ନୂଆଦିଲ୍ଲୀ: ଫାଶିଦଣ୍ଡରୁ ବର୍ତ୍ତିବା ପାଇଁ ନିର୍ଭୟା ଦୋଷୀଙ୍କ ପୁଣି ଭେଳିକି। ପ୍ରକ୍ରିୟାକୁ ବିଳମ୍ବିତ କରିବା ପାଇଁ ପୁଣିଥରେ ନୂଆ ଚାଲାକି ଆରମ୍ଭ କରିଛନ୍ତି। ଆସନ୍ତା ୨୦ ତାରିଖରେ ସମସ୍ତଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଡେଥ ୱାରେଣ୍ଟ ଜାରି କରିଛନ୍ତି। ହେଲେ ଏହାକୁ ଘୁଞ୍ଚାଇବା ପାଇଁ ୪ ଦୋଷୀଙ୍କ...
ଥାଇଲାଣ୍ଡ: କରୋନା ପାଇଁ ଲାଗିଗଲା ଯୁଦ୍ଧ। ଯୁଦ୍ଧ ଦେଶ ଦେଶ ଭିତରେ ନୁହେଁ କି ମଣିଷ-ମଣିଷ ଭିତରେ ନୁହେଁ, ଯୁଦ୍ଧ ଚାଲିଛି ମାଙ୍କଡଙ୍କ ମଧ୍ୟରେ। ଶତାଧିକ ମାଙ୍କଡ ପରସ୍ପର ଭିତରେ ଲଢୁଛନ୍ତି। ଲଢିବାର କାରଣ ମଧ୍ୟ ଆହୁରି ରୋଚକ। ସାମାନ୍ୟ ଗୋଟାଏ କଦଳି ପାଇଁ ଶହେରୁ ଅଧିକ ମାଙ୍କଡ...
ନୂଆଦିଲ୍ଲୀ:ସିଭିଲ୍ ସର୍ଭିସ୍ ପରୀକ୍ଷା (ୟୁପିଏସସି) ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀ ଚାହିଁଲେ ପରୀକ୍ଷାରୁ ଓହରି ପାରିବେ। ପ୍ରଥମ ଥର ପାଇଁ ୟୁପିଏସସି ବୋର୍ଡ ଏପରି ପ୍ରକ୍ରିୟା ଲାଗୁ କରିଛି। ଆବଦନ କରିଥିବା ପ୍ରାର୍ଥୀ ଯଦି ପ୍ରସ୍ତୁତି ଭଲ ଭାବରେ କରିପାରି ନାହାନ୍ତି କିମ୍ବା କାରଣ ପାଇଁ ପରୀକ୍ଷା ଦେବାକୁ...
ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ନଜରବନ୍ଦୀ ରହିଥିବା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଏବେ ମୁକୁଳିବେ। ଏଥି ସହିତ ତାଙ୍କ ବିରୋଧରେ ଲାଗିଥିବା ପବ୍ଲିକ ସେଫ୍ଟି ଆକ୍ଟ ମଧ୍ୟ ହଟାଇ ଦିଆଯିବ। ୭ ମାସରୁ ଅଧିକ ଦିନ ନ୍ୟାଶନାଲ କନଫରେନସର ସଭାପତି...
ନୂଆଦିଲ୍ଲୀ: ଉନ୍ନାଓ ପୀଡ଼ିତା ବାପାଙ୍କ ହତ୍ୟା ମାମଲାର ଶୁଣାଣି ଆଜି ସୁପ୍ରିମ୍ କୋର୍ଟରେ ହୋଇଯାଇଛି। କୋର୍ଟ ପୂର୍ବତନ ବିଧାୟକ କୁଲଦୀପ ସିଂହ ସେନଗାରଙ୍କୁ ଏହି ମାମଲାରେ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ୨୦୧୭ରେ ଉନ୍ନାଓ ପୀଡ଼ିତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା। କୁଲଦୀପ ସିଂହ ସେନଗାର ଏବେ...
