• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

bhadrak
ଟ୍ରକ୍‌କୁ ସାମ୍ନା ପଟୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ୍‌; ୨ ମୃତ

ଭଦ୍ରକ: ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥ କଡ଼ରେ ଛିଡା ହୋଇଥିବା ଧାନ ବୋଝେଇ ଟ୍ରକକୁ ଏକ ତୀର୍ଥଯାତ୍ରୀ ବସ୍‌ ସାମ୍ନା ପଟୁ ଧକ୍କା ଦେବା ଫଳରେ ୨ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ...

firing
ଭୁବନେଶ୍ୱରରେ ଫ୍ୟାଶନ୍‌ ଡିଜାଇନିଂ ଛାତ୍ରୀଙ୍କୁ ଫାୟାରିଂ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ଛାତ୍ରୀଙ୍କୁ ଗୁଳିମାଡ଼ ହୋଇଛି। ଆଜି ଦିନ ଦ୍ୱିପ୍ରହରରେ ଛାତ୍ରୀଙ୍କୁ ଗୁଳି ମାରି ୨ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଇନ୍‌ଫୋସିଟି ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଆହତ ଛାତ୍ରୀଙ୍କ ନାଁ ସୋନାଲି। ସେ ଜଣେ ଫ୍ୟାଶନ୍‌ ଡିଜାଇନିଂ ଛାତ୍ରୀ। ତାଙ୍କ ଘର...

odisha
୧୦ ମୁଣ୍ଡ ଯିବାପରେ ପଶିଲା ଚେତା, ୪ ଇଞ୍ଜିନିୟର୍‌ ସସ୍‌ପେଣ୍ଡ୍‌

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରାରେ ୧୧ କେଭି ବିଦ୍ୟୁତ୍‌ ତାର ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦାୟିତ୍ୱରେ ଅବହେଳା ଅଭିଯୋଗରେ ଆଜି ୪ଜଣ ଇଞ୍ଜିନିୟରଙ୍କୁ ନିଲମ୍ବନ କରାଯାଇଛି। ଲୋକସେବା ଭବନରେ ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ...

odisha
ଚାଲିଛି ଦୋଷ ଠେଲାଠେଲି !

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ବସ୍‌ ଟ୍ରାଜେଡିକୁ ନେଇ ଚାଲିଛି ଦୋଷ ଠେଲାଠେଲି। ଜଣେ ଆଉ ଜଣଙ୍କ ଉପରେ ଦୋଷ ଲଦିବାରେ ଲାଗିଛନ୍ତି। ଏହି ଘଟଣା ପାଇଁ ବିଦ୍ୟୁତ୍‌ ବିଭାଗ ଉପରେ ପରିବହନ ବିଭାଗ ଦୋଷ ଲଦି ଥିବାବେଳେ ନିଜ ଉପରେ ଲାଗିଥିବା ସବୁ ଦୋଷକୁ ଗ୍ରାମ୍ୟ ଉନ୍ନୟନ...

odisha
‘ମୋ କଥାକୁ ଉପେକ୍ଷା କରିବାରୁ ମୁଁ ବାଧ୍ୟ ହୋଇ ବୈଠକରୁ ଉଠି ଆସିଲି’

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ପରିସରରେ ଆଜି ରେଲ୍‌ୱେ ଅନୁଦାନ ସଂପର୍କିତ ଗୃହ କମିଟି ବୈଠକ ଚାଲିଥିବା ବେଳେ ଅଧାରୁ ଉଠି ଆସିଛନ୍ତି ବିଜେପି ବିଧାୟକ ମୋହନ ମାଝୀ। ସରକାରୀ ଅଧିକାରୀଙ୍କ କଥାରେ ଅସନ୍ତୋଷ ପ୍ରକାଶ କରିବା ସହ ତାଙ୍କୁ ବୈଠକରେ ଅପମାନିତ କରାଗଲା ବୋଲି ସେ ଅଭିଯୋଗ କରିଛନ୍ତି।...

