ନିର୍ବାଚନ ପ୍ରଚାରରେ ପଦଯାତ୍ରା ମନା, ପଥପ୍ରାନ୍ତ ନାଟକ ମନା, ରାଲି ମନା, ଏମିତିକି ସାଇକେଲ ବି ବ୍ୟବହାର କରାଯାଇ ପାରିବ ନାହିଁ। ଦେଖନ୍ତୁ ବଡ଼ ଖବର।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଉଛନ୍ତି.
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଦିଲ୍ଲୀ ଓ ମୁମ୍ବାଇ ଏବେ ଅଧିକ ଚିନ୍ତା ବଢ଼ାଇଛି। କାରଣ ଏହି ୨ଟି ସ୍ଥାନରୁ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି। ଦିଲ୍ଲୀରେ ଗତ ୧୦ ଦିନରେ କରୋନା ମୃତ୍ୟୁ ସଂଖ୍ୟା ୫୦ ଦିନର ରେକର୍ଡ ଭାଙ୍ଗିଛି।
ହୁ ହୁ ବଢ଼ିଚାଲିଛି କରୋନା ସଂକ୍ରମଣ.. ଆଜି ଏକାବେଳେ ୨ହଜାରରୁ ଅଧିକ ସଂକ୍ରମଣ ବୃଦ୍ଧି ପାଇଛି ରାଜ୍ୟର କରୋନା ସଂକ୍ରମଣ ଅପଡେଟ୍ ଜାଣନ୍ତୁ..
ବିବାଦ ଘେରରେ ରଙ୍ଗ ଦେ୍ ବସନ୍ତି ଫେମ୍ ତଥା ସାଉଥ୍ ଷ୍ଟାର ସିଦ୍ଧାର୍ଥ। ବ୍ୟାଡ୍ମିଣ୍ଟନ୍ ଖେଳାଳି ସାଇନା ନେହୱାଲ୍ଙ୍କ ପ୍ରତି ଅଶୋଭନୀୟ ଟ୍ୱିଟ୍ କରି ଫସିଛନ୍ତି ସାଉଥ୍ ଷ୍ଟାର ସିଦ୍ଧାର୍ଥ। ପରିସ୍ଥିତି ଏପରି ହୋଇଛି ଯେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଜାତୀୟ ମହିଳା କମିଶନ...
Taste Of Odisha- Odia Food & Recipe | Special Dish From Radish Leaves OdishaTV is Odisha\'s no 1 News Channel. OTV being the first private satellite TV
This show is the most challenging show as it focuses on resolving real life issues of the people. It looks into family complications, misunderstanding
News Fuse- Congress Marathon Causes Stampede-Like Situation In UP OdishaTV is Odisha\'s no 1 News Channel. OTV being the first private satellite TV channel
ଦେଶରେ ଆଜି ବି ଦେଢ଼ ଲକ୍ଷ ପାର୍ କରିଛି ଦୈନିକ ସଂକ୍ରମଣ ହାର । ଗତ ୨୪ ଘଣ୍ଟାରେ ୧ ଲକ୍ଷ ୬୮ ହଜାର ୬୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୭୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଦେଶରେ ଆକ୍ଟିଭ୍ କେସ୍ ସଂଖ୍ୟା ୮ ଲକ୍ଷ ୨୧...
ଭଦ୍ରକ କଲେଜରେ ଆଡମିଶନ ଘୋଟଲା ମାମଲାରେ ଭୁବନେଶ୍ୱରରେ ବିକ୍ଷୋଭ। ABVP ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ। ଭଦ୍ରକ କଲେଜ୍ ଆଡମିଶନ କେଳେଙ୍କାରୀ ମାମଲାରେ ସଂପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଜାଲ୍ ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଇ ଭଦ୍ରକ...
ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜିଠୁ ୧୪ତାରିଖ ମଧ୍ୟରେ ରାଜ୍ୟର ଭିନ୍ନ ଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ପୂର୍ତତନ ମନ୍ତ୍ରୀ ତଥା ନୂଆପଡା ଜିଲ୍ଲାର ବରିଷ୍ଠ ରାଜନେତା ଦୁର୍ଯ୍ୟୋଧନ ମାଝୀଙ୍କ ପରଲୋକ ହୋଇଛି। ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ପୁଅ କୃଷ୍ଣସିଂହ ମାଝୀଙ୍କ ସୂଚନା ଦେଇଛନ୍ତି। ରାତିରେ ଶୋଇଥିବା ବେଳେ ତାଙ୍କର ଆକସ୍ମିକ ବିୟୋଗ ହୋଇଛି।
କଂଗ୍ରେସରେ ମିଶିଲେ ଲକଡାଉନ୍ ହିରୋ ସୋନୁ ସୁଦଙ୍କ ଭଉଣୀ ମାଲବିକା ସୁଦ୍ । ଗତକାଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଓ ପିସିସି ସଭାପତି ନବଜ୍ୟୋତ ସିଂହ ସିଦ୍ଧୁଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ହାତ ଧରିଛନ୍ତି ।
ଆଜି ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା । ବଲାଙ୍ଗିର ଜିଲ୍ଲା ଖଇରଗୁରା ଓ କୁମୁରିଆରେ ଯାତ୍ରାର ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସଫାସୁତୁରା ହେବା ପରେ ଗାଁ ଦାଣ୍ଡ ପଞ୍ଚବାଦ୍ୟ ଦୁଲଦୁଲିରେ ଦୁଲିକୁଛି ।
କଂଗ୍ରେସରେ ମିଶିଲେ ଲକଡାଉନ୍ ହିରୋ ସୋନୁସୋନୁ ସୁଦଙ୍କ ଭଉଣୀ ଭଉଣୀ ମାଲବିକା ସୁଦ
ବ୍ରହ୍ମପୁରରେ ଜଣେ ପୂର୍ବତନ ସେନା ଯବାନ ସୀମାଞ୍ଚଳ ବାରିକଙ୍କ ପ୍ରଚେଷ୍ଟାରେ ଗଢ଼ିଉଠିଛି ଏକ ଶାରିରୀକ ପ୍ରଶିକ୍ଷଣ ପ୍ରତିଷ୍ଠାନ ହେଲେ କେବଳ ଫିଟ୍ ରହିବା ନୁହେଁ, ଦେଶ ପାଇଁ ନିର୍ଭିକ ତଥା ଶକ୍ତିଶାଳୀ ସୈନିକ ଗଠନ ଭଳି ଏକ ବୃହତ୍ତର ଅଭିଳାଷ ରଖି ଯୁବକଯୁବତୀଙ୍କୁ ତାଲିମ ଦେଉଛନ୍ତି ସୀମାଞ୍ଚଳ
ଆମ ମାଉସୀଙ୍କ ନାଁ ହରସ ମାଉସୀ। ମାଉସୀ ଏ ବୟସରେ ବି ପୂରା ଚାଙ୍ଗା ଅଛନ୍ତି। ପିଠୋଉ ବଟାବଟି କରି ମୂଳାପତ୍ର ଆଉ ନଡ଼ିଆ କୋରା ପକା ପିଠା ତିଆରୁଛନ୍ତି ମାଉସୀ। ପୂରା ଖାଣ୍ଟି ଗାଉଁଲି ଢଙ୍ଗରେ ଆଜି ପିଠା ନେଉଟେଇବେ। ଚଲାନ୍ତୁ ଦେଖିବା ଆଉ ଟିକେ ଚାଖିବା।...
ଆଜି ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା। ବଲାଙ୍ଗିର ଜିଲ୍ଲା ଖଇରଗୁରା ଓ କୁମୁରିଆରେ ଆଜି ସକାଳୁ ସକାଳୁ ଯାତ୍ରା ଆରମ୍ଭ ହୋଇଗଲାଣି।