ଅନ୍ ଲାଇନ୍ ପେମେଣ୍ଟ୍ କଲାବେଳେ ସାବଧାନ। ଯଦି ବ୍ୟାଙ୍କ ଆକାଉଣ୍ଟରୁ ପଇସା କଟିଛି ଅଛଚ ଆପଣ ଯାହାଙ୍କ ପାଖକୁ ପଇସା ପଠାଉଥିଲେ ସେ ପାଇ ନାହାନ୍ତି ତେବେ ଭୁଲରେ ବି ଏଣୁତେଣୁ ଆପ୍ଲିକେସନ ଡାଉନଲୋଡ୍ କରି ଅଜଣା Helpline ନମ୍ବରରେ କଲ୍ କରନ୍ତୁ ନାହିଁ। ଦେଖନ୍ତୁ କେମିତି ହଇରାଣ...
କଂଗ୍ରେସ ଯେଉଁ ଡାଳ ଧରୁଛି ସେ ଡାଳ ଛିଡ଼ୁଛି। ଯେତେ ଯାହା କଲେ ବି ଜମାରୁ କ୍ରେଜ୍ ବଢ଼ୁନି ବରଂ କଚଡ଼ା ଖାଉଛି। ଦେଖୁନ କି ଅବସ୍ଥା ହେଲାଣି... ନାରଣରେ ଟିକେ ହାଉଲେ...
୩ ମାସର କଅଁଳା ଛୁଆକୁ ରାସ୍ତା କଡ଼ ପିଣ୍ଡାରେ ଗଡ଼େଇ ଦେଇ ପରିବା ବିକୁଛି ମାଆ। ମାଆଟି ପାଖରେ ଉପାୟ ମଧ୍ୟ ନାହିଁ। ନହେଲେ ପେଟ ପୋଷିବ କେମିତି? ଛୁଆକୁ କ୍ଷୀର ଦେବ କେମିତି? ହେଲେ ମୟୂରଭଂଜ ଜିଲ୍ଲାର ଏହି ଆଦିବାସୀ ମାଆଟି କାହାକୁ ହାତ ପାତିନାହିଁ। ନିଜ...
ଲୋକପ୍ରିୟ ମନୋରଞ୍ଜନ ଟିଭି ଚ୍ୟାନେଲ୍ ତରଙ୍ଗରେ ଆରମ୍ଭ ହୋଇଛି ନୂଆ ଧାରାବାହିକ ପ୍ରେମର କୁହୁକ... ଚାଲନ୍ତୁ ଦେଖିବା ଏହାର ଏକ ସୁନ୍ଦର ଗୀତ।
ଦିବ୍ୟାଙ୍ଗ ଛାତ୍ରଙ୍କ ପାଇଁ ରେଭେନ୍ସାରେ ହଷ୍ଟେଲ ନାହିଁ। ସେମାନେ ମଧ୍ୟ ଏତେ ଗରିବ ଯେ, ସେଥିପାଇଁ ପଇସା ନାହିଁ। ତେଣୁ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପଢୁଥିବା ୩ ଜଣ ଦିବ୍ୟାଙ୍ଗ ଛାତ୍ର ଏବେ ବସ୍ତିରେ ଘରଭଡ଼ା ନେଇ ରହୁଛନ୍ତି ଏବଂ ଅନେକ ସମୟରେ ସରକାର ଖୋଲିଥିବା ଆହାର କେନ୍ଦ୍ରରେ ଖାଉଛନ୍ତି।
ନିର୍ବାଚନ ପୂର୍ବରୁ କହିଥିଲେ, ସବୁ କରିଦେବୁ। ବିଲକୁ ପାଣି ଦେବୁ, ଦାଣ୍ଡ ଢଲେଇ କରିଦେବୁ, ରାତିରେ ବିଜୁଳି ଲଗେଇ ଦେବୁ। ହେଲେ ଏ ସରକାର ଗୋଟେ ଠକ ସରକାର। ପ୍ରତିଶ୍ରୁତି ସବୁ ମିଛ ଧୂଆଁବାଣ
ଆଜି ୨୦୨୨ ମସିହା, ଜାନୁୟାରୀ ମାସ ୧୧ ତାରିଖ, ମଙ୍ଗଳବାର, ଧନୁ ୨୭ ଦିନ, ପୌଷ ମାସ , ଶୁକ୍ଳପକ୍ଷ, ନବମୀ ତିଥି, ଅଶ୍ୱିନୀ ନକ୍ଷତ୍ର, ମେଷ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଆଜି ୨୦୨୨ ମସିହା, ଜାନୁୟାରୀ ମାସ ୧୧ ତାରିଖ, ମଙ୍ଗଳବାର, ଧନୁ ୨୭ ଦିନ, ପୌଷ ମାସ , ଶୁକ୍ଳପକ୍ଷ, ନବମୀ ତିଥି, ଅଶ୍ୱିନୀ ନକ୍ଷତ୍ର, ମେଷ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
Amruta Ruchi - Delicious Dish From Papaya & Cane Juice OdishaTV is Odisha\'s no 1 News Channel. OTV being the first private satellite TV channel in Odisha
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଅନିୟନ୍ତ୍ରିତ ଗତିରେ କରୋନା ଆକ୍ରାନ୍ତଙ୍କ ବୃଦ୍ଧି ଘଟୁଥିବା ନେଇ ଚେତାବନୀ ଦେଇଛନ୍ତି । ଏହାସହ ସେ କହିଛନ୍ତି ଯେ, କରୋନା ସଂକ୍ରମଣ ହେତୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢ଼ିପାରେ, ତେଣୁ ସମସ୍ତ ରାଜ୍ୟ ତଥା...
