ନୂଆଦଲ୍ଲୀ: କରୋନା ଭାଇରସର ପ୍ରକୋପ ଭାରତରେ ଦିନକୁ ଦିନ ବଡ଼ିବାରେ ଲାଗିଛି। ଫିଲ୍ମ ଶୁଟିଂ ମଧ୍ୟ ବାତିଲ କରି ଦିଆଯାଇଛି। ବଲିଉଡ କଳାକାରମାନେ ଏବେ ଘରେ ଭିଡିଓ ତିଆରି କରି ଲୋକଙ୍କୁ କରୋନା ଭାଇରସ୍ ସମ୍ପର୍କରେ ସଚେତନ କରୁଛନ୍ତି। ଏପରି ସମୟରେ ବାହୁବଳି ଫେମ୍ ଆକ୍ଟର ପ୍ରଭାସଙ୍କୁ ନେଇ...
ନୂଆଦିଲ୍ଲୀ: କରୋନା ଭାଇରସ ମଣିଷ ଆଖିରୁ ନିଦ ହଜାଇ ଦେଇଥିବାବେଳେ ଏହାର ମୁକାବିଲା ପାଇଁ ସରକାର କଠୋର ପଦକ୍ଷେପମାନ ନେଇଛନ୍ତି। ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜନତା କର୍ଫ୍ୟୁ ଡାକରା ଦେଇଛନ୍ତି। ସାରା ଦେଶ ଏହାକୁ ଗ୍ରହଣ କରିଛି। ରବିବାର ସମସ୍ତେ...
ନୂଆଦିଲ୍ଲୀ:କରୋନା ପାଇଁ କୌଣସି ଔଷଧ ବାହାରି ନାହିଁ। ଚୀନ ଏବଂ ଆମେରିକା କରୋନା ଭ୍ୟାକ୍ସିନ ବାହାର କରିପାରିଛନ୍ତି ବୋଲି ଦାବି କରିଛନ୍ତି। ଚୀନ ଖୁବ୍ ଶୀଘ୍ର ଏହି ଭ୍ୟାକ୍ସିନ ପ୍ରସ୍ତୁତ କରିପାରିବ ବୋଲି ଦାବି କରିଥିବାବେଳେ ଆମେରିକା ଏଥିପାଇଁ ୧୮ ମାସ ଲାଗିବ ବୋଲି କହିଛି। ତେବେ ଆଜିଯାଏ...
କଟକ: ରବିବାର ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ଆହ୍ୱାନକୁ ଓଡ଼ିଶାରେ ମିଳିଛି ବିପୁଳ ସମର୍ଥନ । ରାଜ୍ୟରେ ଘରୋଇ ବସ ଚଳାଚଳ ବନ୍ଦ ରହିଥିବାବେଳେ କଟକ ଛତ୍ରବଜାର ଓ ମାଲଗୋଦାମ ବନ୍ଦ ରହିବ ବୋଲି କୁହାଯାଇଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାକୁ ଲାଗିଥିବା ବେଳ...
ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଆଜି ପର୍ଯ୍ୟନ୍ତ କୌଣସି ଔଷଧ କିମ୍ବା ଭାକ୍ସିନ ବାହାରି ନାହିଁ। ଏପରି ପରିସ୍ଥିତିରେ ଦ୍ରୁତ ଗତିରେ ଏହି ଭାଇରସ ତା‘ର କାୟା ବିସ୍ତାର କରି ଚାଲଛି। ତେଣୁ ଭାଇରସ୍ଠାରୁ ଦୂରରେ ରହବା ପାଇଁ ବିଭିନ୍ନ ପ୍ରକାର ସତର୍କତା ଅବଲମ୍ବନ କରଯାଉଛି। କାରଣ ଏକମାତ୍ର...
ଲକ୍ଷ୍ନୌ:କରୋନ ଭାଇରସ ଟେଷ୍ଟରେ ପଜେଟିଭ ଆସିବା କଥା ବଲିଉଡ୍ ସିଙ୍ଗର କନିକା କାପୁର କହିବା ପରେ ତାଙ୍କ ବିରୋଧରେ FIR ରୁଜୁ ଦିଆଯାଇଛି। କନିକା କପୁରଙ୍କ ନାଁରେ ଲକ୍ଷ୍ନେର ସରୋଜିନୀ ନଗର ଥାନାରେ ମାମଲା ରୁଜୁ ହୋଇଛି । ଲକ୍ଷ୍ନୌର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଅଭିଯୋଗ କ୍ରମେ ଏହି...
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୧୪ ଘଣ୍ଟିଆ ଜନତା କର୍ଫ୍ୟୁ ଆହ୍ୱାନ ଦେଇଛନ୍ତି। ଏହାକୁ ସଫଳ କରିବା ପାଇଁ ଚାରିଆଡ଼ୁ ସମର୍ଥନ ମିଳୁଛି। ରେଳବାଇ ପକ୍ଷରୁ ରବିବାର ସାରା ଦେଶରେ ୩,୭୦୦ ଟ୍ରେନ ଚଳାଚଳ ବାତିଲ କରି ଦିଆଯାଇଛି। ସେହିପରି ଦେଶର ଦୁଇଟି ବିମାନ କମ୍ପାନୀ ଇଣ୍ଡିଗୋ...
ନୂଆଦିଲ୍ଲୀ:ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୨୫୧ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ସାରା ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୭୫ ହଜାର ୮୬୪ ଛୁଇଁଲାଣି।...
