଆଙ୍କ ନିକଟକୁ ୨ ଲକ୍ଷ ୫୯ ହଜାର ୫୪୦ ଟଙ୍କାର ଆୟକର ନୋଟିସ୍ ହୋଇଛି। ଏ...
ଗୌହାଟୀ: ନଦୀରେ ଲାଗିଲା ନିଆଁ। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଆସାମର ଦିବ୍ରୁଗଡ଼ରେ ଥିବା ବୁର୍ହି ଧିଂ ନଦୀରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ସାଶୋନୀ ଗାଁ ଦେଇ ଯାଇଥିବା ଦିଘୋଲିବିଲ୍ ସ୍ଥିତ ବୁର୍ହି ଧିଂ ନଦୀରେ ଏହି ନିଆଁ...
ଭୁବନେଶ୍ୱର: ଲର୍ଣ୍ଣସ୍ ଓ ଡ୍ରାଇଭିଂ ଲାଇସେନ୍ସ ଆବେଦନ ପାଇଁ ପରିବହନ କମିଶନର ନୂଆ ନିୟମ କରିଛନ୍ତି। ଏହି ନୂଆ ନିୟମଟି ହେଲା ଏଣିକି ଲାଇସେନ୍ସ ପାଇଁ ଆବଶ୍ୟକ ପଡ଼ୁଥିବା ପେପର୍ ଡକ୍ୟୁମେଣ୍ଟ୍ସ୍ ସବୁ ଆପଣ ଅନ୍ଲାଇନ୍ରେ ଅପଲୋଡ୍ କରି ଆବେଦନ କରିପାରିବେ। ଫେବୃଆରୀ ୧ରୁ ଏହି ନୂଆ ନିୟମ...
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଘଡ଼ଘଡ଼ି ମଧ୍ୟ ମାରିପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା- ଗଜପତି, ଗଞ୍ଜାମ, ସୁନ୍ଦରଗଡ଼, କନ୍ଧମାଳ, ରାୟଗଡ଼ା, ନୟାଗଡ଼, କୋରାପୁଟ, କଳାହାଣ୍ଡି ଓ ନୂଆପଡ଼ା। ଏସବୁ ଜିଲ୍ଲାକୁ...
କଟକ: କାୟା ମେଲାଉଛି ‘କରୋନା’ ଭାଇରସ୍। ଭାରତରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ ନେଇ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ଏପରି ସ୍ଥିତିରେ କରୋନା ପରି ଲକ୍ଷଣ ଦେଖାଯିବାରୁ ଏସ୍ସିବିରେ ୨ ଜଣ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣକର ନମୁନା ପରୀକ୍ଷା ପାଇଁ...
ବ୍ରହ୍ମପୁର(ଜଗନ୍ନାଥ ସାହୁ): ସରକାରୀ ଅନୁଷ୍ଠାନରେ ଚାକିରି ଦେବା ନାଁରେ ୫୦ ଲକ୍ଷରୁ ଅଧିକ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗକୁ ବ୍ରହ୍ମପୁର ପୁଲିସ୍ ଧରିଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ଭୁବନେଶ୍ୱରର ଏକ ଅନୁଷ୍ଠାନର କାର୍ଯ୍ୟରତ ଯାଜପୁର ଜିଲ୍ଲାର...
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗର ଟ୍ୱିଟର ହ୍ୟାଣ୍ଡେଲ୍ରେ ଏକ ଟ୍ୱିଟ୍ରେ ତ୍ରୁଟି ଦେଖିବାକୁ ମିଳିଛି। ଶେଆର୍ ହୋଇଥିବା ଏହି ଟ୍ୱିଟ୍ରେ ଡିଜିପି ଅଭୟଙ୍କ ବଦଳରେ ପୂର୍ବତନ ଡିଜିପି ବିଜୟ କୁମାର ଶର୍ମାଙ୍କ ଫଟୋ ପୋଷ୍ଟ ହୋଇଥିବା ନଜର ଆସିଥିଲା। ଘଟଣାଟି ହେଲା…. ଡିଜିପି...
ନୂଆଦିଲ୍ଲୀ: ୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଇସାରିଥିବା କରୋନା ଭାଇରସ୍ ନିଜର ପ୍ରଭାବ ବିସ୍ତାର କରୁଥିବା କାରଣରୁ ଆଜି ଭାରତ, ଚୀନ ନାଗରିକଙ୍କ ଇ-ଭିସା ବାତିଲ୍ କରିଛି। ବର୍ତ୍ତମାନର ପରିସ୍ଥିତି ଦେଖି ଅସ୍ଥାୟୀ ଭାବେ ଏଭଳି ବାତିଲ କରାଯାଇଛି। ଏହି ଭାଇରସ୍ ବର୍ତ୍ତମାନ ୧୪,୫୬୨ ଲୋକଙ୍କୁ ଆକ୍ରାନ୍ତ କରି...
