ଝାରସୁଗୁଡ଼ା: ଗାଡ଼ି ଡିକି ଭାଙ୍ଗି ଟଙ୍କା ଲୁଟ୍ପାଟ୍ କରୁଥିବା ଏକ ଗ୍ୟାଙ୍ଗକୁ ଝାରସୁଗୁଡ଼ା ପୁଲିସ୍ ଗିରଫ କରିଛି। ଲୁଟପାଟ ସମୟର ସମସ୍ତ ଘଟଣା ସିସିଟିଭିରେ କଏଦ୍ ହୋଇଛି ଚୋରି ସମୟର ଭିଡିଓ ଫୁଟେଜ୍। ସୁନ୍ଦରଗଡ଼ ଟାଉନ ଥାନା ସୁନାରୀପଡ଼ା ଛକରେ ଗତ ୨୨ ତାରିଖ ଦିନ ୧୧ଟା ସମୟରେ...
ଭୁବନେଶ୍ୱର: ବରିଷ୍ଠ ନାଗରିକଙ୍କ ସୁରକ୍ଷା ପ୍ରସଙ୍ଗ ନେଇ ଆଜି ବିଧାନସଭାରେ ଉଦ୍ବେଗ ପ୍ରକାଶ ପାଇଛି। ପ୍ରଶ୍ନକାଳରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ। ବିରୋଧୀଙ୍କ ପ୍ରଶ୍ନର ଉତ୍ତରରେ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, ମାଆ ବାପାଙ୍କୁ ଅତ୍ୟାଚାର ନେଇ ରାଜ୍ୟରେ ୨୮୬ଟି...
ରାୟଗଡ଼ା:ଲଗାଣ ବର୍ଷା ଯୋଗୁ ବେହାଲ ହୋଇପଡ଼ିଛି ରାୟଗଡ଼ା । ପ୍ରବଳ ବର୍ଷା ଯୋଗୁ କଲ୍ୟାଣୀ ଓ ନାଗାବଳୀ ନଦୀରେ ଜଳସ୍ତର ବୃଦ୍ଧିପାଉଛି। ପ୍ରଖର ସ୍ରୋତରେ କଲ୍ୟାଣୀ ନଦୀର ପୋଲ ଧୋଇଯାଇଛି। କଲ୍ୟାଣସିଂହପୁରରେ କଲ୍ୟାଣୀ ନଦୀରେ ଥିବା ସ୍ଥାୟୀ ପୋଲ ୨୦୧୭ରେ ଭାଙ୍ଗିଯାଇଥିଲା । ଲୋକେ ଯାତାୟାତ ସୁବିଧା ପାଇଁ ଏକ ଅସ୍ଥାୟୀ...
ସୋନପୁର: ପୋଲିସ ହେପାଜତରୁ ଫେରାର୍ ହୋଇଯାଇଛି ଚୋର। ଚୋରକୁ ଧରି ଫେରିବା ବାଟରେ ପୁଲିସ ବାବୁଙ୍କୁ ଥକ୍କା ଲାଗିଲା। ଚୋରକୁ ଗାଡ଼ିରେ ବସାଇ ଯାଇଥିଲେ ଚା ପିଇବାକୁ। ଚା ପିଇ ସାରିବା ବେଳକୁ ଚୋର ଛୁ…। ଘଟଣା ଘଟିଛି ଦେଓଗାଁ ଥାନା ଅଞ୍ଚଳରେ। ଆଜି ବିଦ୍ୟୁତ ତାର ଚୋରି...
ସୋର (ଶଶିକାନ୍ତ ବେହେରା): କେନାଲରେ ବୁଡ଼ି ୨ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ପରେ ବାଲେଶ୍ୱର ଖଇରା ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ଖଇରା ଥାନା ରଟିଣା ପ୍ରହଲ୍ଲାଦ ନୋଡାଲ ହାଇସ୍କୁଲର ଶିକ୍ଷକଙ୍କୁ ଗାଁ ଲୋକେ ଦୀର୍ଘ ୧୦ ଘଣ୍ଟା ଅଟକ ରଖିବା ପରେ ଛାଡ଼ିଛନ୍ତି । ଏହି ଖବର...
