ରାଉରକେଲା: ରାଉରକେଲାସ୍ଥିତ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ୩ ଛାତ୍ର କରୋନା ଆକ୍ରାନ୍ତ ହୋଇଛନ୍ତି। ଆଜି ଏହି ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ । ଏହି ସଂକ୍ରମିତ ଛାତ୍ରମାନଙ୍କୁ ସ୍ୱତନ୍ତ୍ର ଭାବେ ଆଇସୋଲେସନ୍ରେ ରଖା ଯାଇଛି। NIT କ୍ୟାମ୍ପସରେ ଯେଭଳି ସଂକ୍ରମଣ ଆହୁରି ନ ବ୍ୟାପିବ ସେ ନେଇ...
ଶ୍ରୀଗଙ୍ଗାନଗର: ଭାରତ-ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ସୀମାରେ ଥିବା ଶ୍ରୀଗଙ୍ଗାନଗର ଜିଲ୍ଲାର ରାଜିଆସର ଥାନା ଇଲାକାରେ ବୁଧବାର ଏକ ବଡ ଧରଣର ଦୁର୍ଘଟଣା ଘଟିଯାଇଛି। ସ୍ଥାନୀୟ ରାଜିୟାସର ଥାନା ଇଲାକାରେ ଭାରତୀୟ ବାୟୁ ସେନାର ଏକ ଜିପ୍ସି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ଜିପ୍ସି ଓଲଟି ଯିବାପରେ ସମ୍ପୂର୍ଣ୍ଣ ଜଳି ଯାଇଥିବା...
ନୂଆଦିଲ୍ଲୀ: ଏଲପିଜି ଗ୍ୟାସ୍ ସିଲିଣ୍ଡର ଦରବୃଦ୍ଧି ଏବେ ଆକାଶ ଛୁଆଁ ହୋଇଛି। ସବ୍ସିଡି ଯୁକ୍ତ ସିଲିଣ୍ଡରର ଦାମ୍ ୨୦୨୧ ବର୍ତ୍ତମାନ ସୁଦ୍ଧା ୨୨୫ଟଙ୍କା ବୃଦ୍ଧି ଘଟିଲାଣି। ଦିଲ୍ଲୀରେ ସବ୍ସିଡି ଯୁକ୍ତ ୧୫୪.୨ କିଲୋ ଏଲପିଜି ସିଲିଣ୍ଡରର ଦାମ ୮୧୯ ଟଙ୍କା ରହିଛି। ତେବେ ଖାଉଟିମାନଙ୍କ ପାଇଁ ଏକ ଖୁସି...
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ନିଦ ହଜାଇ ଦେଇଛି। ପ୍ରତିଦିନ ନୂଆ କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଦୀର୍ଘମାସ ପରେ ଗତକାଲି ସଂକ୍ରମିତଙ୍କ ସଂଖ୍ୟା ୧୫୦ ଟିପିଥିଲାବେଳେ ଆଜି ୨୦୦ ଟପିଛି। ଗତ କାଲି ରାଜ୍ୟରୁ ୧୭୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା।...
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଧାରା କମିବାର ନାଁ ଧରୁନି। ସଂକ୍ରମଣ ପୁଣି ଥରେ ତୀବ୍ରଗତିରେ ବଢିବାରେ ଲାଗିଛି। ପ୍ରତିଦିନ ନୂଆ ସଂକ୍ରମିତଙ୍କ ତାଲିକା ରେକର୍ଡ ଛୁଉଁଛି। ଗତକାଲି ୪୭ ହଜାର ୨୬୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ସଂକ୍ରମିତଙ୍କ ସଂଖ୍ୟା ୫୩ ହଜାର ଟପିଛି। ଗତ...
ଭୁବନେଶ୍ୱର: ରାଜଧାନୀରେ ହୁ ହୁ ହୋଇ ଯେମିତି ମାଡି ଚାଲିଛି କରୋନା। ଆଜି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୧ରୁ ଜଣେ ଛାତ୍ର କରୋନା ପଜିଟିଭ ବାହାରିଛନ୍ତି। ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରୀୟ ବିଦ୍ୟାଳୟ-୧ ଭାଇସ୍ ପ୍ରିନ୍ସିପାଲ ଉପେନ୍ଦ୍ର ସିଂ। ଏହି ଘଟଣା ଜଣାପଡ଼ିବା ପରେ ଚିନ୍ତା ବଢିଯାଇଛି। ସ୍କୁଲ...
ନୂଆଦିଲ୍ଲୀ: ସରକାରୀ ତେଲ କମ୍ପାନୀ ଆଜି ୨ୟ ଦିନରେ ପୁଣି ପେଟ୍ରୋଲ,ଡିଜେଲ ଦର ହ୍ରାସ କରିଛନ୍ତି। ଆଜି ପେଟ୍ରୋଲ ୨୧ ପଇସା ଏବଂ ଡିଜେଲ ୨୦ ପାଇସା ଶସ୍ତା ହୋଇଛି। ଫଳରେ ଉପଭୋକ୍ତାଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଦର ହ୍ରାସ ପରେ ଦିଲ୍ଲୀରେ ପେଟ୍ରୋଲ ଦାମ ଲିଟର ପିଛା...
