• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

tax
ହୋଲ୍ଡିଂ ଟ୍ୟାକ୍ସ ଖିଲାପକାରୀଙ୍କ ପ୍ରତି ବିଏମ୍‌ସିର କଡ଼ା ଆଭିମୁଖ୍ୟ

ଭୁବନେଶ୍ୱର: ହୋଲ୍ଡିଂ ଟ୍ୟାକ୍ସ ଖିଲାପକାରୀଙ୍କ ପ୍ରତି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଫେବ୍ରୁଆରୀ ୨୦ ସୁଦ୍ଧା ଯଦି ଖିଲାପକାରୀମାନେ ବାକି ଥିବା ଗୃହ ଟିକସ ପୈଠ ନ କରନ୍ତି ତେବେ ଓଡ଼ିଶା ପବ୍ଲିକ୍‌ ଡିମାଣ୍ଡ ରିକଭରି ଆକ୍ଟ-୧୯୬୨ ଅନୁସାରେ ବାକି ଟିକସ ଆଦାୟ କରାଯିବ।...

odisha
ସିଗାରେଟ ପାଇଁ ଦୋକାନୀଙ୍କୁ ମାରିଦେଲେ !

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ରାଜଧାନୀ ଛକରେ କିଛି ଯୁବକଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ଦୋକାନୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁବାସ ପାତ୍ର। ସିଗାରେଟ୍ କିଣାକୁ କେନ୍ଦ୍ର କରି ଯୁବକମାନେ ସୁବାସଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ...

bolangir
ଓଟିଭି ପ୍ରଭାବ: ଠକ କିରାଣି ନିଲମ୍ବିତ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ବ୍ଲକ୍‌ ଶିକ୍ଷା ଅଧିକାରୀ(ବିଇଓ)ଙ୍କ ଅଫିସ୍‌ରେ ଅର୍ଥ ହଡ଼ପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣାରେ କନିଷ୍ଠ କିରାଣି ପ୍ରମୋଦ ରଥଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ନିଲମ୍ବନ କରିଛନ୍ତି। ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ନାଁରେ ଜାଲ୍ କାଗଜପତ୍ର ପ୍ରସ୍ତୁତ କରି ଅର୍ଥ ହଡ଼ପ ଭଳି...

odisha
ଦବିଲା ନିର୍ମାଣାଧୀନ ରେଲ୍‌ୱେ ଲାଇନ୍

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ କେନାଲ ବ୍ରିଜ୍ ନିକଟ ଗୋସେଇଁ ବନ୍ଧଠାରେ ନିର୍ମାଣାଧୀନ ହରିଦାସପୁର-ପାରାଦୀପ ରେଲୱେ ଲାଇନ୍ ଦବିଯାଇଛି। ରେଲୱେ ଲାଇନ୍‌ଟି ୨୦୦ ମିଟର ଲମ୍ବରେ ପ୍ରାୟ ୨୦ ଫୁଟ ତଳକୁ ଧସି ଯାଇଛି। ରେଳ ଲାଇନ୍ ଦବିବା ଦ୍ୱାରା ୩ଟି ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନଙ୍କ ଘର...

bjd
ବିଜେଡି ନେତା ଅନୁପ ସାଏ ଗିରଫ

ଭୁବନେଶ୍ୱର: ପୂର୍ବତନ ବିଧାୟକ ତଥା ବିଜେଡି ନେତା ଅନୁପ ସାଏ ଗିରଫ ହୋଇଥିବା ସୂଚନା ମିଳିଛି।ଛତିଶଗଡ଼ର ରାୟଗଡ଼ ପୁଲିସ୍‌ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଏକ ଡବଲ୍‌ ମର୍ଡର ମାମଲାରେ ଅନୁପ ସାଏଙ୍କୁ ପୁଲିସ୍‌ ଗିରଫ କରିଥିବା ଜଣାପଡ଼ିଛି। ଗତକାଲି ରାତିରେ ପୁଲିସ୍‌ ତାଙ୍କୁ ଘରୁ ଉଠାଇ...

