ଭୁବନେଶ୍ୱର:କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଆଗୁଆ ସମସ୍ତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିଛନ୍ତି। ସହରର ସମସ୍ତ ମଲ, ସିନେମା ହଲ ବନ୍ଦ ରଖିବା ପାଇଁ ଘୋଷଣା କରିବା ସହ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା...
ବେଜିଂ: କରୋନା ଭାଇରସ ଟିକା ବାହାର କରିବା ସହ ମଣିଷ ଶରୀରରେ ପରୀକ୍ଷା କରିବା କାମ ଆରମ୍ଭ କରିଛି ଚୀନ୍। ଉହାନ ସହରରୁ ସୃଷ୍ଟ ଏହି ଭାଇରସ ସହ ଚୀନ ଏବେ ବି ଲଢୁଛି। ଚୀନ ବିଶେଷଜ୍ଞମାନେ ମଙ୍ଗଳବାର ରାତିରେ ସୂଚନା ଦେଇ କହିଛନ୍ତି , ସରକାର କରୋନା...
ନୂଆଦିଲ୍ଲୀ :କରୋନାକୁ ନେଇ ସାରା ବିଶ୍ୱ ଚିନ୍ତିତ। ଚୀନର ଉହାନ ସହରରୁ ଆସି ବିଶ୍ୱର ସବୁ ସହରରେ ପହଞ୍ଚିଗଲାଣି ଏଇ ଘାତକ କରୋନା. ଏହାର ମୁକାବିଲା ପାଇଁ କୌଣସି ଔଷଧ ବାହାରି ନ ଥିବାବେଳେ ଏଥିରୁ ବର୍ତ୍ତିବା ପାଇଁ ଏକମାତ୍ର ବାଟ ହେଉଛି ସଚେତନତା। ଏବେ କରୋନାକୁ ନେଇ...
ଭୁବନେଶ୍ୱର: ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ଏହାର ମୁକାବିଲା ପାଇଁ ଆଜି ଟ୍ୱିନ୍ ସିଟିରେ ଥିବା ଆଇଟି ଫାର୍ମ ପାଇଁ କମିଶନରେଟ ପୋଲିସ ପକ୍ଷରୁ କଟକଣା ଜାରି ହୋଇଛି। ବିଗତ ୧୪ ଦିନ ଭିତରେ ବାହାରକୁ ଯାଇଥିବା କର୍ମଚାରୀଙ୍କୁ ଆଇଟି ଫାର୍ମ ଅଫିସ୍ ଆସିବାକୁ...
ପୁରୀ: କରୋନା ପାଇଁ ବିଭିନ୍ନ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପମାନ ଗ୍ରହଣ କରାଯାଇଛି। ବିଶେଷ କରି ପର୍ଯ୍ୟଟନସ୍ଥଳୀ ପୁରୀରେ କଟକଣା ଜାରି କରାଯାଇଛି। ଗତକାଲି ଠାରୁ ପିପିଲି ଟୋଲଗେଟ୍ରେ ଯାତ୍ରୀଙ୍କୁ ସ୍କ୍ରିନିଂ କରାଯାଉଥିବା ବେଳେ ଆଜି ଜିଲ୍ଲାକୁ ଯାଇଥିବା ସମସ୍ତ ପ୍ରବେଶ ପଥରେ ସ୍କ୍ରିନିଂ କରାଯାଉଛି। ବ୍ରହ୍ମପୁର,...
ନୂଆଦିଲ୍ଲୀ: ରାଜ୍ୟସଭା ଯିବେ ପୂର୍ବତନ CJI ଜଷ୍ଟିସ୍ ରଞ୍ଜନ ଗୋଗୋଇ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ୍ ଗୋଗୋଇଙ୍କୁ ରାଜ୍ୟସଭା ଲାଗି ମନୋନୀତ କରିଛନ୍ତି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛ। ରାଜ୍ୟସଭାକୁ ମନୋନୀତ ହେଉଥିବା ସଦସ୍ୟଙ୍କ ମଧ୍ୟରୁ ଗୋଟିଏ ସିଟ୍ ଖାଲି ଥିବାରୁ...
କୋଣାର୍କ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ତଣ୍ଡାହର ସମୁଦ୍ରକୂଳରେ ଆଜି ସକାଳୁ ଗୋଟିଏ ବୋଏ ଲାଗିଥିବା ଦେଖିବାକୁ ମିଳିଛି। ଏହାକୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା। ପରେ ଜଣାପଡ଼ିଥିଲା ଏହା ବନ୍ଦରରେ ଲାଗିଥିବା ଏକ ବୋଏ। ଏହାକୁ ବନ୍ଦରର ବିଭିନ୍ନ କାର୍ଯ୍ୟ ପାଇଁ ରଖାଯାଇଥାଏ। ଜାହାଜଗୁଡ଼ିକର ଦିଗ ନିରୂପଣରେ...
ନୂଆଦିଲ୍ଲୀ: କରୋନା ନେଇଗଲା ଆଉ ଏକ ମୁଣ୍ଡ। ଏହାପରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଛୁଇଁଛି। ମୁମ୍ବାଇର କସ୍ତୁରବା ହସ୍ପିଟାଲରେ ୬୪ ବର୍ଷ ବୟସର ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ଏହାପୂର୍ବରୁ ଦିଲ୍ଲୀରେ ଜଣେ ଏବଂ କର୍ଣ୍ଣାଟକରେ ଜଣକଙ୍କ ମୃତ୍ୟୁ ଘଟିଛି। ସେପଟେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା...
ଜେରୁଜେଲମ୍: କରୋନା ଭାଇରସ୍ ଚାଇନାରୁ ସଂକ୍ରମିତ ହୋଇ ସାରା ବିଶ୍ୱକୁ ବ୍ୟାପିଛି। ଏହି ଭାଇରସ ଆଜି ବିଶ୍ୱବାସୀଙ୍କ ଆଖିରୁ ନିଦ ହଜାଇ ଦେଇଛି। ଏ ଯାଏ ରୋଗର ମୁକାବିଲା ପାଇଁ ଔଷଧ ବାହାରି ନ ଥିବାରୁ ଲୋକେ ଭୟଭୀତ ହୋଇ ପଡ଼ୁଛନ୍ତି। ଏପରି ପରିସ୍ଥିତିରେ ଲୋକଙ୍କ ରାଗ ଚୀନ...
ଭୁବନେଶ୍ୱର: କରୋନା ପାଇଁ ଓଡ଼ିଶା ହାଇକୋର୍ଟଙ୍କ ସତର୍କତାମୂଳକ ପଦକ୍ଷେପ। ହାଇକୋର୍ଟରେ କେବଳ ଜରୁରୀ ମାମଲା ଶୁଣାଣି କରାଯିବ ବୋଲି ଜୁଡିସିଆଲ ରେଜଷ୍ଟ୍ରାରଙ୍କ ପକ୍ଷରୁ ସର୍କୁଲାର ଜାରି ହୋଇଛି । ଏହି ସର୍କୁଲାର ଅନୁସାରେ, ଆଜିଠାରୁ କେବଳ ଜରୁରୀ ମାମଲାର ଶୁଣାଣି ଛଡ଼ା ଅନ୍ୟ କୌଣସି ମାମଲାର ଶୁଣାଣି କରାଯିବ...