ନୂଆଦିଲ୍ଲୀ: କରୋନାକୁ ନେଇ ସମସ୍ତଙ୍କର ଧାରଣା ଥିଲା ଯେ, ଏହା ସାଧାରଣତଃ ବୟସ୍କ ଲୋକଙ୍କୁ ବେଶି ପ୍ରଭାବିତ କରିଥାଏ। ହେଲେ ଏହା ଭୁଲ ପ୍ରମାଣିତ ହୋଇଛି। କରୋନାରେ ଅନେକ ଯୁବକ, ଶିଶୁଙ୍କର ମୃତ୍ୟୁ ଘଟୁଥିବା ନଜରକୁ ଆସିଛି।। ଆମେରିକାରେ କରୋନା ଭାଇରସ୍ରେ ଜଣେ ୬ ସପ୍ତାହ ଶିଶୁର ମୃତ୍ୟୁ...
ନୂଆଦିଲ୍ଲୀ: ଜବଲିଗି ଜମାତର ନିଜାମୁଦ୍ଦିନ ମରକଜ୍ ଭାରତରେ କରୋନା ସ୍ପ୍ରେଡର ଭାବେ ଉଭା ହୋଇଛି । ଏଠାରେ ମାର୍ଚ୍ଚମାସରେ ହୋଇଥିବା ଧର୍ମସଭାରେ ଯୋଗ ଦେଇଥିବା ବହୁ ସଂଖ୍ୟକ ଲୋକଙ୍କଠାରେ କରୋନ ପଜିଟିଭ ଦେଖିବାକୁ ମିଳିଛି । ଏବେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୦୦ରେ ପହଞ୍ଚିଲାଣି । ଏଥିରେ...
ଭୁବନେଶ୍ୱର: ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ଯୋଗୁ ରାଜସ୍ୱ ଆଦାୟ ପ୍ରଭାବିତ ହୋଇଥିବାରୁ ରାଜ୍ୟ ସରକାର ଆଜି କେତେକ କଠୋର ଆର୍ଥିକ ପଦକ୍ଷେପ ନେଇଛନ୍ତି। ତତ୍କାଳ ପ୍ରଭାବରୁ ଏହି ଆର୍ଥିକ ନିଷ୍ପତ୍ତି ନେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ମାସରେ ପାଇବାକୁ ଥିବା ଦରମାରେ...
କେନ୍ଦ୍ରାପଡ଼ା/ଜାଜପୁର: ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସଭାରେ ଯୋଗ ଦେଇ ଓଡ଼ିଶା ଫେରିଥିବା ତିନି ଜଣ ପୂର୍ବରୁ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୪ଜଣଙ୍କୁ ଚିହ୍ନଟ କରାଯାଇଛି। କେନ୍ଦ୍ରାପଡା ଓ ଯାଜପୁରରୁ ଜଣେ ଲେଖାଏ ଏବଂ କୋରାପୁଟ ଜିଲ୍ଲାରୁ ୨ ଜଣଙ୍କ ଠାବ କରାଯାଇଛି। ଆଜି କେନ୍ଦ୍ରାପଡ଼ାରୁ ଜଣେ ବ୍ୟକ୍ତିଙ୍କୁ...
ନୂଆଦିଲ୍ଲୀ: ଦିଲ୍ଲୀର ଜଣେ ଡାକ୍ତର କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ସଂପୃକ୍ତ ସରକାରୀ ହସ୍ପିଟାଲକୁ ଦିଲ୍ଲୀ ରାଜ୍ୟ ସରକାର ବନ୍ଦ କରି ଦେଇଛନ୍ତି। ଏହାପରେ ହସ୍ପିଟାଲରେ ସାନିଟାଇଜେସନ କାର୍ଯ୍ୟ ଚାଲିଛି । ଦିଲ୍ଲୀ କ୍ୟାନସର ଇନଷ୍ଟିଚ୍ୟୁଟର ଡାକ୍ତର ଜଣକ ନିଜ ଶଳା ଓ...