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ହୋଇଯାଇଛି ସପ୍ତମ ଶାମ୍ଭବୀ ପୁରସ୍କାର ପ୍ରଦାନ ଉତ୍ସବ । ଜଙ୍ଗଲ ସୁରକ୍ଷା ପାଇଁ ଦେବଗଡ଼ର ହୀରାଧର ସାହୁଙ୍କୁ ମିଳିଛି ସପ୍ତମ ଶାମ୍ଭବୀ ପୁରସ୍କାର । ହୀରାଧର ଜିଲ୍ଲା ଜଙ୍ଗଲ ସୁରକ୍ଷା ମଞ୍ଚ ଦ୍ୱାରା ପ୍ରାୟ ୧୬ ବର୍ଗ...
ନୂଆଦିଲ୍ଲୀ: କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। ରୋଗକୁ ନିୟନ୍ତ୍ରଣ କରିବାରେ ମେଡିକାଲ ସାଇନ୍ସ ତ ସଫଳ ହୋଇନାହିଁ। ତେବେ ଅନେକ ଦେଶର ବୈଜ୍ଞାନିକ କରୋନାର ପ୍ରତିଷେଧକ ଉପରେ ଗବେଷଣା କରୁଛନ୍ତି। ଏହାରି ଭିତରେ କରୋନା (କୋଭିଡ – ୧୯)ର ପ୍ରତିଷେଧକ ଟୀକା ଇସ୍ରାଏଲର ବୈଜ୍ଞାନିକ...
ଭୁବନେଶ୍ୱର: ପେନସନ୍ ହୋଲଡରମାନଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର ପେନସନଧାରୀଙ୍କ ପାଇଁ ଘୋଷଣା କରିଛନ୍ତି ଅଧିକ ମହଙ୍ଗା ଭତ୍ତା। ପେନସନଧାରୀମାନେ ୨୦୧୯ ଜୁଲାଇ ୧ରୁ ଏହି ବର୍ଦ୍ଧିତ ଭତ୍ତା ପାଇବେ। ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ୨୦୨୦ ଜାନୁୟାରୀ ୧ରୁ ମହଙ୍ଗା ଭତ୍ତା(ଡିଏ) ଘୋଷଣା କରିଥିବା...
ନୂଆଦିଲ୍ଲୀ: ୟେସ ବ୍ୟାଙ୍କ ପରେ ଆଉ ଏକ ବ୍ୟାଙ୍କ ଦେବାଳିଆ ସ୍ଥିତିକୁ ଆସିଥିବା ଆଲୋଚନା ହେଉଛି। ସୋଶାଲ ମିଡିଆରେ ଏହି ଖବର ଭାଇରାଲ ହୋଇଛି। ଦେବାଳିଆ ସ୍ଥିତିକୁ ଆସିଥିବା ଏହି ବ୍ୟାଙ୍କ କର୍ଣ୍ଣାଟକା ବ୍ୟାଙ୍କ ବୋଲି କୁହାଯାଉଛି। ଏହି ଖବର ଜାଣିବା ପରେ କର୍ଣ୍ଣାଟକା ବ୍ୟାଙ୍କର ଗ୍ରାହକମାନେ ଅସନ୍ତୋଷ...
ନୂଆଦିଲ୍ଲୀ:ଏଲଆଇସି(Life Insurance Corporation) ରେ ଚାକିରି କରିବାକୁ ଚାହୁଁଛନ୍ତି କି ? ଏବେ ଆସିଛି ସୁଯୋଗ। ଖୁବ ଶିଘ୍ର ଏଲଆଇସି ତାର ଖାଲି ପଡ଼ିଥିବା ଶତାଧିକ ପଦବୀ ପୂରଣ କରିବାକୁ ଯାଉଛି । ଏଥିପାଇଁ ଆବେଦନ ପତ୍ର ମଗାଇଛି। ଆବେଦନ କରିବାର ତାରିଖ, ପ୍ରକ୍ରିୟା, ଚୟନ ପ୍ରକ୍ରିୟା, ଜରୁରୀ...
ଅନୁଗୁଳ: ମଶାଣିରୁ ଉଦ୍ଧାର ମିଳିଲା ନବଜାତ ଶିଶୁ କନ୍ୟା। ଏହାକୁ ନେଇ ଅନୁଗୁଳର ନାଲକୋ ଥାନା ବଳରାମ ପ୍ରସାଦ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ଆଜି ସକାଳୁ ବଳରାମ ପ୍ରସାଦ ମଶାଣିରୁ ଏହି ନବଜାତ ଶିଶୁକୁ ଉଦ୍ଧାର କରାଯାଇଛି। ସକାଳୁ ଜଣେ ମହିଳା ଶୌଚ ପାଇଁ ଯାଇଥିଲେ। ଏହି...