କେନ୍ଦ୍ରୀୟ ବିଦ୍ୟାଳୟରେ ଚାକିରି କରିବାକୁ ଚାହୁଁଛନ୍ତି କି ? ତା’ହେଲେ ଆଉ ଡେରି ନ କରି ଖାଲି ପଡ଼ିଥିବା ପଦବୀ ପାଇଁ ତୁରନ୍ତ ଆବେଦନ କରନ୍ତୁ। ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ(କେଭିଏସ୍) ଦରଖାସ୍ତ ଆହ୍ୱାନ କରୁଛି। ଇଚ୍ଛୁକ ପ୍ରାର୍ଥୀମାନେ ଏହି ପଦବୀ ପାଇଁ...
ମାଉଣ୍ଟ ମାଉଙ୍ଗାନୁଇ: ସୁପର୍ ସଣ୍ଡେରେ ଜବରଦସ୍ତ ବିଜୟ ସହ ଟି-୨୦ ସିରିଜକୁ ହ୍ୱାଇଟୱାଶ୍ କରି ନେଇଛି ଟିମ୍ ଇଣ୍ଡିଆ। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ୍ ଦଳ କ୍ରମାଗତ ପଞ୍ଚମ ମ୍ୟାଚରେ ପରାସ୍ତ ହୋଇଛି। ବେ ଓଭାଲରେ ଖେଳାଯାଇଥିବା ଅନ୍ତିମ ମ୍ୟାଚରେ ଭାରତ ୭ ରନରେ ନ୍ୟୁଜିଲ୍ୟାଣ୍ଡ୍କୁ ପରାସ୍ତ କରି ବିଶ୍ୱକପ୍ ପାଇଁ ତା’ର...
ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ଶ୍ରୀନଗରର ଲାଲ୍ ଚୌକ୍ରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ୪ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ CRPF ଯବାନ ଥିବାବେଳେ ୨ ଜଣ ସାଧାରଣ ନାଗରିକ ଅଛନ୍ତି। ଆଜି ଅପରାହ୍ଣରେ ଆତଙ୍କବାଦୀମାନେ ଏହି ଗ୍ରେନେଡ୍ ମାଡ଼...
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ବିଶ୍ୱ ହିନ୍ଦୁ ମହାସଭାର ନେତା ରଞ୍ଜିତ ବଚ୍ଚନଙ୍କୁ ହତ୍ୟା କରାଯାଇଛିି। ହଜରତଗଞ୍ଜ ଅଞ୍ଚଳରେ ମର୍ଣ୍ଣିଂ ଓ୍ୱାକ୍ରେ ଯାଇଥିବାବେଳେ କିଛି ଦୁର୍ବୃତ୍ତ ବାଇକ୍ରେ ଆସି ତାଙ୍କୁ ପାଖରୁ ଗୁଳି କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସେହି ସମୟରେ ରଞ୍ଜିତଙ୍କ...
ମାଉଣ୍ଟ ମାଉଙ୍ଗାନୁଇ: ଭାରତ ଏବଂ ଘରୋଇ ଦଳ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଜି ୫ମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍। ସିରିଜର ଅନ୍ତିମ ମ୍ୟାଚ୍ରେ ଭାରତ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି। ତେବେ ଅଧିନାୟକ ବିରାଟ କୋହଲିଙ୍କୁ ଏହି ମ୍ୟାଚ୍ରେ ବିଶ୍ରାମ ଦିଆଯାଇଥିବା ବେଳେ ଦଳର ନେତୃତ୍ୱ ନେଇଛନ୍ତି ରୋହିତ...
ମୁମ୍ବାଇ: ନୂଆ ମୋଟର ଯାନ(ସଂଶୋଧିତ) ଆଇନ୍ ଲାଗୁ ହେବାପରେ ସାରା ଦେଶରେ ଟ୍ରାଫିକ୍ ବ୍ୟବସ୍ଥା କଡ଼ାକଡ଼ି ହୋଇଛି। ଯେଉଁମାନେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ନିକଟରୁ ମୋଟା ଅଙ୍କର ଫାଇନ୍ ମଧ୍ୟ ଆଦାୟ ହେଉଛି। ଏମିତିରେ ଆପଣମାନେ ଦେଖିଥିବେ, ଟ୍ରାଫିକ୍ ସିଗ୍ନାଲ୍ ରେଡ୍ ଥିଲେ ମଧ୍ୟ କିଛି...
