• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

Odisha-assembly
ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନରେ କେମିତି ଚାଲିବ ଗୃହ କାର୍ଯ୍ୟ ? ଏନେଇ ସର୍ବଦଳୀୟ ବୈଠକ ଡାକି ସମସ୍ତଙ୍କୁ ସୂଚନା ଦେବା ସହ ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି ବାଚସ୍ପତି । ଆସନ୍ତା ୨୯ ତାରିଖ ଦିନ ୧୧ଟାରେ ଆରମ୍ଭ ହେବେ ଅଧିବେଶନ । ପ୍ରଥମ ଦିନ ପ୍ରଥମାର୍ଦ୍ଧରେ...

sushant
ସୁଶାନ୍ତ ସିଂ ମୃତ୍ୟୁ ମାମଲା; ’ମୁଖ୍ୟ ଅଭିଯୁକ୍ତଙ୍କୁ ଛାଡ଼ି ତଦନ୍ତ ଡ୍ରଗ୍ସ ଆଡ଼କୁ ମୁହାଁଉଛି କାହିଁକି ?’

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାକୁ ନେଇ ପ୍ରତିଦିନ ଯେତିକି ନୂଆ ତଥ୍ୟ ସାମ୍ନାକୁ ଆସୁଛି, ଘଟଣା ସେତିକି ରହସ୍ୟମୟ  ହୋଇ ଯାଉଛି।   ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ମାମଲାରେ ତଦନ୍ତ କରୁଥିବା ଏମ୍ସ ଫରେନ୍ସିକ ଟିମ୍ ବି ଦ୍ୱନ୍ଦ୍ୱରେ। ସୁଶାନ୍ତଙ୍କ ମୃତ୍ୟୁ ପଛର ଅସଲ କାରଣ କଣ...

123-drug
ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ମୁମ୍ବାଇ: ବଲିଉଡର ଡ୍ରଗ୍ସ ଲିଙ୍କ୍ ମାମଲା ତଦନ୍ତକୁ ଜୋରଦାର କଲା ନାର୍କୋଟିକ୍ସ କଣ୍ଟ୍ରୋଲ  ବ୍ୟୁରୋ । ବଲିଉଡ୍ ଅଭିନେତ୍ରୀଙ୍କୁ ଜେରା ଅଭିଯାନରେ ଆଜି ଗୁରୁତ୍ୱପୂର୍ଣ୍ଣ ଦିନ। ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସମେତ ଆଜି ଏନ୍‌ସିବିରେ ହାଜର ହୋଇପାରନ୍ତି , ଶ୍ରଦ୍ଧା କପୁର, ସାରା ଅଲ୍ଲି ଖାନ୍। ମୁମ୍ବାଇ ଅଫିସରେ...

deepika
ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ମୁମ୍ବାଇ:ବଲିଉଡର ଡ୍ରଗ୍ସ ଲିଙ୍କ୍ ମାମଲା ତଦନ୍ତକୁ ଜୋରଦାର କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ  ବ୍ୟୁରୋ । ବଲିଉଡ୍ ଅଭିନେତ୍ରୀଙ୍କୁ ଜେରା ଅଭିଯାନର ଆଜି ଗୁରୁତ୍ୱପୂର୍ଣ୍ଣ ଦିନ। ଜେରା ପାଇଁ ଆଜି ଏନ୍‌ସିବିରେ ହାଜର ହୋଇଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ୍। ଏହା ବ୍ୟତୀତ ଆଜି ଶ୍ରଦ୍ଧା କପୁର, ସାରା ଅଲ୍ଲି ଖାନ୍...

corona
୨୪ ଘଣ୍ଟାରେ ଚିହ୍ନଟ ହେଲେ ୪, ୩୫୬ କରୋନା ଆକ୍ରାନ୍ତ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା‌

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୪, ୩୫୬ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୪, ୩୫୬ ଆକ୍ରାନ୍ତଙ୍କ ମଧ୍ୟରୁ ୨,୫୨୯ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୮୨୭ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି...

corona-1
ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୬ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୮୩ ହୋଇଛି। ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। Regret to inform of the...