oppo
୨୯ ହଜାର ଟଙ୍କାର ସ୍ମାର୍ଟଫୋନ୍‌କୁ କିଣନ୍ତୁ ୧୫,୯୯୦ ଟଙ୍କାରେ

ନୂଆଦିଲ୍ଲୀ: ନୂଆ ସ୍ମାର୍ଟଫୋନ୍‌ କିଣିବାକୁ ଚାହୁଁଛନ୍ତି କି ? ତା’ହେଲେ ଆଉ ବିଳମ୍ବ ନ କରି Oppoର ଦାମୀ ଫୋନ୍‌ ପୂରା ଶସ୍ତାରେ କିଣନ୍ତୁ। Flipkart ଗ୍ରାହକଙ୍କୁ ଏହି ସୁବିଧା ଦେଉଛି। ‘ବେଷ୍ଟ୍‌ ସେଲିଙ୍ଗ୍‌ ଫୋନ୍ସ’ କ୍ୟାଟାଗରିରେ Oppo F11 Pro ଫୋନ୍‌ ଆପଣଙ୍କୁ ଶସ୍ତାରେ ମିଳିପାରିବ। Flipkartରେ...

petrol
ପଥର ତଳୁ ଡିଜେଲ ବାହାରିବା ଘଟଣା: ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ବନ୍ଦ

ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ପଥର ତଳୁ ଡିଜେଲ ବାହାରିବା ଘଟଣା ପରେ ସ୍ଥାନୀୟ ପେଟ୍ରୋଲ ପମ୍ପ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହୋଇଯାଇଛି। ଡିଜେଲ ପାଇପ୍ ଲାଇନ୍‌ରେ କୌଣସି ଲିକ୍ ଥିବା ସନ୍ଦେହରେ କମ୍ପାନୀର ଏକ ଟେକନିକାଲ୍ ଟିମ୍‌ ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ପେଟ୍ରେଲ...

valentine
ଭାଲେଣ୍ଟାଇନ୍‌ ଡେ’ରେ ପ୍ରେମୀ ଯୁଗଳଙ୍କୁ କଳିଙ୍ଗ ସେନାର ଟାର୍ଗେଟ

ଭୁବନେଶ୍ୱର: ଭାଲେଣ୍ଟାଇନ୍‌ ଡେ’ ବା ପ୍ରେମ ଦିବସ ନାଁରେ କଳିଙ୍ଗ ସେନାର ଫତ୍‌ୱା। ପ୍ରେମ ଦିବସ ନାଁରେ ଅଶ୍ଲୀଳତାକୁ ପ୍ରଶୟ ଦେଉଥିବା ପ୍ରେମୀ ଯୁଗଳଙ୍କୁ ଟାର୍ଗେଟ କରିବ କଳିଙ୍ଗ ସେନା। ଏନେଇ କଳିଙ୍ଗ ସେନା ପକ୍ଷରୁ ପୁଲିସ୍‌ କମିଶନରଙ୍କ କାର୍ଯ୍ୟାଳୟରେ ସ୍ମାରକ ପତ୍ର ଦିଆଯାଇଛି। ସହରରେ ବିଭିନ୍ନ ପାର୍କ,...

odisha
ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହେଲା ୧୦୮ ଆମ୍ବୁଲାନ୍ସ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହେଲା ୧୦୮ ଆମ୍ବୁଲାନ୍ସ। ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା କପିଳାସ ରାସ୍ତାର ଭଗବାନପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରୁ ଡ୍ରାଇଭର ଓ ରୋଗୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଆମ୍ବୁଲାନ୍ସ ହେଲ୍‌ପର୍‌ ଆହତ ହୋଇଛନ୍ତି। ଆମ୍ବୁଲାନ୍ସଟି ଯୋରନ୍ଦା ମହିମା...

