• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସୈାର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୫ ତାରିଖ ସୋମବାର । ଚନ୍ଦ୍ର – ମକର ଅହୋରାତ୍ର, ତିଥି- ୧୦ମୀ ପ୍ରାତଃ ୦୭.୫୬ ଗତେ ୧୧ଶୀ ନିଶାନ୍ତ ୦୫.୦୧ ଗତେ ୧୨ଶୀ, ଘାତ ଚନ୍ଦ୍ର - ସିଂହ ରାଶିର ଅହୋରାତ୍ର, ଘାତ ବାର – ମିଥୁନ ରାଶିର, ପୁଷ୍କର ଦୋଷ – ୧ ପାଦ କୃଷିହାନି- ତିଳକାଞ୍ଚନ ଦାନ ଦିବା ୧୧.୫୩ ପର୍ଯ୍ୟନ୍ତ, ନିଶାନ୍ତ ୦୫.୦୧ ଗତେ  ୧ ପାଦ ପଶୁସମ୍ପଦ ନାଶ- ଅନ୍ନଦାନ

ଶୁଭ ସମୟ:

ପ୍ରାତଃ- ୦୫.୩୯ ରୁ ୦୭.୦୯
ଦିବା- ୦୮.୫୦ ରୁ ୧୧.୧୪
ଦିବା -୦୪.୦୨ ରୁ ୦୪.୦୮
ରାତ୍ରି- ୦୮.୦୧ ରୁ ୧୦.୦୮
ରାତ୍ରି- ୦୨.୨୭ ରୁ ୦୩.୧୫

ଅଶୁଭ ସମୟ:

ରାହୁକାଳ - ପ୍ରାତଃ ୦୭.୦୯ ରୁ ୦୮.୩୮
କାଳ ବେଳା -ପ୍ରାତଃ ୦୭.୦୯ ରୁ ୦୮.୩୮
ବାର ବେଳା –ଦିବା ୦୨.୩୭ ରୁ ୦୪.୦୭
କାଳରାତ୍ରି –ରାତ୍ରି ୧୦.୦୮ ରୁ ୧୧.୩୮

OTV is now on Whatsapp

Join and get latest news update delivered to you via whatsapp

Join Now