• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Omicron
ରାଜ୍ୟରେ ଆଉ ୨୮ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ୍

ରାଜ୍ୟରେ ଆଉ ୨୮ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮ ନୂଆ ଆକ୍ରାନ୍ତ ନେଇ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଲା ILS । ଆଜିର ୨୮କୁ ମିଶାଇ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଶହେ ଟପିଛି । ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସହ ୧୦୩କୁ ବୃଦ୍ଧି ପାଇଛି ।

omicron
୨୮ ନୂଆ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ; ସଂଖ୍ୟା ୧୦୩ କୁ ବୃଦ୍ଧି

ରାଜ୍ୟରେ ଆଉ ୨୮ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮ ନୂଆ ଆକ୍ରାନ୍ତ ନେଇ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଲା ILS । ଆଜିର ୨୮କୁ ମିଶାଇ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଶହେ ଟପିଛି । ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସହ ୧୦୩କୁ ବୃଦ୍ଧି ପାଇଛି ।

Dharma Sansad
ହରିଦ୍ୱାର ଧର୍ମ ସଂସଦ ମାମଲାରେ କାର୍ଯ୍ୟାନୁଷ୍ଠାନ ଶୂନ: କପିଲ ସିବଲ

ହରିଦ୍ୱାର ଧର୍ମ ସଂସଦରେ ‘ହେଟ୍ ସ୍ପିଚ୍’ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି । ଏହି ସଂସଦରେ ନିର୍ଦ୍ଦିଷ୍ଟ ଧର୍ମ ଉପରେ ଆପତ୍ତିଜନକ ମନ୍ତବ୍ୟ ଅର୍ଥାତ ଅଶ୍ଲୀଳ ଭାଷାର ପ୍ରୟୋଗ ହୋଇଥିଲା । ବରିଷ୍ଠ ଆଇନଜୀବୀ କପିଲ ସିବଲ ଏହି ଜନସ୍ୱାର୍ଥ ସମ୍ୱଳିତ ମାମଲା ଲଢୁଛନ୍ତି । ।

No Use Of Smart Cycle Track In Bhubaneswar
ଏଇଠି ଯୋଜନା ମାଳମାଳ କିନ୍ତୁ କାର୍ଯ୍ୟକାରୀ ହୁଏ ପୂରା ଦୁର୍ବଳ

ଏଇଠି ଯୋଜନା ମାଳମାଳ କିନ୍ତୁ କାର୍ଯ୍ୟକାରୀ ହୁଏ ପୂରା ଦୁର୍ବଳ....ସାଇକେଲ୍ ଟ୍ରାକ୍‌ ଛାଡ଼ି ମୁଖ୍ୟ ରାସ୍ତାରେ ସାଇକେଲ ଚଳାଉଛନ୍ତି ଲୋକେ, ରାସ୍ତାରେ ବାଧକ ସାଜୁଛି ଉଠାଦୋକାନ

PM Modi
ମୋଦିଙ୍କ ସୁରକ୍ଷା ତ୍ରୁଟି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଉଚ୍ଚସ୍ତରୀୟ କମିଟି ଗଠନ

ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଫିରୋଜପୁର ଗସ୍ତବେଳେ ସୁରକ୍ଷା ତ୍ରୁଟି ପ୍ରସଙ୍ଗ ଘଟଣାର ତଦନ୍ତ ନେଇ ଉଚ୍ଚସ୍ତରୀୟ କମିଟି ଗଠନ କଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ କମିଟି ଗଠନ ହୋଇଛି ।

CM Naveen Patnaik likely to review Covid19 situation in the State at 5.30 pm today Odisha
ସାଢେ ୫ଟାରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବେଲଗାମ୍‌ କରୋନା : ସାଢେ ୫ଟାରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

CM Naveen Patnaik likely to review Covid19 situation in the State at 5.30 pm today Odisha
ଆଜି ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ହେବ କି ବଡ଼ ନିଷ୍ପତ୍ତି ?

ରାଜ୍ୟରେ ଆଜି କୋଭିଡ୍ ସ୍ଥିତି ସମୀକ୍ଷା କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିପାରନ୍ତି । ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ଏହି ପରିସ୍ଥିତିରେ ରାଜ୍ୟ ସରକାର ବିଭିନ୍ନ କୋଭିଡ କଟକଣା ମଧ୍ୟ ଜାରି କରିଛନ୍ତି...

