ନୂଆଦିଲ୍ଲୀ: କଂଗ୍ରେସ ସହିତ ୧୮ ବର୍ଷର ସମ୍ପର୍କ ତୁଟାଇ ଆଜି ବିଜେପିରେ ସାମିଲ ହେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ବିଜେପି ସଭାପତି ଜେ.ପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପସଭାପତି ବୈଜୟନ୍ତ ପଣ୍ଡା, ମଧ୍ୟପ୍ରଦେଶ ବିଜେପି ସଭାପତି ଭି.ଡି ଶର୍ମାଙ୍କ ଉପସ୍ଥିତିରେ ସିନ୍ଧିଆ ବିଜେପିରେ...
ନୂଆଦିଲ୍ଲୀ: ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଇସ୍ତଫା ପରେ ମଧ୍ୟପ୍ରଦେଶ କଂଗ୍ରେସ ସ୍ଥିତି ଜଟିଳ ହୋଇଯାଇଛି। ସେ ଇସ୍ତଫା ଦେବା ପରେ ତାଙ୍କ ସମର୍ଥନରେ ମଧ୍ୟ ପ୍ରଦେଶର ୨୨ ଜଣ ବିଧାୟକ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। ଏହା ପରେ ସେଠାରେ ରାଜନୀତିକ ଅସ୍ଥିରତା ଦେଖାଯାଇଛି। ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସରକାର ଭାଙ୍ଗିବା...
ଜୟପୁର/ଭୋପାଳ: ମଧ୍ୟପ୍ରଦେଶରେ କମଳନାଥ ସରକାର ସଙ୍କଟରେ। କଂଗ୍ରେସର ପ୍ରମୁଖ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ‘ହାତ’ର ହାତ ଛାଡି ପଦ୍ମ ଧରିବାକୁ ଯାଉଛନ୍ତି। ଦଳରୁ ଇସ୍ତଫା ଦେବା ପରେ ଏଠାରେ ସରକାର ଭାଙ୍ଗିଯିବାର ଆଶଙ୍କା ଦେଖା ଦେଇଛି। ମଧ୍ୟପ୍ରଦେଶରେ ଏପରି ରାଜନୈତିକ ଅସ୍ଥିରତା କଂଗ୍ରେସ ମୁଖିଆଙ୍କ ନିଦ ହଜାଇ ଦେଇଛି।...
ଭୋପାଳ:ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ିବା ପରେ ମଧ୍ୟପ୍ରଦେଶରେ କମଳନାଥ ସରକାର ଏବେ ସଙ୍କଟରେ। ତଥାପି କମଳନାଥଙ୍କର ପୂର୍ଣ୍ଣ ଭରସା ରହିଛି ସଙ୍କଟମୋଚକ ଦିଗ୍ବିଜୟ ସିଂହଙ୍କ ଉପରେ। ତେଣୁ ତାଙ୍କ ସରକାର ଯେ ଭାଙ୍ଗିବ ନାହିଁ, ଏକଥା ସେ ଦୃଢତା କହୁଛନ୍ତି। ଅନ୍ୟପକ୍ଷେ ଦିଗ୍ବିଜୟ ମଧ୍ୟ ଭରସା ଦେଇଛନ୍ତି, କମଳନାଥ...
ଭୋପାଳ: ଇସ୍ତଫା ପରେ ଦଳରୁ ବହିଷ୍କୃତ ହେଲେ ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ। କଂଗ୍ରେସରୁ ଇସ୍ତଫା ଦେବାର କିଛି ସମୟ ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଜ୍ୟୋତିରାଦିତ୍ୟଙ୍କୁ ଦଳରୁ ବହିଷ୍କାର କରିଛନ୍ତି।...