ନବରଙ୍ଗପୁର: ସାବଧାନ ! ସହର ଭିତରେ ବୁଲୁଛନ୍ତି ଭାଲୁ। ଦୁଇ ଦୁଇଟି ଭାଲୁ। ୧୫ ଦିନ ହେଲା ସହରର ବିଭିନ୍ନ କଲୋନୀରେ, ଗଳିକନ୍ଦିରେ ବୁଲୁଛନ୍ତି। ଆମ ନବରଙ୍ଗପୁର ସହର କଥା କହୁଛୁ। ସହରରେ ୧୫ ଦିନ ହେଲାଣି ଭାଲୁ ଆତଙ୍କ ସୃଷ୍ଟି କରିଛି। ସହରର ଜମାଲ କଲୋନୀରେ ୨ଟି...
ବାଲେଶ୍ୱର: ଦୁଇଦିନ ହେଲା ବାଲିଆପାଳରେ ଥମୁନି ଉତ୍ତେଜନା । ନାବାଳକ ବିଜୟ ଦଳାଇର ଅକାଳ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଗାଁ ଲୋକେ । ଗତକାଲି ବିଜୟର ମୃତ ଦେହ ଉଦ୍ଧାର କରିବା ପରେ ତାକୁ ହତ୍ୟା କରାଯାଇଥିବା ଅଭିଯୋଗ କରି ତୁରନ୍ତ ଅଭିଯୁକ୍ତର ଗିରଫ ଦାବି...
ନୂଆଦିଲ୍ଲୀ: ଭାରତୀୟ ପୁରୁଷ କ୍ରିକେଟ୍ ଟିମର ନୂଆ କୋଚ୍ ଚୟନ ପାଇଁ ବିସିସିଆଇର ପ୍ରଶାସନିକ କମିଟି (ସିଓଏ) ନୂଆ କ୍ରିକେଟ୍ ଆଡଭାଇଜରି କମିଟି (ସିଏସି) ଗଠନ କରିଛି। ଏଥିରେ ଭାରତକୁ ୧୯୮୩ରେ ପ୍ରଥମ ବିଶ୍ୱକପ୍ ଟ୍ରଫି ଦେଇଥିବା କ୍ୟାପଟେନ୍ କପିଲ୍ ଦେବ, ଅଂଶୁମାନ୍ ଗାଏକ୍ୱାଡ୍ ଓ ଶାନ୍ତା ରଙ୍ଗାସ୍ୱାମୀ...
ୱାଶିଂଟନ୍: ଆମେରିକାର ଡେମୋକ୍ରାଟିକ୍ ପାର୍ଟିର ୨୦୨୦ ରାଷ୍ଟ୍ରପତି ପ୍ରାର୍ଥୀ ତଥା ଆମେରିକା କଂଗ୍ରେସର ପ୍ରଥମ ହିନ୍ଦୁ ମହିଳା ତୁଲସୀ ଗାବାର୍ଡ ‘ଗୁଗୁଲ୍’ ଉପରେ ୫୦ ମିଲିୟନ ଡଲାରର ମକଦ୍ଦମା ରୁଜୁ କରିଛନ୍ତି। ତାଙ୍କ ୨୦୨୦ ନିର୍ବାଚନ ପ୍ରଚାରରେ ଗୁଗୁଲ୍ ଭେଦଭାବ କରୁଥିବାରୁ ଓ ତାଙ୍କ ବାକ୍ ଅଧିକାର ଉପରେ...
