ଭୁବନେଶ୍ୱର: କୋରନା ଭଳି କଠିନ ସମୟରେ ବିଭିନ୍ନ ବେସରକାରୀ ସ୍କୁଲ ମାନଙ୍କରେ ଅହେତୁକ ଫି ବୃଦ୍ଧିକୁ ନେଇ ଦାୟର ରିଟ ପିଟିସନକୁ ଗ୍ରହଣ କରିଛନ୍ତି ହାଇକୋର୍ଟ। ଏହି ମାମଲାର ଶୁାଣାଣି କରି କେନ୍ଦ୍ର ସରକାର, CBSE , ICSE, ରାଜ୍ୟ ଗଣ ଶିକ୍ଷା ସଚିବ ଓ ଅନ୍ୟାନ୍ୟ ସମସ୍ତ...
ଇନ୍ଦୋର: କରୋନାକୁ ନେଇ ସାରା ଦେଶ ଚିନ୍ତାରେ ପଡ଼ିଥିବାବେଳେ ଇନ୍ଦୋରରୁ ଆସିଛି ଏକ ଲଜ୍ଜାଜନକ ଖବର। ଲକ୍ଡାଉନ ସମୟରେ ଜଣେ ଡାକ୍ତର ରୋଗୀଙ୍କ ସହ ଯେପରି ବ୍ୟବହାର କରିଛନ୍ତି ତାହା କେବଳ ନିନ୍ଦନୀୟ ନୁହେଁ ବରଂ ଡାକ୍ତର ସମାଜ ପ୍ରତି ଏକ ଲଜ୍ଜା ଓ କଳଙ୍କ । ଇନ୍ଦୋରର...
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଗତକାଲି ଦେଶକୁ ସମ୍ବୋଧନ କଲାବେଳେ ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ୱ ଦେଇଥିଲେ। ଦେଶର ଅର୍ଥନୀତି ସୁଧାରିବାକୁ ହେଲେ ପ୍ରଥମେ ଆତ୍ମନିର୍ଭଶୀଳ ହେବାକୁ ପଡ଼ିବ। ଏହାକୁ ଦୃଷ୍ଟିରେ ରଖି ମୋଦି ଗତକାଲି ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଏହି ପ୍ୟାକେଜ ନିମ୍ନ ଓ ମଧ୍ୟବିତ୍ତ...
ନୂଆଦିଲ୍ଲୀ:ଦେଶରେ କରୋନା ଭାଇରସ ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଦେଶରେ Covid-19 ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୭୪ ହଜାରରେ ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ବୁଧବାର ମିଳିଥିବା ସୂଚନା ଅନୁସାରେ ଦେଶରେ କରୋନାରେ ବର୍ତ୍ତମାନ ସୁଦ୍ଧା ୨୪୧୫ ଜଣଙ୍କର ମୃତ୍ୟୁ ଘଟିଲାଣି। ଗତ ୨୪ ଘଣ୍ଟା...
ନ୍ୟୁୟର୍କ: ଆମରିକାରେ କରୋନା ଭାଇରସ ଜନିତ ମୃତ୍ୟୁ ସଂଖ୍ୟା ୮୦ ହଜାର ପାର ହୋଇଗଲାଣି। ଏପରି ପରିସ୍ଥିତିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶରେ ଉଜୁଡ଼ି ଯାଉଥିବା ଅର୍ଥନୀତିକୁ ସଜାଡିବା ଲାଗି ଲକ୍ଡାଉନ ଖୋଲିବା ପାଇଁ ଯୋଜନା କରୁଛନ୍ତି। ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଅର୍ଥନୀତିକୁ ଆଗକୁ ବଢାଇବାକୁ ପଡ଼ିବ ଏବଂ...
ନୂଆଦିଲ୍ଲୀ: ଆଫଗାନୀସ୍ଥାନର ରାଜଧାନୀ କାବୁଲ୍ରେ ମଙ୍ଗଳବାର ଆତଙ୍କବାଦୀମାନେ ଏକ ଡାକ୍ତରଖାନା ଉପରେ ଆକ୍ରମଣ କରିଛନ୍ତି। ଏଥିରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ନବଜାତ ଶିଶୁ, ମହିଳା ରୋଗୀ ଏବଂ କିଛି ନର୍ସ ଅଛନ୍ତି। ଆତଙ୍କବାଦୀଙ୍କୁ କାବୁ କରିବା ପାଇଁ ସ୍ଥାନୀୟ ପୋଲିସ ପକ୍ଷରୁ...
କଟକ: ଜୁନ୍ ୨୩ରେ ପଡ଼ୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ବିଳମ୍ବରେ ହେଲେ ବି ଆରମ୍ଭ ହୋଇଛି ରଥ ନିର୍ମାଣ କାମ । ପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ହେବା ନେଇ ଭକ୍ତଙ୍କ ମନରେ ଆଶା ସଞ୍ଚାର ହୋଇଛି। ତେବେ ରଥ କାମ ଯଦି ଠିକ ସମୟରେ ନ ସରିବ...
