• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

india
ଭୁବନେଶ୍ୱରରେ କରୋନା ସ୍ଥିତି; ଅଧିକାଂଶ ଆକ୍ରାନ୍ତଙ୍କର ସୂର୍ଯ୍ୟନଗର ଓ ବମିଖାଲ ଲିଙ୍କ୍‌ ରହିଛି

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ ରେ ପହଞ୍ଚିଛି । ଗତକାଲି ଗୋଟିଏ ଦିନରେ ଭୁବନେଶ୍ୱରରେ ନୂଆ ୧୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ଭିତରୁ କେବଳ ବମିଖାଲରୁ ୧୫ଜଣ ନୂଆ ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏସବୁକୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା...

99999999 (1)
ହାତୀ ନେଇଗଲା ୩ ଜୀବନ

ପଦମପୁର : ବରଗଡ଼ ଜିଲ୍ଲା ପଦମପୁର ଅଞ୍ଚଳରେ ହାତୀ ଆକ୍ରମଣ  ୩  ଜଣଙ୍କର ମୃତ୍ୟୁ ଘଟିଛି।  ୩ ଜଣଯାକ ଗୋଟିଏ ପରିବାରର।ମୃତକମାନେ ହେଲେ ପଦମପୁର ସହର ରଜାପଡ଼ା ସାହିର ହାତୀ ୭୫ ବର୍ଷୀୟ ବୃଦ୍ଧ ଦ୍ୱାରିକାନାଥ ପାଣ୍ଡେ, ତାଙ୍କର ବଡପୁଅ ମଲ୍ଲାଇ ପାଣ୍ଡେ (୪୫ ବର୍ଷ ) ଓ...

trump
କରୋନା ମୁକାବିଲା: ଔଷଧ ଯୋଗାଇବା ପାଇଁ ଭାରତକୁ ଅନୁରୋଧ କଲେ ଟ୍ରମ୍ପ

ନୂଆଦିଲ୍ଲୀ:କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରିଛନ୍ତି । ଆଲୋଚନା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ମୁ୍‌କାବିଲା ହାଇଡ୍ରୋକ୍ଲୋରକୁଇନ୍‌ ଔଷଧ ଆମେରିକାକୁ ସପ୍ଲାଏ ପାଇଁ ମୋଦିଙ୍କୁ ଅନୁରୋଧ କରିଛନ୍ତି । ଏହାଦ୍‌...

raveena
ଗଳିରେ ପଶିବା କ୍ଷଣି ଏମାନଙ୍କ ଉପରେ ଲୋକେ ଫୁଲବର୍ଷା କଲେ...ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ବଲିଉଡ ଆକ୍ଟ୍ରିସ ରବିନା ଟଣ୍ଡନ ତାଙ୍କର ସ୍ୱତନ୍ତ୍ର ବିଚାର, ଚିନ୍ତାଧାରାକୁ ନେଇ ପପୁଲାର । ସମସାମୟିକ ସମସ୍ୟା ଉପରେ ସେ ଖୁବ୍‌ ଭାବିଚିନ୍ତି ସୋଶାଲ ମିଡିଆରେ ନିଜର ମତାମତ ଦିଅନ୍ତି ଯାହାକୁ ତାଙ୍କର ଫ୍ୟାନମାନେ ପ୍ରଶଂସା କରନ୍ତି । ନିକଟରେ ସେ ଗୋଟିଏ ଭିଡିଓ ସେୟାର କରିଛନ୍ତି...

mask
ଅସାମ ସରକାରଙ୍କ ଚିନ୍ତା ବଢାଇଲେ କରୋନା ଆକ୍ରାନ୍ତ ବ୍ୟବସାୟୀ, ଏତେ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି ....