petrol pump
କମିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ପ୍ରଭାବ ଏବେ ପେଟ୍ରୋଲ ଓ ଡିଜେଲ ଉପରେ ପଡ଼ିଛି। ଆଜି ଦିଲ୍ଲୀରେ ପେଟ୍ରୋଲ ୧୩ ପଇସା ହ୍ରାସ ହୋଇଛି। ଫଳରେ ପେଟ୍ରୋଲ ଦର ଲିଟର ପିଛା ୭ ୨.୧୦ ପଇସା ହୋଇଛି। ସେହିପରି ଡିଜେଲର ଦାମ ୦.୧୬ ପଇସା କମିବା ପରେ ଡିଜେଲ ଲିଟର...

newly married woman
ଲକ୍ଷେ ଟଙ୍କା ପାଇଁ ନବବଧୂଙ୍କୁ ହତ୍ୟା !

ଉଦଳା(ମାନସ ପାଣି): ଯାହା ଭରସାରେ ଆପଣାର ଲୋକଙ୍କୁ ପର କରିବାକୁ ପଛାଇଲେ ନାହିଁ, ଏପରିକି ଘର ଛାଡ଼ି ପଳାଇବାକୁ ମଧ୍ୟ ନିଷ୍ପତ୍ତି ନେଲେ…ଶେଷରେ ସେ ଧୋକ୍କା ଦେଲେ। ଦୁନିଆକୁ ଭଲ ଭାବେ ଜାଣିବା ପୂର୍ବରୁ ଆଖି ବୁଜିଲେ ନବବଧୂ। ଯୌତୁକ ପାଇଁ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥବା ଅଭିଯୋଗ...

pallavi
ଭାଲେଣ୍ଟାଇନ୍ସ ଡେ’ରେ ହେବନି ମହାରଥୀଙ୍କ ଝିଅ ବାହାଘର

ପିପିଲି: ପିପିଲିର ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀ ମହାରଥୀଙ୍କୁ ବିବାହ କରିବେ ଓଲିଉଡ୍ ଅଭିନେତା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ। ଉଭୟଙ୍କର ନିର୍ବନ୍ଧ ସରି ଯାଇଛି। ଏବେ ଯାହା ହାତଗଣ୍ଠି ପଡ଼ିବା ବାକି ରହିଛି। ପୂର୍ବରୁ ଶୁଣିବାକୁ ମିଳୁଥିଲା ଉଭୟ ଭାଲେଣ୍ଟାଇନ୍‌ ଡେ’ ଅର୍ଥାତ୍‌ ଫେବୃଆରୀ ୧୪ରେ...

odisha
ଛିଣ୍ଡି ପଡ଼ିଲା ବିଦ୍ୟୁତ୍ ତାର, ଜଳିଗଲା ବାଇକ୍‌

ଚାନ୍ଦବାଲି: ବାଲେଶ୍ୱର ଜିଲ୍ଲା ଧାମରା ଥାନା ଅନ୍ତର୍ଗତ ଗୁଆଁଳ ନିକଟରେ ଏକ ଅଘଟଣ ଘଟିଛି। ଆଜି ସକାଳେ ଏକ ବାଇକ୍‌ରେ ଦାଦା-ପୁତୁରା ଯାଉଥିବାବେଳେ ଗୁଆଁଳ ନିକଟରେ ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ି ସେମାନଙ୍କ ଉପରେ ପଡ଼ି ଯାଇଥିଲା। ଏହାସହ ବାଇକ୍‌ଟି ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଛି। ଉଭୟ ସାମାନ୍ୟ...