ଗୋରଖପୁର: ଉତ୍ତରପ୍ରଦେଶ ପ୍ରଥମ କରୋନା ମୃତ୍ୟୁ ସାମ୍ନାକୁ ଆସିଛି। ଗୋରଖପୁରର ଆଜି ଜଣେ ୨୫ ବର୍ଷୀୟ ଯୁବକଙ୍କର ମୃତ୍ୟୁ ହୋଇଛି। ଉତ୍ତର ପ୍ରଦେଶରେ ଏଯାବତ ୧୦୦ରୁ ଅଧିକ କରୋନାରେ ସଂକ୍ରମିତ ହୋଇଛନ୍ତି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ନୋଏଡାରୁ ଅଧିକ ରହିଛି। ଗୋରଖପୁରରେ ମୃତ୍ୟୁ ବରଣ କରିଥିବା ୨୫ ବର୍ଷୀୟ...
ନୂଆଦିଲ୍ଲୀ: ଦିଲ୍ଲୀର ନିଜାମୁଦ୍ଦିନ ମରକଜ୍ କୋଠାକୁ ସାନିଟାଇଜ୍ କରାଯାଇଛି। ପୁରା ଅଞ୍ଚଳକୁ ବିଶୋଧନ କରିବା ସହ ଅଞ୍ଚଳରେ ଯାଞ୍ଚ କରାଯାଇଛି। ବିଲ୍ଡିଂ ଖାଲି କରିବା ସହ ସେହି ଅଞ୍ଚଳକୁ ସିଲ୍ କରାଯାଇଛି। ଯେପରି ବାହାର ଲୋକ କୋଠା ଭିତରକୁ ଯିବେନି ସେ ନେଇ ବିଶେଷ ଧ୍ୟାନ ଦିଆଯାଇଛି। ଏଯାଏ...
ନ୍ୟୁୟର୍କ: କରୋନା ଭାଇରସ ୨୦୦ ଦେଶର ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଛି । ଯଦିଓ ଏହି ରୋଗ ପାଇଁ ଭ୍ୟାକ୍ସିନ କିମ୍ବା ଔଷଧ ବାହାରି ନାହିଁ, ତେବେ ବିଶେଷଜ୍ଞମାନେ ସେମାନଙ୍କ ସାଧନାରୁ ଓହରି ନାହାନ୍ତି । ଦିନକୁ ଦିନ କରୋନା ସମ୍ପର୍କିତ ନୂଆ ନୂଆ ତଥ୍ୟ ବାହାରୁଛି...
ସମ୍ବଲପୁର: ଘର ଭିତରେ ପଶିଗଲା ହାତୀ। ଜିନିଷ ପତ୍ର ଦଳିଚକଟି ନଷ୍ଟ କରବା ସହ ଦଳିଦେଲା ଆଈ ଓ ନାବାଳିକା ନାତୁଣୀଙ୍କୁ। ଏପରି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳରେ। ଆଜି ସକାଳୁ ସକାଳୁ ସ୍ଥାନୀୟ କୁଲଗାଁ ଭିତରକୁ ପଶି ଆସିଥିଲା ହାତୀ । ସମସ୍ତେ...
ଭୁବନେଶ୍ୱର: କରୋନା ପାଇଁ ଜେଇଇ ମେନ୍କୁ ଘୁଞ୍ଚାଇ ଦିଆଯାଇଛି । ସମଗ୍ର ଦେଶ ଏବେ ଲକ୍ଡାଉନ୍ ହୋଇଥିବାରୁ ଏପ୍ରିଲ ୫, ୭, ୯ ଓ ୧୧ ତାରିଖରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ କରିଛି ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି। ମେ’ ଶେଷ ସପ୍ତାହରେ ଜେଇଇ ମେନ୍ ପରୀକ୍ଷା...
ଭୁବନେଶ୍ୱର: ଆଜି ଅଶୋକାଷ୍ଟମୀ। କିନ୍ତୁ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ହେବ ନା ନାହିଁ, ତାକୁ ନେଇ ଏବେବି ସସ୍ପେନ୍ସ ଲାଗି ରହିଛି । ସରକାରଙ୍କ କୋଭିଡ୍-୧୯ ସଂପର୍କିତ ବିଜ୍ଞପ୍ତିରେ ୫ ଜଣରୁ ଅଧିକ ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ ଏକାଠି ହୋଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି ।...