ଦୁବାଇ: ଗୋଟିଏ ରାତିରେ କୋଟିପତି ହେବାର ସ୍ୱପ୍ନ କାହାର ନ ଥାଏ ? ବୋଧହୁଏ ସମସ୍ତଙ୍କର। କିନ୍ତୁ କେତେଜଣଙ୍କର ଏପରି ସ୍ୱପ୍ନ ପୂରଣ ହୋଇଥାଏ ? ଯାହାର ହେଉ ନ ହେଉ, ହାଇଦ୍ରାବାଦ୍ର ବିଳାସ ରିକ୍କାଲାଙ୍କର ଏପରି ସ୍ୱପ୍ନ କିନ୍ତୁ ପୂରଣ ହୋଇ ପାରିଛି। ଚାକିରି ଖଣ୍ଡିଏ ପାଇଁ...
ଫ୍ଲୋରିଡା: ଆଉ କିଛି ଘଣ୍ଟା ପରେ ଆମେରିକାର ଫ୍ଲୋରିଡାଠାରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଆରମ୍ଭ ହେବ। ଭାରତୀୟ ସମୟ ସନ୍ଧ୍ୟା ୮ଟାରେ ଏହି ମ୍ୟାଚ୍ ଖେଳାଯିବ। ବିଶ୍ୱକପ୍ ସ୍ୱପ୍ନ ଅଧାରୁ ଧୂଳିସାତ ହେବା ପରେ ପ୍ରଥମଥର ଭାରତୀୟ ଟିମ୍ ପଡ଼ିଆକୁ ଓହ୍ଲାଇବ। ତେଣୁ...
ନୂଆଦିଲ୍ଲୀ: ରବିବାର ବିଶ୍ୱ ବନ୍ଧୁତ୍ୱ ଦିବସ। ଅବଶ୍ୟ ବନ୍ଧୁତ୍ୱକୁ ଜାହିର କରିବା ପାଇଁ କୌଣସି ଦିବସର ଆବଶ୍ୟକତା ନାହିଁ। ତଥାପି ବନ୍ଧୁତ୍ୱ ନାଁରେ ନାମିତ ଏହି ଦିନଟିରେ ପୁରୁଣା ସ୍ମୃତିକୁ ରୋମନ୍ଥନ କରିବାକୁ ଭଲ ଲାଗିଥାଏ। ଆଉ ସେଥିପାଇଁ ହିଁ ଆଜି ସୋଶାଲ ମିଡିଆରେ ଘୁରି ବୁଲୁଛି ଅନେକ...
ଲକ୍ଷ୍ନୌ: ଉନ୍ନାଓ ଦୁଷ୍କର୍ମ ମାମଲାରେ ଜେଲରେ ଥିବା ବିଜେପିରୁ ବହିଷ୍କୃତ ବିଧାୟକ କୁଲଦୀପ ସିଂହ ସେନ୍ଗାରଙ୍କ ବନ୍ଧୁକ ଲାଇସେନ୍ସ ରଦ୍ଦ ହୋଇଛି। ତାଙ୍କ ପାଖରେ ଏକ ବନ୍ଧୁକ, ରାଇଫଲ ଏବଂ ରିଭଲଭର ରଖିବା ପାଇଁ ତିନୋଟି ପୃଥକ ପୃଥକ ଲାଇସେନ୍ସ ଥିଲା। ଜିଲ୍ଲା ପ୍ରଶାସନ ଏ ସମସ୍ତ ଲାଇସେନ୍ସ...
ଲକ୍ଷ୍ନୌ: ତିନ୍ ତଲାକ୍ ବିଲ୍ ରାଜ୍ୟ ସଭାରେ ଅନୁମୋଦନ ପାଇଲା ପରେ ଏହାର ପ୍ରଭାବ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। କିଛି ଲୋକ ତ ଏହାକୁ ବିରୋଧ କରି ସୁପ୍ରିମ୍କୋର୍ଟ ପର୍ଯ୍ୟନ୍ତ ଯିବାକୁ ଚାହୁଁଛନ୍ତି। କିନ୍ତୁ କିଛି ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି। ଯେଉଁଥିପାଇଁ ଅନେକଙ୍କ ଉଜୁଡା...