Untitled-1
ଯୋଗାଣ ଅଧିକାରୀଙ୍କ ଗାଡ଼ିରୁ ମିଳିଲା ଟଙ୍କା, ଧରିଲା ଭିଜିଲାନ୍ସ

ଭବାନୀପାଟଣା(ରାଜ କୁମାର ସିଂହ ଦେଓ): ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦୋରା। ଗତକାଲି ତାଙ୍କ ଗାଡ଼ିରୁ ୧ ଲକ୍ଷ ୧୦ ହଜାର ଟଙ୍କା ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ। ଏହାସହ ତାଙ୍କ ଘରେ ମଧ୍ୟ ଚଢ଼ଉ କରାଯାଇଛି। ସୂଚନା ଅନୁସାରେ, ଗତକାଲି ଯୋଗାଣ...

odisha
ମହଙ୍ଗା ପଡ଼ିଲା ରକ୍ତ ଦଲାଲି, ବାନ୍ଧିଲା ପୁଲିସ୍‌

ଧର୍ମଗଡ଼(ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ରକ୍ତ ଦଲାଲି କରୁଥିବା ଅଭିଯୋଗରେ ପୁଲିସ୍‌ ୭ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଦୁଇ ଜଣ ବ୍ଲଡ୍‌ ବ୍ୟାଙ୍କ କର୍ମଚାରୀ ଓ ଅନ୍ୟ ୫ଜଣ ଦଲାଲ୍ ଅଛନ୍ତି। ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ରକ୍ତ ଦଲାଲି କରାଯାଉଥିବା ନେଇ ପୂର୍ବରୁ...

accident
ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ବସ୍‌, ଚାଲିଗଲା ୧୪ ଜୀବନ

ଫିରୋଜାବାଦ: ଉତ୍ତର ପ୍ରଦେଶର ଫିରୋଜାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ୱେର ଭାଦନରେ ଏକ ଟ୍ରକ୍‌କୁ ପଛପଟୁ ବସ୍‌ ଧକ୍କା ଦେବା ଫଳରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଇଟାୱା ସ୍ଥିତ ସାଇଫାଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।...

odisha
ନିଜକୁ ଜାଳିଦେଲେ ବିଜେଡି ନେତ୍ରୀ

ବ୍ରହ୍ମପୁର: ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଲେ ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର। ଆଜି ବ୍ରହ୍ମପୁର ଏସ୍‌ପିଙ୍କ ଅଫିସ ସାମ୍ନାରେ ନିଜ ଦେହରେ ମିନାକ୍ଷୀ କିରୋସିନି ଢାଳି ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ତାଙ୍କୁ MKCGରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ...

puri
ଆଜି ୪ ଘଣ୍ଟା ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ସେଥିପାଇଁ ୪ ଘଣ୍ଟା ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ...

accident
ଦାମୀ କାର୍‌ ଚଢ଼ି ୨ ଜଣଙ୍କୁ ଧକ୍କା ଦେଲେ କଂଗ୍ରେସ ବିଧାୟକଙ୍କ ପୁଅ

ବେଙ୍ଗାଲୁରୁ: ଏକ ପବ୍‌ରେ ମାର୍‌ପିଟ୍‌ କରି ଗିରଫ ହୋଇ ପରେ ସର୍ତ୍ତମୂଳକ ଜାମିନରେ ଆସିଥିବା  କର୍ଣ୍ଣାଟକର ଜଣେ କଂଗ୍ରେସ ବିଧାୟକଙ୍କ ପୁଅ ପୁଣିଥରେ ଅଡ଼ୁଆରେ ପଡ଼ି ଯାଇଛନ୍ତି। ଦ୍ରୁତ ବେଗରେ କାର୍‌ ଚଳାଇ ବିଧାୟକ ଏନ୍‌ ହାରିସ୍‌ଙ୍କ ପୁଅ ମହମ୍ମଦ ନଲ୍‌ପଦ୍‌ ହାରିସ୍‌ ଏକ ଦୁର୍ଘଟଣା ଘଟାଇଛନ୍ତି। ଏଥିରେ...

traffic dcp
‘ରାସ୍ତାରେ ଯିବାବେଳେ ଆମ୍ବୁଲାନ୍ସକୁ ବାଟ ଛାଡ଼ନ୍ତୁ’

