
ଗୋଟିଏ ସମୟରେ ଦୁଇ ହାତରେ ଲେଖି ରେକର୍ଡ କଲେ ମୁସ୍କାନ। ଗୋଟିଏ ଟାଇମ୍ରେ ସିଧା ଏବଂ ଓଲଟା ଲେଖି ଇଣ୍ଡିଆ ବୁକ୍ ଅଫ ରେକର୍ଡ଼ କଲେ...ଏମିତି ବିରଳ ପ୍ରତିଭା ପାଇଁ ଅନେକ ଥର ସମ୍ବର୍ଦ୍ଧିତ ମଧ୍ୟ ହେଲେ...ଦେଖନ୍ତୁ ସେହି ଭିଡ଼ିଓ
ଆଉ ମାତ୍ର କେଇଟା ଦିନ ପରେ ଏମିତି ଖୁସି ଖବର ଦେଇ ପାରନ୍ତି ସରକାର। ପେନସନଭୋଗୀଙ୍କ ପେନ୍ସନ୍ ୯ ଗୁଣ ବଢିବାର ରହିଛି। ଏବେ ସର୍ବନିମ୍ନ ମାସିକ ପେନସନ୍ ୧ ହଜାର ଟଙ୍କା ଥିବାବେଳେ ଆଗକୁ ଏହା ୯ ହଜାର ଟଙ୍କା ହେବାକୁ ଯାଉଛି।
ଆଜି ୨୦୨୨ ମସିହା ଜାନୁଆରୀ ତା ୧୦ ତାରିଖ ସୋମବାର, ଧନୁ ୨୬ ଦିନ ପୌଷ ମାସ ଶୁଳ୍କ ପକ୍ଷ, ଅଷ୍ଟମୀ ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର । ଆଜି ଦିନଟି ଆପଣଙ୍କ ପାଇଁ କେମିତି କଟିବ ଆସନ୍ତୁ ଜାଣିବା ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
ବ୍ରହ୍ମପୁର ପରେ ବ୍ରହ୍ମଗିରିରେ ପୁଣି ସାମ୍ନାକୁ ଆସିଲେ ଆଉ ଜଣେ ତପସ୍ୱିନୀ : ବିବାହ ପରେ ଲକ୍ଷ୍ମୀପ୍ରିୟାଙ୍କୁ ନିର୍ଯାତନା ଦେଉଥିଲେ ଶ୍ୱଶୁର ଘର ଲୋକେ...ମାଡ଼ ମରାଯାଇଥିବା ନେଇ ଆସିଲା ଅଭିଯୋଗ
ପ୍ରାୟତଃ ସମସ୍ତ ଭାରତୀୟଙ୍କ ପାଖରେ ଆଧାର କାର୍ଡ ରହିଥାଏ । ଆଧାର ସହ ପାନ୍ ଲିଙ୍କ କରିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂର୍ବରୁ ଅନେକ ବିଜ୍ଞପ୍ତି ଜାରି କରାଯାଇଛି । ଏହାସହ ପାନ୍ ସହ ଆଧାର ଲିଙ୍କ କରିବାର ତାରିଖ ମଧ୍ୟ ପୂର୍ବରୁ ଅନେକ ଥର ବୃଦ୍ଧି...
ଖବର ପ୍ରସାରଣ ପରେ ସ୍ପଷ୍ଟୀକରଣ ରଖିଲା ଜନ ସ୍ମଲ ଫାଇନାନ୍ସ ବ୍ୟାଙ୍କ : ଠକେଇ ଅଭିଯୋଗକୁ କଲା ସଂପୂର୍ଣ୍ଣ ଖଣ୍ଡନ : ଶୁଣନ୍ତୁ କଣ କହିଛି ବ୍ୟାଙ୍କ୍...
ବ୍ରିଟେନର ସାଉଥ ୱେଷ୍ଟ ଇଂଲଣ୍ଡରୁ ଜଣେ ବ୍ୟକ୍ତିଙ୍କ ଠାରେ ଏକ ବିରଳ ଧରଣର ବାର୍ଡ ଫ୍ଲୁ ରୋଗ ଚିହ୍ନଟ ହୋଇଛି । ଏନେଇ ବ୍ରିଟେନର ସ୍ୱାସ୍ଥ୍ୟ ସୁରକ୍ଷା ସଂସ୍ଥା (UKHSA) ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରତିଦିନ ସଂକ୍ରମଣ ବଢ଼ୁଛି.. କୋଭିଡ୍ ସ୍ଥିତି ମୁକାବିଲା ପାଇଁ BMC କଣ୍ଟେନମେଣ୍ଟ ଜୋନ୍ କରି କଟକଣା ଲଗାଉଛି..ଆଜି ପୁଣି ୭ ସ୍ଥାନ କଣ୍ଟେନମେଣ୍ଟ ଘୋଷଣା କରିଛି BMC
ସମ୍ବଲପୁର ବୁର୍ଲାସ୍ଥିତ ପାୱାର ଚାନେଲରେ ମାଆ ସହ ଗାଧୋଇବା ବେଳେ ଭାସିଗଲା ୮ବର୍ଷ ବୟସର ନାବାଳକ । ଶିବ ମନ୍ଦିର ଘାଟରେ ଗାଧୋଇବା ସମୟରେ କୌଣସି କାରଣରୁ ପିଲାଟି ଭାସି ଯାଇଥିଲା । ସେଠାରେ ସ୍ରୋତ ପ୍ରଖର ଥିବାରୁ ପିଲାଟି ତଳକୁ ତଳକୁ ଭାସି ଯାଇଥିଲା । ନାବାଳକର...
