ଭୁବନେଶ୍ୱର: ଡବଲ୍ ମର୍ଡର ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଜଣେ ସହଯୋଗୀଙ୍କୁ ପୁଲିସ୍ ଗିରଫ କରିଥିବା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏହି ଘଟଣାର ପ୍ରତିକ୍ରିୟା ରଖିଛନ୍ତି ଅନୁପଙ୍କ ଏହି ସହଯୋଗୀ। ଅନୁପଙ୍କ ସହଯୋଗୀ ରମେଶ ଗେନେରିଓ୍ୱାଲଙ୍କୁ ପୁଲିସ୍ ଗିରଫ କରିବା ନେଇ କିଛି ଗଣମାଧ୍ୟମର ସୂଚନା...
ଭୁବନେଶ୍ୱର: ଭୁବନେଶ୍ୱରରେ ବିଜେଡି ଛାତ୍ର ନେତାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ୭ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ନାବାଳକ ଅଛନ୍ତି। ଘଟଣାରେ ୭ଜଣଙ୍କୁ ଗିରଫ କରାଯାଇଥିବା ଏବଂ ୩ଟି ଗାଡ଼ି ଜବତ ହୋଇଥିବା ନେଇ ଭୁବନେଶ୍ୱର ଡିସିପିଙ୍କ ପକ୍ଷରୁ ଟ୍ୱିଟ୍ କରାଯାଇଛି। ଅନ୍ୟମାନଙ୍କୁ...
ଭଦ୍ରକ: ମାଇକ୍ରୋଫୋନ୍ରେ ବ୍ୟବହୃତ ଏକ ଚାଇନା ବ୍ୟାଟେରୀ ଫାଟି ଜଣେ ନାବାଳକ ଗୁରୁତର ହୋଇଥିବାବେଳେ ଓ ଆଉ ଜଣେ ଆହତ ହୋଇଛନ୍ତି। ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ତରାଶୁଣୀ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗୁରୁତର ନାବାଳକ ଜଣକ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବାବେଳେ ଆହତ ଛାତ୍ର...
ନୂଆଦିଲ୍ଲୀ: ଭଗବାନ ଶିବଙ୍କ ପାଇଁ ଟ୍ରେନ୍ରେ ରିଜର୍ଭ ହେଲା ସିଟ୍। କଥାଟା ଯେକେହିବି ଶୁଣିବେ ଆଶ୍ଚର୍ଯ୍ୟ ଲାଗିବ। ପ୍ରକୃତରେ ଘଟଣାଟି ହେଲା- ୩ ଜ୍ୟୋତିର୍ଲିଙ୍ଗ ସହରକୁ ସଂଯୋଗ କରୁଥିବା କାଶୀ ମହାକାଲ୍ ଏକ୍ସପ୍ରେସ୍କୁ ଲୋକାର୍ପିତ କରାଯାଇଛି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀରେ ଏହି ଏକ୍ସପ୍ରେସ୍ ଟ୍ରେନ୍ର ଲୋକାର୍ପଣ...
ବ୍ରହ୍ମପୁର(ଅଶୋକ ବ୍ରହ୍ମା): ବକେୟା ବିଦ୍ୟୁତ୍ ବିଲ୍କୁ ନେଇ ଉଭୟ ସାଉଥ୍କୋ ଓ ନେସ୍କୋ ପକ୍ଷରୁ ବିଦ୍ୟୁତ୍ କାଟ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତକାଲିଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଆଜି ମଧ୍ୟ ଏହା ଜାରି ରହିବ। ଗତକାଲି ସାଉଥ୍କୋର ବ୍ରହ୍ମପୁରରେ ୨୨ଟି ଟିମ୍ ଗଠନ କରାଯାଇ ବିଭିନ୍ନ ଅଞ୍ଚଳରୁ...
ରାଉରକେଲା: ଘର ଭାଙ୍ଗିବାକୁ ଉଦ୍ୟମ ବେଳେ ରାଉରକେଲା ଇସ୍ପାତ କାରଖାନାର ଲ୍ୟାଣ୍ଡ ଗାର୍ଡଙ୍କୁ ଖଣ୍ଡା ଧରି ଗୋଡ଼ାଇଲେ ଘର ମାଲିକ। ଗତକାଲି ରାଉରକେଲା ସାରନଗରୀରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଭଜହରି ନାମକ ଜଣେ ବ୍ୟକ୍ତି ରାଉରକେଲା ଇସ୍ପାତ କାରଖାନା ଅଞ୍ଚଳରେ ଗତ ୪୦ ବର୍ଷ ହେବ...
ଝାରସୁଗୁଡ଼ା: ଡବଲ୍ ମର୍ଡର ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ପୁଲିସ୍ ଗିରଫ କରିଛି। ଉଭୟଙ୍କୁ ଗିରଫ ପରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏବେ ପୁଣି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, କଳ୍ପନା...
ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତୀୟ କ୍ରିକେଟ୍ ଟିମ୍ ଅଷ୍ଟ୍ରେଲିଆ ଗସ୍ତରେ ଦିବାରାତ୍ର ଟେଷ୍ଟ ଖେଳିବା ନେଇ ବିସିସିଆଇ ସୂତ୍ରରୁ ଖବର ମିଳିଛି। ଭାରତୀୟ କ୍ୟାପଟେନ୍ ବିରାଟ୍ କୋହଲି କିଛି ଦିନ ପୂର୍ବେ କହିଥିଲେ ଯେ, ତାଙ୍କ ଟିମ୍ ଅଷ୍ଟ୍ରେଲିଆ ଗସ୍ତରେ ଦିବାରାତ୍ର ଟେଷ୍ଟ ଖେଳିବାକୁ ପ୍ରସ୍ତୁତ ଅଛି। ବିସିସିଆଇର...
ଭୁବନେଶ୍ୱର: ଡବଲ୍ ମର୍ଡର ମାମଲାରେ ଗିରଫ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ପୁଲିସ୍ ଗିରଫ କରିଛି। ଏହି ମାମଲାରେ ବର୍ଦ୍ଧନଙ୍କ ସମ୍ପୃକ୍ତି ନେଇ ପୁଲିସ୍ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ତାଙ୍କ ନାଁରେ ପୁଲିସ୍ ସଙ୍ଗୀନ ଦଫା ଲଗାଇଛି। ସୂଚନାଯୋଗ୍ୟ, କଳ୍ପନା ଦାଶ ଓ...
ବାଲେଶ୍ୱର: ମରି ବି ଅମର ହୋଇଗଲେ ବାଲେଶ୍ୱର ଜିଲ୍ଲା ଅମର୍ଦ୍ଦା ନାରାୟଣପୁର ଗାଁର କରୁଣାକର ବେହେରା। ତାଙ୍କ ଶରୀର ପଞ୍ଚଭୂତରେ ଲୀନ ହୋଇଯାଇଥିଲେ ବି ୨ ଆଖିରେ ସେ ଦୁନିଆ ଦେଖୁଛନ୍ତି। ଆଉ ପରିବାର ଲୋକେ କରୁଣାକରଙ୍କୁ ହରାଇ ମଧ୍ୟ ଦୁଃଖ ଭିତରେ ସୁଖୀ ହୋଇଛନ୍ତି। କାହିଁକି ନା...
କଟକ: କାଠ ଫାଳିଆରେ ଶାଶୂଙ୍କୁ ପିଟି ପିଟି ହତ୍ୟା କଲା ଜ୍ୱାଇଁ ! ପାରିବାରିକ କଳହକୁ କେନ୍ଦ୍ର କରି ଶାଶୂଙ୍କୁ କାଠ ଫାଳିଆରେ ଜ୍ୱାଇଁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। କଟକରୁ ଏଭଳି ଅଭିଯୋଗ ଆସିଛି। ମୃତକ ହେଲେ ସାଲକେ ହେମ୍ବ୍ରମ୍। ତେବେ ଅଭିଯୁକ୍ତ ଜ୍ୱାଇଁ...
ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ଦିଲ୍ଲୀ ପୁଲିସ୍ର ବର୍ବରତା। ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟର ଲାଇବ୍ରେରୀରେ ପଶି ଛାତ୍ରଙ୍କୁ ପୁଲିସ୍ ଲାଠିମାଡ଼ କରୁଥିବା ଭିଡିଓ ଏବେ ସାମ୍ନାକୁ ଆସିଛି। ଶନିବାର ଦିନ ଜାମିଆ କୋର୍ଡିନେସନ କମିଟି ଏହି ଭିଡିଓ ସୋଶାଲ୍ ମିଡିଆରେ ଶେଆର କରିଛି। ଜାମିଆର ଛାତ୍ରଛାତ୍ରୀ ଲାଇବ୍ରେରୀରେ ପଢୁଥିବା...
ମାଙ୍ଗାଲୁରୁ: ପବନ ବେଗରେ ଦୌଡ଼ିଲେ, ଆଉ ରାତାରାତି ଷ୍ଟାର୍ ବନିଗଲେ। ଏମିତି ଜଣେ ଯୁବକ କ୍ଷୀପ୍ର ବେଗରେ ଦୌଡ଼ି ଏବେ ଚର୍ଚ୍ଚାକୁ ଆସିଛନ୍ତି। କର୍ଣ୍ଣାଟକର ଯୁବକ ଶ୍ରୀନିବାସ ଗୌଡ଼(୨୮)ଙ୍କ ଦୌଡ଼କୁ ଏବେ ଅନ୍ତର୍ଜାତୀୟ ସ୍ପ୍ରିଣ୍ଟର ତଥା ଦ୍ରୁତତମ ଆଥଲେଟ୍ ଉସେନ୍ ବୋଲ୍ଟଙ୍କ ଦୌଡ଼ ସହ ତୁଳନା କରାଯାଉଛି। ସେ...
