ପୁରୀ: ଚାରି ଦିନ ଜଳବନ୍ଦୀ ରହିଲେ। ପ୍ରଶାସନକୁ ଗୁହାରି କରି କରି ଶୁଣିଲାନି। ଶେଷରେ ନିଜ ପାଇଁ ନିଜେ ବାହାରିଲେ। ନଦୀ ମୁହାଁଣ ଖୋଳି ଜଳ ନିଷ୍କାସନର ବ୍ୟବସ୍ଥା କଲେ। ଏହି ଘଟଣା ହେଉଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ତଣ୍ଡାହାର ଗାଁର । କେଳୁଣୀ ମୁହାଣ ବନ୍ଦ...
ରାୟଗଡ଼ା:୧୫ ଶିଶୁ ଶ୍ରମିକଙ୍କୁ ଆଜି ରାୟଗଡ଼ା ପୋଲିସ ଉଦ୍ଧାର କରିଛି। ଅପରେସନ ମୁସ୍କାନ ଅଭିଯାନରେ ଏହି ଶିଶୁମାନଙ୍କୁ ବଭିନ୍ନ ଦୋକାନ, ହୋଟେଲରୁ ଉଦ୍ଧାର କରାଯାଇଛି। ଟାଉନ ଥାନା ପୋଲିସ ସହରର ବିଭିନ୍ନ ହୋଟେଲ, ଲଜ୍ ଓ ଫାଷ୍ଟ ଫୁଡ଼ ଦୋକାନ ଉପରେ ଚଢ଼ାଉ କରିଥିଲା। ଏହି ୧୫ ଜଣ ଶିଶୁ ...
ବେଙ୍ଗାଲୁରୁ: ବହୁ ଖୋଜାଖୋଜି ପରେ ମିଳିଛି କାଫେ କଫି ଡେ’ ମାଲିକ ଭିଜି ସିଦ୍ଧାର୍ଥଙ୍କ ମୃତ ଦେହ। ସ୍ଥାନୀୟ ମାଛଧରାଳି ମୃତଦେହକୁ ଦେଖି ପୋଲିକୁ ଖବର ଦେଇଥିଲେ। ପୁଲିସ ଶବକୁ ଚିହ୍ନଟ କରିବା ପରେ ତାହା ନିଖୋଜ ସିଦ୍ଧାର୍ଥଙ୍କର ବୋଲି ସ୍ପଷ୍ଟ ହୋଇଛି। ସିଦ୍ଧାର୍ଥ ନେତ୍ରାବତୀ ନଦୀକୁ ଡେଇଁ...
ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜ୍ୟସଭାରେ ଟ୍ରିପଲ ତଲାକ୍ ବିଲ୍ ପାସ୍ ବେଳେ କଂଗ୍ରେସ ଏମ୍.ପି. ରଞ୍ଜୀବ ବିଶ୍ୱାଳ ଗୃହରେ ଅନୁପସ୍ଥିତ ଥିଲେ। ଗତକାଲି ବିଲ୍ ଉପରେ ଆଲୋଚନା ବେଳେ ଗୃହରେ ଉପସ୍ଥିତ ରହିବାକୁ କଂଗ୍ରେସ ପକ୍ଷରୁ ସମସ୍ତ ସାଂସଦଙ୍କୁ ହ୍ୱିପ୍ ଜାରି କରାଯାଇଥିଲା। ଏହା ସତ୍ତ୍ୱେ ରଞ୍ଜୀବ ବିଶ୍ୱାଳଙ୍କ ସମେତ ୫...
ନୂଆଦିଲ୍ଲୀ: ଆୟକର ବିଭାଗର ଦିଲ୍ଲୀ ୟୁନିଟ୍ ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ଭଣଜା ରତୁଲ ପୁରୀଙ୍କ ନାମରେ ଥିବା ୨୫୪ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରିଛି। ଆୟକର ବିଭାଗ ତାଙ୍କ ନାମରେ ଥିବା କିଛି ଇକ୍ୱିଟି ଶେୟାର ଏବଂ ଅନ୍ୟାନ୍ୟ ଶେୟାର...
ସମ୍ବଲପୁର: ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକର ଲରାସରା ଗାଁରେ ଏକ ଅଜଗର କୁକୁଡା ଗିଳି ଦେଇଛି। କିଛି ସମୟ ପରେ ଏହାକୁ ଓଗାଳିଛି। ଏମିତି ଏକ ଦୃଶ୍ୟକୁ ଗାଁ ଲୋକେ କ୍ୟାମେରାରେ ରେକର୍ଡିଂ କରିଛନ୍ତି। ପ୍ରାୟ ୭ ଫୁଟ ଲମ୍ବର ଏହି ଅଜଗର ସାପ। ଏକ କୁକୁଡ଼ା ଫାର୍ମରେ...
