ଥିରୁଅନନ୍ତପୁରମ୍: କେରଳ କୋଝିିକୋଡ଼ ବିମାନ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି AAIB, DGCA ଓ ବିମାନ ନିରାପତ୍ତା ଟିମ୍ । ଏହା ସହ ଘଟଣାସ୍ଥଳରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି.ମୁରଲୀଧରନ ମଧ୍ୟ ପହଞ୍ଚିଛନ୍ତି । ଦୁର୍ଘଟଣାରେ ଆହତ ୧୨୭ ଜଣଙ୍କ ମେଡିକାଲରେ ବର୍ତ୍ତମାନ ଚିକିତ୍ସା ଚାଲିଛି ।...
ଭୁବନେଶ୍ୱର: କରୋନା ସମ୍ପର୍କିତ ବିଭ୍ରାନ୍ତିକର ଖବର ପ୍ରସାରଣର ମିଥ୍ୟା ଅଭିଯୋଗ ଆଣି ଓଟିଭି ପରି ଏକ ଦାୟିତ୍ୱସମ୍ପନ୍ନ ଗଣମାଧ୍ୟମର କଣ୍ଠରୋଧ କରିବା ପାଇଁ ବିଏମସି ଓ କମିଶନରେଟ୍ ପୋଲିସ୍ ଯେଉଁ ପ୍ରୟାସ କରୁଛନ୍ତି ତାହାକୁ ବିଭିନ୍ନ ମହଲରେ ନିନ୍ଦା କରଯାଇଛି। ବିଜେପି ସା. ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି,...
ମୁମ୍ବାଇ: କରୋନାରୁ ସୁସ୍ଥ ହେଲେ ଅଭିଷେକ ବଚ୍ଚନ। ଦୀର୍ଘଦିନ ଧରି କରୋନା ଆକ୍ରାନ୍ତ ହୋଇ ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅଭିଷେକ ବଚ୍ଚନ ସୁସ୍ଥ ହୋଇଛନ୍ତି। ଏ ନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କରୋନାରୁ ସୁସ୍ଥ ହେବା ପରେ ନାନାବତୀ ହସ୍ପିଟାଲର ଡାକ୍ତର ଓ...
ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୨ ହଜାର ୮୦୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧,୫୯୭ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ଅଛି ୧,୨୦୬ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୨୪,୬୯୯କୁ ବୃଦ୍ଧି…
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ରିୟାଙ୍କୁ ପୁଣି ସମନ୍। ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ୍ କରିଛି। ଆଜି ମୁମ୍ବାଇ ଇଡି ଅଫିସ୍ରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ରିୟାଙ୍କ ଭାଇ ସୌଭିକଙ୍କୁ ୧୮ ଘଣ୍ଟାର ମାରାଥନ୍ ଜେରା କରିଥିଲା...
ମୁମ୍ବାଇ:ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁକୁ ଆତ୍ମହତ୍ୟା ବୋଲି ପ୍ରମାଣିତ କରିବା ପାଇଁ ଲାଗି ପଡ଼ିଛି ମୁମ୍ବାଇ ପୋଲିସ । ଏପରିକି ସୁଶାନ୍ତ ମୃତ୍ୟୁର ତଦନ୍ତ ନ ହେବା ପାଇଁ ସବୁ ପ୍ରକାର କଳ ବଳ ଆଉ କୌଶଳ ଖଟାଇ ଚାଲିଛି । ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ...
ଯୋଧପୁର: ରାଜସ୍ଥାନ ଟେଚୁର ଲୋଡ଼ତା ଅଚଲାବତା ଗାଁ ନିକଟସ୍ଥ ଚାଷଜମିରୁ ୧୧ ଜଣଙ୍କର ମୃତଦେହ ମିଳିବା ଘଟଣାର ରହସ୍ୟ ଧୀରେ ଧୀରେ ଖୋଲୁଛି। ଆଜ ତକ୍ ଚ୍ୟାନେଲରୁ ମିଳିଥିବା ତଥ୍ୟ ଅନୁଯାୟୀ, ଜଣେ ମହିଳା ସମସ୍ତଙ୍କୁ ବିଷ ଇଞ୍ଜେକ୍ସନ ଦେଇ ମାରି ଦେଇଥିବା ପ୍ରାଥମିକ ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି।...
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୬୨ ହଜାର ୬୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୦୦୭ ଜଣଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨ ଲକ୍ଷ ୧୫ ହଜାର...
ନୂଆଦିଲ୍ଲୀ: ଚୀନ୍ରୁ ଆସୁଛି ମହାବିନାଶକାରୀ ବିହନ ପ୍ୟାକେଟ୍ ! ଏହାକୁ ବ୍ୟବହାର କଲେ ଅମଳ ତ ହେବନି, ତେବେ ଆଖପାଖ ଅଞ୍ଚଳରେ ରୋଗପୋକ ବୃଦ୍ଧି, ଜମିର ଉର୍ବରତା ନଷ୍ଟ ସହ ପୁରା ଜୈବ ବିବିଧତା ବିପର୍ଯ୍ୟସ୍ତ ହୋଇପ଼ଡିବ। ଆମେରିକା, କାନାଡ଼ା ଓ ଜାପାନ ଭଳି କିଛି ଦେଶରେ ଏଧରଣର...
