• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Paddy Procurement (Bar) With No Buyers At Mandis, Sonepur Farmers Worried
ମଣ୍ଡିରୁ ଉଠୁନି ଧାନ ।

ସେପଟେ ମାଡ଼ି ଆସିଲାଣି ବର୍ଷା । ଧାନ ବିକ୍ରି କରିବା ପାଇଁ ଚାଷୀ ଟୋକନ ପାଇଛିି । ମାତ୍ର ଧାନ ବିକ୍ରି ହୋଇନପାରିବା ଯୋଗୁଁ ୧୦ ଦିନ ହେଲାଣି ଖୋଲା ଆକାଶ ତଳେ ପଡ଼ି ରହିଛି । ଏଭଳି ଅଚଳାବସ୍ଥା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ବିନିକା ଶଙ୍କରା ମଣ୍ଡିରେ...

Taste Of Odisha | Looking For A Fantastic Dish, Try ‘Macha Munda Anda Kasa’
Taste Of Odisha | Looking For A Fantastic Dish, Try ‘Macha Munda Anda Kasa’

Taste Of Odisha | Looking For A Fantastic Dish, Try ‘Macha Munda Anda Kasa’ OdishaTV is Odisha\'s no 1 News Channel. OTV being the first private satellite

News Fuse | Sura Routray Extends New Year Wishes To OPCC Prez Niranjan Patnaik
News Fuse | Sura Routray Extends New Year Wishes To OPCC Prez Niranjan Patnaik

News Fuse | Sura Routray Extends New Year Wishes To OPCC Prez Niranjan Patnaik OdishaTV is Odisha\'s no 1 News Channel. OTV being the first private satellite

Bhagyarekha | Know Your Horoscope For Today 09 January 2022 | OTV
ରବିବାର ଆପଣଙ୍କ କେମିତି କଟିବ?

ଦିନ ଆରମ୍ଭ କରନ୍ତୁ ନିଜର ରାଶିଫଳ ସହ.. ଜାଣନ୍ତୁ କଣ କହୁଛି ଆପଣଙ୍କ ରାଶିଚକ୍ର.. କେମିତି କଟିବ ଆଜିର ଦିନ.. ମେଷ ରାଶିଠାରୁ ମୀନ ରାଶି ପର୍ଯ୍ୟନ୍ତ ରାଶିଫଳ ଜାଣନ୍ତୁ ଭାଗ୍ୟରେଖାରେ..

breaking news
ସଂକ୍ଷେପରେ ଆଜିର ତାଜା ଖବର - Sunday, 09 January 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

the helicopter is going to landing while the child was playing in paralakhemundi
ଗଜପତି ଷ୍ଟାଡିୟମରେ କାହିଁକି ଲ୍ୟାଣ୍ତିଂ କରିବାକୁ ଆସିଥିଲା ଅଜଣା ହେଲିକପ୍ଟର ?

ପାରଳାଖେମୁଣ୍ଡିର ଗଜପତି ଷ୍ଟାଡିୟମରେ ଅଜଣା ହେଲିକପ୍ଟର ଆତଙ୍କ। ଅଚାନକ ଲ୍ୟାଣ୍ତିଂ କରିବାକୁ ଆସି ପୁଣି ହେଲିକପ୍ଟରଟି ଉଡାଣ କରିଛି। ଯାହାକୁ ଦେଖି ପଡିଆରେ ଖେଳୁଥିବା ପିଲାମାନେ ଦୌଡ଼ି ଦୌଡ଼ି କରିଥିଲେ। ଏବେ ସେହି ଅଜଣା ହେଲିକପ୍ଟରକୁ ନେଇ ଅଂଚଳରେ ଆତଙ୍କ ଖେଳିଯାଇଛି। ତେବେ ଏ ନେଇ ଗଜପତି ଜିଲ୍ଲା...

No roadshows, padayatras, cycle or bike rallies and processions shall be allowed till 15th January
୫ ରାଜ୍ୟର ବିଧାନସଭା ନିର୍ବାଚନରେ ଏଥର ଲାଗିଛି କଡ଼ା କଟକଣା

ନିର୍ବାଚନୀ ରୋଡ ସୋ ବାତିଲ , କରୋନାକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ । ୫ ରାଜ୍ୟର ବିଧାନସଭା ନିର୍ବାଚନରେ ଏଥର ଲାଗିଛି କଡ଼ା କଟକଣା । ନିର୍ବାଚନୀ ରୋଡ ସୋକୁ ବାତିଲ କରିଛନ୍ତି ନିର୍ବାଚନ କମିଶନର । କରୋନାକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ ନିଆଯାଇଛି ।...