aska
ନିଲାମ ହେବ ଆସିକା ସମବାୟ ଚିନି ଶିଳ୍ପ

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ସମବାୟ ଚିନି ଶିଳ୍ପ ନିଲାମ ହେବ। ଋଣ ଭାର ୭ କୋଟିରୁ ୨୯ କୋଟିକୁ ଛୁଇଁବା ପରେ ଏହାକୁ ନିଲାମ କରିବା ପାଇଁ ନୋଟିସ୍‌ ଆସିଛି। ଦିଲ୍ଲୀ ସ୍ଥିତ ନ୍ୟାସନାଲ କୋ-ଅପରେଟିଭ ଡେଭଲପମେଣ୍ଟ କର୍ପୋରେସନ (NCDC) ଏହି ନୋଟିସ୍‌ ପଠାଇଛି। ୧୯୯୪-୯୫ ଆର୍ଥିକ...

odisha
ବନ୍ଧୁକ ଦେଖାଇ ଲୁଟିନେଲେ କେଜିଏ ଓଜନର ସୁନା ଗହଣା

କଟକ: କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ଗୋଡ଼ିସାହିରେ ଥିବା ଲଳିତା ଜୁଏଲାରୀରୁ କେଜିଏରୁ ଉର୍ଦ୍ଧ୍ୱ ଓଜନର ସୁନା ଗହଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଗତକାଲି ରାତିରେ ଜୁଏଲାରୀ ମାଲିକ ଦୋକାନ ବନ୍ଦ କରିବା ବେଳେ ୬ ଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ।...

bus-mishap
ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ବସ୍‌ ଆସିବା ଘଟଣା: ଖୋଳତାଡ଼ ଆରମ୍ଭ, ମାମଲା ରୁଜୁ କଲା ପୁଲିସ୍‌

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଅଞ୍ଚଳରେ ଗତକାଲି ଏକ ଯାତ୍ରୀବାହୀ ବସ୍‌ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବା ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି ଦୁର୍ଘଟଣାରେ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି। ବ୍ରହ୍ମପୁର ପୁଲିସ୍‌...

corona
ଚୀନରେ ପ୍ରାଣଘାତୀ କରୋନା ମୃତ୍ୟୁ ସଂଖ୍ୟା ୯୦୦ ଟପିଲା

ବେଜିଂ: ଚୀନରେ ମୃତ୍ୟୁର ତାଣ୍ଡବ ରଚାଉଥିବା କରୋନା ଭାଇରସ୍‌ରେ ମୃତ୍ୟୁ ସଂଖ୍ୟା ୯୦୦ ଟପିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ସରକାରୀ ଭାବେ ୩୯ ହଜାର ୮୦୦ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଜାନୁଆରୀ ୧୫ ପରେ ଚୀନ୍ ଯାଇଥିବା ବିଦେଶୀଙ୍କ ଭାରତ ପ୍ରବେଶ ଉପରେ କଟକଣା ଲଗାଇଛି କେନ୍ଦ୍ର ବେସାମରିକ ବିମାନ ଚଳାଚଳ...

bus-mishap
୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ବସ୍‌ରେ ଲାଗିଲା ନିଆଁ, ୪୦ ଯାତ୍ରୀ ଗୁରୁତର

ବ୍ରହ୍ମପୁର (ଜଗନ୍ନାଥ ସାହୁ): ବ୍ରହ୍ମପୁର ସହର ସ୍ଥିତ ଗୋଳନ୍ଥରା ଥାନା ଅନ୍ତର୍ଗତ ମେଲପତୁର ନିକଟରେ ଏକ ଯାତ୍ରୀବାହୀ ବସ୍‌ରେ ୧୧ କେଭିର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ୪୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ବସ୍‌ରେ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି। କିଛି ଯାତ୍ରୀ ପୋଡ଼ି ଯାଇଛନ୍ତି...

odisha
୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଲା ବସ୍‌; ଅଳ୍ପକେ ବର୍ତ୍ତିଲେ ୭୦ ଟୁରିଷ୍ଟ୍‌

ଜଳେଶ୍ୱର: ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଲେ ୭୦ ତୀର୍ଥଯାତ୍ରୀ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଏକ ଟୁରିଷ୍ଟ୍‌ ବସ୍‌ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି। ତେବେ ବସ୍ ଡ୍ରାଇଭରଙ୍କ ଉଦ୍ୟମ ଯୋଗୁ ବସ୍‌ରେ ଥିବା ସମସ୍ତ ଯାତ୍ରୀ ଏକ ବଡ଼ ଧରଣର ଅଘଟଣରୁ ରକ୍ଷା ପାଇଛନ୍ତି।...

odisha
ହାତୀ ଶିକାରୀ ଗିରଫ, ଗୋଟିଏ ହାତୀ ମାରିବା ପାଇଁ ନେଉଥିଲେ ୩୦ ହଜାର ଟଙ୍କା

ଭୁବନେଶ୍ୱର: କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଗାଁରୁ କୁଖ୍ୟାତ ହାତୀ ଶିକାରୀ ବାବୁଲି ମହାଳିକକୁ ବନ ବିଭାଗ ଗିରଫ କରିଛି। ତାଙ୍କ ନିକଟରୁ ସିଙ୍ଗଲ ବ୍ୟାରେଲ ଦେଶୀ ବନ୍ଧୁକ, ହରିଣ ଛାଲ ଓ ଶିଙ୍ଗ ଜବତ ହୋଇଛି। ବାବୁଲିକୁ ବନ ବିଭାଗ ଜେରା କରିବା ବେଳେ...

train
ରେଲ୍‌ୱେରେ ଚାକିରି ଅଫର୍‌, ଶୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ: ସରକାରୀ ଚାକିରି କରିବାକୁ ଚାହୁଁଥିବା ବିଶେଷ କରି ଯେଉଁମାନେ ରେଲ୍‌ୱେରେ ଚାକିରି କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର। West Central Railway ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରୁଛି। ଜାନୁଆରୀ ୧୫ରୁ ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ...

train
ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ଟ୍ରେନ୍‌କୁ ପଛୁଆ ଚଲାଇଲେ ଲୋକୋ ପାଇଲଟ୍‌

ମୁମ୍ବାଇ: ଚଳନ୍ତା ଟ୍ରେନ୍‌ରୁ ଖସି ଯାଇଥିବା ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ଟ୍ରେନ୍‌କୁ ପଛୁଆ ଚଲାଇଲେ ଟ୍ରେନ୍‌ର ଲୋକୋ ପାଇଲଟ୍‌। ମହାରାଷ୍ଟ୍ରରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ମହାରାଷ୍ଟ୍ରର ଭୁସାୱଲ୍‌ ଡିଭିଜନ୍‌ର ପାଚୋରା ଓ ମାହେଜୀ ରେଲ୍‌ୱେ ଷ୍ଟେସନ୍‌ ମଧ୍ୟରେ ଏକ ଚଳନ୍ତା ଟ୍ରେନ୍‌ରୁ...

rourkela
ରାଉରକେଲା ଝିଅ ଦିଲ୍ଲୀରୁ ଉଦ୍ଧାର

ରାଉରକେଲା: ରାଉରକେଲାର ଜଣେ ନାବାଳିକାଙ୍କୁ ରାଉରକେଲା ପ୍ଳାଣ୍ଟ୍‌ ସାଇଟ୍‌ ପୁଲିସ୍‌ ଦିଲ୍ଲୀର ଗୁରୁଗ୍ରାମରୁ ଉଦ୍ଧାର କରିଛି। ତାଙ୍କୁ ରାଉରକେଲା ଅଣାଯାଇଛି। ଏହାସହ ପୁଲିସ୍ ସୁନୀତା ସିଂ ନାମକ ଜଣେ ମହିଳା ଦଲାଲଙ୍କୁ ଗିରଫ କରି ପଚରାଉଚରା କରୁଛି। ସୂଚନା ଅନୁସାରେ, ଉଦ୍ଧାର ହୋଇଥିବା ନାବାଳିକଳାଙ୍କ ଘର ରାଉରକେଲାର ଗୋପବନ୍ଧୁପାଲିରେ।...

rain
ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ବିହାର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ହେଉଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଜି ମଧ୍ୟ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ଗଜପତି, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି,...