• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

Untitled-1 copy
କରୋନା ଲକ୍‌ ଡାଉନ୍‌; ନିୟମ ଭାଙ୍ଗି ଗିରଫ ହେଲେ ବ୍ୟବସାୟୀ

ଭଦ୍ରକ: ଗତକାଲି ଲାଗୁ ହୋଇଥିବା କର୍ଫ୍ୟୁକୁ ଲୋକେ ମାନି ଘରେ ରହିଥିଲେ ହେଁ, ଆଜି କଟକଣାକୁ କେହି ମାନୁ ନାହାନ୍ତି। ଏପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ପରିସ୍ଥିତିକୁ ଦେଖି ଲକଡାଉନ୍‌କୁ ନେଇ କଟକଣା କଡାକଡି କରିବାକୁ ଘୋଷଣା କରାଯାଇଛି। କଟକଣା ନ ମାନିଲେ...

high court
କରୋନା ପାଇଁ ହାଇକୋର୍ଟରେ ଜାରି ହେଲା ଏମିତି କଟକଣା

କଟକ:  କରୋନାକୁ ନେଇ ସରକାରଙ୍କ ପକ୍ଷରୁ କଟକଣା ଜାରି ହୋଇଥିବାବେଳେ ଅଦାଲତରେ ବିଭିନ୍ନ ମାମଲାର ଶୁଣାଣି ନେଇ କଟକଣା ଜାରି କଲେ ଓଡ଼ିଶା ହାଇକୋର୍ଟ । କଟକଣା ଜାରି ହୋଇଥିବା ଖୋର୍ଦ୍ଧା, କଟକ, ଗଂଜାମ, କେନ୍ଦ୍ରାପଡ଼ା, ଅନୁଗୁଳ ଜିଲ୍ଲା ସହ ପୁରୀ, ରାଉରକେଲା, ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ଯାଜପୁର,...

dead
କରୋନା: ରାଜ୍ୟରେ ୨୮ ଜଣ ଆଇସୋଲେସନରେ

ଭୁବନେଶ୍ୱର: ଓଡ଼ିଶାରେ ୨ରେ ସୀମିତ ରହିଛି କରୋନା ପଜିଟିଭଙ୍କ ସଂଖ୍ୟା । ବିଦେଶରୁ ଫେରି ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୩ ହଜାର ୪୭୪ ଜଣ ନାଁ ପଞ୍ଜୀକରଣ କରିଛନ୍ତି। ଏପର୍ଯ୍ୟନ୍ତ ପରୀକ୍ଷା ହୋଇଥିବା ୭୬ଟି ନମୁନାର ରିପୋର୍ଟ ଆସିଥିବା ବେଳେ ସେଥିରୁ ୨ଟି ପଜିଟିଭି ଜଣାପଡ଼ିଛି । ୨୮...

band-history
୧୯୭୪ର ସେଇ ଦିନ, ଯେଉଁଦିନ ଏମିତି ଠପ୍‌ ହୋଇଯାଇଥିଲା ଦେଶ

କରୋନା : ଭାରତରେ କରୋନା ଭାଇରସ ତା’ର କାୟା ବିସ୍ତାର କରି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ରେଳ ବିଭାଗ ସମସ୍ତ ଟ୍ରେନ ଚଳାଚଳ ବାତିଲ କରି ଦେଇଛି । ଏପରିକି ମାର୍ଚ୍ଚ ୩୧ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରେନ ଚଳାଚଳ ବନ୍ଦ...

nabarangapur
ନବରଙ୍ଗପୁର ଜିଲ୍ଲାର ୨ ସହରରେ ଲାଗିଲା କଟକଣା

ନବରଙ୍ଗପୁୁର: କରୋନାକୁ ନେଇ ରାଜ୍ୟରେ କଟକଣା ଆଜି ବି ଜାରି ରହିଛି। ସରକାର ଆସନ୍ତା ୨୯ ତାରିଖ ଯାଏ ରାଜ୍ୟର ୫ ଜିଲ୍ଲା ଓ ୯ ସହରକୁ ପ୍ରାୟ ସଂପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଏବେ ନବରଙ୍ଗପୁୁର ଜିଲ୍ଲାର ୨ ସହରରେ ଲାଗିଛି କଟକଣା। କରୋନାର...

CORON
ଅଭିଯୋଗ ଶୁଣାଣି ପାଇଁ ରାଜ୍ୟ ସରକାର ଜାରି କଲେ ଟୋଲ୍ ଫ୍ରି ନମ୍ବର

ଭୁବନେଶ୍ୱର: କରୋନା କାୟା ବିସ୍ତାର କରି ଚାଲିଛି। ଏହା ସହିତ ଆମକୁ ମୁକାବିଲା କରିବାକୁ ପଡ଼ିବ। ଏଥି ସହିତ ଲୋକେ ଅସୁବିଧାର ସମ୍ମୁଖୀନ ହେବେନି। ଏହାକୁ ଦଷ୍ଟିରେ ରଖି ସରକାର ପଦକ୍ଷେପ ନେଇଛନ୍ତି। ଖାଉଟିଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସରକାର ନେଇଛନ୍ତି ଦୃଢ ପଦକ୍ଷେପ। ଏପରି ଭୟାବହତା ବେଳେ...