ଅନୁଗୋଳ (ବିରଜା ଦାଶ): ଜଣେ ନାବାଳିକା ଦୁଷ୍କର୍ମକାରୀ ତଥା ହତ୍ୟାକାରୀକୁ ଆଜି ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଅନୁଗୋଳ ‘ପକ୍ସୋ’ କୋର୍ଟ। ବିଚାରପତି ସୁରେଶ ଚନ୍ଦ୍ର ପ୍ରଧାନ ଏହି ମାମଲାର ବିଚାର କରି ଅଭିଯୁକ୍ତ ଅନାମ ଦେହୁରୀକୁ ଏହି ଦଣ୍ଡ ଦେଇଛନ୍ତି। ୩୬ ଜଣ ସାକ୍ଷୀଙ୍କ ବୟାନ ଆଧାରରେ କୋର୍ଟ...
ସମ୍ବଲପୁର: ସମ୍ବଲପୁରରେ ଜୟଶ୍ରୀ ନିଖୋଜ ମାମଲାର ୮ ବର୍ଷ ପରେ ପୁଣି ଥରେ ଆରମ୍ଭ ହୋଇଛି ଖୋଳତାଡ଼। ପୁଲିସ ଅଭିଯୁକ୍ତ ବସନ୍ତ ପଣ୍ଡାଙ୍କୁ ଗିରଫ କରିଛି। ଅଭିଯୁକ୍ତର ବୟାନ ଆଧାରରେ ଖୋଜାଖୋଜି କରିବା ପରେ ଖପୁରୀର କିଛି ଅଂଶକୁ ଜବତ କରାଯାଇଛି। ସାଇଣ୍ଟିଫିକ୍ ଟିମ୍ ଓ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ...
କଟକ: କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଭାଇ ଅନୁପ୍ରାସଙ୍କ ବିରୋଧରେ ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଏଯାଏ ପ୍ରମାଣିତ ହୋଇ ପାରିନାହିଁ । ଏନେଇ କଟକ ଡିସିପି ସୂଚନା ଦେଇଛନ୍ତି । ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି, ଏହି ମାମଲାରେ ମୋଟ୍ ୬ଜଣ ପ୍ରତ୍ୟକ୍ଷଦର୍ଶୀଙ୍କ...
ଭୁବନେଶ୍ୱର: ରାଜ୍ୟ ସଚିବାଳୟରେ ନବନିଯୁକ୍ତ ASOଙ୍କ ପ୍ରଶିକ୍ଷଣ ଶିବିର ଆଜିଠାରୁ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିବା ସହ ମନୋନୀତ ୫୦୦ ଜଣ ASOଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ନବନିଯୁକ୍ତ ଏଏସ୍ଓଙ୍କୁ ଉଦ୍ବୋଧନ ଦେବା ସହ ସେମାନଙ୍କୁ ନିଷ୍ଠାର ଲୋକଙ୍କ ସେବା କରିବାକୁ...
ଭୁବନେଶ୍ୱର:ବିଧାନସଭାର ଶୂନ୍ୟକାଳରେ ଆଜି କଣ୍ଟାବାଞ୍ଜିରେ ନାବାଳିକା ଦୁଷ୍କର୍ମ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା । ଦୁଷ୍କର୍ମ ଉଦ୍ୟମ ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ ବି ପୋଲିସ ମାମଲା ରୁଜୁ କରି ନ ଥିବା ସେ ଅଭିଯୋଗ ଉଠାଇଛନ୍ତି। ସେ କହିଛନ୍ତି, ସରକାର ଏ...
ଚାନ୍ଦବାଲି: ବୀର ସହିଦଙ୍କୁ ଆଜି ସାରାଦେଶ ଝୁରୁଛି। ଯେଉଁ ଦେଶ ପାଇଁ ସେମାନେ ହସି ହସି ଜୀବନ ଦେଇ ଦେଲେ ସେମାନଙ୍କ ପାଇଁ ଆଜି କାନ୍ଦୁଛି ସେଇ ଦେଶର ମାଟି, ପାଣି, ପବନ। ଆମେ କହୁଛୁ କାର୍ଗିଲ୍ ଯୁଦ୍ଧରେ ସହିଦ ଯବାନଙ୍କ କଥା। ଏହି ସହିଦ ଯବାନଙ୍କ ମଧ୍ୟରୁ...