କରୋନା ସଂକ୍ରମଣର ସାଂଘାତିକ ସ୍ଥିତି ଭିତରେ ଆଜିଠୁ ଆରମ୍ଭ ହୋଇଛି ପ୍ରିକସନ୍ ଡୋଜ୍ । ସାରା ଦେଶରେ ପୂର୍ବ ଭଳି ପୁଣି ଆଜିଠୁ ଟିକାକରଣ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଏବଂ ୬୦ବର୍ଷରୁ ଉର୍ଦ୍ଧ୍ୱ ବହୁବିଧ ଆକ୍ରାନ୍ତଙ୍କୁ ଦିଆଯାଉଛି କରୋନାର ବୁଷ୍ଟର ଡୋଜ୍...
ଏଥର ରାଜଧାନୀରେ କଡାକଡି ନିୟମ। ଘରୁ ବାହାରିଲେ ସଠିକ୍ ଢଙ୍ଗରେ ମାସ୍କ ନପନ୍ଧିଥିଲେ ଗଣିବେ ୫୦୦ ଟଙ୍କା ଜରିମାନା।
ସୁମିତ୍ ଆଉ ତପସ୍ୱିନୀ ମାମଲା ପ୍ରତିଦିନ ନେଉଛି ଏକ ନୂଆ ମୋଡ। ସୁମିତଙ୍କ ବାପା ଏବେ ହାଇକୋର୍ଟ ଦ୍ୱାରସ୍ଥ। ଟାର୍ଗେଟରେ ଏଥର ପୋଲିସ୍ ଆଉ ପବ୍ଲିକ୍। ଫୋକସରେ ସେଦିନ ଗେଟ୍ ଭାଙ୍ଗି ଜବରଦସ୍ତ ଏଣ୍ଟ୍ରି
ସହରରେ ବୁଲୁଛନ୍ତି ମୃତ୍ୟୁର ଦେବତା ଯମ । ସାଥିରେ ଅଛନ୍ତି ଚିତ୍ରଗୁପ୍ତ ଏବଂ ନାରଦ । କରୋନା ସଂକ୍ରମଣ ହାରରେ ରୋକ ଲଗାଇବା ପାଇଁ ଦୋକାନ ବଜାର ବୁଲି ବୁଲି ଯମ ବେଶରେ ଲୋକଙ୍କୁ ସଚେତନ କରୁଛନ୍ତି ।
ଯମ ବେଶରେ ଲୋକଙ୍କୁ ସଚେତନ କରୁଛନ୍ତି । ବରଗଡ଼ ସହରରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।
ସ୍ମାର୍ଟ ସିଟିର ସ୍ମାର୍ଟ ସାଇକେଲ୍ ଟ୍ରାକ୍। ସ୍ମାର୍ଟ ସିଟିରେ ସାଇକେଲିଂକୁ ପ୍ରୋତ୍ସାହନ ଦେବା ଲାଗି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ଗୋ ଗ୍ରୀନ୍ ଯୋଜନାରେ ତିଆରି କରିଛି ସ୍ୱତନ୍ତ୍ର ସାଇକେଲ୍ ଟ୍ରାକ୍ । ହେଲେ ଏବେ ଏହା ଆଉ କାହା କାମରେ ଲାଗୁ ନାହିଁ ।
ଗଜପତି ଆର.ଉଦୟଗିରି ବାଦପୁର ଗ୍ରାମବାସୀଙ୍କ ସମସ୍ୟା ବଢି ବଢି ଚାଲିଛି । ଗାଁ ନିକଟରେ ଥିବା ଘୋଡାହାଡ ନଦୀରେ ପୋଲ ନଥିବାରୁ ବର୍ଷ ବର୍ଷ ଧରି ୩ଟି ଗାଁର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।