ନୂଆଦିଲ୍ଲୀ:ଛୋଟ ଛୋଟ ଛୁଆ ଦୁହିଁଙ୍କୁ ନେଇ ମା’ ପହଞ୍ଚିଲା ଷ୍ଟେଶନରେ। ମା’ ସହ ବୁଲିବାକୁ ଯାଉଥିବାରୁ ପିଲାମାନଙ୍କ ମନ ଭାରି ଖୁସି । ହେଲେ ମା’ ମନରେ ଯେ ଏତେ ଭୟଙ୍କର କଥା ଛପି ରହିଛି ନିରୀହ ଶିଶୁ ଦୁହେଁ ବା ଜାଣିବେ କିପରି ? ପିଲାଙ୍କୁ ସୁରକ୍ଷିତ...
ବେଙ୍ଗାଲୁରୁ: ଇଣ୍ଟରନେଟରେ ଏକ ଓ୍ୱେବ୍ ସିରିଜ୍ ଦେଖି ଲୋକଙ୍କ ସମସ୍ୟା ବାବଦରେ ହୃଦବୋଧ କଲେ। ଆଉ ୬ ମାସ ପରେ ସମସ୍ୟାର ସମାଧାନ ନିଜେ କରି ସଫଳ ହୋଇଛନ୍ତି ଓଡ଼ିଆ ପୁଅ ପ୍ରତୀକ ମହାପାତ୍ର। ଲୋକମାନେ ଅର୍ଗାନ ଡୋନେସନ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି କିନ୍ତୁ ଠିକଣା ସମୟରେ...
ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଏକ ବଡ଼ ଘୋଷଣା କରିଛନ୍ତି। ଆଜିଠୁ ଦିଲ୍ଲୀରେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କଲେ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ ବୋଲି କେଜ୍ରିଓ୍ୱାଲ ସରକାର ଘୋଷଣା କରିଛନ୍ତି। ଏହାପରେ ୨୦୧ ୟୁନିଟରୁ ୪୦୦ ୟୁନିଟ୍...
ମାଲକାନଗିରି: ସାଥୀ ଯବାନଙ୍କ ଜୀବନ ବଞ୍ଚାଇବାକୁ ନିଜ ଜୀବନକୁ ବାଜିରେ ଲଗାଇଥିଲେ ସୁରକ୍ଷାକର୍ମୀ । ପାଣିରେ ଭିଜି ଭିଜି କାନ୍ଧରେ ଆହତ ସହକର୍ମୀଙ୍କୁ ବୋହି ଭରା ନଈ ପାର୍ ହୋଇଥିଲେ। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଛତିଶଗଡ଼ ସୀମାନ୍ତ ବସ୍ତର ଜିଲ୍ଲାରେ। ବସ୍ତର ଜିଲ୍ଲାର...
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ନୁହେଁ, ଦିଲ୍ଲୀର ଏକ ଫାଷ୍ଟ ଟ୍ରାକ କୋର୍ଟରେ ଉନ୍ନାଓ ମାମଲାର ବିଚାର ହେବ। ଏପରି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ଘଟଣାର ସମସ୍ତ ୪ଟି ଯାକ ମାମଲାର ବିଚାର ଦିଲ୍ଲୀରେ ହେବ। ଏହା ସହିତ ମାମଲାର ସବୁ କାଗଜପତ୍ର ସହିତ ଷ୍ଟାଟସ୍ ରିପୋର୍ଟ ଆଜି ଦିନ...