ଦିନେ ବ୍ରାହ୍ମଣୀ ନଦୀ କୂଳେ କୂଳେ ଉଡ଼ିବୁଲୁଥିଲେ କାଜ ଚକୁଆ। ଶୀତ ଦିନିଆ କଅଁଳି ଖରା ଟିକିଏ ପୋଇଁ ହେଉଥିଲେ। ପାଣିରେ ପହଁରୁଥିଲେ। ଖାଦ୍ୟ ଖୋଜି ଖୋଜି ଖାଉଥିଲେ। ସେମାନେ ଆମ ଅତିଥି ସାଜୁଥିଲେ। ଏଇ କାଜ ଚକୁଆଙ୍କୁ ଦେଖିଲେ ଲାଗନ୍ତି ସତେକି ଶୀତ ଋତୁର ପ୍ରେମ ପକ୍ଷୀ...
ଆଜି ଜମିଲା ରବିବାର। ମାଛ ଓ ଅଣ୍ଡାକୁ ମିଶାଇ ତିଆରି ହେବ ଏହି ଆଇଟମ୍। ଯାହାକୁ ଆପଣ ଖାଇବେ ଓ ଖୁଆଇବାକୁ ମନ ବଳାଇବେ.
ଏବେ ବେଳ କାଳ ଠିକ୍ ନାହିଁ। ହେଲେ ସୁର ଭାଇଙ୍କ ମୁହଁରେ ଏ କି କଥା। କହୁଛନ୍ତି, ରେଡି ତ... ମାଡି ଚାଲ... ସବୁ ଖୋଲି ଦିଅ... ବିୟୁଟି ଫୁଲ୍...
ଦେଶରେ କରୋନା ସଂକ୍ରମଣ ସ୍ଥିତି ବେହାଲ..ଗତ ୨୪ ଘଣ୍ଟାରେ ଦେଢ଼ ଲକ୍ଷ ଟପିଲା ସଂକ୍ରମଣ ସଂଖ୍ୟା.
ଦୁର୍ଗା ମାଧବ ମହଲା ନାମକ ଜଣେ ଯୁବକ ଭୁବନେଶ୍ୱର କଂଗ୍ରେସ ଭବନ ସାମ୍ନାରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି.. ବର୍ତ୍ତମାନ ସେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାରତ.
ଦେଶରେ କୋଭିଡ୍ ସଂକ୍ରମଣ ସ୍ଥିତି ଅଣାୟତ୍ତ..ରାଜଧାନୀ ଦିଲ୍ଲୀରେ ୨୦ ହଜାର ପାର୍ ଦୈନିକ ସଂକ୍ରମଣ..ମୁମ୍ବାଇରେ ବି ୨୦ ହଜାର ୩୧୮ ନୂଆ ଆକ୍ରାନ୍ତ ଚିନ୍ତା ବଢ଼ାଇଛି.
ବିଳମ୍ବିତ ରାତିରେ କୂଅ ଭିତରେ ଏକ ହାତୀ ଶାବକଟି ଖସି ପଡ଼ିଥିବା ବେଳେ କୂଆ ଚାରିପଟେ ହାତୀପଲ ଠିଆ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି
ଶ୍ରୀମନ୍ଦିରରେ ଆଜିଠୁ ଜଗାଦର୍ଶନ ବନ୍ଦ ରହିଛି । ସାଧାରଣ ଭକ୍ତଙ୍କ ପାଇଁଶ୍ରୀମନ୍ଦିର ପ୍ରବେଶ ମନା । ବଢ଼ି ଚାଲିଥିବା କରୋନା ସଂକ୍ରମଣ ସ୍ଥିତିକୁ ଦେଖି ଶ୍ରୀମନ୍ଦିରକୁ ସାଧାରଣ ଭକ୍ତଙ୍କ ପ୍ରବେଶ ଉପରେ ଲାଗିଛି କଟକଣା । ଆଜି ରରିବାରରେ ସାନିଟାଇଜେସନ୍ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଥିବା ବେଳେ...
ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ୪ ହଜାର ପାର୍ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୪,୭୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨,୭୫୫ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୧,୯୫୯ ରହିଛି।