ନୂଆଦିଲ୍ଲୀ: ଦିଲ୍ଲୀରେ କେଜ୍ରିୱାଲ୍ ସରକାରଙ୍କ ତୃତୀୟ ଇନିଂସ୍ ଆଜିଠୁ ଆରମ୍ଭ ହୋଇଛି। ଲଗାତାର ୩ୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଅରବିନ୍ଦ କେଜ୍ରିୱାଲ୍ ଆଜି ଶପଥ ଗ୍ରହଣ କରିଛନ୍ତି। Lieutenant ଗଭର୍ଣ୍ଣର ଅନୀଲ ବୈଜଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଦିଲ୍ଲୀର ରାମଲୀଳା...
ଭୁବନେଶ୍ୱର: ଜୟ ହୋ ଓଡ଼ିଶା ! ଓଡ଼ିଆ ପୁଅ ଅବିନାଶ ନାୟକ(୨୭) ମାଷ୍ଟର୍ସେଫ୍ ଇଣ୍ଡିଆ ସିଜନ୍ ୬ର ବିଜେତା ହୋଇଥିବା ସୂଚନା ମିଳିଛି। ନିକଟରେ ଏହି ରିଆଲିଟି ଶୋ’ ସମାପ୍ତ ହୋଇଛି। ମୁମ୍ବାଇ ଲାଇଭ୍ର ରିପୋର୍ଟ ଅନୁସାରେ, କୁକିଂ ରିଆଲିଟି ଶୋ’ ମାଷ୍ଟରସେଫ୍ ଇଣ୍ଡିଆ ଗ୍ରାଣ୍ଡ୍ ଫିନାଲେରେ ଅବିନାଶ...
ମୁମ୍ବାଇ: ଲୋକପ୍ରିୟ ଟିଭି ତାରକା ସିଦ୍ଧାର୍ଥ ଶୁକ୍ଲା ବିଗ୍ ବସ୍ ୧୩ ବିଜେତା ହୋଇଛନ୍ତି। ଶୋ’ର ହୋଷ୍ଟ ତଥା ସୁପରଷ୍ଟାର ସଲମାନ ଖାନ୍ଙ୍କଠାରୁ ସେ ବିଧିବଦ୍ଧ ଭାବେ ଟ୍ରଫି ଏବଂ ୫୦ ଲକ୍ଷ ଟଙ୍କାର ଚେକ୍ ଗ୍ରହଣ କରିଛନ୍ତି। ଅନ୍ୟପକ୍ଷରେ ଅସୀମ ରିଆଜ୍ ପ୍ରଥମ ରନର୍-ଅପ୍ ହୋଇଛନ୍ତି। ତେବେ...
ଭୁବନେଶ୍ୱର: ରାଜ୍ୟରେ ଇଞ୍ଜିନିୟରିଂ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ କମୁଛି। ଛାତ୍ରଛାତ୍ରୀମାନେ ଆଉ ଇଞ୍ଜିନିୟରିଂ ପଢ଼ିବାକୁ ବିଶେଷ ମନ ବଳାଉ ନାହାନ୍ତି। ଏହାର ପ୍ରମାଣ ହେଉଛି ୬୦ ପ୍ରତିଶତ ସିଟ୍ ଖାଲି ପଡ଼ିବା। ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ...
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରେ ଥିବା ଦାରୁଠେଙ୍ଗ ଡମ୍ପିଂୟାର୍ଡରେ ୩ ଦିନ ହେବ ନିଆଁ ଲାଗି ଯାଇଛି। ଏଥିଯୋଗୁ ଦାରୁଠେଙ୍ଗ ସହ ପାଖାପାଖି ସମସ୍ତ ଗାଁରେ ଧୂଆଁ ବ୍ୟାପି ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଏଥିଯୋଗୁ ଯାତାୟତ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଡମ୍ପିଂୟାର୍ଡରେ ନିଆଁ ଲାଗିଥିଲେ ବି ନିଆଁ ଲିଭାଯାଉ...
ସୁରତ: ସୋଶାଲ୍ ମିଡିଆରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଟିକ୍ଟକ୍ ଭିଡିଓ ଭାଇରାଲ ହେଉଛି। ଏମିତିରେ ବି ଆଜିକାଲି ଲୋକେ ବିଭିନ୍ନ ପ୍ରକାରର ଟିକ୍ଟକ୍ ଭିଡିଓ କରି ଚର୍ଚ୍ଚାରେ ରହିବାକୁ ଚାହୁଁଛନ୍ତି। ହେଲେ ସେମାନେ ଜାଣି ନାହାନ୍ତି ସେମାନଙ୍କର ଏହି ଟିକ୍ଟକ୍ ନିଶା କେଉଁଦିନ ସେମାନଙ୍କୁ ଅଡ଼ୁଆରେ...
କଟକ: ରାଜ୍ୟରେ ସବୁଠାରୁ ଅଧିକ ଭିକାରି କଟକ ଜିଲ୍ଲାରେ ଅଛନ୍ତି। ଏନେଇ ବିଧାନସଭାରେ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି। ରାଜ୍ୟରେ ମୋଟ୍ ୫ହଜାର ୯ଶହ ୫୦ଜଣ ଭିକାରି ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କଟକରେ ସର୍ବାଧିକ ୧ହଜାର ୬୦ ଜଣ ଭିକାରି ଥିବା ମନ୍ତ୍ରୀ...