• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

sachin
ପାଇଲଟ ନାଟକର ସୁଖଦ ଅବସାନ; ଘରକୁ ବାହୁଡ଼ିବେ ସଚିନ

ଜୟପୁର: ରାଜସ୍ଥାନ ରାଜନୀତିରେ ପାଇଲଟ ନାଟକର ସୁଖଦ ଅବସାନ ହେବାକୁ ଯାଉଛି ! ଦୀର୍ଘ ୩୨ ଦିନର ବିବାଦ, ବିଦ୍ରୋହ ଓ ବିଚ୍ଛେଦ ପରେ ଶେଷରେ କଂଗ୍ରେସ ସହ ମନ ମିଳାଇଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ୍। ସଚିନ୍ ପାଇଲଟ କଂଗ୍ରେସ ଦଳ ସରକାର ଓ ଦଳୀୟ ସ୍ୱାର୍ଥ...

coronavirus 55
ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧, ୩୧୪ କରୋନା ପଜିଟିଭ

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧,୩୪୧ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି।  ୨୯ ଜିଲ୍ଲାରୁ ସର୍ବାଧିକ ୧,୩୪୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ୧୩୪୧ ଆକ୍ରାନ୍ତଙ୍କ ମଧ୍ୟରୁ ୮୧୮ ଜଣ କ୍ୱାରେଣ୍ଟିନ୍‌ରେ...

cinbd
ଓଡ଼ିଶାରେ ୨୪ ଘଣ୍ଟାରେ ଆଖି ବୁଜିଲେ ୧୦ କରୋନା ରୋଗୀ

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୨୯୬ରେ ପହଞ୍ଚିଛି। ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ...

vaxin
ଗୋଟିଏ ଦିନ ପରେ ଲଞ୍ଚ୍‌ ହେବ କରୋନା ଭାକ୍ସିନ୍‌; ପ୍ରଥମେ କିଏ ନେବ ଜାଣନ୍ତି

ନୂଆଦିଲ୍ଲୀ: ଦିନକ ପରେ ଲଞ୍ଚ ହେବ ଦୁନିଆର ପ୍ରଥମ କରୋନା ଭାକ୍ସିନ । ଏହି ଭାକ୍ସିନ ପ୍ରଥମେ ଲଞ୍ଚ କରିବ ଋଷ। ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଗଷ୍ଟ ୧୨ ତାରିଖ ଏହି ଭାକ୍ସିନ ଲଞ୍ଚ କରିବ ବୋଲି ପୂର୍ବରୁ ରେଜିଷ୍ଟ୍ରେସନ କରିଥିଲା। ଯଦି ସବୁକିଛି ଠିକ୍‌ଠାକ୍‌ ରୁହେ ଏବଂ...

murder
କୁଚିଣ୍ଡାରେ ଚାଞ୍ଚଲ୍ୟ; ଦାଦା ଓ ୪ ବର୍ଷର ପୁତୁରାକୁ ହତ୍ୟା

କୁଚିଣ୍ଡା: କୁଚିଣ୍ଡା ଗୋବିନ୍ଦପୁର ଥାନା ତାଳଡିହି ଗାଁରେ ଡବଲ ମର୍ଡର ଘଟିଯାଇଛି। ୪ ବର୍ଷର ଶିଶୁପୁତ୍ର ସହ ଦାଦାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ସ୍ଥାନୀୟ ଅଙ୍ଗନବାଡ଼ି କେନ୍ଦ୍ର ପାଇଖାନା ଟାଙ୍କିରୁ ମୃତଦେହକୁ ଉଦ୍ଧାର କରାଯାଇଛି। ପୋଲିସ ସାନଭାଇକୁ ଅଟକ ରଖି ପଚରାଉଚରା କରୁଛି। ଗତକାଲି ବିଳମ୍ବିତ...

SC
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ; ପୈତୃକ ସମ୍ପତ୍ତି ଉପରେ ଝିଅଙ୍କର ସମ୍ପୂର୍ଣ୍ଣ ଅଧିକାର ରହିଛି

ନୂଆଦିଲ୍ଲୀ:ପୈତୃକ ସମ୍ପତ୍ତି ଉପରେ ଝିଅମାନଙ୍କର ସମାନ ଅଧିକାର ରହିଛି। ଏ ନେଇ ଆଜି ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି।  ହିନ୍ଦୁ ଉତ୍ତରାଧିକାର ଆଇନ୨୦୦୫ ଅନୁସାରେ ପିତାଙ୍କ ମୃତ୍ୟୁ ପରେ ବି ଝିଅମାନଙ୍କର ବାପାଙ୍କ ସମ୍ପତ୍ତି ଉପରେ ଅଧିକାର ରହିବ। ଜଷ୍ଟିସ ଅରୁଣ ମିଶ୍ରଙ୍କ ଖଣ୍ଡପିଠ ଏହି ଗୁରୁତ୍ୱପୂର୍ଣ୍ଣ...

