• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

odisha
ଭୁଲ୍‌ ରାସ୍ତାରେ ଗାଡ଼ି ଚଲାଉଥିଲେ ସାବଧାନ ! ନ ହେଲେ...

ଭୁବନେଶ୍ୱର: ଭୁଲ୍‌ ରାସ୍ତାରେ ଗାଡ଼ି ଚଲାଉଛନ୍ତି କି ? ତା’ହେଲେ ହୋଇଯାଆନ୍ତୁ ସାବଧାନ ! ନ ହେଲେ ଅସୁବିଧାରେ ପଡ଼ିପାରନ୍ତି। କାହିଁକି ନା ଏଣିକି ଭୁଲ୍‌ ରାସ୍ତାରେ ଗାଡ଼ି ଚଳାଉଥିବା ଗାଡ଼ି ଚାଳକଙ୍କୁ ଧରିବା ପାଇଁ କମିଶନରେଟ୍ ପୁଲିସ୍‌ ଜୋରଦାର ଅଭିଯାନ ଆରମ୍ଭ କରିଛି। ଗତକାଲି ଗୋଟିଏ ଦିନରେ...

china
ଆଖି ବୁଜିଲେ କରୋନା ସମ୍ପର୍କରେ ପ୍ରଥମେ ସତର୍କ କରାଇଥିବା ଡାକ୍ତର

ବେଜିଂ: ଚୀନରେ କରୋନା ଭାଇରସ୍‌ ସଂପର୍କରେ ଯେଉଁ ଡାକ୍ତର ପ୍ରଥମେ ଲୋକମାନଙ୍କୁ ସତର୍କ କରାଇଥିଲେ, ଶେଷରେ ମାରାତ୍ମକ କରୋନା ହିଁ ତାଙ୍କର ଜୀବନ ନେଇଛି। କରୋନା ସଂକ୍ରମଣରେ ଆସିବା ଫଳରେ ଶୁକ୍ରବାର ଦିନ ଡାକ୍ତର ଲି ୱେନ୍‌ଲିଆଙ୍ଗ୍‌ଙ୍କ ମୃତ୍ୟୁ ଘଟିଛି। ଚୀନର ସରକାରୀ ମିଡିଆ ପକ୍ଷରୁ ଏନେଇ ସୂଚନା...

odisha
ସମୁଦ୍ରରେ ଗାଧୋଉଥିଲେ, ହଠାତ୍ ମାଡ଼ି ଆସିଲା ବଡ଼ ଲହଡି....

ପୁରୀ: ସମୁଦ୍ରରେ ଗାଧୋଉଥିଲେ। ହଠାତ୍ ମାଡ଼ି ଆସିଲା ବଡ଼ ଲହଡି। ସମୁଦ୍ରରେ ଭାସି ଯାଉଥିବାବେଳେ ଦେବଦୂତ ସାଜି ମୃତ୍ୟୁ ମୁଖରୁ ୪ଜଣଙ୍କ ଜୀବନ ବଞ୍ଚାଇଲେ ଲାଇଫ ଗାର୍ଡ। ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ଚୈତନ୍ୟ ଛକ ସମୁଦ୍ର ବେଳାଭୂମି ନିକଟରେ। ପଶ୍ଚିମବଙ୍ଗରୁ ପୁରୀ ବୁଲିବାକୁ ଆସିଥିବା ଦମ୍ପତ୍ତି...

odisha
ମଦ ପିଇ ରାସ୍ତାକଡ଼ ଦୋକାନରେ ଗଡ଼ୁଥିଲେ ପୁଲିସ୍‌ ବାବୁ, ଭିଡିଓ ଭାଇରାଲ ହେବା ପରେ...

ବାରିପଦା: ମଦ ପିଇ ରାସ୍ତାକଡ଼ ଦୋକାନରେ ଗଡ଼ୁଥିବା ଜଣେ ଏସ୍‌ଆଇଙ୍କ ଭିଡିଓ ଭାଇରାଲ ହୋଇଛି। ଭିଡିଓ ଭାଇରାଲ ହେବାପରେ ସମ୍ପୃକ୍ତ ପୁଲିସ୍‌ ବାବୁଙ୍କୁ ନିଲମ୍ବନ କରିଛନ୍ତି ମୟୂରଭଞ୍ଜ ଏସ୍‌ପି। ସୂଚନା ଅନୁଯାୟୀ, ବେତନଟୀ ଥାନାର ଏସ୍‌ଆଇ ସଚ୍ଚିଦାନନ୍ଦ କିଶାନ ଗତକାଲି ଥାନା ଛକ ନିକଟ ଏକ ଦୋକାନ ଆଗରେ...