ମୁମ୍ୱାଇ: ଗ୍ଲାମର୍ ଇଣ୍ଡଷ୍ଟ୍ରିର କଣ୍ଟ୍ରୋଭର୍ସି କୁଇନ୍ ରାକ୍ଷୀ ସାୱନ୍ତ ପୁଣିଥରେ ଚର୍ଚ୍ଚାରେ। ଦିପକ୍ କଲାଲ୍ଙ୍କୁ ରାକ୍ଷୀ ବିବାହ କରିବେ ବୋଲି ଶୁଣାଯାଉଥିଲା । କିନ୍ତୁ ଏବେ ଜଣେ ‘ସ୍ପଟବୟ’ର ରିପୋର୍ଟ ଅନୁସାରେ ରାକ୍ଷୀ ସାୱନ୍ତ ବିବାହ କରି ସାରିଲେଣି। ୨୮ ଜୁଲାଇରେ ମୁମ୍ୱାଇର JW Marriott ହୋଟେଲ୍ରେ ଜଣେ...
‘ବହୁତ ଲଢିଲି। ଲଢି ଲଢି ଥକିଗଲି। ଆଉ ପାରୁନି। ଆଜି ମୁଁ ମୋର ପରାଜୟ ସ୍ୱୀକାର କରୁଛି। ଯେଉଁ ଲୋକମାନେ ମୋ ଉପରେ ଭରସା କରିଥିଲେ ସେମାନଙ୍କୁ ମୁଁ ନିରାଶ କରୁଛି। ମୋତେ କ୍ଷମା କରିଦେବେ। ଜଣେ ପ୍ରାଇଭେଟ ଇକ୍ୱିଟି ଲେଣ୍ଡର ପାର୍ଟନରଙ୍କ ଚାପ ଆଉ ସହି ପାରୁନି। ...
ଭୁବନେଶ୍ୱର: ରାଜଧାନୀରେ ଚାଲିଛି ଲୁଟେରାରାଜ୍। ଦିନ ଦ୍ୱିପହରେ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଝାମ୍ପି ନେଇଛନ୍ତି । ମଞ୍ଚେଶ୍ୱର ଥାନା ଗାଡ଼କଣ ଅଞ୍ଚଳରେ ଜଣେ ରେଲ୍ୱେ କର୍ମଚାରୀଙ୍କ ପତ୍ନୀଙ୍କଠାରୁ ସୁନା ଅଳଙ୍କାର ଝାମ୍ପି ନେଇ ଫେରାର ହୋଇଯାଇଛନ୍ତି ୩ ଜଣ ଦୁର୍ବୃତ୍ତ। ଆଜି ସକାଳେ ମହିଳା ଜଣକ ...
ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଚିକିତ୍ସିତ ଥିବା ମୁଣ୍ଡ ଯୋଡ଼ା ଶିଶୁ ଜଗା-କାଳିଆଙ୍କ ବାପା ଭୂୟାଁ କହଁର ଗାଁକୁ ଫେରିବାକୁ ଚାହୁଁଛନ୍ତି। ହେଲେ ଗାଁକୁ ଆସିବାକୁ ତାଙ୍କୁ ଅନୁମତି ମିଳୁ ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ସେ ଏଥିପାଇଁ ରାଜ୍ୟ ସରକାରଙ୍କୁ ଦୋଷ ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି...
ରିଓ ଡେ ଜାନେଇରୋ: ବ୍ରାଜିଲର ଅଲଟାମୀରାରେ ଥିବା ଏକ ଜେଲ୍ରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଜେଲରେ ଥିବା ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିବା ଏହି ସଂଘର୍ଷରେ ୫୭ ଜଣ କଏଦୀ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରୁ ୧୬ ଜଣଙ୍କ ମୁଣ୍ଡରୁ ଗଣ୍ଡି ଅଲଗା ହୋଇଯାଇଛି। ସ୍ଥାନୀୟ ପ୍ରଶାସନର ସୂଚନା...
ଇସଲାମାବାଦ: ପାକିସ୍ତାନର ରାୱଲପିଣ୍ଡିଠାରେ ଆଜି ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି। ସେନାର ଏକ ବିମାନ ଏଠାରେ ଥିବା ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଖସି ପଡ଼ିବାରୁ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ବିମାନରେ ୫ ଜଣ ଯବାନ ଓ ୧୨ ଜଣ ସାଧାରଣ ନାଗରିକ ରହିଥିଲେ। ଦୁର୍ଘଟଣା ପରେ ସମସ୍ତଙ୍କର ମୃତ୍ୟୁ...
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଆଇଆଇସିଙ୍କୁ ମାଡ଼ମରା ଘଟଣାର ତଦନ୍ତ କରୁଥିବା HRPC ଟିମ୍ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ତଦନ୍ତ କରିଛନ୍ତି । ଅତିରିକ୍ତ ଏସ୍ପି ସତ୍ୟନାରାୟଣ ଦାସଙ୍କ ନେତୃତ୍ୱରେ ଏହି ୫ ଜଣିଆ ଟିମ୍ ମେଡିକାଲ ଯାଇ ସିଡିଏମ୍ଓଙ୍କୁ ଭେଟିଛି। ଏଥିସହ ଆହତ...