duplicate-corona
ଜବତ ହେଲା ବିପୁଳ ନକଲି କରୋନା ଔଷଧ

ବରଗଡ: କରୋନା ସଂକ୍ରମଣ ସାରା ବିଶ୍ୱରେ ଚିନ୍ତା ବଢାଇ ଥିବାବେଳେ ଔଷଧ ବା ଭାକ୍ସିନକୁ ଲୋକେ ଚାହିଁ ବସିଛନ୍ତି। ଏପରିକି କରୋନାରୁ ମୁକ୍ତି ପାଇଁ ଯିଏ ଯାହା ପ୍ରତିକାର ବ୍ୟବସ୍ଥା କହିଲେ ଲୋକ କରିବାକୁ ପଛାଉ ନାହାନ୍ତି। ଲୋକଙ୍କ ଏପରି ମାନସିକତାର ଫାଇଦା ଉଠାଇବାକୁ ବସିଛନ୍ତି କଳା ବେପାରୀ। ...

12121
ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ସୁନ୍ଦରଗଡ: ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରିବା ମହଙ୍ଗା ପଡ଼ିଲା।  ସରକାରୀ ଅଧିକାରୀଙ୍କୁ ମାଡ ମାରିବା ଅଭିଯୋଗରେ ପରିବାର ସହ ଗିରଫ ହୋଇଛନ୍ତି ଘର ମାଲିକ। ଘଟଣା ଘଟିଛି ସୁନ୍ଦରଗଡ଼ ବିଜୟା ଟକିଜ୍ ନିକଟରେ। ବିଜୟା ଟକିଜ୍ ନିକଟରେ ରହୁଥିବା ଇନ୍ଦ୍ରମଣୀ ଖୁଣ୍ଟିଆ ତାଙ୍କ ଘରେ ରହୁଥିବା ଜଣେ ଭଡ଼ାଟିଆଙ୍କୁ...

maldip
ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

ନୂଆଦିଲ୍ଲୀ: ଭାରତର ଘନିଷ୍ଠ ବନ୍ଧୁ ବୋଲି ପୁଣିଥରେ ପ୍ରମାଣିତ କରିଛି ମାଲଦୀପ । ଚଳିତବର୍ଷ ପ୍ରାରମ୍ଭରେ ମାଲଦୀପ ଆଇଆଇସିରେ ଭାରତର ସାଥ ଦେବା ପରେ ଏବେ ସାର୍କ ବୈଠକରେ ପାକିସ୍ତାନର ଆଉ ଏକ  ଉଦ୍ୟମକୁ ବିଫଳ କରି ଦେଇଛି। ସାର୍କ ବିଦେଶ ମନ୍ତ୍ରୀଙ୍କ ବୈଠକରେ ପାକିସ୍ତାନ ପୁଣିଥରେ ଇସ୍‌ଲାମବାଦରେ...

karan
ସଫେଇ ଦେଲେ କରନ ଜୋହର: ‘କେବେ ଡ୍ରଗ୍ସ ନେଇନାହାନ୍ତି କିମ୍ବା କାହାକୁ ପ୍ରୋତ୍ସାହିତ କରିନାହାନ୍ତି’

ମୁମ୍ବାଇ: ନିର୍ମାତା କରନ୍ ଜୋହରଙ୍କ ପାର୍ଟିର ଭାଇରାଲ୍ ଭିଡିଓକୁ ନେଇ ଜାରି ହେଲା ବିବୃତି । ପାର୍ଟିରେ ଡ୍ରଗ୍ସ ନିଆଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା । ୨୦୧୯ରେ ଏହାକୁ ଖଣ୍ଡନ କରାଯାଇଥିବା ବେଳେ ଏବେ ପୁଣି ଥରେ ମିଛ ଘଟଣାକୁ ସାମ୍ନାକୁ ଅଣାଯାଇଥିବା ପ୍ରେସ ବିବୃତି ଜରିଆରେ କହିଛନ୍ତି...