ଭୁବନେଶ୍ୱର: ୭ ଜଣ ଶିଳ୍ପୀଙ୍କୁ ଧର୍ମପଦ ସମ୍ମାନ ପ୍ରଦାନ କରାଯାଇଛି । ୨୦୦୯ ମସିହା ପାଇଁ ଗୋକୁଳ ବିହାରୀ ପଟ୍ଟନାୟକ, ୨୦୧୦ ପାଇଁ ଅସୀମ ବସୁ, ୨୦୧୧ ପାଇଁ ଦୁର୍ଗାପ୍ରସାଦ ଦାସ, ୨୦୧୨ ପାଇଁ ସୁଦର୍ଶନ ସାହୁଙ୍କୁ ଧର୍ମପଦ ପୁରସ୍କାର ପ୍ରଦାନ କରାଯାଇଛି। ସେଇଭଳି ୨୦୧୩ ମସିହା ପାଇଁ...
ଭୁବନେଶ୍ୱର: ଆଜି ପବିତ୍ର ଜନ୍ମାଷ୍ଟମୀ । ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ ପାଇଁ ଚାରିଆଡେ ଚାଲିଛି ପ୍ରସ୍ତୁତି। ବିଶେଷ କରି ମଥୁରା, ଦିଲ୍ଲୀ, ରାଞ୍ଚି ସହିତ ପୁରା ଉତ୍ତର ଭାରତରେ ଜନ୍ମାଷ୍ଟମୀ ପର୍ବ ବେଶ ଧୁମଧାମର ସହ ପାଳନ କରୁଛନ୍ତି ଶ୍ରଦ୍ଧାଳୁ। ସେହିପରି ଦ୍ୱାରିକାରେ ମଧ୍ୟ ଜନ୍ମାଷ୍ଟମୀ ପାଇଁ ବ୍ୟାପକ...
ମୁମ୍ବାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ଅଭିଯୋଗକୁ ନେଇ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି । ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଗଣମାଧ୍ୟମ ତାଙ୍କୁ ଦୋଷୀ ସଜାଇ ସାରିଲାଣି ବୋଲି ଅଭିଯୋଗ କରିଛନ୍ତି ରିୟା ଚକ୍ରବର୍ତ୍ତୀ । ଏଭଳି ଅଭିଯୋଗ...
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କରୋନା ଟେଷ୍ଟକୁ ଆହୁରି ଜୋରଦାର କରାଯିବ । ବିଏମ୍ସି ପକ୍ଷରୁ କୋଭିଡ୍ ଟେଷ୍ଟ ବ୍ୟବସ୍ଥାକୁ ଅଧିକ ସମ୍ପ୍ରସାରିତ କରାଯିବା ନେଇ ଯୋଜନା ରଖାଯାଇଛି। ଏନେଇ ଆଜିଠୁ ଭୁବନେଶ୍ୱରର ୯ଟି ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ଟେଷ୍ଟ କରିବା ନେଇ ସୂଚନା ଦେଇଛି ବିଏମ୍ସି।...
ଦିଶପୁର: ଜଳୁଛି ଆସାମ ତିନ୍ସୁକିଆର ONGC ପାଇପ୍ଲାଇନ। ତିନ୍ସୁକିଆ ବାଘଜାନ୍ ଅଞ୍ଚଳରେ ଗତକାଲି ହଠାତ୍ ନିଆଁ ଲାଗି ଯାଇଥିଲା। ବୁଲ୍ ଲାଇନ୍ ଅର୍ଥାତ ଯେଉଁଠୁ ପାଇପ୍ ଅନ୍ୟ ଦିଗକୁ ମୋଡ଼ି ଥାଏ ସେହି ଅଞ୍ଚଳରେ କୌଣସି କାରଣରୁ ନିଆ ଲାଗି ଯାଇଥିଲା। ଫଳରେ କିଛି ଘଣ୍ଟା ଧରି ଅଞ୍ଚଳରେ...
ବୁଲନ୍ଦସହର: ସେ ଥିଲେ ଜଣେ ମେଧାବୀ ଛାତ୍ରୀ। ଆଖିରେ ଥିଲା ଅନେକ ସ୍ୱପ୍ନ। ଅନେକ କିଛି କରି ଦେଖାଇବାର ସଙ୍କଳ୍ପ। ହେଲେ କିଛି ବଦ୍ମାସ୍ ପିଲାଙ୍କ ପାଇଁ ସବୁକିଛି ହଜିଗଲା। ସ୍ୱପ୍ନକୁ ସାକାର କରିବା ପୁର୍ବରୁ ସବୁଦିନ ପାଇଁ ବନ୍ଦ ହୋଇଗଲା ସେଇ ଆଖି। ଉତ୍ତରପ୍ରଦେଶ ବୁଲନ୍ଦସହରର ସୁଦୀକ୍ଷା...