ନୂଆଦିଲ୍ଲୀ: ଦିଲ୍ଲୀ ରେଲୱେ ଷ୍ଟେସନ ଟ୍ରାକ୍ରୁ ଜଣେ ଭାରତୀୟ ସେନା ଅଧିକାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୁଣ୍ଡଗଣ୍ଡି ଅଲଗା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଅଧିକାରୀଙ୍କ ନାଁ କ୍ୟାପଟନ୍ ଡାକ୍ତର ଦିବାକର ପୁରୀ। ତାଙ୍କ ଘର ଦିଲ୍ଲୀର ରୋହିଣୀ ଅଞ୍ଚଳରେ। ବୟସ ୨୬ ବର୍ଷ। ସେ...
ବେଙ୍ଗାଲୁରୁ: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପି ନେତା ଏସ୍ଏମ୍ କ୍ରିଷ୍ଣାଙ୍କ ଜ୍ୱାଇଁ ଭିଜି ସିଦ୍ଧାର୍ଥ ଗତକାଲିଠୁ ନିଖୋଜ ଅଛନ୍ତି। ସେ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ୩୦ମିନିଟ୍ ସମୟରେ କେଫ୍ କଫି ଡେ’(ସିସିଡି)ର ମାଲିକ ସିଦ୍ଧାର୍ଥ ମାଙ୍ଗାଲୁରୁ...
ଲାହୋର:ପାକିସ୍ତାନର ପୂର୍ବତନ ବୋଲର ସୋଏବ ଅଖତରଙ୍କ ମୁହଁରେ ହିନ୍ଦୁ ଧର୍ମ ଏବଂ ଧର୍ମପୀଠର ବର୍ଣ୍ଣନା । ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ସୋଏବ ହିନ୍ଦୁଧର୍ମର ଏକ କାହାଣୀ ବିଷୟରେ କହୁଛନ୍ତି। ଏହି କାହାଣୀ ଅନୁସାରେ କୁଆଡେ ମହାଦେବ ଓ ବିଷ୍ଣୁଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା ଏବଂ ଏଥିରେ ଶିବ ଜିତିଥିଲେ।...
ଯାଜପୁର: ଭିନ୍ନକ୍ଷମ ହେଲେ ବି ସେମାନେ ସକ୍ଷମ। ଆଉ ସେଥିପାଇଁ ଯାଜପୁର ଜିଲ୍ଲାର ଦୁର୍ଗମ ଝାଲପଡା ଗ୍ରାମରୁ ବାହାରି ସଂସଦ ଭବନରେ ଦେଖାଇ ପାରିଛନ୍ତି ନିଜର ଜଲୱା । ଦୁଇ ଦିବ୍ୟାଙ୍ଗ ଭାଇ ଭଉଣୀଙ୍କ ନୃତ୍ୟ ଦେଖି ସ୍ତବ୍ଧ ହୋଇଯାଇଛନ୍ତି ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ଅନ୍ୟମାନେ। ଏମାନେ ହେଲେ ସତ୍ୟବ୍ରତ...
ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତର ସବୁ ପ୍ରସ୍ତୁତି ଶେଷ ହୋଇଛି। ସୋମବାର ରାତିରେ ଭାରତୀୟ ଟିମ୍ ୱେଷ୍ଟଇଣ୍ଡିଜ୍ ଗସ୍ତ କରିବ। ତେବେ ଏହା ପୂର୍ବରୁ ଭାରତର ପୂର୍ବତନ ମହାନ୍ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କର ଗସ୍ତ ପାଇଁ ଟିମ୍ ଚୟନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି। ଗାଭାସ୍କର ସିଧାସଳଖ...
ନୂଆଦିଲ୍ଲୀ: ସୈନିକ ସ୍କୁଲ ଖୋଲିବ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ (ଆର୍ଏସ୍ଏସ୍)। ଆସନ୍ତା ବର୍ଷ ଏପ୍ରିଲରୁ ଏହି ସ୍କୁଲ ଆରମ୍ଭ ହେବ। ଏହି ସ୍କୁଲ ଖୋଲିବାର ମୂଳ ଉଦ୍ଦେଶ୍ୟ ଆଗାମୀ ଦିନରେ ଭଲ ଆର୍ମି ଅଫିସର ବାହାର କରିବା । ଏଥିପାଇଁ ପାଠ ପଢ଼ିବା ବେଳେ ସମସ୍ତ ପ୍ରକାର ପ୍ରଶିକ୍ଷଣ...
ସୁନ୍ଦରଗଡ଼: ସୁନ୍ଦରଗଡ଼ ଲେଫ୍ରିପଡା ଥାନା ଉଜ୍ଜଳପୁର ବାଇପାସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଦ୍ୱୟ ହେଲେ ଉଜ୍ଜଳପୁର ଭାଲୁପତ୍ର ଅଂଚଳର ନିରଞ୍ଜନ ସାହୁ ଓ ପ୍ରଦୀପ ଚୌଧୁରୀ । ଉଜ୍ଜ୍ୱଳପୁର ବାଇପାସ ନିକଟରେ ଏକ ଟ୍ରକ ଛିଡା ହୋଇଥିଲା।...