ଅନଗୁଳ: ସାମାଜିକ ଦୂରତ୍ୱ ନ ମାନିଲେ ଜିଲ୍ଲାକୁ ସଟଡାଉନ ଘୋଷଣା କରାଯିବ । ଏଭଳି ଚେତାବନୀ ଦେଇଛନ୍ତି ଅନୁଗୁଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି। ଜିଲ୍ଲାରେ ୧୫ କରୋନା ଆକ୍ରାନ୍ତ ଚିହ୍ନଟ ପରେ ମଧ୍ୟ ବିଭିନ୍ନ ସ୍ଥାନରେ ଅଯଥା ଗହଳି ଜମୁଛି । ଲୋକମାନେ ସାମାଜିକ ଦୂରତା ମାନୁନାହାନ୍ତି...
ନୂଆଦିଲ୍ଲୀ: ମାଛ ଧରିବାକୁ ପିଲାଟିଏ ପାଖ ପୋଖରୀକୁ ଯାଇଥିଲା। ପାଣିରେ କଣ୍ଟା ପକାଇବା ପରେ ମାଛ ପଡ଼ିଲା ଭାବି ବନ୍ଶି ଉଠାଇଦେଲା। ହେଲେ ଉପରକୁ ଆସିବା ପରେ ଯାହା ଦେଖିଲା ତା’ର ହୋଶ ଉଡ଼ିଗଲା। ପ୍ରକୃତରେ ବନ୍ଶୀ କଣ୍ଟାରେ ମାଛ ପଡ଼ି ନଥିଲା, ପଡିଥିଲା ଏକ ନୋଟ ଭର୍ତ୍ତି...
ଭୁବନେଶ୍ୱର: ଲକ୍ଡାଉନ୍ କଟକଣା ଭିତରେ ଆଜିଠୁ ସାଧାରଣ ଯାତ୍ରୀଙ୍କ ପାଇଁ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀରୁ ଭୁବନେଶ୍ୱର ସମେତ ଦେଶର ପ୍ରମୁଖ ସହରକୁ ୧୫ ଯୋଡ଼ା ଟ୍ରେନ୍ ଚାଲିବ ବୋଲି କୁହାଯାଇଛି। ଓଡ଼ିଶାରେ କରୋନା ସ୍ଥିତି ନିୟନ୍ତ୍ରଣରେ ଥିବାବେଳେ ପ୍ରବାସୀ ଓଡ଼ିଆ ରାଜ୍ୟ...
ନୂଆଦିଲ୍ଲୀ: ପାକିସ୍ତାନର ଆତଙ୍କବାଦୀ ସଂଜଗଠନ ହିଜବୁଲ ମୁଜାହିଦ୍ଦିନ ଭାରତକୁ ଦ୍ୱନ୍ଦ୍ୱରେ ପକାଇବା ପାଇଁ ନୂଆ ଚାଲ୍ ଖେଳୁଛି। ଭାରତୀୟ ଇଣ୍ଟେଲିଜେନ୍ସର କହିବା ଅନୁଯାୟୀ ହିଜ୍ବୁଲର ଭାରତ ପାଇଁ ନିଯୁକ୍ତି ନୂଆ କମାଣ୍ଡର ଗାଜି ହୈଦର ନୁହେଁ, ଅଶରଫ ମୌଲବୀ। କିନ୍ତୁ ହିଜବୁଲ୍ ଭାରତକୁ ଦ୍ୱନ୍ଦ୍ୱରେ ପକାଇବା ପାଇଁ ଗାଜି...
ୱାଶିଂଟନ: ଆମରିକାରେ କରୋନା ମୃତ୍ୟୁ ସଂଖ୍ୟା ୮୦ ହଜାର ଟପିଲାଣି। ବର୍ତ୍ତମାନସୁଦ୍ଧା ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୯ ହଜାରରେ ପହଞ୍ଚିଛି। ଜନ୍ ହାପ୍କିନ୍ସ ୟୁନିଭର୍ସିଟି ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୭୭୬ ଲୋକଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁ...
ନୂଆଦିଲ୍ଲୀ:ଭାରତୀୟ ପାଣିପାଗ ବିଭାଗ (IMD) ତା’ର ଜମ୍ମୁ-କାଶ୍ମୀର ସବ୍ଡିଭିଜନ ପାଣିପାଗ ରିପୋର୍ଟରେ ପାକ୍ ଅଧିକୃତ ଲଦାଖ, ଗିଲଗିତ୍-ବାଲ୍ଟିସ୍ତାନ, ମୁଜାଫରବାଦକୁ ସାମିଲ କରିଛି। ମେ’ ୫ ତାରିଖଠାରୁ IMD ତା’ର ବୁଲେଟିନ୍ରେ ପାକ୍ ଅଧିକୃତ ଏହି ଅଞ୍ଚଳର ପାଣିପାଗ ତଥ୍ୟ ଦେଇ ଆସୁଛି। ଏହାର ଗୋଟିଏ ଦିନ ପରେ ପାକିସ୍ତାନର...
