• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

odisha
ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ବୋଲେରୋ; ୨ ମୃତ, ୭ ଗୁରୁତର

ବଲାଙ୍ଗିର: ବଲାଙ୍ଗିର-ସୋନପୁର ରାସ୍ତାର ବଇରାସ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍‌କୁ ଏକ ବୋଲେରୋ ପଛପଟୁ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା...

coronavirus
‘କରୋନା’ ମୁକାବିଲା ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍, ଚୀନରେ ମୃତ୍ୟୁ ସଂଖ୍ୟା ଟପିଲା ୮ଶହ

ଭୁବନେଶ୍ୱର/ନୂଆଦିଲ୍ଲୀ: ଦିନକୁ ଦିନ ଘାତକ ହେଉଥିବା ମାରାତ୍ମକ ‘କରୋନା’ ଭାଇରସ୍‌ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ‘କରୋନା’ ଭାଇରସ୍‌ ଆକ୍ରାନ୍ତ ସନ୍ଦେହରେ ବର୍ତ୍ତମାନ ସୁଦ୍ଧା ୪୨ଜଣଙ୍କୁ ନିରୀକ୍ଷଣ କରାଯାଉଛି। ଏମାନେ ସମସ୍ତେ ‘କରୋନା’ ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ଦେଶରୁ ଓଡ଼ିଶାକୁ ଆସିଛନ୍ତି। ତେଣୁ...

thailand
ଯବାନଙ୍କ ଆଖିବୁଜା ଗୁଳିମାଡ଼ରେ ୨୦ଜଣଙ୍କ ମୃତ୍ୟୁ

ବ୍ୟାଙ୍ଗ୍‌କକ୍‌: ଥାଇଲାଣ୍ଡର ଏକ ସପିଂ ମଲ୍‌ରେ ଜଣେ ବନ୍ଧୁକଧାରୀ ଯବାନଙ୍କ ଆଖିବୁଜା ଗୁଳିମାଡ଼ରେ ୨୦ଜଣଙ୍କ ମୃତ୍ୟୁ ଘଟିଥିବା ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି। ରବିବାର ଦିନ କୋରାଟ ସହରରେ ଏହି ଗୁଳିକାଣ୍ଡ ଘଟିଛି। ସୂଚନା ଅନୁସାରେ, ଯବାନ ଜଣକ ପ୍ରଥମେ...

odisha
ନଦୀରୁ ମିଳିଲା ବସ୍ତା, ବାହାରିଲା ଏମିତି ଜିନିଷ...

କେନ୍ଦୁଝର(ପ୍ରଣୟ କୁମାର ପାଣି): କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ବୈତରଣୀ ନଦୀର ଫୁଲକଁଳେଇ ଖଲି ଚଉପତି ଘାଟରେ ବସ୍ତାରେ ବନ୍ଧା ଯାଇଥିବା ଅବସ୍ଥାରେ ଦୁଇଟି ଅଚିହ୍ନା ଶବ ଉଦ୍ଧାର ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଅଛନ୍ତି। ତେବେ ସେମାନଙ୍କ ପରିଚୟ ମିଳିପାରି...

saree
ପସନ୍ଦ ଆସିଲାନି କନ୍ୟାର ଶାଢ଼ୀ, ମଣ୍ଡପ ଛାଡ଼ି ପଳାଇଲା ବର

ବେଙ୍ଗାଲୁରୁ: ଅନେକ କାରଣରୁ ବାହାଘର ଭାଙ୍ଗି ଯାଇଥାଏ। ପୂର୍ବର ପ୍ରେମସମ୍ପର୍କ, ଯୌତୁକ ଏମିତିକି ବେନାମୀ ଚିଠି ଯୋଗୁ ବି ବେଳେବେଳ ବାହାଘର ବାହାଘର ଭାଙ୍ଗି ଯାଇଥାଏ।   ହେଲେ ଆପଣ କେବେ ଶୁଣିଛନ୍ତି ସାମାନ୍ୟ ଶାଢ଼ୀ ପାଇଁ ବିବାହ ଭାଙ୍ଗିଯିବା ? କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ନା ?...