ଭୁବନେଶ୍ୱର: ଦାଦନ ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ହଟ୍ଟଗୋଳ କରିଥିଲେ ବିରୋଧୀ । ରାଜ୍ୟରେ କୁଶଳୀ ଯୁବକଯୁବତୀଙ୍କ ଅଭାବ ନଥିବା ସତ୍ତ୍ୱେ ଦାଦନ ଅବସ୍ଥା ଅତି ଭୟଙ୍କର ବୋଲି କହିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ୩୦ଟି ପୋଷ୍ୟ ପଞ୍ଚାୟତରେ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଟାଟା...
ନୂଆଦିଲ୍ଲୀ: ନବନିର୍ବାଚିତ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିଶ ଜନ୍ସନଙ୍କ କ୍ୟାବିନେଟ୍ରେ ଭାରତୀୟ। ଜଣେ କି ଦୁଇ ଜଣ ନୁହେଁ, ୩ ଜଣ ଭାରତୀୟ ବଂଶୋଦ୍ଭବ ବ୍ରିଟିଶ୍ କ୍ୟାବିନେଟ୍ରେ ସ୍ଥାନ ପାଇଛନ୍ତି। କ୍ୟାବିନେଟ୍ରେ ସ୍ଥାନ ପାଇଥିବା ୩ ଭାରତୀୟ ବଂଶୋଦ୍ଭବଙ୍କ ମଧ୍ୟରେ ଅଛନ୍ତି ପ୍ରୀତି ପଟେଲ। ତାଙ୍କ ପରିବାର ଓ ସମ୍ପର୍କୀୟ ଗୁଜରାଟ...
ନୟାଗଡ଼: ନୟାଗଡ଼ ପୋଲିସ୍ କବ୍ଜାରେ ଗଞ୍ଜେଇ ଚୋରା ଚାଲାଣକାରୀ । ୧୫ କିଲୋ ଗଞ୍ଜେଇ ସହ ୩ ଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି ପୋଲିସ୍ । ନୟାଗଡ଼ ଘଡ଼ୁଆଳ ଛକ ନିକଟରେ କିଛି ଯୁବକ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିଲେ। ସନ୍ଦେହ ହେବାରୁ ପୋଲିସ୍ ଏମାନଙ୍କୁ ଧରି ପଚରାଉଚୁରା...
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଭେଲୋର ଜେଲ୍ରେ ଆଜୀବନ ସଜା କାଟୁଥିବା ନଳିନୀ ଶ୍ରୀହରନ ପାରୋଲରେ ବାହାରିଛନ୍ତି। ତାଙ୍କ ଝିଅର ବାହାଘର ପାଇଁ ସେ ପାରୋଲରେ ବାହାରିଛନ୍ତି। ମାଡ୍ରାସ ହାଇକୋର୍ଟ ଏ ନେଇ ଅନୁମତି ଦେଇଛନ୍ତି। ତେବେ ଏହି ପାରୋଲ ଅବଧି...
ଭୁବନେଶ୍ୱର: ଲଗାତାର କିଛି ଦିନର ତାତି ପରେ ରାଜ୍ୟବାସୀଙ୍କୁ ମିଳିଛି ଆଶ୍ୱସ୍ତି। ଲଘୁଚାପ ଜନିତ ବର୍ଷା ରାଜ୍ୟର ଅଧିକାଂଶ ଅଞ୍ଚଳକୁ ଭିଜାଇ ଦେଇଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଫଳରେ ରାଜ୍ୟର ଉତ୍ତର ଏବଂ ଦକ୍ଷିଣ ଜିଲ୍ଲାରେ ବର୍ଷା ହୋଇଛି। ଏହାର ପ୍ରଭାବରେ...