ନୂଆଦିଲ୍ଲୀ: କରୋନା ଭାଇରସର ମୁକାବିଲା ପାଇଁ ମଧ୍ୟରାତ୍ରୀରୁ ଲକ୍ଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଆଗାମୀ ୨୧ ଦିନ ଯାଏ ଘରୁ ବାହାରିବା ଉପରେ କଟକଣା ଲାଗୁ କରାଯାଇଛି। ଏପରିକି ନିୟମ ଭାଙ୍ଗିଥିବା ବ୍ୟକ୍ତି କିମ୍ୱା ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ୨୧ ଦିନ...
ଫୁଲବାଣୀ: ସାରା ଦେଶ ଲକ୍ଡାଉନ୍। ଘରୁ ନ ବାହାରିବା ପାଇଁ ଦେଶବାସୀଙ୍କୁ ହାତ ଯୋଡ଼ି ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ଘରେ ରହିବା ପାଇଁ ବିନମ୍ର ନିବେଦନ କରିଛନ୍ତି। କାରଣ କରୋନାରୁ ବର୍ତ୍ତିବା ପାଇଁ ଏହା ହେଉଛି ଏକମାତ୍ର ରାସ୍ତା। ଏହାସତ୍ତ୍ୱେ...
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ୍ ହୋଇଛି। ମନ୍ଦିର ଦର୍ଶନ ଉପରେ କଟକଣା ଜାରି ହୋଇଛି। ଉତ୍ସବ ଓ ଜନସମାଗମ ଉପରେ ମଧ୍ୟ କଟକଣା ଜାରି କରିଛନ୍ତି। ସରକାର ତେବେ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ ନା କେବଳ ପରମ୍ପରା ବଜାୟ ରଖିବାକୁ ନୀତି ପାଳନ...
ନୂଆଦିଲ୍ଲୀ:ଆଜିଠୁ ଆସନ୍ତା ୨୧ ଦିନ ପାଇଁ ସାରା ଦେଶ ସଂପୂର୍ଣ୍ଣ ଲକ୍ ଡାଉନ୍। ଦିଲ୍ଲୀରୁ ଚେନ୍ନାଇ…କୋଲକାତାରୁ ମୁମ୍ବାଇ…ସବୁ ବନ୍ଦ । ଚଳଚଞ୍ଚଳ ରାସ୍ତା ଖାଁ ଖାଁ। ଲକଡାଉନ ଯୋଗୁ ରାସ୍ତା ଘାଟ ବନ୍ଦ ରଖାଯାଇଛି । ବିମାନ ସେବା, ଟ୍ରେନ ଚଳାଚଳ, ବସ ସେବା ସବୁ ବନ୍ଦ ଛୋଟ...
ନୂଆଦିଲ୍ଲୀ:କରୋନା ଭୟାବହତା କମିବାର ନା ନେଉନି। ଗୋଟିଏ ପରେ ଗୋଟିଏ ଦେଶରେ କାୟା ବିସ୍ତାର କରି ଚାଲିଛି ଏହି ଭାଇରାସ। ଭାରତରେ ମଧ୍ୟ ସଙ୍ଗୀନ ଅବସ୍ଥା। ୫୩୬କୁ ବଢିଛି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ର ଓ କେରଳ ସର୍ବାଧିକ ପ୍ରଭାବିତ...
ନୂଆଦିଲ୍ଲୀ: କୋଭିଡ୍ ୧୯ର କହର ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ବିଶ୍ୱରେ ୪ ଲକ୍ଷ ୭ ହଜାର ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୧୯୬ଟି ଦେଶକୁ ବ୍ୟାପିସାରିଥିବା କରୋନାରେ ମୃତ୍ୟୁ ସଂଖ୍ୟା ୧୮ ହଜାର ୨୫୦ରେ ପହଞ୍ଚିଛି । ୟୁରୋପରେ କରୋନା ସ୍ଥିତି ଅଧିକ ଜଟିଳ...
ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଚରିଆଡେ ସତର୍କତା ଜାରି କରାଯାଇଛି। ଲୋକଙ୍କୁ ଏକାଠି ନ ହେବା ପାଇଁ କଡା ପଦକ୍ଷେପ ନିଆଯାଉଛି। ସାଂସ୍କୃତିକ କାର୍ଯ୍ୟକ୍ରମକୁ ବି ବାତିଲ କରାଯାଇଛି। ଏମିତି ସମୟରେ ଏକ ଅଜିବ ଘଟଣା ସାମ୍ନାକୁ ଆସିଛି। ପଞ୍ଜାବର ସିଆଲକୋଟ ଅଞ୍ଚଳରେ ଲୁଚାଛପାରେ ଚାଲିଥିଲା ବାହାଘର। ହେଲେ...