marriage 1
ଭାଇ ନାଁରେ ସିନ୍ଦୂର ପିନ୍ଧିଲେ ଯୁବତୀ

ଆନନ୍ଦପୁର(ମୁନା ସିଂ): ପ୍ରେମ ମାନେନା ଜାତି, ଧର୍ମ, ବର୍ଣ୍ଣ ଓ ସୀମା ସରହଦ। କେତେବେଳେ କାହା ସହ ପ୍ରେମ ହୋଇଯିବ ତାହା କେହିବି କହିପାରିବେ ନାହିଁ। ଆଉ ମନର ମଣିଷକୁ ପାଇବା ପାଇଁ ସମାଜର କଟକଣା/ପ୍ରତିବନ୍ଧକ ବି ବାଟ ଓଗାଳି ପାରେ ନାହିଁ। ଏପରି ପ୍ରେମରେ ପଡ଼ି ସାତ...

odisha
ପଥର ତଳୁ ବାହାରୁଛି ଡିଜେଲ !

ବାଲିଗୁଡ଼ା(ଅଜିତ ନାୟକ): ପଥର ତଳୁ ବାହାରୁଛି ଡିଜେଲ୍ ! କଥାଟା ବିଶ୍ୱାସ ଲାଗୁ ନ ଥିଲେ ବି ଘଟଣାଟି ବିଲ୍‌କୁଲ୍ ସତ। ଲୋକେ ପଥରୁ ତଳୁ ଡିଜେଲ ବାହାର କରି ଘରକୁ ବୋହି ନେଇ ଯାଉଛନ୍ତି। ଡିଜେଲକୁ କିଏ ବାଲ୍ଟିରେ ଭର୍ତ୍ତି କରି ପକାଉଛନ୍ତି ତ ଆଉ କିଏ...

traffic
ଟ୍ରାଫିକ୍‌ ନିୟମ ଭାଙ୍ଗିଲା ପୁଅ, ୪୨ ହଜାର ଟଙ୍କା ଫାଇନ୍‌ ଦେଲେ ବାପା

ଭଦ୍ରକ (ପାର୍ଥସାରଥୀ ନାୟକ): ଟ୍ରାଫିକ୍‌ ନିୟମ ଭାଙ୍ଗିଲା ପୁଅ, ଆଉ ବାପା ଦେଲେ ଫାଇନ୍‌। ତା’ ବି ପୁଣି ହଜାରେ କି ଦୁଇ ହଜାର ଟଙ୍କା ନୁହେଁ, ୪୨ ହଜାର ୫୦୦ ଟଙ୍କାର ଫାଇନ୍ ଦେଇଛନ୍ତି ଜଣେ ବ୍ୟକ୍ତି। ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ଗତ ୬ ତାରିଖରେ...

cloudy
୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବିହାର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ହେଉଛି। ଆଜି ଦକ୍ଷିଣ ଉପକୂଳବର୍ତ୍ତୀ ଓଡ଼ିଶାର ବିଭିନ୍ନ ସ୍ଥାନରେ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବଜ୍ରପାତ ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା...

lingaraj
୨୧ରେ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରି

ଭୁବନେଶ୍ୱର: ଆସନ୍ତା ୨୧ ତାରିଖରେ ଅନୁଷ୍ଠିତ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ  ମହାଶିବରାତ୍ରି। ଏଥିପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ନୀତିକାନ୍ତି ନେଇ କାର୍ଯ୍ୟ ନିର୍ଘଣ୍ଟ ହୋଇଛି। ଚଳିତ ବର୍ଷ ଶିବରାତ୍ରି ଦିନ, ରାତି ୧୦ଟାରେ ମହାଦୀପ ଉଠିବାକୁ ନିଷ୍ପତ୍ତି ନିଆଯାଇଛି। ଭୋର ୩ ଟାରୁ ମହାପ୍ରଭୁ ଲିଙ୍ଗରାଜଙ୍କ ମଙ୍ଗଳ...