Odisha Reports 4,829 New Covid Infections, Active Cases Tally Breaches 20K Mark
ରାଜ୍ୟରେ ଆଜି ୪୮୨୯ ପଜିଟିଭ ଚିହ୍ନଟ

ରାଜ୍ୟରେ ଆଜି ୪୮୨୯ ପଜିଟିଭ ଚିହ୍ନଟ । ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ଚିହ୍ନଟ ?

Odisha Begins Administering COVID-19 Vaccine \'Precaution Dose\' To Healthcare, Frontline Workers, Senior Citizens
ମାଡ଼ୁଛି କରୋନା : ଆଜିଠୁ ଆରମ୍ଭ ହେଉଛି ପ୍ରିକସନ୍‌ ଡୋଜ୍‌

ମାଡ଼ୁଛି କରୋନା : ଆଜିଠୁ ଆରମ୍ଭ ହେଉଛି ପ୍ରିକସନ୍‌ ଡୋଜ୍‌, ଜାଣନ୍ତୁ କେଉଁମାନେ ଓ କେମିତି ନେବେ ଟିକା?

No PM Photo On Vaccine Certificates In Poll-Bound States
କରୋନା ସାର୍ଟିଫିକେଟ୍‌ରୁ ହଟିବ ମୋଦିଙ୍କ ଫଟୋ

କରୋନା ସାର୍ଟିଫିକେଟ୍‌ରୁ ହଟିବ ମୋଦିଙ୍କ ଫଟୋ: ଜାଣନ୍ତୁ କେଉଁ କେଉଁ ରାଜ୍ୟରୁ ଓ କାହିଁକି ହଟିବ ମୋଦିଙ୍କ ଫଟୋ

India To Roll Out Booster Vaccine Doses To 60+ Age Group, Healthcare, Frontline Workers From Today
ବୁଷ୍ଟର ଡୋଜ୍‌ ପାଇଁ ବୟସ୍କଙ୍କ ମନରେ ଉତ୍ସାହ

ଆଜିଠୁ ବୁଷ୍ଟର ଡୋଜ୍‌, କରୋନା ବଢୁଥିବାରୁ ଟିକା ନେବା ପାଇଁ ଲାଗିଲାଣି ଲାଇନ୍‌, ବୟସ୍କ କହିଲେ ଭ୍ୟାକ୍ସିନ ପାଇଁ ଆମ ମନରେ ଅଛି ଉତ୍ସାହ

Excise Dept Destroys Litres Of Country Liquor In Cuttack
ଗଛ ଉପରେ ଥିଲା ଦେଶୀ ମଦ

ତୁମ ବୁଦ୍ଧିକୁ ଶହେ ସଲାମ : ଅବକାରୀ ବାବୁଙ୍କୁ ଡରି ଗଛ ଉପରେ ଲୁଚାଯାଇଥିଲା ଦେଶୀ ମଦ, ଆଉ ତା'ପରେ ହେଲା କଣ?

COVID-19:India Records 1,79,723 Cases, 146 Deaths
ଦେଶରେ ଦିନକରେ ୧୪୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଦେଶରେ ଦିନକରେ ୧୪୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ...ଦେଶରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୩ ହଜାର ୯୩୬କୁ ବୃଦ୍ଧି...ଆକ୍ଟିଭ୍‌ କେସ୍‌- ୭,୨୩,୬୧୯; ସୁସ୍ଥ ହେଲେଣି ୩,୪୫,୦୦,୧୭୨...

Bhagyarekha | Know Your Horoscope For Today 10 January 2022 | OTV
ଆପଣଙ୍କ ଏହି ରାଶି କି? ଏଇ କାମ କଲେ ମିଳିବ ଲାଭ, ଦେଖନ୍ତୁ ଭାଗ୍ୟରେଖା

ଆପଣଙ୍କ ଏହି ରାଶି କି? ଏଇ କାମ କଲେ ମିଳିବ ଲାଭ, ଦେଖନ୍ତୁ ଭାଗ୍ୟରେଖା…

Taste Of Odisha
ଭାରି ସୁଆଦିଆ ଅମୃତ ରୁଚି...ଥରେ ଖାଇଲେ ହାତ ଚାଟୁଥିବେ...