soumya
ସୌମ୍ୟ ପଟ୍ଟନାୟକ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ  କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ନିଜେ ସୌମ୍ୟରଞ୍ଜନ  ଟ୍ୱିଟ୍ କରି ସୂଚନା ଦେଇଛନ୍ତି।  ସୌମ୍ୟରଞ୍ଜନଙ୍କ ନମୂନା ପରୀକ୍ଷା ପାଇଁ ଯାଇଥିଲା। ଆଜି ରିପୋର୍ଟ  ପଜିଟିଭ ଆସିଥିଥିବା ଜଣାପଡିଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ବନ୍ଧୁଙ୍କୁ ଡାକ୍ତରୀ ପରାମର୍ଶ ପାଇଁ ପରାମର୍ଶ ଦେଇଛନ୍ତି...

vigilance
ଗିରଫ ହେଲେ କୋଟିପତି ଡିଏଫ୍ଓ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଚିଲିକା ଡିଏଫ୍ଓ ଆଲୋକ ରଞ୍ଜନ ହୋତା । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ଆଲୋକ ରଞ୍ଜନ ହୋତା। ଗତ କାଲି ୫ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ। ତାଙ୍କର ଭୁବନେଶ୍ୱର ଘର ସମେତ ୫ଟି ସ୍ଥାନରେ...

pranab
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଗୁରୁତର

ନୂଆଦିଲ୍ଲୀ:  ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଛି। ଦିଲ୍ଲୀ ଆର୍ମି ହସ୍ପିଟାଲ୍‌ର ଭେଣ୍ଟିଲେଟରେ ଅଛନ୍ତି ପ୍ରଣବ।  ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ପ୍ରଣବଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି।  ପ୍ରତି ଘଣ୍ଟାରେ ପ୍ରଣବଙ୍କ ସ୍ୱାସ୍ଥ  ରିପୋର୍ଟକୁ ଅନୁଧ୍ୟାନ କରାଯାଇ ଚିକିତ୍ସା କରାଯାଉଛି। ସୂଚନାଥାଉ କି,  ନିୟମିତ...

001
କୁଏତରେ ମାସ୍କ, ସାନିଟାଇଜର ବାଣ୍ଟିଲେ ଭାରତୀୟ ପ୍ରବାସୀ ପରିଷଦ

କୁଏତ: କୁଏତସ୍ଥିତ ଭାରତୀୟ ପ୍ରବାସୀ ପରିଷଦ ପକ୍ଷରୁ କୁଏତର ଵିଭିନ୍ନ କମ୍ପାନୀର କର୍ମଚାରୀଙ୍କୁ କରୋନା ମହାମାରୀ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ମାଗଣାରେ ମାସ୍କ, ଗ୍ଲୋବସ୍, ସାନିଟାଇଜର ବଣ୍ଟନ କରାଯାଇଛି। ଦୀର୍ଘ କିଛି ମାସ ଧରି ଉକ୍ତ ଆସୋସିଏସନ ବିଭିନ୍ନ ସ୍ଥାନରେ କର୍ମଚାରୀଙ୍କୁୁ ସାନିଟାଇଜର ଏବଂ ମାସ୍କ ବଣ୍ଟନ...

putin
ଆସିଲା ପ୍ରଥମ କରୋନା ଭାକ୍ସିନ; ପୁଟିନ ଝିଅ ନେଲେ ଟିକା

ନୂଆଦିଲ୍ଲୀ: ଆସିଲା ବିଶ୍ୱର ପ୍ରଥମ କରୋନା ଭାକ୍ସିନ। ଏହି ପ୍ରଥମ ଭାକ୍ସିନ ଲଞ୍ଚ କରିଛି ଋଷ। ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଗଷ୍ଟ ୧୨ ତାରିଖ ଏହି ଭାକ୍ସିନ ଲଞ୍ଚ କରିବ ବୋଲି ପୂର୍ବରୁ ରେଜିଷ୍ଟ୍ରେସନ କରିଥିଲା। ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଝିଅଙ୍କୁ ଏହି ଟିକା ଦିଆଯାଇଛି। ଏ...

bus
ସୋସିଆଲ ମିଡିଆ ପୋଷ୍ଟକୁ ନେଇ ହିଂସାକାଣ୍ଡ; ୬୦ ପୋଲିସ କର୍ମୀ ଆହତ

ବେଙ୍ଗାଲୁରୁ: ପୂର୍ବ ବେଙ୍ଗାଲୁରୁରେ ମଙ୍ଗଳବାର ରାତିରେ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବ୍ୟାପକ ହିଂସାକାଣ୍ଡ ହୋଇଛି । ଉତ୍ତ୍ୟକ୍ତ ଲୋକମାନେ ଡିଜେ ହାଲି ଓ କେଜି ହାଲି ପୋଲିସ ଷ୍ଟେସନ ଉପରକୁ ଟେକାପଥର ମାଡ କରିଛନ୍ତି । ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଜଣେ ଏସିପିଙ୍କ ସମେତ ୬୦ଜଣ...