ପୁରୀ: ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ରହିବନି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା। ଏମିତି ସୂଚନା ଦେଇଛି ପ୍ରଶାସନ। ୟେସ ବ୍ୟାଙ୍କ ଦେବାଳିଆ ହେବା ପରେ ଜଗା ଟଙ୍କାକୁ ନେଇ ରାଜ୍ୟବାସୀ ଉଦ୍ବେଗ ପ୍ରକାଶ କରିଥିଲେ। ଏହାକୁ ନେଇ ବହୁତ ତୁମ୍ଭିତୋଫାନ ହେବା ପରେ ଶେଷରେ ମହାପ୍ରଭୁଙ୍କ ଟଙ୍କା ୟୁନିୟନ୍...
ଭୁବନେଶ୍ୱର: କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଦେଖା ଦେଇଛି ଏକ ସଙ୍ଗୀନ ପରିସ୍ଥିତି। କିଲର କରୋନାରୁ ବର୍ତ୍ତିବା ପାଇଁ ଭାରତ ସରକାର ଆଗୁଆ ସତର୍କତା ମୂଳକ ପଦକ୍ଷେପ ନେଇଛନ୍ତି। ରାଜଧାନୀ ଦିଲ୍ଲୀ ସମେତ ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା କରାଯାଇଛି...
ଭୁବନେଶ୍ୱର: କରୋନା ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା। ସାରା ଓଡ଼ିଶା ଲକ୍ ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ସମସ୍ତ ୩୦ଟି ଜିଲ୍ଲାକୁ ଲକ୍ଡାଉନ କରିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି । ଆଜି ମଧ୍ୟରାତ୍ରିରୁ ମାର୍ଚ୍ଚ ୨୯ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଅବଶିଷ୍ଟ ୧୬ଟି ଜିଲ୍ଲା...
ନୂଆଦିଲ୍ଲୀ- କରୋନା ଭାଇରସ ଦ୍ରୁତ ଗତିରେ ତାର କାୟା ବିସ୍ତର କରି ଚାଲିଛି। ସାରା ବିଶ୍ୱ କରୋନା ବିରୁଦ୍ଧରେ ଜାରି ରଖିଛନ୍ତି ଲଢେଇ। ଭାରତରେ ମୃତ୍ୟୁ ସଂଖ୍ୟା ୯ ଥିଲେ ମଧ୍ୟ ଦେଶରେ କଠୋର ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଆଉ ଏଥିପାଇଁ ସଂକ୍ରମଣକୁ କିଛି ମାତ୍ରାରେ...
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଗତକାଲି ରାତିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। କାଦୁଅପଦରଠାରେ ଏକ ଟ୍ରାକ୍ଟର ଓଲଟି ୩ ମହିଳାଙ୍କ ସମେତ ୪ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଶ୍ରମିକମାନେ କାମ ସାରି ରାତି ୮ଟାରେ ନିଜ ଗାଁ ଲାବେନସରକୁ ଟ୍ରାକ୍ଟରରେ ବସି ଯାଉଥିବା ବେଳେ କାଦୁଅ ପଦରଠାରେ...
ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର କଠୋର ପଦକ୍ଷେପମାନ ନେଉଛନ୍ତି। ରାଜ୍ୟରେ ମୋଟ ୧୪ଟି ଜିଲ୍ଲାକୁ ଲକଡାଉନ ଘୋଷଣା କରାଯାଇଛି। ଗତ ୨୨ତାରିଖରୁ ୫ଟି ଜିଲ୍ଲାକୁ ଲକ୍ ଡାଉନ ଘୋଷଣା କରାଯାଇଥିଲା ବେଳେ ଆଜିଠୁ ଆଉ ୯ ଜିଲ୍ଲାରେ ଲକ୍ଡାଉନ ଲାଗୁ ହୋଇଛି । ଏହି...
ନୂଆଦିଲ୍ଲୀ: ରବିବାର ଜନତା କର୍ଫ୍ୟୁକୁ ମାନିବା ପରେ ସୋମବାର ଘରେ ରହିବାକୁ ଯେମିତି ଲୋକେ ପ୍ରସ୍ତୁତ ନ ଥିଲେ। ସୋମବାର ଅଧିକାଂଶ ଲୋକ ଘରୁ ବାହାରି ଆସିଥିଲେ। ରାସ୍ତାଘାଟ ଥିଲା ଚଳଚଞ୍ଚଳ। ଏହାକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ବେଗ ପ୍ରକାଶ କରିବା ସହ ଲକ୍ଡାଉନ୍ କଡାକଡି ପାଳନ...
ଚଣ୍ଡିଗଡ: କରୋନା ଭାଇରସର ମୁକାବିଲା କରିବା ଲାଗି ପଞ୍ଜାବ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ପଞ୍ଜାବରେ ୨୧ଟି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସୋମବାର ସାରା ରାଜ୍ୟରେ କର୍ଫ୍ୟୁ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହ। ଏହି କର୍ଫ୍ୟୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।...