• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

pmmodi
କରୋନା ପାଇଁ ବିଶ୍ୱ ଚିନ୍ତିତ, ହେଲେ ଇମ୍ରାନଙ୍କ ଚିନ୍ତା ଭାରତ

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ମୁକାବିଲା କିପରି କରିବେ ସେ ନେଇ ସାରା ବିଶ୍ୱ ଚିନ୍ତାରେ ଥିବା ବେଳେ  ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ମୁଣ୍ଡରେ କିନ୍ତୁ ଗୋଟିଏ ଚିନ୍ତା। ଆଉ ସେ ହେଉଛି ଭାରତ। ଇମ୍ରାନଙ୍କ ଟ୍ୱିଟକୁ ଦେଖିଲେ ଲାଗୁଛି ଯେମିତି ସେ ଭାରତ ବିରୋଧୀ ପ୍ରଚାରରେ ମାତିଛନ୍ତି। ...

lockdown
ଲକଡାଉନ ୪.୦: ନିର୍ଦ୍ଦିଷ୍ଟ ଅଞ୍ଚଳରେ ମିଳିପାରେ ବସ୍‌ ଓ ବିମାନ ସେବା

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ସଂକ୍ରମଣରୁ ମୁକ୍ତି ପାଇଁ ୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ ଜାରି କରାଯିବାର ଆଭାସ ମିଳିଲାଣି। ଆଉ ୨ ଦିନ ପରେ ଅର୍ଥାତ୍‌ ମେ’ ୧୭ ରାତିରେ ଶେଷ ହେବ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ। ତେବେ ୪ର୍ଥ ପର୍ଯ୍ୟାୟ ଲକ୍‌ ଡାଉନ ଅନ୍ୟ ପର୍ଯ୍ୟାୟଠାରୁ ଭିନ୍ନ...

insect
ପଶି ଆସିଲେ ହଜାର ହଜାର ଦୁର୍ଗନ୍ଧଯୁକ୍ତ ପୋକ, ଘର ଛାଡ଼ି ପଳାଇଲେ ପରିବାର ଲୋକେ

ବ୍ୟାଙ୍କକଂ: ଗତକିଛି ଦିନ ତଳେ ଦକ୍ଷିଣ ଏସିଆ ଏବଂ ଆଫ୍ରିକାରେ ଝିଣ୍ଟିକା ଯୋଗୁ ଲକ୍ଷାଧିକ ହେକ୍ଟର ଜମିର ଫସଲ ନଷ୍ଟ ହୋଇ ଯାଇଥିଲା। ଫଳରେ ଚାଷୀମାନଙ୍କୁ ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା । ଏବେ ଆଉ ଏକ ପୋକ  ଥାଇଲାଣ୍ଡରେ ଆତଙ୍କ ସୃଷ୍ଟି କରିଛି। ସବୁଠାରୁ ଦୁଃଖର...

child
ସୁଟ୍‌କେଶ ଉପରେ ଶୋଇଛି ଭୋକିଲା ପୁଅ, ସୁଟ୍‌କେଶକୁ ଟାଣି ଟାଣି ଚାଲୁଛନ୍ତି ମା‘

ଆଗ୍ରା: ପେଟରେ ଭୋକ, ହେଲେ ଆଖି ସାମ୍ନାରେ ଯମଦୂତ ପରି ଠିଆ ହୋଇଛି ରୋଗ। ଏମିତି ଅବସ୍ଥାରେ ଜୀବନ ବଞ୍ଚାଇବା ପାଇଁ ଘରକୁ ଫେରିବା ପାଇଁ ସବୁ ପ୍ରକାର ବିପଦକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି ଶ୍ରମିକମାନେ।  ସେଥିପାଇଁ ତ ଶହ ଶହ କିଲୋମିଟର୍ ଦୂର ଘରକୁ ପାଦରେ...

army
ସେନାରେ ଯୋଗ ଦେଇପାରିବେ ବେସାମରିକ ନାଗରିକ !

