• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସୈାର ମକର ମାସ ମାଘ କୃଷ୍ଣପକ୍ଷ। ଇଂରାଜୀରେ ୦୬ ତାରିଖ ମଙ୍ଗଳବାର। ଚନ୍ଦ୍ର- ବିଛା ପ୍ରାତଃ ୦୭.୩୪ ଗତେ ଧନୁ, ତିଥି- ୧୧ଶୀ ଦିବା ୦୪.୦୭ ଗତେ ୧୨ଶୀ, ଘାତଚନ୍ଦ୍ର- ପ୍ରାତଃ ୦୭.୩୪ ଗତେ ତୁଳା ଓ କୁମ୍ଭ ରାଶିର, ଘାତବାର- ମକର ରାଶିର, ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୪.୦୭ ଗତେ ୨ପାଦ -କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ

ଶୁଭ ସମୟ:

ଦିବା- ୦୯.୧୨ ରୁ ୧୦.୫୩
ଦିବା-୦୧.୦୮ ରୁ ୦୧.୨୪

ଦିବା-୦୪.୧୩ ରୁ ୦୪.୫୨
ସନ୍ଧ୍ୟା-୦୫.୩୭ ରୁ ୦୬.୨୮
ରାତ୍ରି- ୦୯.୦୧ ରୁ ୧୧.୩୫
ରାତ୍ରି-୦୨.୦୮ ରୁ ୦୩.୫୦

ଅଧିକ ପଢ଼ନ୍ତୁ: ଘରେ ବାସ୍ତୁଦୋଷ ଅଛି କି; ଜାଣନ୍ତୁ ଏହି ୫ଟି ସଂଶୋଧନ ନିୟମ

ଅଶୁଭ ସମୟ:

ରାହୁକାଳ - ଦିବା ୦୨.୪୯ ରୁ ୦୪.୧୩
କାଳବେଳା- ଦିବା ୦୧.୨୪ ରୁ ୦୨.୪୯
ବାରବେଳା- ପ୍ରାତଃ ୦୭.୪୮ ରୁ ୦୯.୧୨
କାଳରାତ୍ରି- ସନ୍ଧ୍ୟା ୦୭.୧୩ ରୁ ୦୮.୪୯