ଥିରୁଭନନ୍ତପୁରମ: କେରଳରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବାର କିଛି ଦିନ ନ ପୂରୁଣୁ ପୁଣି ଆଉ ଜଣେ ବ୍ୟକ୍ତି ଏହି ଭାଇରସ୍ରେ ଆକ୍ରାନ୍ତ ହୋଇଥିବା ଘଟଣା ସାମ୍ନାକୁ ଆସିଛି। କେରଳର ଆଉ ଜଣେ ବ୍ୟକ୍ତିଙ୍କର କରୋନା ଭାଇରସ୍ ପଜିଟିଭ୍ ବାହାରିଛି। ଏହାପରେ ଆକ୍ରାନ୍ତଙ୍କୁ ହସ୍ପିଟାଲର ଆଇସୋଲେସନ୍ ୱାର୍ଡରେ...
ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ୍ ସିଷ୍ଟମ୍ରେ ସୁଧାର ଆଣିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ଘୋଷଣା କରିଛନ୍ତି। ପଞ୍ଜାବ ଏଣ୍ଡ୍ ମହାରାଷ୍ଟ୍ର ବ୍ୟାଙ୍କ ଦୁର୍ନୀତି ମାମଲା ସାମ୍ନାକୁ ଆସିବା ପରେ ବ୍ୟାଙ୍କ୍ ଠକେଇକୁ ନେଇ ଲୋକଙ୍କ ଚିନ୍ତା ବଢ଼ି ଯାଇଛି। କାରଣ ଯଦି କୌଣସି ବ୍ୟାଙ୍କ୍ ଆର୍ଥିକ...
ନୂଆପଡ଼ା: ପ୍ରେମ, ପ୍ରତାରଣାର ଭୟଙ୍କର ପରିଣତି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଏସିିଡ୍ ମାଡ଼ରେ ଗୁରୁତର ହୋଇ ଯୁବକ। ୩ ମାସ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଲଖନା ଥାନା...
ଭୁବନେଶ୍ୱର: ଏଣିକି ହୋଲ୍ଡିଂ ଟାକ୍ସ କିମ୍ବା ଟ୍ରେଡ୍ ଲାଇସେନ୍ସ ଫି’ ଆଦାୟ କରିବେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ମହିଳା ମହାସଂଘର ସଦସ୍ୟା। ଏଥିଲାଗି ଚୟନ ହୋଇଥିବା ୨୦ଟି ଏସ୍ଏଚ୍ଜି/ମହିଳା ମହାସଂଘର ସଦସ୍ୟଙ୍କୁ ପଏଣ୍ଟ ଅଫ୍ ସେଲ୍ (ପିଓଏସ୍) ମେସିନ୍ ବ୍ୟବହାର ସମ୍ପର୍କରେ ତାଲିମ ଦିଆଯାଇଛି। ତେବେ...
କୋଣାର୍କ: ଆଜି ପବିତ୍ର ମାଘ ସପ୍ତମୀ। ଏହି ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁ ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି। ପରମ୍ପରା ଅନୁସାରେ, ଗତକାଲି ତିନି ଠାକୁର କୋଣାର୍କର ତ୍ରିବେଣୀଶ୍ୱର, ଐଶାନେଶ୍ୱର ଓ ଦକ୍ଷିଣେଶ୍ୱର ମହାଦେବ ରାତିରେ ବିମାନ ବିଜେ କରିଥିଲେ। ମଧ୍ୟରାତ୍ରରେ ଏନଏସି ଭୋଗ ମଣ୍ଡପରେ ଭୋଗ ଖାଇଥିଲେ। ପରେ ମିଳିତ...
ଭୁବନେଶ୍ୱର: ରାଜଧାନୀରେ ଗୋ ପାଳକ ସାବଧାନ ! ଏଣିକି ବୁଲା ଗୋରୁଗାଈଙ୍କ ଉପରେ କଡ଼ା ନଜର ରଖିବ ବିଏମ୍ସି। ଯଦି କୌଣସି ଗୋ ପାଳକ ସେମାନଙ୍କର ଗୋରୁଗାଈଙ୍କୁ ରାସ୍ତାକୁ ଛାଡ଼ି ଧରାପଡ଼ନ୍ତି, ତା’ହେଲେ ସେମାନଙ୍କୁ ୫ ହଜାର ଟଙ୍କା ଫାଇନ୍ ଗଣିବାକୁ ପଡ଼ିବ। ଯଦି କୌଣସି ସ୍ଥାନରେ ଗୋରୁଗାଈ...