pass
ଜରୁରୀ କାମରେ ଯାଉଥିଲେ ପାସ୍‌ ରଖନ୍ତୁ

ଭୁବନେଶ୍ୱର: କରୋନା ପ୍ରତି ସତର୍କ ରୁହନ୍ତୁ, କରୋନାଠାରୁ ଦୂରେଇ ରୁହନ୍ତୁ-ଏଇ ଉଦ୍ଦେଶ୍ୟରେ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ଆଜି ବି ୨ୟ ଦିନରେ ଲକ୍‌ଡାଉନ ଜାରି ରହିଛି।  ଲୋକଙ୍କୁ ଘରୁ ନ ବାହାରିବାକୁ କୁହାଯାଇଛି।  ଅତି ଜରୁରୀ ପରିସ୍ଥିତିରେ ବାହାରକୁ ଯିବାର ଥିଲେ ପାସ୍ ଯୋଗାଇ ଦେବେ ବୋଲି...

subrat
ଦିନ ୧୧ଟାରୁ ଗଡ଼ିବନି ଆନ୍ତଃରାଜ୍ୟ ବସ୍

ଭୁବନେଶ୍ୱର: କରୋନା ସତର୍କତା ସୂରୁପ ଆଜି ଦିନ ୧୧ଟାଠାରୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ ରହିବ । ରାଜ୍ୟ ଭିତରକୁ ଗଡିବନି କୌଣସି ବାହାର ରାଜ୍ୟର ବସ୍ । ସେହିପରି ରାଜ୍ୟ ଭିତରୁ ବାହାର ରାଜ୍ୟକୁ ବି ଯିବନି ବସ୍ । ଏପଟେ ରାଜ୍ୟରେ ଲକ ଡାଉନ ବେଳେ...

22144
ଆଜି ବି ୫ ସହର ଲକ୍‌ ଡାଉନ

ଭୁବନେଶ୍ୱର: କରୋନା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ଲକ୍‌ଡାଉନର ଆଜି ହେଉଛି ଦ୍ୱିତୀୟ ଦିନ। ଆସନ୍ତା ୨୯ ତାରିଖ ଯାଏ ରାଜ୍ୟର ୫ ଜିଲ୍ଲା ଓ ୯ ସହରରେ ପ୍ରାୟ ସଂପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା କରିଛନ୍ତି ସରକାର । ଖୋର୍ଦ୍ଧା, ଗଂଜାମ, କଟକ, କେନ୍ଦ୍ରାପଡ଼ା, ଅନୁଗୁଳ...

nurse
କରୋନା ବ୍ୟାପିବା ପାଇଁ ନର୍ସଙ୍କୁ ଦାୟୀ କଲେ, ପିଟିଲେ

ଲଣ୍ଡନ: ଗୋଟିଏ ପଟେ ସାରା ବିଶ୍‌: କରୋନା ଭାଇରସ ସହ ଲଢୁଛି । କରୋନା ଭାୟରେ ଲୋକେ ଘରୁ ବାହାରୁ ନାହାନ୍ତି । ହେଲେ ଡାକ୍ତର ଏବଂ ମେଡିକାଲ ଟିମ୍‌ ନିଜ ଜୀବନକୁ ବାଜି ଲଗାଇ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଉଦ୍ୟମ ଚଳାଇଛନ୍ତି । କିନ୍ତୁ ଏମାନଙ୍କ...

robot
ନ ଧୋଇଲେ ବି ସାନିଟାଇଜ ରହିପାରିବ ହାତ

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ସାରା ବିଶ୍ୱ ତତ୍ପର। କରୋନା ଚିକିତ୍ସା ପାଇଁ କୌଣସି ଔଷଧ ବା ଭ୍ୟାକ୍ସିନ ବାହାରି ନ ଥିବାବେଳେ ଏକମାତ୍ର ଭରସା ହେଉଛି ସାନିଟାଇଜର ଓ ମାସ୍କ। ଏପରି ଅବସ୍ଥାରେ କରୋନା ମୁକାବିଲା ପାଇଁ ଜଣେ ୭ ଗ୍ରେଡ୍‌ ଭାରତୀୟ ଛାତ୍ରଙ୍କ ଉଦ୍ୟମ କିଛି...

death
ଭାରତରେ କରୋନା ନେଲା ଆଉ ଏକ ମୁଣ୍ଡ: ମୃତ୍ୟୁ ସଂଖ୍ୟା ୬

ମୁମ୍ବାଇ: ଭାରତରେ ପୁଣି ଏକ ମୁଣ୍ଡ ନେଲା କରୋନା ଭାଇରସ୍‌। ଆଜି ମୁମ୍ବାଇର ଏକ ଡାକ୍ତରଖାନାରେ ଜଣେ ୬୫ ବର୍ଷ ବୟସ୍କ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ସେ ଡାଇବେଟିସ୍‌ ଏବଂ ବ୍ଲଡପ୍ରେସର ଆକ୍ରାନ୍ତ ଥିଲେ।  ଏହି ମାମଲାକୁ ମିଶାଇଲେ ଦେଶରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୬ ରେ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।