ଭୁବନେଶ୍ୱର: ଭୁବନେଶ୍ୱରରେ ଗୁରୁତର ହେଉଛି ଟ୍ରାଫିକ୍ ସମସ୍ୟା। ଏଥିରୁ ଆମ୍ବୁଲାନ୍ସ ବି ବାଦ୍‌ ପଡ଼ୁନାହିଁ। ଗତକାଲି ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ ଜାମ୍‌ରେ ଆମ୍ବୁଲାନ୍ସ ଫଶି ଯାଇଥିବାରୁ ଜଣେ ୫ ବର୍ଷ ଶିଶୁପୁତ୍ରର ଜୀବନ ଚାଲି ଯାଇଥିଲା।  ଏହି ଘଟଣାକୁ ନେଇ ଟ୍ରାଫିକ ଡିସିପି ସାଗରିକା ନାଥ ଦୁଃଖ ପ୍ରକାଶ...

odisha
ଡ୍ରେନ୍‌ ପାଣିରେ ଭାସୁଛି ପୁରୀ ବଡ଼ଦାଣ୍ଡ

ପୁରୀ: ପୁରୀର ସୌନ୍ଦର୍ଯ୍ୟକରଣ ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର। ପୁରୀ ଆଖପାଖ ପରିବେଶ ଯେପରି ଦେଶବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମନକୁ ଛୁଇଁବ ସେଥିଲାଗି ଦିଆଯାଉଛି ସ୍ୱତନ୍ତ୍ର ଧ୍ୟାନ। କିନ୍ତୁ ଏତେ ସବୁ ପଦକ୍ଷେପ ସତ୍ତ୍ୱେ ବଡ଼ଦାଣ୍ଡରେ ଡ୍ରେନେଜ୍‌ ବ୍ୟବସ୍ଥାର ସୁଧାର ଲାଗି କୌଣସି...

AAP leader
ମନ୍ଦିରରୁ ଫେରୁଥିବାବେଳେ ଆପ୍ ବିଧାୟକଙ୍କ ଗାଡ଼ି ଉପରକୁ ଗୁଳିମାଡ଼; ଜଣେ କର୍ମୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦ୍‌ମୀ ପାର୍ଟି (ଆପ୍) ପୁଣିଥରେ ବାଜି ମାରିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ଦଳୀୟ କର୍ମୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଅଶୋକ ମାନ୍‌। ଏଥିରେ ଆଉ ଜଣେ କର୍ମୀ ଆହତ ହୋଇଥିବା ବେଳେ ନବନିର୍ବାଚିତ...

odisha
ଆମ୍ବୁଲାନ୍ସକୁ ପିଟିଲା ଆମ୍ବୁଲାନ୍ସ

ଭଦ୍ରକ: ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଡାହାଣୀଗଢିଆ ନିକଟରେ ଘନ କୁହୁଡି ଯୋଗୁ ଏକ ଆମ୍ବୁଲାନ୍ସକୁ ପଛରୁ ଆସୁଥିବା ଆଉ ଏକ ଆମ୍ବୁଲାନ୍ସ ପିଟିଥିବା ଜଣାପଡ଼ିଛି। ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଆଜି ଭୋର ସମୟରେ...

naveen patnaik
ଧନୀ ତାଲିକାରେ ମୁଖ୍ୟମନ୍ତ୍ରୀ ସବୁଠୁ ଧନୀ, ଶୁଝି ପାରୁ ନାହାନ୍ତି ୧୫ ଲକ୍ଷ

ଭୁବନେଶ୍ୱର: ବର୍ଷ ୨୦୧୮-୧୯ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରୀମାନଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ତାଲିକା ଜାରି ହୋଇଛି। ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବଭଳି ସବୁଠୁ ଧନୀ ରହିଛନ୍ତି। ଫରିଦାବାଦ ନିକଟରେ ଥିବା ନବୀନ ପଟ୍ଟନାୟକଙ୍କ ୨୨.୭ ଏକର...