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଟ୍ରିପଲ ତଲାକ୍ ବିଲକୁ ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ ଦେଇଛନ୍ତି। ଏଥିସହ ଏହି ଆଇନ୍ ପିଛିଲା ଭାବରେ ୧୯ ସେପ୍ଟେମ୍ୱର ୨୦୧୮ରୁ ଲାଗୁ ହୋଇଛି। ସୂଚନାଯୋଗ୍ୟ ଏହି ବିଲ୍ ସଂସଦର ଦୁଇଟି ସଦନରେ ପାରିତ ହୋଇସାରିଛି। ମୋଦି ସରକାର ଏହି ବିଲକୁ ୨୫...
ବେଜିଂ: ସୁଇମିଂ ପୁଲ୍ରେ ଅଭାବନୀୟ ଘଟଣା। ଶାନ୍ତ ପାଣି ଚାହୁଁ ଚାହୁଁ ଅଶାନ୍ତ ହୋଇଗଲା। ସୁନାମୀ ଆସିଲା କି ? ଏମିତି ପ୍ରଶ୍ନ ମନକୁ ଆସୁ ଆସୁ ମାଡ଼ି ଆସିଲା ବିରାଟ ଢେଉ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତର ଚୀନର ଏକ ୱାଟର୍ ପାର୍କରେ। ଶତାଧିକ ଲୋକ...
ଭୁବନେଶ୍ୱର: ଲୁଚକାଳି ଖେଳୁଛି ମୌସୁମୀ । କେଉଁଠି ଝିପିଝିପି ବର୍ଷା ତ କେଉଁଠି ପ୍ରବଳ । କେଉଁଠି ବନ୍ୟା ତ କେଉଁଠି ମରୁଡ଼ି। ଚାଷକାମ ଆଗେଇ ପାରୁନି। ଜୁଲାଇରେ ରାଜ୍ୟରେ ସ୍ୱାଭାବିକ ଠାରୁ ୯ ପ୍ରତିଶତ କମ୍ ବର୍ଷା ହୋଇଛି । ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୬୩୩.୮ ମିଲିମିଟର...
ବେଙ୍ଗାଲୁରୁ: କାଫେ କଫି ଡେ’ର ପ୍ରତିଷ୍ଠାତା ଭି.ଜି ସିଦ୍ଧାର୍ଥଙ୍କ ଶେଷକୃତ୍ୟ ଗତକାଲି ସମ୍ପନ୍ନ ହୋଇଛି। ହେଲେ ଏହାରି ଭିତରେ ସିଦ୍ଧାର୍ଥଙ୍କ ଆତ୍ମହତ୍ୟା ପଛର କାରଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଇନକମ୍ ଟ୍ୟାକ୍ସ ବିଭାଗର ଚଢ଼ଉ ପରେ ସିଦ୍ଧାର୍ଥ ମାନସିକ ଆଘାତ ପାଇବା ପଛର କାରଣ କଂଗ୍ରେସ ବିଧାୟକ...
ପୁରୀ: ଛୋଟ ମାଙ୍କଡ ଛୁଆଟିଏ। ଛନଛନ ପରିବା ବଗିଚା ଦେଖି ଲୋଭକୁ ସମ୍ବରଣ କରି ପାରି ନ ଥିଲା। ଖାଦ୍ୟର ଭଣ୍ଡାର ହାତମୁଠାରେ ପାଇ ମା’କୁ ଛାଡ଼ି ଧାଇଁ ଆସିଲା ଛୁଆ ମାଙ୍କଡଟି। ହେଲେ ସେ ଜାଣି ପାରି ନ ଥିଲା ସେଠି ତା ପାଇଁ ମରଣର ଜାଲ...