ଗୁଆହାଟୀ: ଅସାମରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୨୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇ ସାରିଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । କେବଳ ଶୁକବ୍ରାର ୧୬ ଜଣ...

army
୫ ଆତଙ୍କୀଙ୍କୁ ନିପାତ କଲା ଭାରତୀୟ ସେନା

ଶ୍ରୀନଗର: ଜମ୍ମୁ-କଶ୍ମୀରର କୁପ୍‌ୱାଡା ଜିଲ୍ଲାରେ ରବିବାର ପାକିସ୍ତାନୀ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଦେଇଛନ୍ତି ଭାରତୀୟ ଜବାନ । ଏଥସହିତ ୫ ଆତଙ୍କୀଙ୍କୁ ନିପାତ କରିଛନ୍ତି । ଏହାକୁ ମିଶାଇ ଗତ ୨୪ ଘଣ୍ଟା ମଧ୍ୟରେ ଭାରତୀୟ ଯବାନ ୯ ଆତଙ୍କୀଙ୍କୁ ନିପାତ କରିସାରିଛନ୍ତି । ଶନିବାର ଗୁଲଗାମ...

kanika
କନିକା କପୁରଙ୍କ ପଞ୍ଚମ ଟେଷ୍ଟ ରିପୋର୍ଟ ବିଷୟରେ ଏମିତି କହିଲେ ଡାକ୍ତର

ମୁମ୍ବଇ: କରୋନା ସଂକ୍ରମିତ ବଲିଉଡ ସିଙ୍ଗର କନିକା କପୁରଙ୍କୁ ନେଇ ଏକ ଭଲ ଖବର । କନିକାଙ୍କର ପଞ୍ଚମ କୋଭିଡ ୧୯ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି । ତେବେ ପରବର୍ତ୍ତୀ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପର୍ଯ୍ୟନ୍ତ ସେ ଡାକ୍ତରଖାନାରେ ରହିବେ ବୋଲି ତାଙ୍କୁ ଚିକିତ୍ସା କରୁଥିବା...

saru
କରୋନା ମୁକାବିଲା ପାଇଁ ଶାହରୁଖଙ୍କ ନିଆରା ସହାୟତା: ଏମିତି ପ୍ରଶଂସା କଲେ ଫ୍ୟାନ

ମୁମ୍ୱାଇ: କରୋନା ମୁକାବିଲା ପାଇଁ ବଲିଉଡ୍ କଳାକାର ହୃଦୟ ଖୋଲି ସହାୟତା ଅଜାଡି ଦେଉଛନ୍ତି। କୋଟି କୋଟି ଟଙ୍କା ପିଏମ୍‌ କେୟାର୍ସ ଫଣ୍ଡକୁ ଦେଉଛନ୍ତି ଅନେକ ନାମୀ ଦାମୀ ବଲିଉଡ କଳାକାର। ଏଥିରୁ ବାଦ ପଡ଼ିନାହାନ୍ତି ବଲିଉଡ ବାଦଶାହ ଶାହରୁଖ ଖାନ୍‌। କରୋନା ସଙ୍କଟ ବେଳେ ସେ ଯେଉଁ...

pm modi
'କେବଳ ଲାଇଟ୍ ଅଫ୍ କରିବାକୁ ମୋଦି କହିଛନ୍ତି, ଘରୋଇ ଇଲେକ୍ଟ୍ରୋନିକ୍ସ ନୁହେଁ'

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିବା ବ୍ଲାକ ଆଉଟ ସମୟରେ ଯେ କୌଣସି ସମସ୍ୟାର ସମାଧାନ ପାଇଁ ଲୋଡ ଡେସ୍‌ପାଚ୍‌ ସେଣ୍ଟର ପ୍ରସ୍ତୁତ ଅଛନ୍ତି । ଗ୍ରୀଡ୍‌ ଉପରେ ଆସିବାକୁ ଥିବା ଯେ କୌଣସି ପ୍ରତିକୂଳ ପରିସ୍ଥିତିର ସେମାନେ ମୁକାବିଲା କରିପାରିବେ ବୋଲି ଶନିବାର Union Ministry of Power...

corona
କଟକ ସହର ବି ହେବ ୪୮ ଘଣ୍ଟିଆ ଶଟ ଡାଉନ୍‌

ଭୁବନେଶ୍ୱର: ଆଗାମୀ ୪୮ ଘଣ୍ଟା ପାଇଁ ଭୁବନେଶ୍ୱର ଓ ଭଦ୍ରକ ସହରକୁ ପୂରା ଶଟ୍‌ ଡାଉନ୍‌ ଘୋଷଣା କରାଯିବା ପରେ କଟକ ସହରକୁ  ଏଥିରେ ସାମିଲ କରାଯାଇଛି। ଆଜି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ। ଏ ନେଇ  ମୁଖ୍ୟ ଶାସନ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।