ଭୁବନେଶ୍ୱର: ବଜାରରେ ହ୍ୟାଣ୍ଡୱାଶ୍ ଓ ସାନିଟାଇଜରର ଚାହିଦା ବଢୁଥିବାବେଳେ ଏହାର ଫାଇଦା ଉଠାଉଛନ୍ତି କଳାବଜାରୀ। ରାଜଧାନୀର ଝାରପଡ଼ା ଅଞ୍ଚଳରେ ଚାଲିଥିଲା ନକଲି ହ୍ୟାଣ୍ଡଓ୍ୱାଶ୍ ଓ ସାନିଟାଇଜର ପ୍ରସ୍ତୁତି। ଖବର ପାଇ ଗତକାଲି ଡ୍ରଗ୍ ଇନସପେକ୍ଟର ଚଢ଼ଉ କରିଥିଲେ। ଚଢାଉବେଳେ ବିପୁଳ ପରିମାଣର ସାମଗ୍ରୀ ଜବତ କରାଯାଇଛି। ଝାରପଡ଼ା ଅଞ୍ଚଳରେ...
ବାଲେଶ୍ୱର: ଏନ୍ଏଚ୍- ୬୦ ଫୁଲାଡ଼ି ନିକଟରେ ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍କୁ ପିଟିଲା କାର୍, ଚାଳକ ମୃତମଗ
ବାଲେଶ୍ୱର: ୬୦ ନମ୍ବର ଜାତୀୟ ରାଜପଥରେ ଫୁଲାଡି ନିକଟରେ ଆଜି ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ରାସ୍ତାରେ ଠିଆ ହୋଇଥିବା ଟ୍ରକ୍କୁ ଏକ କାର୍ ପଛରୁ ଧକ୍କା ଦେବାରୁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଡ୍ରାଇଭରଙ୍କ ଘର ରୁପ୍ସା...
ରୋମ: ମହମାରୀ କରୋନା ଏବେ ସ୍ପେନ୍ରେ ଭୟାବହ ରୂପ ନେଇଛି। ଏପରିକି ଚାଇନା ତୁଳନାରେ ଏବେ ସ୍ପେନର ସ୍ଥିତି ଅଧିକ ଜଟିଳ ହୋଇଯାଇଛି। ଏହାପୂର୍ବରୁ ଆମେରିକା ଓ ଇଟାଲିର କରୋନା ଆକ୍ରାନ୍ତ ଏବଂ ମୃତ୍ୟୁ ହାର ଅଧିକ ଥିଲା। ହେଲେ ଏବେ ସ୍ପେନ ଏହି ଦୁଇ ଦେଶକୁ ଅତିକ୍ରମ...
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ନିଜାମୁଦ୍ଦିନ ଇଲାକାରେ ଏକ ମସଜ୍ଜିଦ୍ରେ ଥିବା ୮୬୦ରୁ ଅଧିକ କରୋନା ସନ୍ଦଗ୍ଧଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହୁରି ୩୦୦ ଲୋକଙ୍କୁ ଡାକ୍ତରଖାନା ଆଣିବା ପାଇଁ ଚେଷ୍ଟା ଚାଲିଛି। ଏହି ମସଜିଦ୍ ମଧ୍ୟରେ ମାଲେସିଆ, ଇଣ୍ଡୋନେସିଆ, ସାଉଦିଆରବ ଏବଂ କିର୍ଗିସ୍ଥାନ ସମେତ ଅନେକ ଦେଶର...
ବଲାଙ୍ଗିର: ବଲାଙ୍ଗିର ସହରରେ ଲକଡାଉନ ଉଲ୍ଲଂଘନକାରୀଙ୍କ ବିରୋଧରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପୋଲିସକୁ ମହାଙ୍ଗା ପଡ଼ିଲା ।ରାସ୍ତାରେ ଆଣ୍ଠେଇ ଆଣ୍ଠେଇ ଯିବା ଲାଗି ଯୁବକଙ୍କୁ ବାଧ୍ୟ କରିବା ଓ ଲାଠିରେ ବାଡ଼େଇବା ଅଭିଯୋଗରେ ୨ ଓଏସ୍ଏପି କନଷ୍ଟେବଲ୍ଙ୍କୁ ନିଲମ୍ବନ କରିଛନ୍ତି ବଲାଙ୍ଗିର ଏସ୍ପି ସନ୍ଦୀପ ସଂପଦ। ନିଲମ୍ବିତ ୨ କନେଷ୍ଟବଳ...