ପୁରୀ: ଆଜି ଚିତାଲାଗି ଅମାବାସ୍ୟା। ଏଥିପାଇଁ ଶ୍ରୀମନ୍ଦିରରେ ରୀତିନୀତି ଅନୁସାରେ ଚିତାଲାଗି ପାଇଁ ପ୍ରସ୍ତୁତି ଚାଲିଛି। ଠାକୁରଙ୍କ ନିର୍ଦ୍ଧାରିତ ନୀତିକାନ୍ତି ସରିବା ପରେ ଦଇତାପତି ସେବାୟତ ଓ ପତି ମହାପାତ୍ର ମହାପ୍ରଭୁଙ୍କ ମସ୍ତକରେ ହୀରା, ନୀଳା, ମାଣିକର ଦୁର୍ମୂଲ୍ୟ ଚିତା ଲଗାଇବେ। ସେବାୟତମାନେ ବାସୁଙ୍ଗା ପାଟରେ ଜଗନ୍ନାଥଙ୍କ ପାଇଁ...
ଅହମଦାବାଦ: ମୁସଲିମ ସମ୍ପ୍ରଦାୟରେ ପ୍ରଚଳିତ ଇନ୍ଷ୍ଟାଣ୍ଡ ଟ୍ରିପଲ ତଲାକକୁ ବେଆଇନ୍ ଘୋଷଣା କରିବା ପାଇଁ ଆଗତ ବିଲ୍ ମଙ୍ଗଳବାର ରାଜ୍ୟସଭାରେ ପାସ୍ ହୋଇଥିଲା। ଟ୍ରିପଲ ତଲାକ ଦେବା ଏବେ ଏକ ଦଣ୍ଡନୀୟ ଅପରାଧ। ତେବେ ବିଲ୍ ପାସ୍ ହେବାର ଗୋଟିଏ ଦିନ ପରେ ଆଜି ଗୁଜରାଟର ଅହମଦାବାଦ୍ରୁ ଟ୍ରିପଲ...
ନୂଆଦିଲ୍ଲୀ: ଦୁର୍ଘଟଣାରେ ଆହତ ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କ ମାଙ୍କ ଚିଠିକୁ ନେଇ ଆରମ୍ଭ ହୋଇଛି ତନାଘନା । ପୀଡିତାଙ୍କ ମାଆ, ପ୍ରଧାନ ବିଚାରପତିଙ୍କ ନିକଟକୁ ଏକ ପତ୍ର ଲେଖିଥିଲେ ଜୁଲାଇ ୧୨ ତାରିଖରେ। ଏହି ଚିଠିରେ ତାଙ୍କ ପରିବାରକୁ ଧମକ ଦିଆଯାଉଥିବା ନେଇ ଅଭିଯୋଗ କରିଥିଲେ ପୀଡିତାଙ୍କ ମାଆ। ତେବେ...
ଭୁବନେଶ୍ୱର: ଭୁବନେଶ୍ୱରରେ ବିପର୍ଯ୍ୟସ୍ତ ହୋଇ ପଡ଼ିଛି ଜଳ ନିଷ୍କାସନ ବ୍ୟବସ୍ଥା। ଅଳ୍ପ ବର୍ଷାରେ ବି ବେହାଲ ହୋଇ ପଡ଼ୁଛି ରାଜଧାନୀ । ଏପରି ଜଳବନ୍ଦୀ ଜୀବନରୁ ରାଜଧାନୀବାସୀଙ୍କୁ ମୁକ୍ତି ଦେବାକୁ ଦାବି କରିଛି ବିଜେପି। ସହରରୁ ଜଳ ନିଷ୍କାସନ ବ୍ୟବସ୍ଥା ସୁଧାରିବା ଦାବି ନେଇ ବିକ୍ଷୋଭ କରିଛି ବିଜେପି। ଭୁବନେଶ୍ୱର...
ମାଲକାନଗିରି: ମାଲକାନଗିରିରେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି। ଆଜି ମାଲକାନଗିରି ଜିଲ୍ଲା ଗସ୍ତ ଯାଇ ମନ୍ତ୍ରୀ ଆକାଶ ମାର୍ଗରୁ ସ୍ଥିତି ସମୀକ୍ଷା କରିଛନ୍ତି। ଏହି ଗସ୍ତବେଳେ ତାଙ୍କ ସହ ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ମଧ୍ୟ ଉପସ୍ଥିତ ଥିଲେ। ବର୍ଷା ପରର...