/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695471975.jpg)
Youth Death
ଗଣେଶ ପୂଜା ପେଣ୍ଡାଲରେ ନାଚୁ ନାଚୁ ଟଳିପଡିଲେ ଯୁବକ । ମୃତ୍ୟୁ ଏମିତି ବି ଆଶେ ବୋଲି ଆପଣ ନଦେଖିଲେ ବିଶ୍ୱାସ କରିପାରିବେନି । ଆନ୍ଧ୍ର ସତ୍ୟସାଇ ଜିଲ୍ଲା
ଧର୍ମଭରମର ଏ ଦୁଃଖଦ ଘଟଣା ଘଟିଛି ।
Advertisment
ଗାଁରେ ଗଣେଶ ପୂଜା ଚାଲିଥିବା ବେଳେ, ଗାଁର ଜଣେ ଯୁବକ ନାଚୁଥିଲେ । ପେଣ୍ଡାଲ ଉପରେ ହିଁ ହଠାତ ଧୀରେ ଧୀରେ ପଛକୁ ଯାଇ ସେ ଟଳିପଡିଥିଲେ । ଉପସ୍ଥିତ ଲୋକେ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ ।
ଗତ ୨ ଦିନ ପୂର୍ବେ ବିଜୟନଗର ଜିଲ୍ଲାରେ ମଧ୍ୟ ଜଣେ ଯୁବକ ନାଚୁ ବେଳେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ପ୍ରସାଦଙ୍କ ଘରେ ଗର୍ଭବତୀ ପତ୍ନୀ ଓ ୨ବର୍ଷର ଶିଶୁଟିଏ ଥିବା ବେଳ, ସେ ଏକମାତ୍ର ରୋଜଗାରିଆ ଥିଲେ । ପ୍ରସାଦଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)