VK Bhawra appointed new Punjab director general of police
ବଦଳିଲେ ପଞ୍ଜାବ ଡିଜିପି

ବୀରେଶ କୁମାର ଭାୱରାଙ୍କୁ ପଞ୍ଜାବର ନୂଆ ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। UPSC ତରଫରୁ ସୁପାରିସ କରାଯାଇଥିବା ୩ ବରିଷ୍ଠ IPSଙ୍କ ମଧ୍ୟରୁ ଭାୱରାଙ୍କୁ ନିଯୁକ୍ତି ଦେଇଛନ୍ତି ପଞ୍ଜାବ ସରକାର। ୧୯୮୭ ବ୍ୟାଚର ଅଫିସର ହେଉଛନ୍ତି ଭାୱରା ।

puri district administration imposes restrictions for cremation at swargadwara
ପୁରୀ ସ୍ୱର୍ଗଦ୍ୱାରରେ ଲାଗିଲା କଟକଣା

ପୁରୀ ସ୍ୱର୍ଗଦ୍ୱାରରେ ଲାଗିଲା କଟକଣା। କେବଳ ପୁରୀ ଜିଲ୍ଲାର ଅଧିବାସୀ ହିଁ ଏବେ ସ୍ୱର୍ଗଦ୍ୱାରରେ ଶବଦାହ କରିପାରିବେ।

Odisha Minister Pratap Jena Uses ‘Unparliamentary Language’ In Viral Video, Condemns Congress
ଏମିତିକା ନେତାଙ୍କୁ ବିଡେଜି ରଖିଛି କେମିତି ?

ସର୍ବସାଧାରଣରେ ମନ୍ତ୍ରୀ ପ୍ରତାପ ଜେନା ଅଶ୍ଳୀଳ ଭାଷା କହିବା ପରେ ବି ବିଜେଡିର କେହି ଏହାକୁ ବିରୋଧ କଲେ ନାହିଁ। ଏଣେ ପ୍ରବଳ ବର୍ଷିଲେ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ

Election Commission announces seven-phase polls in 5 states from Feb 10, counting of votes on March 10
ଘୋଷଣା ହେଲା ୫ ରାଜ୍ୟର ନିର୍ବାଚନ ତାରିଖ

ଭାରତର ନିର୍ବାଚନ କମିସନ୍‌ ସୁଶୀଲ ଚନ୍ଦ୍ରା ନିର୍ବାଚନ ତାରିଖ ଘୋଷଣା କଲେ। ଗୋଆ, ପଞ୍ଜାବ, ମଣିପୁର, ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ଦେଶର କୋଭିଡ୍-୧୯ ପରିସ୍ଥିତି ସଂକ୍ରାନ୍ତରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ସହ ଗୁରୁବାର ଦିନ ସମୀକ୍ଷା...

Odisha\'s Omicron Tally Rises To 75 With 14 More COVID19 Cases
ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୪ଜଣ ନୂଆ ଓମିକ୍ରନ ଆକ୍ରାନ୍ତ। ଦେଖନ୍ତୁ ବ୍ରେକିଂ ନ୍ୟୁଜ୍

ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୪ଜଣ ନୂଆ ଓମିକ୍ରନ ଆକ୍ରାନ୍ତ। ଦେଖନ୍ତୁ ବ୍ରେକିଂ ନ୍ୟୁଜ୍

As Covid Cases Rise, Footfall At Bhubaneswar Airport Decline
ଖାଁ ଖାଁ ଏବେ ବିମାନ ବନ୍ଦର

କରୋନା ଯୋଗୁ ଭୁବନେଶ୍ୱର ବିମାନ ବନ୍ଦରରେ କମିଗଲାଣି ଯାତ୍ରୀଙ୍କ ଆତଯାତ ସଂଖ୍ୟା । ପ୍ରାୟ ୫୦ ପ୍ରତିଶତ କମିଛି ଯାତ୍ରୀଙ୍କ ଯାତାୟତ । ଗତ ସପ୍ତାହରେ ବିମାନ ବନ୍ଦରକୁ ଦୈନିକ ପ୍ରାୟ ୧୨ ହଜାର ଯାତ୍ରୀ ଯାତାୟାତ କରୁଥିଲେ । ହେଲେ ଏବେ ତାହା ୭ରୁ ୮ହଜାରକୁ ଖସି...

Woman Electrocuted With Snare For Wild Boar in Odisha’s Koraput, 4 Relatives Arrested
‘ପ୍ରେମିକକୁ ଭେଟିବାକୁ ଯାଇ ଶିକାର ହୋଇଗଲେ ପ୍ରେମିକା’

ପ୍ରେମିକା ଆସିଥିଲେ ପ୍ରେମିକଙ୍କୁ ଭେଟି। ଜଙ୍ଗଲ ଭିତରେ ବାରା ଶିକାର ପାଇଁ ଶିକାରୀ ବିଛାଇଥିଲେ ବିଦ୍ୟୁତ୍ ତାର। ହେଲେ ଦୁର୍ଭାଗ୍ୟ ପ୍ରେମିକାର ଚାଲିଗଲା ଜୀବନ