ତେହରାନ: କରୋନା ପ୍ରଭାବିତ ଇରାନରେ ଫସିଥିବା ୫୮ ଭାରତୀୟ ତୀର୍ଥଯାତ୍ରୀ ସ୍ୱଦେଶ ଫେରିଛନ୍ତି। ବାୟୁସେନାର ସ୍ୱତନ୍ତ୍ର ବିମାନ ସି-୧୭ ଗ୍ଲୋବମାଷ୍ଟର ଏହି ଭାରତୀୟଙ୍କୁ ତେହେରାନରୁ ଆଣିଛି। ତେହେରାନରୁ ୫୮ ଜଣ ଭାରତୀୟଙ୍କୁ ଧରି ଗାଜିଆବାଦ ହିଣ୍ଡନ ଏୟାରବେସରେ ପହଞ୍ଚିଛି। ଭାରତୀୟଙ୍କୁ ଉଦ୍ଧାର କରିବା ପରେ ଇରାନ ସ୍ଥିତ ଭାରତୀୟ...
ନବରଙ୍ଗପୁର: ଶ୍ମଶାନରୁ ଗାଏବ ହୋଇଯାଇଛି ମୃତଦେହ। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ପୁଜାରିଗୁଡ଼ା ଗାଁ ଶ୍ମଶାନରେ ଘଟିଛି ଏପରି ଘଟଣା। କେହି ମୃତଦେହ ଖୋଳି ନେଇଥିବା ଅଭିଯୋଗ ହୋଇଛି । ଗତକାଲି ସ୍ଥାନୀୟ ସାନଭରଣ୍ଡି ଗାଁର ଜଣେ ନାବାଳିକା ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ ତାଙ୍କ ମୃତଦେହ ବ୍ୟବଚ୍ଛେଦ...
କଟକ: ହୋଲି ଆଣି ଦେଲା ଦୁଃଖ। ହୋଲି ଖେଳ ସରିବା ପରେ ଗାଧୋଇବାକୁ ଯାଇଥିଲେ। ଚାଲିଗଲା ଦୁଇ ଜୀବନ। ଏପରି ଦୁଃଖଦାୟକ ଘଟଣା ଘଟିଛି କଟକ ଜିଲ୍ଲା ୪୨ ମୌଜା ଘାଟକୂଳ ନିକଟରେ ।ମୃତକ ଦ୍ୱୟ ହେଲେ ନିଶାନ୍ତ ପାଢ଼ୀ ଓ ଶୁଭମ୍ କୁମାର ବେହେରା। ସେମାନଙ୍କ ଘର...
ନୂଆଦିଲ୍ଲୀ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। ଏହା ପୂର୍ବରୁ ସିନ୍ଧିଆ ୭ ଲୋକକଲ୍ୟାଣ ମାର୍ଗରେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିଲେ। ଅଧ ଘଣ୍ଟାରୁ ଅଧିକ ସମୟ ଧରି ଦୁହିଁଙ୍କ ମଧ୍ୟରେ ଆଲୋଚନା ଚାଲିଥିଲା।...
ନୂଆଦିଲ୍ଲୀ: ୟେସ ବ୍ୟାଙ୍କ ମାମଲାରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଝିଅ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିପାରେ। ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ବୟାନକୁ ଭିତ୍ତି କରି ପ୍ରିୟଙ୍କାଙ୍କୁ ଜେରା କରିବାକୁ ଯୋଜନା କରୁଛି ଇଡି । ଏଣୁ...
ନୂଆଦିଲ୍ଲୀ: କରୋନା କବଳରେ ସାରା ବିଶ୍ୱ। କରୋନା ମୃତକଙ୍କ ସଂଖ୍ୟା ୪୨୯୪କୁ ବୃଦ୍ଧି ପାଇଛି। ଗତକାଲି କାନାଡ଼ାରେ ପ୍ରଥମ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ସେହିପରି ଗୋଟିଏ ଦିନରେ କାଲି ଇଟାଲୀରେ ୧୭୯୭ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଇଟାଲିରେ ଆଜି ସୁଦ୍ଧା...