ଭୋପାଳ: କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ମଧ୍ୟପ୍ରଦେଶର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆକୁ ନେଇ ଆଜିକାଲି ସୋଶାଲ ମିଡିଆରେ ବେଶ ଚର୍ଚ୍ଚା। ଜ୍ୟୋତିରାଦିତ୍ୟ ବିଜେପିରେ ମିଶିବା ପରେ ତାଙ୍କୁ ନେଇ ଅନେକ ଟ୍ୱିଟ୍, ଭିଡିଓ ପୋଷ୍ଟ କରାଯାଇଛି। ଟିକ୍ଟକ୍ରେ ମଧ୍ୟ ସିନ୍ଧିଆଙ୍କ ଭିଡିଓ ଭାଇରାଲ ହେଉଛି। ସିନ୍ଧିଆ...
ନୁ୍ୟର୍କ: ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି କରୋନା ଭାଇରସ। କେହି ବି ତା କବଳରୁ ବାଦ୍ ଯାଉ ନାହାନ୍ତି। ଏବେ ଜଣେ ହଲିଉଡ୍ ଅଭିନେତା ଟମ୍ ହାଙ୍କ୍ସ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏନେଇ ସେ ନିଜେ ସୂଚନା ଦେଇଛନ୍ତି। ଟମ୍ଙ୍କ ସହ ତାଙ୍କ...
ନୂଆଦିଲ୍ଲୀ: କରୋନାକୁ ବିଶ୍ୱ ମହାମାରୀ ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଚୀନ୍, ଇରାନ, ଇଟାଲୀରେ ମୃତ୍ୟୁର ତାଣ୍ଡବ ରଚିଥିବା କରୋନାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ବିଶ୍ୱ ମହାମାରୀ ବୋଲି ଘୋଷଣା କରିଛି । କରୋନା ଭାଇରସ ଦିନକୁ ଦିନ କାୟା ମେଲାଇବାରେ ଲାଗିଛି। ଏହାକୁ...
ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଶୁକ୍ରବାର ଠାରୁ ୧୫ ଏପ୍ରିଲ୍ ପର୍ଯ୍ୟନ୍ତ ସମସ୍ତ ଭିସାକୁ ସରକାର ରଦ୍ଦ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ସ୍ତରୀୟ ବୈଠକ ପରେ ଭାରତ ସରକାରଙ୍କ ଏମିତି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେବଳ ରାଜନୈତିକ...
ବେଙ୍ଗାଲୁରୁ: କର୍ଣ୍ଣାଟକରେ ଆଜି ଜଣେ ୭୬ ବର୍ଷ ବୟସ୍କ ବ୍ୟକ୍ତିଙ୍କର COVID-19ରେ ମୃତ୍ୟୁ ଘଟିଥିବା କୁହାଯାଉଛି। ତାଙ୍କର ନମୁନା ଏବେ ପରୀକ୍ଷା ପାଇଁ ପଠାଯାଇଛି। ଯଦି କରୋନାରେ ଆକ୍ରାନ୍ତ ହୋଇଥିବେ ତା’ହେଲେ ଏହା ଭାରତରେ ପ୍ରଥମ ମୃତ୍ୟୁ ହୋଇପାରେ। କର୍ଣ୍ଣାଟକର କାଲାବୁରାଗିରେ ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ...
ଭୁବନେଶ୍ୱର: ରାଜ୍ୟସଭାର ଚତୁର୍ଥ ପ୍ରାର୍ଥୀ ଦେବ କି ବିଜେପି ? ବିଜେଡି ପ୍ରାର୍ଥୀ ବିରୋଧରେ ଲଢ଼ିବ କି ବିଜେପି ? ଏସବୁ ପ୍ରସଙ୍ଗକୁ ନେଇ ଲାଗି ରହିଥିବା ଚର୍ଚ୍ଚା ଭିତରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ବିଜେପି ଚତୁର୍ଥ ସିଟରେ ଜିତିବା ସମ୍ଭାବନା...
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ଲାଗି ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗହଣରେ ଆସି ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିଥିଲେ। ବିଜେଡି ପ୍ରାର୍ଥୀ ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର ଏବଂ ମମତା ମହାନ୍ତ ନାମାଙ୍କନ ଦାଖଲ...