vijay
ତାମିଲ ଷ୍ଟାର ବିଜୟଙ୍କ ଘରେ ଇନ୍‌କମ୍‌ ଟାକ୍ସ ରେଡ୍‌, ଫିଲ୍ମ ଫାଇନାନ୍ସରଙ୍କ ଘରୁ ମିଳିଲା ୬୫ କୋଟି ଟଙ୍କା

ଚେନ୍ନାଇ: ତାମିଲ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ପାୱାର୍‌ଫୁଲ୍‌ ଫାଇନାନ୍ସରଙ୍କ ଘରେ ଆୟକର ବିଭାଗ ଚଢ଼ଉ ବେଳେ ୬୫ କୋଟି ଟଙ୍କା ଠାବ କରିଥିବା ସୂଚନା ମିଳିଛି। ଟାକ୍ସ ଫାଙ୍କିବା ଅଭିଯୋଗରେ ଆୟକର ଅଧିକାରୀ ଏଜିଏସ୍‌ ସିନେମା ଓ ଫିଲ୍ମ ଫାଇନାନ୍ସର ଅନ୍‌ବୁ ଚେଲିୟାନ୍‌ଙ୍କ ମଦୁରାଇ ସ୍ଥିତ ଘରେ ଏହି...

students
ଆଜିଠୁ ଅନ୍‌ଲାଇନ୍‌ରେ OJEE ଆବେଦନ

ଭୁବନେଶ୍ୱର: OJEE ପାଇଁ ଆଜିଠାରୁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ। OJEE ଦେବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଏହାର ୱେବ୍‌ସାଇଟ୍‌ ojee.nic.in କୁ ଯାଇ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ମାର୍ଚ୍ଚ ୨୦ ତାରିଖ ରହିଛି। ଆବେଦନ କରିଥିବା ଛାତ୍ରଛାତ୍ରୀ ଆସନ୍ତା ଏପ୍ରିଲ ୨୦ରୁ ଇଣ୍ଟରନେଟ୍‌ରୁ ଆଡମିଟ୍‌ କାର୍ଡ...

girl
ଟ୍ରେନ୍ ଆଗକୁ ଡେଇଁ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଟ୍ୱିଷ୍ଟ୍‌, ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ

ବାସୁଦେବପୁର: ଭଦ୍ରକ ରେଳ ଷ୍ଟେସନ ନିକଟରେ ଟ୍ରେନ୍ ଆଗକୁ ଡେଇଁ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଟ୍ୱିଷ୍ଟ୍‌ ଦେଖିବାକୁ ମିଳିଛି। ପୁଲିସ୍‌ ଏହି ଘଟଣାକୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବାବେଳେ ଏବେ ଏହି ଘଟଣାର ଏକ ନୂଆ ଗୁମର ପଦାକୁ ଆସିଛି। ଦୁଇ ଜଣ ଯୁବକଙ୍କ ସହ...

cloudy
ବର୍ଷା ଓ ବଜ୍ରପାତ ନେଇ ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଦୁଇ ଦିନ ହେବ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ତେବେ ଆଉ କିଛି ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ସ୍ୱଳ୍ପରୁ...

odisha
ଏସ୍‌ସିବିରେ ଚଳିତ ବର୍ଷର ପ୍ରଥମ ସ୍ୱାଇନ୍ ଫ୍ଲୁ ରୋଗୀ ଚିହ୍ନଟ

କଟକ: କଟକ ବଡ଼ ଡାକ୍ତରଖାନାରେ ଚଳିତ ବର୍ଷର ପ୍ରଥମ ସ୍ୱାଇନ୍ ଫ୍ଲୁ ରୋଗୀ ଚିହ୍ନଟ ହୋଇଛନ୍ତି। ରୋଗୀ ଜଣଙ୍କ ଢେଙ୍କାନାଳ ଜିଲ୍ଲାର ବୋଲି ଜଣାପଡ଼ିଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। କିଛି ଦିନ ତଳେ ସ୍ୱାଇନ ଫ୍ଳୁ ସନ୍ଦେହରେ ତିନି ଜଣଙ୍କୁ କଟକ ଏସ୍‌ସିବିର ସ୍ୱତନ୍ତ୍ର ୱାର୍ଡରେ...

plane crash
ଲ୍ୟାଣ୍ଡିଂ ବେଳେ ରନ୍‌ୱେରୁ ଖସି ଫାଳ ଫାଳ ହୋଇଗଲା ବିମାନ

ଇସ୍ତାନବୁଲ୍‌: ତୁର୍କୀର ଇସ୍ତାନବୁଲ୍‌ ବିମାନବନ୍ଦରରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଅବତରଣ(ଲ୍ୟାଣ୍ଡିଂ) ବେଳେ ରନ୍‌ୱେରୁ ଖସି ପଡ଼ିବାରୁ ଏହି ଅଘଟଣ ଘଟିଛି। ଏଥିରେ ୩ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୧୭୯ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ପେଗାସସ୍‌ ଏୟାରଲାଇନ୍ସର ଏକ ବିମାନ ବୁଧବାର ଦିନ ଇସ୍ତାନବୁଲ୍‌ ବିମାନବନ୍ଦରରେ ଅବତରଣ...