Kamala Harris
ଆମେରିକା ଉପରାଷ୍ଟ୍ରପତି ପଦ ପାଇଁ ଲଢିବେ ଭାରତୀୟ ମୂଳ କମ୍‌ଲା ହେରିଶ

ୱାଶିଂଟନ: ଆମେରିକା ନିର୍ବାଚନ-୨୦୨୦ରେ ଆମେରିକାର ଉପରାଷ୍ଟ୍ରପତି ପଦ ପାଇଁ ଲଢ଼ିବେ ଭାରତୀୟ ବଂଶୋଦ୍ଧବ କମଲା ହାରିଶ (Kamala Harris)। ଡେମୋକ୍ରେଟିକ ଦଳରୁ କମଲାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିବା ନେଇ ଗତକାଲି ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ଏବେ କମଲା କାଲିଫର୍ଣ୍ଣିଆରୁ ସିନେଟର ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି। ଆମେରିକା ସିନେଟ୍‌ରେ...

mask
କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରି ବିଦେଶରେ ପିପୁଲସ୍ ଚଏସ୍ ଆୱାର୍ଡ ପାଇଲେ ଓଡ଼ିଆ ଅଫିସର

ଭୁବନେଶ୍ୱର: ବିଦେଶରେ ପୁଣି ଓଡ଼ିଶାର ନାଁ ଉଜ୍ଜ୍ୱଳ କଲେ ଓଡ଼ିଆ।  ମାସ୍କକୁ ନେଇ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରି ଆର୍ଜେଣ୍ଟିନାରେ ଅନୁଷ୍ଠିତ କ୍ୱାରେଣ୍ଟିନ୍ ଇମେଜ ଫିଲ୍ମ ଫେଷ୍ଟିଭାଲ-୨୦୨୦ର ପିପୁଲସ୍ ଚଏସ୍ ଆୱାର୍ଡ ପାଇଛନ୍ତି ଓଡ଼ିଶାର ଜଣେ ପ୍ରଶାସନିକ ଅଧିକାରୀ। ବ୍ରହ୍ମପୁରର ଉପଖଣ୍ଡସ୍ତରୀୟ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଡ. ଶ୍ୱେତ...

rhea-1
ଶେଷରେ ରିୟା ମାନିଲେ, ୟୁରୋପ ଟ୍ରିପ୍‌ ପରେ ସୁଶାନ୍ତଙ୍କ ଅବସ୍ଥା ବିଗିଡ଼ି ଯାଇଥିଲା

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ପରେ ତାଙ୍କର ଡିପ୍ରେସନକୁ ନେଇ ଅନେକ ପ୍ରକାର ଚର୍ଚ୍ଚା ହେଉଛି। ସୁଶାନ୍ତଙ୍କ ସହ କାମ କରିଥିବା ଅଧିକାଂଶ ବ୍ୟକ୍ତି ଗୋଟିଏ କଥା କହିଛନ୍ତି, ୟୁରୋପ ଟ୍ରିପ୍‌ ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବେଶି ଖରାପ ହୋଇଥିଲା। ଏହା ପରଠାରୁ ସେ ଔଷଧ ନେବା...

ayya
୬ଦିନର ଶିଶୁକୁ ଚୁପ୍‌ କରିବା ପାଇଁ ଆୟା ଦେଲେ ଏମିତି ଦଣ୍ଡ, କାନ୍ଦିଲେ ବାପା-ମା’

ବେଜିଂ: ବ୍ୟସ୍ତ ବହୁଳ ଜୀବନରେ ବାପା-ମା’ଙ୍କ ପାଖରେ ସମୟର ଅଭାବ। ବିଶେଷ କରି ଛୋଟ ପିଲାଙ୍କ ଲାଳନପାଳନ ପାଇଁ ସେମାନଙ୍କ ପାଖରେ ସମୟ ନାହିଁ। ଏପରି କ୍ଷେତ୍ରରେ ଅଧିକାଂଶ ବାପା-ମା’ ଘରେ ଆୟା ରଖିଥାନ୍ତି। ତେବେ ଆୟା ଯେ ଛୋଟ ପିଲାମାନଙ୍କୁ କେତେ ସ୍ନେହ, ଆଦର ଦେଇ ପାଳନ୍ତି...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।