ନୂଆଦିଲ୍ଲୀ: କଲେଜର ଜଣେ ପ୍ରଫେସର ଚାକିରି ଛାଡ଼ି ମାଛ ବିକିବ ? ଏମିତି କିଏ କରିପାରେ ? ହେଲେ ଏମିତି କରିଛନ୍ତି ତାମିଲନାଡୁର ଜଣେ ଯୁବକ। ଯୁବକଙ୍କର ଏପରି ନିଷ୍ପତ୍ତି ଶୁଣିଲେମନେ ପଡେ ଶାହରୁଖ ଖାଁଙ୍କର ‘ରଇସ’ ଫିଲ୍ମର ସେଇ ଡାଇଲଗ୍- ‘କୋଇ ଧନ୍ଦା ଛୋଟା ନହିଁ ହୋତା,...
ଭୋପାଲ: ଆସ୍ଥା ଭୋଟ ପୂର୍ବରୁ ଇସ୍ତଫା ଦେବାକୁ ଘୋଷଣା କରିବା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ରାଜ୍ୟପାଳ ଲାଲାଜି ଲଣ୍ଡନଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ଦେଇଛନ୍ତି। ୧୦ ମିନିଟର ସାମ୍ୱାଦିକ ସମ୍ମିଳନୀରେ ସେ ତାଙ୍କ ସରକାର ଉପଲବ୍ଧି ବାବଦରେ କହିଥିଲେ। ଏଥିସହିତ ବିଜେପି ଉପରେ ବର୍ଷିଥିଲେ। ବିଜେପି...
ନୂଆଦିଲ୍ଲୀ: ଆଜିକୁ ଠିକ୍ ୭ବର୍ଷ ୩ମାସ ୩ ଦିନ ତଳର ଘଟଣା। ୨୦୧୨, ଡିସେମ୍ବର ୧୬ ତାରିଖର ସେଇ କାଳ ରାତି । ରାଜଧାନୀ ଦିଲ୍ଲୀରେ ଚଳନ୍ତା ବସ୍ରେ ୬ ଜଣ ମିଶି ଜଣେ ଅସହାୟା ଯୁବତୀଙ୍କୁ ଗଣବଳାତ୍କାର କରିଥିଲେ। ନିର୍ଦ୍ଦୟତାର ସବୁ ସୀମା ପାର କରି ଦେଇଥିଲେ...
ଭୋପାଳ: ଆସ୍ଥା ଭୋଟ୍ ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଇସ୍ତଫା ଦେଲେ । ଆଜି ରାଜ୍ୟପାଳ ଲାଲାଜି ଟଣ୍ଡନଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ଦେବେ ବୋଲି କହିଛନ୍ତି କମଲନାଥ। ଏଥି ସହିତ ବିଜେପି ଉପରେ ବଷିଛନ୍ତି। ଏକ ପ୍ରେସ୍ମିଟ୍ରେ ସେ ଅଭିଯୋଗ କରିଛନ୍ତି, ଷଡ଼ଯନ୍ତ୍ର କରି ତାଙ୍କ...
ନୂଆଦିଲ୍ଲୀ: ଭାରତରେ ୨୦ ରାଜ୍ୟକୁ ବ୍ୟାପିଲା କରୋନା। ବର୍ତ୍ତମାନ ସୁଦ୍ଧା ୨୦୬ ଜଣ ଆକ୍ରାନ୍ତ ହୋଇଥିବା ଆଇସିଏମଆର ICMR ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏପର୍ଯ୍ୟନ୍ତ ୧୪ହଜାର ୩୭୬ଟି ସାମ୍ପଲ ସଂଗ୍ରହ କରାଯାଇଥିବା ବେଳେ ୧୩ହଜାର ୪୮୬ଟି ପରୀକ୍ଷା କରାଯାଇଛି । ଅନ୍ୟପକ୍ଷରେ କରୋନାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି...
ନୂଆଦିଲ୍ଲୀ: ଆଜି ସକାଳ ସାଢେ ୫ଟା ବେଳେ ଫାଶିଖୁଣ୍ଟରେ ଝୁଲିଛନ୍ତି ନିର୍ଭୟା ଦୋଷୀ ଅକ୍ଷୟ କୁମାର, ପବନ ଗୁପ୍ତା, ବିନୟ, ଶର୍ମା ଏବଂ ମୁକେଶ କୁମାର । ଏହା ପୂର୍ବରୁ ଅନେକ ଥର ସେମାନଙ୍କ ବିରୋଧରେ ଡେଥ ୱାରେଣ୍ଟ ଜାରି ହୋଇଥିଲେ ହେଁ ସେମାନେ ଏହାକୁ କୌଣସି ନା...
ନୂଆଦିଲ୍ଲୀ: ଆଜି ସକାଳ ସାଢେ ୫ଟା ବେଳେ ଫାଶିଖୁଣ୍ଟରେ ଝୁଲିଛନ୍ତି ନିର୍ଭୟା ଦୋଷୀ ଅକ୍ଷୟ କୁମାର, ପବନ ଗୁପ୍ତା, ବିନୟ, ଶର୍ମା ଏବଂ ମୁକେଶ କୁମାର । ଏହା ପୂର୍ବରୁ ଏମାନେ ଦୀର୍ଘ ବର୍ଷ ଧରି ଜେଲରେ ରହି ଆସିଥିଲେ। ଏହି ସମୟରେ ଜେଲରେ କାମ କରି ୧...
ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କୁ ଫାଶି ପରେ ଆଜି ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି ନିର୍ଭୟା ଦୋଷୀଙ୍କ ଓକିଲ ଏପି ସିଂହ । ଫାଶି ରୋକିବା ନେଇ ସମସ୍ତ ଆବେଦନ ଖାରଜ ହେବା ପରେ ଅଜବ ଯୁକ୍ତି ରଖିବା ସହ ନିର୍ଭୟାଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ଏପି...