ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ୍ଙ୍କ ହତ୍ୟା ମାମଲାର ତଦନ୍ତ ପାଇଁ ମୁମ୍ବାଇରେ ଗୃହବନ୍ଦୀ ଥିବା ପାଟ୍ନା ଏସ୍ପିଙ୍କୁ ଶେଷରେ ବିଏମ୍ସି ଛାଡ଼ି ଦେଇଛି। ଏ ନେଇ ନିଜେ ପାଟ୍ନା ଏସ୍ପି ବିନୟ ତିୱାରୀ ସୂଚନା ଦେଇଛନ୍ତି। ମୁମ୍ବାଇରେ କ୍ୱାରେଣ୍ଟିନରେ ଥିବା ପାଟନା ଏସପି ବିନୟ ତିୱାରୀ କ୍ୱାରେଣ୍ଟିନରୁ ଯାଇପାରିବେ...
ମୁମ୍ବଇ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତ୍ଙ୍କ ମୃତ୍ୟୁ ମାମଲାକୁ ନେଇ ପୁଣି ଏକ ଚମକାଇ ଦେବା ପରି ଖବର ସାମ୍ନାକୁ ଆସିଛି। ଘଟଣାର ତଦନ୍ତ କରିବା ପାଇଁ ସିବିଆଇ ରିଆ ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ବିରୋଧରେ ମାମଲା ଦାଏର କରିଛି। ଦିନକୁ ଦିନ ମାମଲା ଅଡୁଆ...
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ ରିୟାଙ୍କ ପାଇଁ ଦିନକୁ ଦିନ ଅଡୁଆ ବଢୁଛି। ରିୟାଙ୍କ ସମେତ ୭ ଜଣଙ୍କ ନାମରେ ମାମଲା ରୁଜୁ କରିବା ପରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ରେ ହାଜର ହେବା ପୂର୍ବରୁ ଇଡିଙ୍କୁ ସମୟ ମାଗିଥିଲେ ରିୟା। ହେଲେ...
ନୂଆଦିଲ୍ଲୀ: ସୁଶାନ୍ତ ସଂହ ରାଜପୁତ୍ ମାମଲାରେ ଅଡୁଆରେ ଛନ୍ଦି ପଡ଼ିଛନ୍ତି ତାଙ୍କର ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ। ଏବେ ତଦନ୍ତ ଦାୟିତ୍ୱ ବିହାର ପୋଲିସ ହାତରୁ CBI ହାତକୁ ଯାଇଛି। ଏ ନେଇ ବିହାର ପୋଲିସ ସୁପ୍ରିମକୋର୍ଟରେ ତା’ର ରିପୋର୍ଟ ଦାଖଲ କରିଛି। ଏଥିରେ ସୁଶାନ୍ତଙ୍କୁ ନେଇ ଅନେକ କଥା...
ନୂଆଦିଲ୍ଲୀ: କମିବାର ନାଁ ନେଉନି କରୋନା । ଦେଶରେ ଦିନକରେ ୮୮୬ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୧ ହଜାର ୫୮୫କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ୨୪ ଘଣ୍ଟାରେ ୬୨, ୫୩୮ ଜଣ କରୋନା ପଜିଟିଭ...
-ବଲାଙ୍ଗିରର ଦୁଇ ଗର୍ଭବତୀ କରୋନା ଯୋଦ୍ଧା -୭ ମାସର ଗର୍ଭବତୀ ଥାଇ ବି କରୁଛନ୍ତି ରୋଗୀସେବା -ଦୁଇ କରୋନା ଯୋଦ୍ଧା ପ୍ରଗତି ଏବଂ ଜ୍ୟୋତ୍ସ୍ନାମୟୀ ବଲାଙ୍ଗିର: କରୋନା ମହାମାରୀ ସହ ଏବେ ସାରା ବିଶ୍ୱ ଲଢୁଛି । ଆଉ ଏଇ ଲଢେଇର…
ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବଜାରରେ ସୁନାଦର ୨ ହଜାର ଡଲାର ଟପିଛି। ଅର୍ଥାତ୍ ସୁନା ଦର ପ୍ରତି ଆଉନ୍ସ ୨,୦୫୮ରେ ପହଞ୍ଚିଛି। ଏହା ଗତ ୭ ବର୍ଷ ମଧ୍ୟରେ ସର୍ବାଧିକ ବୃଦ୍ଧି। ଜୁଲାଇ ୩୧ରେ ସୁନା ଦର ପ୍ରତି ଆଉନ୍ସ ୧,୯୭୩ରେ ରହିଥିବାବେଳେ ଅଗଷ୍ଟ ମାସରେ ବର୍ତ୍ତମାନ ସୁଦ୍ଧା ସର୍ବୋଚ୍ଚ...
ଫ୍ଲୋରିଡା: ଆମେରିକାର ଫ୍ଲୋରିଡାରେ ୯ ବର୍ଷର ଏକ ଶିଶୁକୁ ନେଇ ବେଶ ଚର୍ଚ୍ଚା। ପହଁରୁଥିବା ସମୟରେ ତାଙ୍କ ବାପାଙ୍କ ବେକର ହାଡ ଭାଙ୍ଗିଗଲା ଯାହାଫଳରେ କୂଳକୁ ଆସିବା ତାଙ୍କ ପକ୍ଷେ ସମ୍ଭବ ନ ଥିଲା। ହେଲେ ପାଖରେ ଥିବା ୯ ବର୍ଷର ପୁଅ ନିଜ ଜୀବନକୁ ବିପଦ ମୁହଁକୁ...
