ନୂଆଦିଲ୍ଲୀ: ପଦ୍ମବିଭୂଷଣ ସତୀଶ ଗୁଜରାଲଙ୍କର ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ଆକ୍ରାନ୍ତ ଥିଲେ। ସତୀଶ ଗୁଜୁରାଲ ଏକଧାରାରେ ଥିଲେ ଜଣେ ଚିତ୍ରଶିଳ୍ପୀ ଏବଂ ଲେଖକ । ୧୯୨୫ ମସିହା ଡିସେମ୍ବର...
ମହାରାଷ୍ଟ୍ରରେ ଗୋଟିଏ ପରିବାରର ୧୨ ଜଣ ସଦସ୍ୟ କରୋନା କୋହ୍ଲାପୁର: ମହାରାଷ୍ଟ୍ରରେ ଗୋଟିଏ ପରିବାରର ୧୨ ଜଣ ସଦସ୍ୟ କରୋନା ପଜେଟିଭ ଥିବା ଜଣାଯାଇଛି । ସାଙ୍ଗଲି ଜିଲ୍ଲାର ଇସସ୍ଲାମପୁର ଗାଁରେ ରହୁଥିବା ଏହି ପରିବାରର ୪ ଜଣ ସଦସ୍ୟଙ୍କର ସ୍:ାବ ପରୀକ୍ଷା ହୋଇଥିଲା । ମାର୍ଚ୍ଚ ୨୩ରେ...
କୋଭିଡ-୧୯କୁ ନେଇ ସାରା ବିଶ୍ୱରେ ଖେଳି ଯାଇଛି ଆତଙ୍କ। ସବୁଠି ଲାଗିଛି କର୍ଫ୍ୟୁ। ଲାଗୁଛି ଯେମିତି ଅଟକି ଯାଇଛି ପୃଥିବୀ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ଘରେ ରହିବା ପାଇଁ ସାରା ଦେଶବାସୀଙ୍କୁ ହାତଯୋଡ଼ି ନିବେଦନ କରିଛନ୍ତି। ଦୋକାନ ବଜାର ବନ୍ଦ। ବ୍ୟବସାୟ ବି ଠପ୍।...
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଗୁରୁବାର ମୃତ୍ୟୁସଂଖ୍ୟାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୮୮ ନୂଆ ମାମଲା ସାମ୍ନାକୁ ଆସିଛି। ଏଥିମଧ୍ୟରୁ ଦିଲ୍ଲୀରେ ୪ ଜଣ ଅଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂୂଚନା ଅନୁସାରେ ଭାରତରେ ମୋଟ...
ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା ପାଇଁ ସରକାର ୨୧ ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ଲୋକଙ୍କୁ ଘରୁ ନ ବାହାରିବା ପାଇଁ କୁହାଯାଇଛି । ଲକଡାଉନର ୨ୟ ଦିନରେ ଦେଖିବାକୁ ମିଳୁଛି ଲୋକେ ଘରୁ ବାହାରୁ ନାହାନ୍ତି । ତେବେ ସ୍ବାସ୍ଥ୍ୟ ସେବା ନେଇ ସମ୍ୟସ୍ୟାର ସମ୍ମୁଖୀନ...
ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସର ସଂକ୍ରମଣକୁ ଦେଖି ପ୍ରଧାନମନ୍ତ୍ରୀ ମଙ୍ଗଳବାର ପୁରା ଦେଶ ୨୧ ଦିନ ପାଇଁ ଲକ୍୍ଡାଉନ ଘୋଷଣା କରିଛନ୍ତି । ଲକଡାଉନ ମଙ୍ଗଳବାର ରାତି ୧୨ଟାରୁ ଘୋଷଣା କରାଯାଇଛି । ଆଜି ଦ୍ବିତୀୟ ଦିନରେ ଲକ୍୍ଡାଉନ୍୍ । ଏଥିଯୋଗୁ ସହର, ବଜାର, ରାସ୍ତାଘାଟ ସବୁ ଶୁନଶାନ,...
ନୂଆଦିଲ୍ଲୀ: ଦ୍ରୁତ ଗତିରେ ବଢୁଥିବା କରୋନା ଆକ୍ରାନ୍ତଙ୍କୁ ଦୃଷ୍ଟିରେ ରଖି ଭାରତ ସରକାର ଘୋଷଣା କରିଛନ୍ତି, ବିଦେଶରୁ ଫେରୁଥିବା ସମସ୍ତ ନାଗରିକ ୧୪ ଦିନ ପର୍ଯ୍ୟନ୍ତ ଆପେ ଆପେ ସେଲ୍ଫ କ୍ୱାରେଣ୍ଟାଇନ୍ରେ ରହିବେ। ଏହି ଭାଇରସରେ ଭାରତର ପ୍ରାୟ ୬୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ୧୩...
ଜେନେଭା: କରୋନା ଜନିତ ମୃତ୍ୟୁ ସଂଖ୍ୟା ଚୀନ, ଇଟାଲି, ଇରାନ, ଆମେରିକାରେ ଉଦବେଗଜନକ ସ୍ଥିତିରେ ଥିବାବେଳେ ଭାରତରେ ସେପରି ସ୍ଥିତ ନାହିଁ । ତଥାପି ସ୍ଥିତି ଗୁରୁତର ହେବା ପୂର୍ବରୁ ଭାରତକୁ ଲକ୍ଡାଉନ୍ କରି ଦେଇଛନ୍ତି ସରକାର। ଘରୁ ବାହାରିବାକୁ ବାରଣ କରାଯାଇଛି। ସାରା ଦେଶରେ ଏକ ପ୍ରକାର...
ୱାଶିଂଟନ: ମହାମାରୀ କରୋନାର ଶକ୍ତି ପାଖରେ ହାର ମାନିଛି ଶକ୍ତିଶାଳୀ ଆମେରିକା। ଦେଶରେ ଦ୍ରୁତ ଗତିରେ ଏହି ଭାଇରସ ତାର କାୟା ବିସ୍ତାର କରି ଚାଲିଥିବାବେଳେ ଆମେରିକାର ବିଶେଷଜ୍ଞ ଡାକ୍ତରମାନେ ଅସହାୟ ହୋଇପଡ଼ିଛନ୍ତି। କରୋନା ନେଇ ଚାଲିଛି ଗୋଟିଏ ପରେ ଗୋଟିଏ ମୁଣ୍ଡ। ଇତି ମଧ୍ୟରେ ଆମେରିକାରେ କରୋନ...
ରୋମ୍: ମହାମାରୀ ରୂପ ନେଇଥିବା କରୋନା ଇଟାଲିରେ ତାଣ୍ଡବ ରଚୁଛି। ଏହି ମହାମାରୀ ଇଟାଲିରେ ବୁଧବାର ସୁଦ୍ଧା ୭ ହଜାର ଲୋକଙ୍କର ଜୀବନ ନେଲାଣି। ଏଠାରେ ସରକାର, ଡାକ୍ତର ଅସହାୟ ହୋଇପଡ଼ିଲେଣି। ଇତି ମଧ୍ୟରେ କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଜଣେ ନର୍ସଙ୍କ ରିପୋର୍ଟ ପଜେଟିଭ ଆସିବା ପରେ...
ନୂଆଦିଲ୍ଲୀ: କରୋନାକୁ ନେଇ ଡରନ୍ତୁ ନାହିଁ। ସଚେତନ ହୁଅନ୍ତୁ। ସାମାନ୍ୟ ସଚେତନ ହେଲେ ଆମେ କରୋନାକୁ ଆମେ ହରାଇ ପାରିବା। କରୋନ ସହ ଜଡିତ ମାସାଚୁସେଟ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲଜି ପକ୍ଷରୁ ଜାରି ସଦ୍ୟ ରିପୋର୍ଟ ଅନୁସାରେ ଯଦିଓ କରୋନା ଭାଇରସର ମୁକାବିଲା ପାଇଁ କୌଣସି ଭ୍ୟାକ୍ସିନ କିମ୍ବା...
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନିମ୍ମିଙ୍କର ବୁଧବାର ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଦୀର୍ଘ ମାସ ଧରି ସେ ହ୍ୱିଲ୍ ଚେୟାରରେ ଯିବାଆସିବା କରୁଥିଲେ। ବୁଧବାର ସନ୍ଧ୍ୟାରେ ସାନ୍ତାକ୍ରୁଜ୍ର ଏକ ଘରୋଇ ଡାକ୍ତରଖାନାରେ...
ନୂଆଦିଲ୍ଲୀ: ଦିଲ୍ଲୀରେ ଲକ୍ ଡାଉନ୍ ସମୟରେ କେହି ବି ଭୋକିଲା ରହିବେନ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି ବ୍ୟବସ୍ଥା। ଏକ ସମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏକଡାଉନ୍ ପାଇଁ ଦିଲ୍ଲୀରେ ଏବେ ଦୋକାନ, ବଜାର ଓ ରୋସ୍ତୋରାଁ ବନ୍ଦ ରହିଛି...
ଭୁବନେଶ୍ୱର: ସୁଦୂର ଚୀନରୁ ଆସି କିଲର କରୋନା ଭାଇରସ୍ ଆମ ଘର ପାଖରେ ପହଞ୍ଚି ଗଲାଣି। ହେଲେ ଏହାକୁ ଘର ଭିତରକୁ ପଶିବାକୁ ଦେବା ନାହିଁ। ସେଥିପାଇଁ ଘରୁ ନ ବାହାରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ଟ୍ୱିଟ କରି ନିବେଦନ କରିଛନ୍ତି। ମହାମାରୀ କରୋନାର ଭୟାବହତା ଦେଖିବା...