ନୂଆଦିଲ୍ଲୀ: ଲକ୍ଡାଉନରେ ବି ଚାଲିବ ସମ୍ବାଦପତ୍ର ବଣ୍ଟନ । ୨୧ ଦିନିଆ ଲକଡାଉନ ପିରିୟଡରେ ଦେଶରେ ସମ୍ବାଦପତ୍ର ବଣ୍ଟନ ଜାରି ରହିବା ନେଇ ସ୍ପଷ୍ଟ କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ପ୍ରିଣ୍ଟ ମିଡିଆକୁ ଲକଡାଉନ କଟକଣାରୁ ବାଦ୍ ଦିଆଯାଇଥିବାରୁ ଖବରକାଗଜ ନେଇ ଯାଉଥିବା ଗାଡ଼ିଗୁଡ଼ିକୁ ଚଳାଚଳ ପାଇଁ...
ରାୟଗଡା:) ୨୧ ଦିନିଆ ଲକଡାଉନର ଆଜି ଷଷ୍ଠ ଦିନ । ଲକ୍ ଡାଉନର ପ୍ରଭାବ ଦିଲ୍ଲୀଠୁ ପଲ୍ଲି ସବୁଠି ଦେଖିବାକୁ ମିଳୁଛିି। ବନ୍ଦ ଯୋଗୁ ଶୂନଶାନ ହୋଇପଡୁଛି ରାସ୍ତା ଘାଟ। କେବଳ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଲୋକେ ଯାହା ଘରୁ ବାହାରୁଛନ୍ତି। କଟକଣାକୁ ମାନିବା ସହ ସାମାଜିକ...
ଭୁବନେଶ୍ୱର: ବିଧାନସଭାରେ ଗୃହୀତ ହେଲା ବ୍ୟୟ ମଞ୍ଜୁରୀ ବିଲ୍ । ଆଜି ସର୍ବସମ୍ମତି କ୍ରମେ ବ୍ୟୟମଂଜୁରୀ ବିଲ୍ ପାସ୍ ହୋଇଥିବା ସୂଚନା ମିଳିଛି। ଏ ନେଇ ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅମର ଶତପଥୀ । ବିଲ୍ ପାସ୍ ପରେ ବିଧାନସଭା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି...
ଭୁବନେଶ୍ୱର: ଗତକାଲି ରାତିରେ ହୋଇଥିବା ବର୍ଷା ପରେ ଗତକିଛି ଦିନ ଧରି ଜାରି ରହିଥିବା ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ମୁକ୍ତି ମିଳିଛି। ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଟ୍ରପ ଲାଇନ ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ପ୍ରାୟ ୨୦ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।...
ଭୁବନେଶ୍ୱର: ଲକଡାଉନ୍ କଡାକଡି କରିବାକୁ ପୋଲିସ ନେବ କଠୋର ପଦକ୍ଷେପ। ଆଜିଠୁ ଲକ୍ ଡାଉନ୍ ଉଲ୍ଲଙ୍ଘନକାରୀଙ୍କ ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ। ବିନା କାରଣରେ ବାହାରେ ବୁଲିଲେ ରୁଜୁ ହେବ ମାମଲା। ଏପରିକି ଉଲ୍ଲଂଘନକାରୀଙ୍କ ଗାଡି ମଧ୍ୟ ସିଜ୍ ହେବ । ସେପଟେ ଆଜି ବି...
ମହାପ୍ରଭୁଙ୍କର ଅଲୌକିକତା ବିଷୟରେ ଆଜି ଶୁଣିଲେ ଆମକୁ କାହାଣୀ ପରି ଲାଗୁଛି। ହେଲେ ଆଜି ବି ଏଇ କାହାଣୀ କାହାପଇଁ ସତ ହୋଇଛି। ମହାପ୍ରଭୁଙ୍କ ଅପାର କରୁଣା ଆଜି ମୁକକୁ ବାକ୍ ଶକ୍ତି ଫେରାଇ ଦେଇଛି..