bus accident
ଘାଟିରେ ଫାଟିଲା ଟାୟାର୍‌, ଝୁଲି ରହିଲା ବସ୍‌

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ବସ୍‌ ଓଲଟିବା ଘଟଣା ମନରୁ ନ ଲିଭୁଣୁ ଗତକାଲି ପୁଣି ଗଞ୍ଜାମ-କନ୍ଧମାଳ ସୀମାନ୍ତରେ ଥିବା ଦାରିଙ୍ଗବାଡ଼ି ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟବଶତଃ ଗାଡ଼ିଟି ଘାଟି ତଳକୁ ନ ଖସି ଘାଟି ଉପରେ ଝୁଲି ରହିଥିଲା। ଫଳରେ ଏକ ନିଶ୍ଚିତ...

trump 1
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଭାଷଣ କାଗଜକୁ ଚିରି ଦେଲେ ବାଚସ୍ପତି

ଓ୍ୱାଶିଂଟନ: ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଭାଷଣର କାଗଜକୁ ଚିରି ଦେଇଛନ୍ତି। ଟ୍ରମ୍ପ ସଂସଦକୁ ନିଜ କାର୍ଯ୍ୟକାଳ ବାବଦରେ ଉଦ୍‌ବୋଧନ ଦେଇ ତାଳି ମାରୁଥିବାବେଳେ ପଛରେ ବାଚସ୍ପତି ଆସନରେ ବସିଥିବା ନାନ୍ସି ପେଲୋସି, ଟ୍ରମ୍ପଙ୍କ ଭାଷଣ କାଗଜକୁ ଚିରି ଦେଇଥିଲେ। ବାଚସ୍ପତି ପେଲୋସି...

virat
ଏମିତି ରନ୍‌ ଆଉଟ୍‌ କରି ସମସ୍ତଙ୍କୁ ଚକିତ କରିଦେଲେ ବିରାଟ

ହାମିଲଟନ: ଶୂନ୍ୟରେ ଉଡ଼ି ରନ୍‌ ଆଉଟ କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି। ହାମିଲଟନର ସେଡ୍ଡନ ପାର୍କ ଷ୍ଟାଡିୟମରେ ବିରାଟ, ନ୍ୟୁଜିଲ୍ୟାଣ୍ଡ ଓପନର ହେନେରି ନିକୋଲସଙ୍କୁ କରିଥିବା ରନ୍‌ ଆଉଟର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିକୋଲସ...

sandwitch
କୋଟି କୋଟି ଟଙ୍କା ପାଉଥିଲେ, ହେଲେ ସ୍ୟାଣ୍ଡ୍‌ୱିଚ୍‌ ଚୋରି କରୁଥିଲେ !

ନୂଆଦିଲ୍ଲୀ: ଆପଣ କେବେ ବିଶ୍ୱାସ କରିପାରିବେ କି କୋଟି କୋଟି ଟଙ୍କା ଦରମା ପାଉଥିବା ବ୍ୟକ୍ତି ସାମାନ୍ୟ ସ୍ୟାଣ୍ଡ୍‌ୱିଚ୍‌ ଚୋରି କରିପାରିବ ବୋଲି ? ଆଉ ଏଥିପାଇଁ ଚାକିରିରୁ ମଧ୍ୟ ନିଲମ୍ବନ ହେବାକୁ ପଡ଼ିବ। କଥାଟା ଶୁଣିକି ଅଜବ ଲାଗୁଥିଲେ ବି ଘଟଣାଟି ସତ। ଏମିତି ଏକ ଘଟଣା...

nirbhaya-1
ନିର୍ଭୟା ଦୋଷୀଙ୍କୁ ଫାଶି: ସପ୍ତାହ ମଧ୍ୟରେ ଆଇନଗତ ପ୍ରକ୍ରିୟା ସାରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନିର୍ଭୟା ଗଣ ଦୁଷ୍କର୍ମ ମାମଲାର ଦୋଷୀଙ୍କୁ ଅଲଗା ଅଲଗା ଫାଶି ଦେବା ପାଇଁ କେନ୍ଦ୍ର ସରକାର କରିଥିବା ମିଳିତ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ରବିବାର ଦିନ ଏହି ଆବେଦନର ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଗୋଟିଏ ସପ୍ତାହ ମଧ୍ୟରେ ଦୋଷୀମାନେ...

tourist
ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ମହଙ୍ଗା ହେବ ଭୁଟାନ ଯାତ୍ରା