1233
ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲା ଭାରତ: କହିଲା- ‘ନିର୍ଲଜ ଦେଶ ହିଁ ଏଭଳି ମତ ରଖିପାରେ’

ନୂଆଦିଲ୍ଲୀ: ଜାତିସଂଘରେ ପାକିସ୍ତାନ ଆଭିମୂଖ୍ୟକୁ ଭାରତ ତୀବ୍ର ଭର୍ତ୍ସନା କରିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ବିରୋଧରେ ମିଛ, କପୋଳକଳ୍ପିତ ଓ ଦ୍ୱେଷ ଉଦ୍ରେକକାରୀ ତଥ୍ୟ ରଖିଛନ୍ତି ବୋଲି ଭାରତ କହିବା ସହ ଏଥିରୁ ନିବୃତ ରହିବାକୁ କହିଛି । ତେବେ...

amir khan
୧୫ ବର୍ଷ ପରେ ୨ୟ ପତ୍ନୀଙ୍କୁ ଛାଡ଼ପତ୍ର ଦେଲେ ଅମୀର ଖାନ

ମୁମ୍ବାଇ: ବଲିଉଡ ଆକ୍ଟର  ଅମିର ଖାନ୍‌ଙ୍କ ବୈବାହିକ ଜୀବନରା ପୁଣି ଫାଟ। ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କୁ ତଲାକ ଦେଇଛନ୍ତି ଅମୀର ଖାନ୍‌। ବିବାହର ୧୫ ବର୍ଷ ପରେ ଦୁହିଁଙ୍କର ବିବାହ ବିଚ୍ଛେଦ ଘଟିଛି। ଉଭୟ ଅମୀର-କିରଣ ଏକ ବୟାନରେ ତାଙ୍କ…

covaxin
ଗୁରୁତର ରୋଗୀଙ୍କ ଠାରେ କୋଭାକ୍ସିନ୍ ଟିକା ୯୩% ଫଳପ୍ରଦ

ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ପକ୍ଷରୁ ପ୍ରସ୍ତୁତ କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲର ଚୂଡାନ୍ତ ବିଶ୍ଲେଷଣ ଡାଟା ଜାରି କରାଯାଇଛି। ଏହି ତଥ୍ୟରୁ ଜଣାଯାଇଛି,  ଗୁରୁତର କୋଭିଡ୍ ରୋଗୀଙ୍କ ଠାରେ କୋଭାକ୍ସିନ୍ ଟିକା ୯୩ଦଶମିକ ୪ ପ୍ରତିଶତ ଫଳପ୍ରଦ ହେଉଛି…

111111
କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

ନୂଅଦିଲ୍ଲି:  ଦେଶବ୍ୟାପି କୃଷି ବିଲ୍‌ (Agricultural Bill)କୁ ବିରୋଧ ଜାରି ରହିଛି।   ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦସ୍ତଖତ ଦେଇ ଏହାକୁ ଆଇନରେ ପରିଣତ କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି। ହେଲେ ବିରୋଧୀ ଦଳ ଏବେ ବି ଏହି ବିଲ୍‌ ପ୍ରତ୍ୟାହାର ଦାବିରେ ଅଡି ବସିଛନ୍ତି। କୃଷି ବିଲ୍‌କୁ ନେଇ...

ratan
ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

ନୂଆଦିଲ୍ଲୀ: ଦେଶର ବଡ ବ୍ୟବସାୟୀ ତଥା ଟାଟା ଗ୍ରୁପ୍‌ର ପୂର୍ବତନ ଚେୟାରମ୍ୟାନ ରତନ୍‌ ଟାଟାଙ୍କ ଜୀବନକୁ ନେଇ ଅନେକ ରୋଚକ ଅନୁଭୂତି ରହିଛି। ଏହି ଅନୁଭୂତିକୁ ସେ ନିଜେ ସମସ୍ତଙ୍କୁ ଜଣାଇଥାନ୍ତି। ଏମିତି ଏକ ରୋମାଞ୍ଚକର ଘଟଣା ତାଙ୍କ ଜୀବନରେ ଘଟିଥିଲା ଯାହା ସେ ଏକ ଚାନେଲ ମାଧ୍ୟମରେ...

lata
କାହିଁକି ଭଉଣୀ ଆଶାଙ୍କ ସହ ସମ୍ପର୍କ କାଟି ଦେଇଥିଲେ ଲତା ମଙ୍ଗେସକର ?