ନୂଆଦିଲ୍ଲୀ: ରାଜ୍ୟସଭାରେ ପାସ୍ ହେଲା ନ୍ୟାସନାଲ କ୍ୟାପିଟାଲ ଅଫ୍ ଦିଲ୍ଲୀ ଆମେଣ୍ଡମେଣ୍ଟ ବିଲ୍ । ଆମ୍ ଆଦ୍ମି ପାର୍ଟି, କଂଗ୍ରେସ ଓ ଅନ୍ୟ ବିରୋଧୀଙ୍କ ବିରୋଧ ସତ୍ତ୍ୱେ ମଧ୍ୟ ଏହି ବିଲ୍ ରାଜ୍ୟସଭାରେ ପାରିତ ହୋଇଯାଇଛି । ବିଲ୍କୁ ବିରୋଧ କରି କଂଗ୍ରେସ ସମେତ ଆମ୍ ଆଦ୍ମୀ ପାର୍ଟି...
ନବରଙ୍ଗପୁର: ମାଲକାନଗିରି ପରେ ନବରଙ୍ଗପୁରରେ ନାଇଟ୍ କର୍ଫ୍ୟୁ କୋଭିଡ୍ ସଂକ୍ରମଣକୁ ଦେଖି ଆଜିଠାରୁ ନବରଙ୍ଗପୁର ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ନାଇଟ୍ କର୍ଫ୍ୟୁ ସହ ଅନ୍ୟାନ୍ୟ କଟକଣା ମଧ୍ୟ ଲଗାଯାଇଛି। ଏଗୁଡ଼ିକ ହେଲା...
ନୂଆଦିଲ୍ଲୀ: ମାର୍ଚ୍ଚ ମାସରେ ହୋଇଥିବା ଜେଇଇ ମେନ୍ ରେଜଲ୍ଟ ପ୍ରକାଶ ପାଇଛି। ଏଥିରେ ୧୩ ଜଣ ଛାତ୍ରଛାତ୍ରୀ ୧୦୦ ପରସେଣ୍ଟାଇଲ୍ ରଖିଛନ୍ତି । ଏନେଇ ନେସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଘୋଷଣା କରାଯାଇଛି । ଏହି ପରୀକ୍ଷା ପାଇଁ ୬ ଲକ୍ଷ ୧୯ ହଜାର ଛାତ୍ରଛାତ୍ରୀ ପଂଜୀକରଣ କରିଥିଲେ...
ବୁଲନ୍ଦସହର: ଉତ୍ତରପ୍ରଦେଣ ବୁଲନ୍ଦ ସହରର ବହୁଚର୍ଚ୍ଚିତ ଆରୁଷି ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ (ଚଳନ୍ତା କାର୍ରେ ଗଣଦୁଷ୍କର୍ମ ଓ ହତ୍ୟା) ମାମଲାର ରାୟ ଶୁଣାଣୀ ହୋଇଛି। ମାମଲାର ବିଚାର କରି ପୋସ୍କୋ କୋର୍ଟ ତିନି ଅଭିଯୁକ୍ତଙ୍କୁ ଫାଶିଦଣ୍ଡାଦେଶ ଶୁଣାଇଛନ୍ତି। ଏଠି କହିରଖିବୁ, ଆରୁଷି ଗଣଦୁଷ୍ମର୍ମ ଓ ହତ୍ୟାକାଣ୍ଡ ସମଗ୍ର ଉତ୍ତର...
ନୂଆଦିଲ୍ଲୀ / ଭୁବନେଶ୍ୱର: ସିବିଏସ୍ଇ ବୋର୍ଡ ପରୀକ୍ଷା 2021 ଦେବାକୁ ଥିବା ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଖୁସି ଖବର। ବୋର୍ଡ ସେହି ବର୍ଷ ଆଉ ଗୋଟିଏ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି। ଯା ଦ୍ୱାରା CBSE ଶ୍ରେଣୀ 10, 12...
କୋଲକାତା: ‘ଟିଏମସିର ପାପର ଘଡା ପୂର୍ଣ୍ଣ ହୋଇ ଗଲାଣି। ପଶ୍ଚମ ବଙ୍ଗରେ ଏବେ ବିଜେପି ସରକାର ଦରକାର। ପଶ୍ଚିମବଙ୍ଗରେ ଟିଏମସିର ଖେଳ ଶେଷ ହୋଇଯାଇଛି । ଏବେ ବିକାଶର ଆରମ୍ଭ ହେବ। ହିତାଧିକାରୀଙ୍କ ଖାତାକୁ ସିଧାସଳଖ ଯିବ ଟଙ୍କା। ବଙ୍ଗରେ ଏବେ ନୂଆ ଏକ ନାରା ଶୁଭୁଛି ‘ମେ...