ଭୁବେନଶ୍ୱର: କରୋନାକୁ ନେଇ ସାମ୍ନାକୁ ଆସିଲା ଖୁସି ଖବର। କରୋନା ସ୍ଥିତିକୁ ନେଇ ଏମିତି ଏକ ଉତ୍ସାହଜନକ ସୂଚନା ଦେଇଛନ୍ତି ILS ନିର୍ଦ୍ଦେଶକ। ILS ନିର୍ଦ୍ଦେଶକ ଅଜୟ ପରିଡ଼ା ଓଟିଭିକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ କହିଛନ୍ତି, ସେପ୍ଟେମ୍ବରରେ କ୍ଲିନ୍ ହୋଇପାରେ କରୋନା। ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଅନେକ...
ଭୁବନେଶ୍ୱର: ଚଳିତ ମାସ ଶେଷ ସପ୍ତାହରେ ବସିପାରେ ବିଧାନସଭା ମୌସୁମୀ ଅଧିବେଶନ। ଏ ନେଇ ଆଜି ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା। ସେ କହିଛନ୍ତି, ଦୁଇ ଦିନ ତଳେ ଏନେଇ ବାଚସ୍ପତିଙ୍କ ସହ ଆଲୋଚନା ହୋଇଥିଲା। ଖୁବ୍ ଶୀଘ୍ର ବିଧାନସଭା ଅଧିବେଶନ ଡାକିବେ...
ମୁମ୍ବାଇ: ସିବିଆଇ ପକ୍ଷରୁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ତାଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତୀ, ମା’ ସନ୍ଧ୍ୟା ଚକ୍ରବର୍ତ୍ତୀ ଓ ଭାଇ ଶୌମିକ ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ସୁଶାନ୍ତ ଫିଲ୍ମ ଛାଡି କେରଳରେ କାମ କରିବାକୁ ଚାହୁଁଥିଲେ । ଏଥିପାଇଁ କିନ୍ତୁ ରିୟାଙ୍କ କୌଣସି ସହଯୋଗ...
ଜଙ୍ଗଲ ଭିତରେ ଆତଙ୍କରାଜ ୪୦ ପରିବାରକୁ ପିଟିଲେ, ଘର ଭାଙ୍ଗି ଦେଇଦେଲେ ଜଙ୍ଗଲରେ ମକା ଚାଷକୁ ବିରୋଧ କରି ଗଣ୍ଡଗୋଳ ସାହାଜଖୋଲ ଜଙ୍ଗଲରେ ରହୁଥିବା ୪୦ ପରିବାରକୁ ଆକ୍ରମଣ ଉମରକୋଟ/ଧର୍ମଗଡ: ଗୋଟଏ ପଟେ ଜୀବିକା ଆଉ ଗୋଟିଏ ପଟେ ଜଙ୍ଗଲ ସୁରକ୍ଷା।…
ଭୁବନେଶ୍ୱର: ଓଟିଭିର ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ପ୍ରସାରିତ ଦୁଇଟି ଖବରକୁ ନେଇ ବିଏମ୍ସି ଆପତ୍ତି ଦର୍ଶାଇ ଏକ ପ୍ରେସ୍ ରିଲିଜ୍ ଜାରି କରିଛି। କରୋନା ସମ୍ପର୍କରେ ଓଟିଭି ମିଥ୍ୟା ଓ ବିଭ୍ରାନ୍ତିକର ଖବର ପ୍ରସାର କରୁଥିବା ଏହି ପ୍ରେସ୍ ରିଲିଜରେ ଅଭିଯୋଗ କରି ବିଏମ୍ସି ସୋ-କଜ୍ ନୋଟିସ ଜାରି...
ମୁମ୍ବାଇ: ସୁଶାନ୍ତି ସିଂହ ରାଜପୁତ୍ ମୃତ୍ୟୁ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଗତକାଲି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ୮ ଘଣ୍ଟା ଧରି ଜେରା କରିଥିଲା। ଜେରା ସମୟରେ ରିୟା ସୁଶାନ୍ତଙ୍କ ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କ ବ୍ୟାବସାୟିକ ଇନ୍ଭେଷ୍ଟମେଣ୍ଟରେ ସୁଶାନ୍ତଙ୍କ ଟଙ୍କା ଖର୍ଚ୍ଚ...
ପିଲାବେଳେ ଆଗେ କଇଁଛ-ଠେକୁଆ ଦୌଡ ପ୍ରତିଯୋଗିତାର କାହାଣୀ ଶୁଣଥିଲୁ। ଦୌଡ଼ ପ୍ରତିଯୋଗିତା ଆରମ୍ଭରୁ ଠେକୁଆ ଦ୍ରୁତ ଗତିରେ କିଛି ବାଟ ଯିବା ପରେ ପଛକୁ ଚାହିଁ ଦେଖିଲା କଇଁଛ ଦିଶୁନି। ଭାବିଲା, କଇଁଛ ତ ଅନେକ ଦୂରରେ। ଟିକିଏ ବସି ପଡ଼ିବା। ବସୁ ବସୁ ଆଖି ଲାଗି ଯାଇଥିଲା...
ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି ଦେଶରେ କୋରନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟାରେ ୯୩୩ ଜଣଙ୍କ ଜୀବନ ଯାଇଥିବା ବେଳେ ସଂକ୍ରମଣ ହୋଇଛନ୍ତି ୬୧ ହଜାର ୫୩୭ ଜଣ । ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ତଥ୍ୟ...
ନୂଆଦିଲ୍ଲୀ: ଦେଶର ନୂଆ ସିଏଜି ଭାବେ ଆଜି ଶପଥ ନେଇଛନ୍ତି ଗିରୀଶ ଚନ୍ଦ୍ର ମୁର୍ମୁ । ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂଆ ସିଏଜିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ,...