ନୂଆଦିଲ୍ଲୀ: ଲକଡାଉନରେ ସରକାର ଲୋକଙ୍କ ସୁବିଧା ପାଇଁ ସୀମିତ ଟ୍ରେନ ଚଳାଚଳ ପାଇଁ ମଧ୍ୟ ଅନୁମତି ଦେଇଛନ୍ତି। ମେ’ ୧୨ରୁ ୧୫ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ। ଆଇଆରସିଟିସି ୱେବସାଇଟ୍ରେ ଆଜି ଅପରାହ୍ନ ୪ଟାରେ ଟ୍ରେନ ଟିକେଟ ବୁକିଂ ଅନ୍ଲାଇନରେ ହେବ ବୋଲି କୁହାଯାଇଥିଲା । ହେଲେ କେତେକ...
ନୂଆଦିଲ୍ଲୀ:ଦେଶରେ କରୋନା ଭାଇରସ ପ୍ରଭାବ ବଢି ବଢି ଚାଲିଛି। ଭାରତରେ ୬୭ ହଜାରରୁ ଅଧିକ ଲୋକଙ୍କର ସଂକ୍ରମିତ ହୋଇଛନ୍ତି। ୨୨୦୦ରୁ ଅଧିକ ଲୋକଙ୍କର ବର୍ତ୍ତମାନ ସୁଦ୍ଧା ପ୍ରାଣ ଗଲାଣି। ତେବେ କୌଣସି କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା କଟାଯିବାର ପ୍ରସ୍ତାବ ନାହିଁ ବୋଲି ସ୍ପଷ୍ଟ କରିଛି ଅର୍ଥ ମନ୍ତ୍ରାଳୟ। ଅର୍ଥ...
ତେହରାନ:ଓମାନ ଖାଡିରେ ସୈନ୍ୟ ଅଭ୍ୟାସ ସମୟରେ ଇରାନ୍ର ସାମାନ୍ୟ ଭୁଲ୍ ଏବେ ମହଙ୍ଗା ପଡ଼ିଛି। ନିଜ ମିଜାଇଲ ମାଡ଼ରେ ନିଜ ଦେଶର ୧୯ ନୌସେନାଙ୍କ ଜୀବନ ଯାଇଛି। ଅନେକ ସୈନିକ ଆହତ ହୋଇଛନ୍ତି। ଇରାନ୍ର ସରକାରୀ ଟିଭି ଚାନେଲ୍ରେ ଏ ନେଇ ସୂଚନା ଦିଆଯାଇଛି। ଏହି ଦୁର୍ଘଟଣା ଇରାନର...
ନୂଆଦିଲ୍ଲୀ: ରାଜ୍ୟ ବାହାରେ ରହି କାମ କରୁଥିବା ହଜାର ହଜାର ପ୍ରବାସୀଙ୍କୁ ଘରକୁ ଫେରାଇ ଆଣିବା ପାଇଁ ରେଲୱେ ପକ୍ଷରୁ ସ୍ୱତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନ୍ ଚାଲୁଛି। ଏ ନେଇ ରେଲୱେର ସଂଶୋଧିତ ଗାଇଡ୍ ଲାଇନ୍ ଜାରି କରାଯାଇଛି। ନୂଆ ନିୟମ ଅନୁସାରେ ସ୍ଲିପର ବର୍ଥର ସଂଖ୍ୟା ଅନୁସାରେ...
ନୂଆଦିଲ୍ଲୀ: ଲକଡାଉନରେ ସରକାର ଲୋକଙ୍କ ସୁବିଧା ପାଇଁ ସୀମିତ ଟ୍ରେନ ଚଳାଚଳ ପାଇଁ ମଧ୍ୟ ଅନୁମତି ଦେଇଛନ୍ତି। ମେ’ ୧୨ରୁ ୧୫ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ। ଆଇଆରସିଟିସି ୱେବସାଇଟ୍ରେ ଆଜି ଅପରାହ୍ନ ୪ଟାରେ ଟ୍ରେନ ଟିକେଟ ବୁକିଂ ଆରମ୍ଭ ହେବ। ଅନ୍ଲାଇନରେ ବୁକିଂ ହେବ ଏହି ଟିକେଟ।...
ନୂଆଦିଲ୍ଲୀ:ପୂର୍ବତନ ପ୍ରଧାନମନ୍ତ୍ରୀ ମନ୍ମୋହନ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି। ଶ୍ୱାସକ୍ରିୟା ଜନିତ ସମସ୍ୟା ଯୋଗୁ ତାଙ୍କୁ ରବିବାର ରାତିରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ୮୭ ବର୍ଷୀୟ ସିଂହଙ୍କୁ ଏମ୍ସର କାର୍ଡିଓ-ଥୋରେସିସି ୱାର୍ଡରେ ଭର୍ତ୍ତି କରାଯାଇଛି। ଏମ୍ସ ପକ୍ଷରୁ କୁହାଯାଇଛି, ଏକ ନୂଆ...
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡ଼ି ଯାଇଛି। ଗୁରୁତର ଅସୁସ୍ଥ ଅବସ୍ଥାରେ ତାଙ୍କୁ ରବିବାର ବିଳମ୍ବିତ ରାତିରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୁଲାୟମ ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଲକ୍ଷ୍ନୌରେ...