ମୁମ୍ବାଇ: ୭ ଦଶନ୍ଧି ଧରି ସଙ୍ଗୀତ ଦୁନିଆରେ ତାଙ୍କର ରାଜୁତି। ରାଶି ରାଶି ଗୀତର ଉପହାର ଦେଇଛନ୍ତି ସେ। ସେ କୋକିଳ କଣ୍ଠୀ, ସ୍ୱର ସାମ୍ରାଜ୍ଞୀ, ମେଲୋ଼ଡି କୁଇନ୍, ଭଏସ୍ ଅଫ୍ ଇଣ୍ଡିଆ। ସେ ଲତା ମଙ୍ଗେସକର । ୨୦ଟି ଭାଷାରେ ୨୫ ହଜାରରୁ ଅଧିକ ଗୀତ ଗାଇଛନ୍ତି...

dog
ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ରାଜନନ୍ଦଗାଓଁ: ଇଣ୍ଡୋ-ତିବ୍ବତିଆନ ସୀମାରେ ଆଜି ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଯବାନ। ଏକ ସ୍ୱତନ୍ତ୍ର ତାଲିମପ୍ରାପ୍ତ କୁକୁର ପାଇଁ ବର୍ତ୍ତି ଯାଇଛି ଇଣ୍ଡୋ-ତିବ୍ବତିଆନ ବର୍ଡର ପୋଲିସ (ITBP)ଙ୍କ ଜୀବନ। ଘଟଣା ଘଟିଛି ଛତିଶଗଡ଼ ରାଜନନ୍ଦଗାଓଁ ଜିଲ୍ଲାରେ। ଆତଙ୍କବାଦୀମାନେ ଲଗାଇଥିବା ବିସ୍ଫୋରକକୁ ଏହି ତାଲିମପ୍ରାପ୍ତ କୁକୁର ଠାବ କରିପାରିଛି...

police-
ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

ଭୋପାଳ: ଅପରାଧୀଙ୍କୁ ଜଗିଥିବା ପୋଲିସ ଫସିଛନ୍ତି ଅପରାଧ ଜାଲରେ।  ସ୍ତ୍ରୀଙ୍କୁ ମାଡ଼ ବେଶ ମହଙ୍ଗା ପଡ଼ିଛି ତାଙ୍କ ପାଇଁ। ପତ୍ନୀଙ୍କୁ ମାଡ ମାରିବା ଅପରାଧୀରେ ମଧ୍ୟପ୍ରଦେଶର ଆଡ଼ିସନାଲ ପୋଲିସ ଡିଜି ପୁରୁଷୋତ୍ତମ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ରାଜ୍ୟ ଗୃହ ବିଭାଗ । ତାଙ୍କୁ ବିଭାଗରୁ ଦାୟିତ୍ୱ ମୁକ୍ତ...

covid
କମୁଛି ଦ୍ୱିତୀୟ ଲହରର ପ୍ରଭାବ; ଆଜି ଆଖି ବୁଜିଲେ ୭୩୮

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ୨ୟ ଲହର ପ୍ରଭାବ ଧୀରେ ଧୀରେ କମିବାରେ ଲାଗିଛି।   ଦେଶରେ ଖସୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୪୪ ହଜାର ୧୧୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଦିନକରେ ୭୩୮ ଆକ୍ରାନ୍ତଙ୍କ ମୃତ୍ୟୁ…

kangna
ବମ୍ବେ ହାଇକୋର୍ଟରେ ପକ୍ଷ ରଖିଲେ କଙ୍ଗନା

ମୁମ୍ବାଇ: କାର୍ଯ୍ୟାଳୟ ଭାଙ୍ଗିବା ମାମଲାରେ ବମ୍ବେ ହାଇକୋର୍ଟରେ ପକ୍ଷ ରଖିଲେ କଙ୍ଗନା ରାଣାୱତ। ବମ୍ବେ ମହାନଗର ନିଗମ ବିରୋଧରେ ୨ କୋଟି ଟଙ୍କାର କ୍ଷତିପୂରଣ ପାଇଁ କୋର୍ଟରେ ପକ୍ଷ ରଖିଛନ୍ତି କଙ୍ଗନାଙ୍କ ଆଇନଜୀବୀ । ବେଆଇନ ଭାବେ କଙ୍ଗନାଙ୍କ ମଣିକର୍ଣ୍ଣିକା ଅଫିସ୍ କୋଠାକୁ ବିଏମ୍‌ସି ଭାଙ୍ଗିଥିବା ଅଭିଯୋଗ କୋର୍ଟରେ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।