police si
ନିର୍ବାଚନର ଦିନକ ପୂର୍ବରୁ ମହିଳା ପୁଲିସ୍‌ ଅଧିକାରୀଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ୍ ଗ୍ରହଣ ହେଉଛି। ତେବେ ଏହାର ଦିନକ ପୂର୍ବରୁ ଅର୍ଥାତ୍‌ ଗତକାଲି ଉତ୍ତର-ପଶ୍ଚିମ ଦିଲ୍ଲୀରେ ଜଣେ ମହିଳା ପୁଲିସ୍‌ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗତକାଲି ରାତି ପ୍ରାୟ ୯ଟା ୩୦ ମିନିଟ୍‌ରେ ଏହି ଘଟଣା ଘଟିଛି। ଏସ୍‌ଆଇ...

twitter
୨୦ ମିନିଟ୍‌ ଟ୍ୱିଟର୍‌ ଡାଉନ୍‌, ବିଶ୍ୱବ୍ୟାପୀ ପ୍ରକାଶ ପାଇଲା ପ୍ରତିକ୍ରିୟା

ନୂଆଦିଲ୍ଲୀ: ବିଳମ୍ବିତ ରାତିରେ ଡାଉନ୍‌ ହେଲା ସୋସିଆଲ୍‌ ନେଟ୍‌ୱର୍କିଂ ସର୍ଭିସ୍‌ ଟ୍ୱିଟର୍‌। ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୨୦ ମିନିଟ ଧରି ଟ୍ୱିଟର୍‌ ଡାଉନ୍‌ ହୋଇ ଯିବାରୁ ଅର୍ଥାତ୍‌ କୌଣସି ଟ୍ୱିଟ୍‌ ନ ହୋଇପାରିବାରୁ ବିଶ୍ୱବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଫଳରେ ୟୁଜର୍ସମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ...

lightning
ବର୍ଷା ଓ ବଜ୍ରପାତ ନେଇ ୭ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ହେବ ପାଗ କୋହଲା ରହିବା ସହ ବର୍ଷା ହେଉଛି। ଆଜି ମଧ୍ୟ କିଛି ଜିଲ୍ଲାରେ ସ୍ୱଳ୍ପ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ବଜ୍ରପାତ ମଧ୍ୟ ହୋଇପାରେ। ଏନେଇ ୭ଟି ଜିଲ୍ଲାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ...

odisha
ସାବାସ୍‌ ! ପାଣିକୁ ଡେଇଁ ଜୀବନ ବଞ୍ଚାଇଲେ ଦୁଇ ନାବାଳକ

ଜୟପୁର: ଦୁଇ ନାବାଳକଙ୍କ ସାହାସିକତାକୁ ନେଇ ଏବେ ସବୁଠି ଚର୍ଚ୍ଚା ଓ ପ୍ରଶଂସା। କେନାଲରେ ଭାସି ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରି ଏହି ଦୁଇ ନାବାଳକ ଏହି ପ୍ରଶଂସା ସାଉଁଟିଛନ୍ତି। ନାବାଳକ ଦ୍ୱୟ ହେଲେ କୋରାପୁଟ ଜିଲ୍ଲା ଜୟପୁରର କିଶାନ ମାଝୀ ଓ ସଞ୍ଜୟ ପୂଜାରୀ। ଏମାନଙ୍କର...

neha
ନେହା-ଆଦିତ୍ୟଙ୍କ ବିବାହକୁ ନେଇ ଭାଇ ଟୋନି କଲେ ଏମିତି ଖୁଲାସା

ମୁମ୍ବାଇ: ପ୍ରସିଦ୍ଧ ଗାୟକ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ଓ ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କରଙ୍କ ବିବାହକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଉଭୟେ ଆସନ୍ତା ଫେବୃଆରୀ ୧୪ରେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ‘ଇଣ୍ଡିଆନ୍‌ ଆଇଡଲ୍‌ ୧୧’ ଶୋ’ରେ ଉଦିତ୍‌ ଓ ତାଙ୍କ...