ନୂଆଦିଲ୍ଲୀ: ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ମହଙ୍ଗା ହେବ ଭୁଟାନ ଯାତ୍ରା। ଏଣିକି ଭୁଟାନ ଗଲେ ଭାରତୀୟ ପର୍ଯ୍ୟଟକଙ୍କୁ ପ୍ରତିଦିନ ୧୨୦୦ ଟଙ୍କା ଦେବାକୁ ପଡ଼ିବ। ଏନେଇ ଭୁଟାନର ନିମ୍ନ ସଦନରେ ଏକ ବିଧେୟକ ପାରିତ ହୋଇଛି। ଚଳିତ ବର୍ଷ ଜୁଲାଇରୁ ଏହି ନିୟମ ଲାଗୁ ହେବାକୁ ଯାଉଛି। ଭାରତ...

airtel
Airtelର ସବୁଠୁ ଶସ୍ତା ପ୍ଲାନ୍‌ ! ଅନ୍‌ଲିମିଟେଡ୍‌ କଲିଂ ସହ ମିଳିବ ଏମିତି ଡାଟା ସୁବିଧା

ନୂଆଦିଲ୍ଲୀ: ଆଜିକାଲି ସବୁ ମୋବାଇଲ୍‌ ନେଟ୍‌ୱର୍କ ଏହାର ଗ୍ରାହକଙ୍କୁ କମ୍‌ ମୂଲ୍ୟରେ ଅଧିକ ଫାଇଦା ଦେଉଥିବା ଦେଖିବାକୁ ମିଳୁଛି। ଏୟାରଟେଲ୍‌ ମଧ୍ୟ ଏହାର ଗ୍ରାହକଙ୍କ ପାଇଁ ଏବେ ଏମିତି ଏକ ଫାଇଦା ଆଣିଛି, ଯେଉଁଥିରେ କମ୍‌ ମୂଲ୍ୟରେ ଆପଣଙ୍କୁ ଅଧିକ ଫାଇଦା ମିଳିପାରିବ। ଏୟାର୍‌ଟେଲ୍‌ର ୨୧୯ ଟଙ୍କାର ପ୍ଲାନ୍‌...

dhoni
ଗୁପ୍‌ଚୁପ୍‌ ପରଷିଲେ ଧୋନି, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ଗୁପ୍‌ଚୁପ୍‌ ପରଷିଲେ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ନା ? ଆଶ୍ଚର୍ଯ୍ୟ ଲାଗିବା ବି ସ୍ୱାଭାବିକ। କାରଣ କଥାଟା ଏମିତି ଯେ କେହିବି ଶୁଣିଲେ ସେମାନଙ୍କୁ ଟିକେ ଅଜବ ଲାଗିବ। ହେଲେ ଏମିତି କିଛି ଦୃଶ୍ୟ ଦେଖିବାକୁ...

honey
କରୋନାରୁ ମୁକ୍ତି ଦେବ ଏସବୁ ଜିନିଷ !

ନୂଆଦିଲ୍ଲୀ: ଚୀନରେ ଆତଙ୍କ ଖେଳାଇଥିବା କରୋନା ଭାଇରସ୍‌ ବର୍ତ୍ତମାନ ସୁଦ୍ଧା  ୫୦୦ ଜଣଙ୍କ ଜୀବନ ନେଇ ସାରିଲାଣି। କିଛି ଆକ୍ରାନ୍ତ ହସ୍ପିଟାଲ୍‌ରେ ଜୀବନ ମରଣ ସହ ସଂଘର୍ଷ କରୁଥିବାବେଳେ ଆଉ କିଛି ଲୋକ ଆକ୍ରାନ୍ତ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସିତ ହେଉଛନ୍ତି। ଏହି ଭାଇରସ୍‌ରୁ କେମିତି ମୁକ୍ତି ପାଇବେ...

odisha
ଚଳିତ ବର୍ଷ ୫ ଲକ୍ଷ ୬୦ ହଜାର ୮୯୧ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ

କଟକ: ଚଳିତ ବର୍ଷ ୫ ଲକ୍ଷ ୬୦ ହଜାର ୮୯୧ ଜଣ ଛାତ୍ରଛାତ୍ରୀ ୨, ୮୮୮ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବେ। ଏଥିପାଇଁ ୩୦୭ଟି ନୋଡାଲ ସେଣ୍ଟର କରାଯାଇଛି। ୨୨ଟି ପୁଲିସ୍‌ ଷ୍ଟେସନକୁ ମଧ୍ୟ ନୋଡାଲ ସେଣ୍ଟର କରିବାକୁ ନିଷ୍ପତ୍ତି ହୋଇଛି। ସମ୍ବେଦନଶୀଳ ୧ ହଜାର କେନ୍ଦ୍ରରେ ସିସିଟିଭି...