ଓଃ କି ଟେଷ୍ଟି....ଥରେ ଖାଇଲେ ହାତ ଚାଟୁଥିବେ ଅମୃତ ରୁଚି...ଜମା ଡେରି କରନ୍ତୁ ନାହିଁ, ଏବେ ହିଁ ଘରେ ବନାନ୍ତୁ ଆଉ ନିଜେ ଖାଆନ୍ତୁ ଅନ୍ୟକୁ ବି ଖୁଆନ୍ତୁ

Covid Surge In Delhi, Mumbai Raises Concern
ଦେଶ ପାଇଁ ଚିନ୍ତା ବଢାଇବ ଦିଲ୍ଲୀ ଓ ମୁମ୍ବାଇ

ଦିଲ୍ଲୀ ଓ ମୁମ୍ବାଇରେ ଯେଉଁଭଳି ଭାବେ କରୋନା ସଂକ୍ରମଣ ବୃଦ୍ଧି ପାଉଛି, ଏନେଇ ଚିନ୍ତା ବଢ଼ିଛି। ଦିନକୁ ଦିନ ସଂକ୍ରମଣ ବେକାବୁ ହେବାରେ ଲାଗିଛି। ଦିଲ୍ଲୀରେ ଏବେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଜାରି ରହିଛି। ତଥାପି ସଂକ୍ରମଣ ସଂଖ୍ୟାରେ ଏହାର କୌଣସି ପ୍ରଭାବ ପଡ଼ିନି

covid19
ଲଗାମ ଧରୁନି ସଂକ୍ରମଣ: ଦିନକରେ ୧ ଲକ୍ଷ ୭୯ ହଜାର ଆକ୍ରାନ୍ତ ଚିହ୍ନଟ

ଆଜି ଦେଶରେ ଦିନକରେ ୧ ଲକ୍ଷ ୭୯ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭିଟି ହାର ୧୩.୨୯ ପ୍ରତିଶତକୁ ବଢ଼ିଛି । ଦେଶରେ ଦିନକରେ ୧୪୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ଘଟିଛି । ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୩ ହଜାର ୯୩୬କୁ ବୃଦ୍ଧି ପାଇବାରେ...

panchayat polls
ଏ ସରକାର କଣ କରୁଛି? ୬୬ ବର୍ଷ ହେଲାଣି ଭତ୍ତା ଟିକକ ପାଇଲିନି...

ଯାହାର ଘର ନାହିଁ ତାକୁ ଘର ଖଣ୍ଡିଏ ଦେଲେନି। ଯାହାର ଖାଇବାକୁ ନାହିଁ ତାକୁ ରାସନ ଦେଲେନି....ବୟସ ୬୬ ହେଲାଣି କିନ୍ତୁ ଭତ୍ତା ପାଉନାହାନ୍ତି ଲୋକେ....ଓଟିଭିର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମୁଁ ଗଢିବି ମୋ ପଂଚାୟତରେ ସରକାରଙ୍କ ବିରୋଧରେ ଏମିତି ବର୍ଷିଛନ୍ତି ଭୋଟର

Vaccination
ଆଜିଠୁ ପ୍ରିକସନ୍ ଡୋଜ୍ ଟିକାକରଣ: କେମିତି ନେବେ ଟିକା, ଆସନ୍ତୁ ଜାଣିବା..

ଦେଶରେ ପୁଣି ଥରେ କାୟା ମେଳାଉଛି କରୋନା । ସଂକ୍ରମଣର ସାଂଘାତିକ ସ୍ଥିତି ଭିତରେ ଆଜିଠୁ ଆରମ୍ଭ ହେଉଛି ପ୍ରିକସନ୍ ଡୋଜ୍ । ସାରା ଦେଶରେ ପୂର୍ବ ଭଳି ଟିକାକରଣ ଆଜିଠୁ ପୁଣି ଆରମ୍ଭ ହେବ ।

News Fuse
ଇଏ ଦେଶୀ ନା ବିଦେଶୀ କଣ ପିଇଛନ୍ତି କିରେ? ପାଟିରୁ ତ ଖାଲି ମହମହ ବାସନା ବାହାରୁଛି...

କିରା ଦେଶୀ ନା ବିଦେଶୀ? ପାଟିରୁ ତ ଖାଲି ମହମହ ବାସନା ବାହାରୁଛି...ନାଳଛେପରେ ରାସ୍ତାରେ ଗାଧୋଇଲେଣି ପୁଲିସ ବାବୁ...ଜଣାପଡ଼ୁଛି ଚାକିରୀରେ ପ୍ରବଳ ପ୍ରେସରରେ ନାରଣ