Police-SI-Suspended
ଲାଞ୍ଚ ନେବା ଅଭିଯୋଗରେ ଏସ୍‌ଆଇଙ୍କୁ ନିଲମ୍ବନ ସହ ଗିରଫ

ଜୟପୁର: ଲାଞ୍ଚ ନେବା ଅଭିଯୋଗରେ କୋରାପୁଟ ଜିଲ୍ଲା ଆମ୍ବଗୁଡା ଫାଣ୍ଡି ଅଧିକାରୀ ନାରାୟଣ ପଟ୍ଟନାୟକଙ୍କୁ ନିଲମ୍ବନ କରାଯିବା ସହ ଗିରଫ କରାଯାଇଛି। କୋରାପୁଟ ଏସ୍‌ପି ମୁକେଶ ଭାମୁ ଏକ ସାମ୍ବାଦିକ ସମିଳନୀରେ ଏନେଇ ସୂଚନା ଦେଇଛନ୍ତି। ଗତ ଡିସେମ୍ବର ୨୪ରେ ଆମ୍ବଗୁଡା ଫାଣ୍ଡି ଅନ୍ତର୍ଗତ କୁମୁଲିପୁଟ ଦୁର୍ଘଟଣାରେ ମୂଳାଶୁର...

heavy rainfall
୩ ଜିଲ୍ଲାରେ ପ୍ରବଳ ବର୍ଷିବ, କୁଆପଥର ଓ ବଜ୍ରପାତ ନେଇ ଆଲର୍ଟ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ଘଡ଼ଘଡ଼ି ମଧ୍ୟ ମାରିପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏନେଇ କିଛି ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କରାଯାଇଛି।...

odisha
କୂଅ ଭିତରୁ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ

ଉମରକୋଟ: ତିନି ଧରି ନିଖୋଜ ଥିବା ୨ ନାବାଳିକାଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଏକ ପରିତ୍ୟକ୍ତ କୂଅରୁ ଠାବ କରାଯାଇଛି। ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ ପକନାଗୁଡ଼ା ଗାଁର ମହାଦେବ ଗଣ୍ଡଙ୍କ ୯ ବର୍ଷର ଝିଅ ପଞ୍ଚବତୀ ଓ ଗୋନା ଗାଁର ପ୍ରକାଶ ପାଣ୍ଡେଙ୍କ ୭...

odisha
ଖାସ୍‌ ପ୍ରେମ ପାଇଁ... ଝିଅ ହେଲେ ପୁଅ

ମାଲକାନଗିରି: କୁହାଯାଏ ପ୍ରେମ ଶାଶ୍ୱତ ଓ ଚିରନ୍ତନ। ନା ମାନେ କୌଣସି ବାଧାବିଘ୍ନ ନା ସମାଜର ପ୍ରତିବନ୍ଧକ। ଏପରିକି ପ୍ରେମକୁ ସବୁଦିନ ପାଇଁ ନିଜର କରିବା ଲାଗି ସେମାନେ ସବୁ କିଛି କରିପାରନ୍ତି। ଏମିତି କିଛି ଘଟଣା ଘଟିଛି ଦିଲ୍ଲୀରେ। ଯାହାକୁ ନେଇ ଏବେ ମାଲକାନଗିରିରୁ ଦିଲ୍ଲୀ ସବୁଆଡେ...

odisha
ରାସ୍ତା ଉପରେ ଅଳିଆ ଫିଙ୍ଗି ୧୦ ହଜାର ଟଙ୍କା ଫାଇନ୍‌ ଦେଲେ ଦୋକାନୀ

ବ୍ରହ୍ମପୁର: ରାସ୍ତା ଉପରେ ଅଳିଆ ପକାଇଥିବା ୬ ଜଣ ଦୋକାନୀଙ୍କୁ ୧୦ ହଜାର ଲେଖାଏ ଅର୍ଥ ଦଣ୍ଡ ଦେବାକୁ ପଡ଼ିଛି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଗତକାଲି ରାତିରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ବିଏମ୍‌ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର...