ବାଲେଶ୍ୱର: ୬୦ ନମ୍ବର ଜାତୀୟ ରାଜପଥରେ ଫୁଲାଡି ନିକଟରେ ଆଜି ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ରାସ୍ତାରେ ଠିଆ ହୋଇଥିବା ଟ୍ରକ୍କୁ ଏକ କାର୍ ପଛରୁ ଧକ୍କା ଦେବାରୁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଡ୍ରାଇଭରଙ୍କ ଘର ରୁପ୍ସା...
ରୋମ: ମହମାରୀ କରୋନା ଏବେ ସ୍ପେନ୍ରେ ଭୟାବହ ରୂପ ନେଇଛି। ଏପରିକି ଚାଇନା ତୁଳନାରେ ଏବେ ସ୍ପେନର ସ୍ଥିତି ଅଧିକ ଜଟିଳ ହୋଇଯାଇଛି। ଏହାପୂର୍ବରୁ ଆମେରିକା ଓ ଇଟାଲିର କରୋନା ଆକ୍ରାନ୍ତ ଏବଂ ମୃତ୍ୟୁ ହାର ଅଧିକ ଥିଲା। ହେଲେ ଏବେ ସ୍ପେନ ଏହି ଦୁଇ ଦେଶକୁ ଅତିକ୍ରମ...
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ନିଜାମୁଦ୍ଦିନ ଇଲାକାରେ ଏକ ମସଜ୍ଜିଦ୍ରେ ଥିବା ୮୬୦ରୁ ଅଧିକ କରୋନା ସନ୍ଦଗ୍ଧଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହୁରି ୩୦୦ ଲୋକଙ୍କୁ ଡାକ୍ତରଖାନା ଆଣିବା ପାଇଁ ଚେଷ୍ଟା ଚାଲିଛି। ଏହି ମସଜିଦ୍ ମଧ୍ୟରେ ମାଲେସିଆ, ଇଣ୍ଡୋନେସିଆ, ସାଉଦିଆରବ ଏବଂ କିର୍ଗିସ୍ଥାନ ସମେତ ଅନେକ ଦେଶର...
ବଲାଙ୍ଗିର: ବଲାଙ୍ଗିର ସହରରେ ଲକଡାଉନ ଉଲ୍ଲଂଘନକାରୀଙ୍କ ବିରୋଧରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପୋଲିସକୁ ମହାଙ୍ଗା ପଡ଼ିଲା ।ରାସ୍ତାରେ ଆଣ୍ଠେଇ ଆଣ୍ଠେଇ ଯିବା ଲାଗି ଯୁବକଙ୍କୁ ବାଧ୍ୟ କରିବା ଓ ଲାଠିରେ ବାଡ଼େଇବା ଅଭିଯୋଗରେ ୨ ଓଏସ୍ଏପି କନଷ୍ଟେବଲ୍ଙ୍କୁ ନିଲମ୍ବନ କରିଛନ୍ତି ବଲାଙ୍ଗିର ଏସ୍ପି ସନ୍ଦୀପ ସଂପଦ। ନିଲମ୍ବିତ ୨ କନେଷ୍ଟବଳ...
ନୂଆଦିଲ୍ଲୀ: ଲକ୍ଡାଉନରେ ବି ଚାଲିବ ସମ୍ବାଦପତ୍ର ବଣ୍ଟନ । ୨୧ ଦିନିଆ ଲକଡାଉନ ପିରିୟଡରେ ଦେଶରେ ସମ୍ବାଦପତ୍ର ବଣ୍ଟନ ଜାରି ରହିବା ନେଇ ସ୍ପଷ୍ଟ କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ପ୍ରିଣ୍ଟ ମିଡିଆକୁ ଲକଡାଉନ କଟକଣାରୁ ବାଦ୍ ଦିଆଯାଇଥିବାରୁ ଖବରକାଗଜ ନେଇ ଯାଉଥିବା ଗାଡ଼ିଗୁଡ଼ିକୁ ଚଳାଚଳ ପାଇଁ...
ରାୟଗଡା:) ୨୧ ଦିନିଆ ଲକଡାଉନର ଆଜି ଷଷ୍ଠ ଦିନ । ଲକ୍ ଡାଉନର ପ୍ରଭାବ ଦିଲ୍ଲୀଠୁ ପଲ୍ଲି ସବୁଠି ଦେଖିବାକୁ ମିଳୁଛିି। ବନ୍ଦ ଯୋଗୁ ଶୂନଶାନ ହୋଇପଡୁଛି ରାସ୍ତା ଘାଟ। କେବଳ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଲୋକେ ଯାହା ଘରୁ ବାହାରୁଛନ୍ତି। କଟକଣାକୁ ମାନିବା ସହ ସାମାଜିକ...
ଭୁବନେଶ୍ୱର: ବିଧାନସଭାରେ ଗୃହୀତ ହେଲା ବ୍ୟୟ ମଞ୍ଜୁରୀ ବିଲ୍ । ଆଜି ସର୍ବସମ୍ମତି କ୍ରମେ ବ୍ୟୟମଂଜୁରୀ ବିଲ୍ ପାସ୍ ହୋଇଥିବା ସୂଚନା ମିଳିଛି। ଏ ନେଇ ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅମର ଶତପଥୀ । ବିଲ୍ ପାସ୍ ପରେ ବିଧାନସଭା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି...
ଭୁବନେଶ୍ୱର: ଗତକାଲି ରାତିରେ ହୋଇଥିବା ବର୍ଷା ପରେ ଗତକିଛି ଦିନ ଧରି ଜାରି ରହିଥିବା ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ମୁକ୍ତି ମିଳିଛି। ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଟ୍ରପ ଲାଇନ ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ପ୍ରାୟ ୨୦ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।...
ଭୁବନେଶ୍ୱର: ଲକଡାଉନ୍ କଡାକଡି କରିବାକୁ ପୋଲିସ ନେବ କଠୋର ପଦକ୍ଷେପ। ଆଜିଠୁ ଲକ୍ ଡାଉନ୍ ଉଲ୍ଲଙ୍ଘନକାରୀଙ୍କ ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ। ବିନା କାରଣରେ ବାହାରେ ବୁଲିଲେ ରୁଜୁ ହେବ ମାମଲା। ଏପରିକି ଉଲ୍ଲଂଘନକାରୀଙ୍କ ଗାଡି ମଧ୍ୟ ସିଜ୍ ହେବ । ସେପଟେ ଆଜି ବି...
ମହାପ୍ରଭୁଙ୍କର ଅଲୌକିକତା ବିଷୟରେ ଆଜି ଶୁଣିଲେ ଆମକୁ କାହାଣୀ ପରି ଲାଗୁଛି। ହେଲେ ଆଜି ବି ଏଇ କାହାଣୀ କାହାପଇଁ ସତ ହୋଇଛି। ମହାପ୍ରଭୁଙ୍କ ଅପାର କରୁଣା ଆଜି ମୁକକୁ ବାକ୍ ଶକ୍ତି ଫେରାଇ ଦେଇଛି..
ନୂଆଦିଲ୍ଲୀ:ଲକ୍ ଡାଉନ୍କୁ ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଅନେକ ଭୟରେ ରୋଷେଇ ଗ୍ୟାସ୍ ବୁକ୍ କରି ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଇଣ୍ଡିଆନ ଅଏଲ କର୍ପୋରେସନ ପକ୍ଷରୁ ଆଶ୍ୱାସନା ଦିଆଯାଇଛି ରୋଷେଇ ଗ୍ୟାସ୍ ଯୋଗାଣରେ କୌଣସି ବ୍ୟତିକ୍ରମ ହେବନି। ତେଣୁ ଲୋକେ ଆଗୁଆ ଗ୍ୟାସ୍ ବୁକ୍ ନ କରିବାକୁ...
ନୂଆଦିଲ୍ଲୀ:କରୋନା ଭାଇରସ୍ ପୃଥିବୀବାସୀଙ୍କ ନିଦ ହଜାଇ ଦେଇଛି। ଭାଇରସ୍ର ଉତ୍ପତିସ୍ଥଳ ଚୀନ ହୋଇଥିଲେ ହେଁ ଆମେରିକାର ସ୍ଥିତି ସବୁଠାରୁ ବେଶି ବିଗିଡ଼ି ଯାଇଛି। ବିଶ୍ୱର ସବୁଠୁ ଧନୀ ରାଷ୍ଟ୍ରରେ ଏବେ କରୋନା ସ୍ଥିତି ଅଣାୟତ୍ତ । ଅନ୍ୟ ସମସ୍ତ ରାଷ୍ଟ୍ରଠାରୁ ସବୁଠୁ ଅଧିକ ଆକ୍ରାନ୍ତ ହୋଇଛନ୍ତି ଆମେରିକାରେ ।...