ନୂଆଦିଲ୍ଲୀ:ଏଣିକି ବେସାମରିକ ନାଗରିକ ତଥା ଅନ୍ୟାନ୍ୟ ବୃତ୍ତିରେ ନିୟୋଜିତ କର୍ମଚାରୀ ସେନାରେ ଯୋଗ ଦେଇପାରିବେ। ସେନାରେ କାମ କରିବା ପରି ଦକ୍ଷତା ରଖିଥିବା ବ୍ୟକ୍ତିମାନେ ୩ ବର୍ଷ ଯାଏ ସେନାରେ କାମ କରିପାରିବେ। ଏହାପରେ ସେମାନେ ପୁଣି ନିଜ ନିଜ ପ୍ରଫେସନକୁ ଫେରିପାରିବେ। ଏହି ବେସାମାରିକ ନାଗରିକମାନଙ୍କୁ ସମାନଙ୍କ...

migranr
ରାୟଗଡାରେ ପହଞ୍ଚିଲା ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍; ଫେରିଲେ ପୁଣି ୨୦୦ ପ୍ରବାସୀ

ରାୟଗଡା: ରାୟଗଡାରେ ପହଞ୍ଚିଲା ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ । ପ୍ରବାସୀ ଶ୍ରମିକଙ୍କୁ ନେଇ ତାମିଲନାଡୁ ତିରିପୁରରୁ ଆସିଥିବା ଏହି ଟ୍ରେନ୍‌ରେ ଗଜପତି, ଗଞ୍ଜାମ, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ପ୍ରାୟ ୨ଶହରୁ ଅଧିକ ଶ୍ରମିକ ଅଛନ୍ତି । ରେଳ ଷ୍ଟେସନରେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଶ୍ରମିକ ମାନଙ୍କ...

maobadi
ଘଞ୍ଚ ଜଙ୍ଗଲରେ ବୁଲି ସ୍ୱାମୀଙ୍କୁ ଖୋଜିଲେ, ଶେଷରେ ମାଓବାଦୀଙ୍କ କବ୍‌ଜାରୁ ଉଦ୍ଧାର କଲେ

ବିଜାପୁର: ଡିଉଟିରେ ଥିବାବେଳେ ସଉଦା ଆଣିବାକୁ ଯାଇଥିଲେ ସ୍ୱାମୀ । ଆଉ ଘରକୁ ଫେରିଲନି। ପତ୍ନୀ ଶୁଣିବାକୁ ପାଇଲେ ମାଓବାଦୀମାନେ ଅପହରଣ କରି ନେଇଛନ୍ତି। ବିଶ୍ୱାସ କରିପାରିଲେନି ପତ୍ନୀ। ଶେଷରେ ନିଜେ ବାହାରିଲେ ସ୍ୱାମୀଙ୍କୁ ଖୋଜିବାକୁ। ଚାରିଦିନ ବଣଜଙ୍ଗଲରେ ଖୋଜିବା ପରେ ଶେଷରେ ସ୍ୱାମୀଙ୍କ ପାଖରେ ପହଞ୍ଚିଥିଲେ ଆଉ...

who
କରୋନା କବଳରୁ ମୁକୁଳି ପାରିବନି ବିଶ୍ୱ-WHO

ନୂଆଦିଲ୍ଲୀ:କରୋନା ଭୂତାଣୁରୁ ବିଶ୍ୱକୁ ମୁକ୍ତି ଦେବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି ଗେବଷକମାନେ। କରୋନା ଭ୍ୟାକସିନ ତିଆରି ନେଇ  ପ୍ରତ୍ୟେକ ଦେଶ ଦାବି କରୁଛନ୍ତି। ତେବେ ଏପରି ଏକ ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଙ୍କ ସୂଚନା ସମସ୍ତଙ୍କୁ ହତାଶ କରିଛି।  କାରଣ କରୋନା ଭୂତାଣୁ ବିଶ୍ୱରୁ କେବେ ଦୂର...

mkcg
କରୋନା ଆକ୍ରାନ୍ତ ମହିଳା ଜନ୍ମ ଦେଲେ ଯମଜ ସନ୍ତାନ

ବ୍ରହ୍ମପୁର: କୋଭିଡ-୧୯ ହସ୍‌ପିଟାଲରେ ମହିଳା ଜନ୍ମଦେଲେ ଯମଜ ସନ୍ତାନ। ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍ କଲେଜ ହସ୍‌ପିଟାଲରେ ମହିଳାଜଣକ ଗତକାଲି ଗୋଟିଏ ପୁତ୍ର ଓ ଗୋଟିଏ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ପ୍ରସବ ପରେ ମାଆ ଓ ଛୁଆ ସୁସ୍ଥ ଅଛନ୍ତି। ଗତ ରବିବାର ସୁରତରୁ ଗୋଟିଏ ପରିବାର ଓଡ଼ିଶା...