Rest Of World Coronavirus Omicron Variant Outbreak South Africa Lifts Night Curfew
ଶିଖର ଛୁଇଁବା ପରେ କମିଲା କରୋନା; ହଟିଲା ନାଇଟ୍‌ କର୍ଫ୍ୟୁ

କେବଳ କରୋନା ମହାମାରୀ ନୁହେଁ ବରଂ ଏହାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍‌ ମଧ୍ୟ ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଯାହାକୁ ନେଇ ଏବେ ବିଭିନ୍ନ ସ୍ଥାନରେ କଟକଣା ଜାରି କରାଯାଇଛି । ଏହାରି ମଧ୍ୟରେ କରୋନାକୁ ନେଇ ଏକ ଆଶ୍ୱସ୍ତିକର ଖବର ଶୁଣିବାକୁ ମିଳିଛି ।...

Traffic DCP
ଅମାନିଆ ସାବଧାନ୍ ! ନିୟମ ଭାଙ୍ଗିଲେ ଭୋଗିବ

ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଟ୍ରାଫିକ ପୋଷ୍ଟରେ ଖୋଦ୍ ଟ୍ରାଫିକ ଡିସିପି ଏସ୍. ସୁଶ୍ରୀ । ବ୍ୟସ୍ତ ବହୁଳ ଟ୍ରାଫିକ୍‌କୁ କେମିତି କଣ୍ଟ୍ରୋଲ କରିବେ କେମିତି ଟ୍ରାଫିକ ସମସ୍ୟା ସୁଧୁରିବ, ଏନେଇ ବ୍ରୁପ୍ରିଣ୍ଟ ତିଆରି ହେଉଛି ବୋଲି କହିଛନ୍ତି ଟ୍ରାଫିକ ଡିସିପି ସୁଶ୍ରୀ ।

Remembering Legendary Odia Poet Utkala Ghanta Jadumani Mahapatra
ସେ ନୟାଗଡ଼ ରାଜାଙ୍କର ଥିଲେ ଖାସ୍‌ ଲୋକ...

ସେ ଥିଲେ ଶାଣିତ ବ୍ୟଙ୍ଗ ଓ ସମାଲୋଚନା ପିତାମହ। ପୈତୃକ ଗାଁ ଇଟାମାଟିକୁ ଛୁଟେ ଅନେକ ଲୋକଙ୍କ ଭିଡ଼...ଆଜି ବି ତାଙ୍କୁ ନେଇ ସାରା ରାଜ୍ୟରେ ବେଶ୍‌ ଚର୍ଚ୍ଚା ହୁଏ...ଦେଖନ୍ତୁ ଏହି ସ୍ୱତନ୍ତ୍ର ଭିଡ଼ିଓ

Legacy Of Legendary Poet Jadumani Mahapatra In Neglect, Say Experts
ସେ ଥିଲେ ଓଡ଼ିଆ ସାହିତ୍ୟର ମହାକବି...ଭାବନା ରାଇଜରେ ଲେଖାରେ ଦେଉଥିଲେ ଛୁଙ୍କ

ନାହିଁ ବାରୁଦ ନାହିଁ ବେଲା ସଜ ବଡ଼ ଉତ୍କତ ସେ ତୋପ ଆବାଜ...ଜାମୁ କି ଅନଳ ଦେଖିଲା ନାହିଁ , ଚମକି ଉଠିଲା ଘୁମୁକି ମୁହିଁ...ଏ ପଦର ଉତ୍ତର କଣ ଦେଇଥିଲେ ଯଦୁମଣୀ?

Odisha TV Crosses 7 Million Subscribers In YouTube
ଓଟିଭି ୟୁଟ୍ୟୁବକୁ ୭ ମିଲିୟନ ସବସ୍କ୍ରାଇବରରେ ପହଞ୍ଚାଇଛନ୍ତି ଆପଣ

ଓଟିଭିକୁ ଆପଣ କରିଛନ୍ତି ଏକ ନମ୍ବର। ଟିଭି ହେଉ କି ଡିଜିଟାଲ୍ ପ୍ଲାଟଫର୍ମ, ଆପଣ ଦେଇଛନ୍ତି ଅଜସ୍ର ଭଲ ପାଇବା ଏବଂ କରିଛନ୍ତି ଅତୁଟ ବିଶ୍ୱାସ। ଏହି ଧାରାରେ ଆଜି ଓଟିଭି ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣ ୭୦ ଲକ୍ଷ ସବସ୍କ୍ରାଇବରରେ ପହଞ୍ଚାଇଛନ୍ତି।

Kendrapara | 6-Year-Old Boy Injured In Road Mishap Battles Of Life, Family Seeks Help For Treatment
Kendrapara | 6-Year-Old Boy Injured In Road Mishap Battles Of Life, Family Seeks Help For Treatment

Kendrapara | 6-Year-Old Boy Injured In Road Mishap Battles Of Life, Family Seeks Help For Treatment OdishaTV is Odisha\'s no 1 News Channel. OTV being