corona
ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୫୦୦ ଟପିଲା

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।  ଗତ ୨୪ ଘଣ୍ଟାରେ ଦେଶରେ କୋଭିଡ-୧୯ରେ ୧୩୪ ଜଣଙ୍କର ମୃତ୍ୟୁ ଘଟିଛି। ଦିନକରେ ୩ ହଜାର ୭୨୨ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।  ଏହା ସହ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୫ଶହ ୪୯...

railway
ମେ‘ ୧୫ରୁ ସ୍ପେଶାଲ ଟ୍ରେନ ପାଇଁ ଜାରି ହେବ ୱେଟିଂ ଟିକେଟ୍‌

ନୂଆଦିଲ୍ଲୀ: ସ୍ପେଶାଲ ଏସି ଟ୍ରେନ୍‌ ପାଇଁ ରେଲୱେ ପକ୍ଷରୁ  ଶୁକ୍ରବାରଠାରୁ ୱେଟିଂ ଟିକେଟ ବୁକିଂ ହେବ । ସେତିକି ନୁହେଁ, ରେଳ ଯାତ୍ରୀଙ୍କ ସୁବିଧା ପାଇଁ ବିଭାଗ ଆହୁରି ଅଧିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ଯୋଜନା କରୁଛି, ଯେଉଁଥିରେ ସ୍ଲିପର କୋଚ ମଧ୍ୟ ରହିବ। ବର୍ତ୍ତମାନ ଦିଲ୍ଲୀରୁ...

labour
ଘରକୁ ଫେରିବା ପାଇଁ ପାଳି କରି ବଳଦ ସାଜିଲେ ବାପା, ମା’ ଓ ପୁଅ

ଇନ୍ଦୋର: ଲକ୍‌ଡାଉନର ଅନେକ ଦୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳୁଛି। ବିଶେଷକରି ଅସହାୟ ଶ୍ରମିକଙ୍କ ଘରବାହୁଡ଼ା ଦୃଶ୍ୟ ଅତ୍ୟନ୍ତ ହୃଦୟଥରା। ଏମିତି ଏକ ଦୃଶ୍ୟ ଆଜି ଦେଖିବାକୁ ମିଳିଛି ଇନ୍ଦୋରରେ। ଇନ୍ଦୋର ବାଇପାସର ଏକ ଭିଡିଓ ଭାଇରାଲ ହୋଇଛି। ଘରକୁ ଯିବା ପାଇଁ ପରିବାରର ସଦସ୍ୟଙ୍କୁ  କିପରି ବଳଦ ସହ...

niranjan
‘୨୦ ଲକ୍ଷ କୋଟିର ପ୍ୟାକେଜ ପାଇଁ ଟଙ୍କା କେଉଁଠୁ ଆସିବ ?’

ଭୁବନେଶ୍ୱର: ଦେଶକୁ ସମ୍ବୋଧନ କରିବାବେଳେ  ପ୍ରଧାନମନ୍ତ୍ରୀ ମୋଦି ଗତକାଲି ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି। କରୋନା ମୁକାବିଲା ସହ ଦେଶର ଆର୍ଥିକ ସ୍ଥିତିକୁ ସଜାଡ଼ିବା ପାଇଁ ଏହି ଆର୍ଥିକ ସହାୟତାର ଘୋଷଣା କରିଛନ୍ତି ସରକାର। ହେଲେ ଏହାକୁ ନେଇ  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ...

puri
ରଥ ନିର୍ମାଣ କାମରେ ନିୟୋଜିତ ସେବାୟତଙ୍କ କୋଭିଡ୍ ଟେଷ୍ଟ ଆରମ୍ଭ

ପୁରୀ: ଶ୍ରୀଜିଉଙ୍କ ରଥ ନିର୍ମାଣ କାମରେ ନିୟୋଜିତ ସେବାୟତଙ୍କର କୋଭିଡ୍ ଟେଷ୍ଟ ଆଜିଠାରୁ ଆରମ୍ଭ ହୋଇଛି।  ଶ୍ରୀମନ୍ଦିର ପ୍ରସାସନ ପକ୍ଷରୁ ଆଜି ଏହି ଟେଷ୍ଟ ଆରମ୍ଭ ହୋଇଛି । ରଥ ନିର୍ମାଣ କାମରେ ନିୟୋଜିତ ଅଛନ୍ତି ୧୫୦ରୁ ଅଧିକ ସେବାୟତ। ୩ ଦିନ ମଧ୍ୟରେ ସମସ୍ତ ସେବାୟତଙ୍କ ନମୂନା...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।