• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

photo
ନବଜାତକର ଚିକିତ୍ସା ପାଇଁ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଧାଇଁଲେ ବାପା, କେହି ଶୁଣିଲେନି

ନୋଏଡା: ଛାତିରେ ଜାକି ଧରିଥିଲେ ରୋଗାକ୍ରାନ୍ତ ନବଜାତ ଶିଶୁକୁ। ରାତିର ଘନ ଅନ୍ଧାରରେ ଘୁରି ବୁଲୁଥିଲେ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା । କେଉଁ ଡାକ୍ତରଖାନାରେ ଭେଣ୍ଟିଲେଟର ନ ଥିଏଲା ତ କେଉଁଠି ଡାକ୍ତରଙ୍କ ଦାବି ମୁତାବକ ବାପାଙ୍କ ପର୍ସରେ  ନ ଥିଲା ଟଙ୍କା । କେଉଁଠି ଡାକ୍ତର...

new marraie
ଶାଳୀ ବାହାଘରକୁ ଆସିଥିଲେ କରୋନା ପଜିଟିଭ୍‌ ଭିଣୋଇ, ଆଉ ତା’ପରେ...

ଭୋପାଳ: ମଧ୍ୟପ୍ରଦେଶର ଛିଣ୍ଡୱାଡା ଜିଲ୍ଲାରେ ଏକ ନବ ବିବାହିତ ଦମ୍ପତିଙ୍କୁ ବାହାଘରର କିଛି ଘଣ୍ଟାପରେ କ୍ୱାରେଣ୍ଟିନ୍‌ରେ  ଭର୍ତ୍ତି କରାଯାଇଥିଲା। ବାହାଘରରେ ଯୋଗ ଦେଇଥିବା୧୦୦ରୁ ଅଧିକ ସମ୍ପର୍କୀୟ ଓ ସେମାନଙ୍କ ସହ ଯୋଗାଯୋଗରେ ରହିଥିବା ସମସ୍ତ ବ୍ୟକ୍ତିଙ୍କୁ କ୍ୱାରେଣ୍ଟିନ୍‌ରେ ରଖାଯାଇଛି। କାରଣ ବାହାଘରରେ ଝିଅର ଭିଣୋଇ ଯୋଗ ଦେଇଥିଲେ। ସେ...

monkey
ବାଘ ଉପରେ ମାଙ୍କଡ ଦେଖାଇଲା ଦାଦାଗିରି

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ଆପଣ ହସି ହସି ଗଡିଯିବେ।  ଜଙ୍ଗଲରେ ମାଙ୍କଡଟି ବାଘକୁ ହଇରାଣ କରି ଖୁବ୍‌ ମଜ୍ଜା ନେଉଥିବାର ଏହି ଭିଡିଓଟିରେ ଦେଖିବାକୁ ମିଳିଛି।  ଏଭଳି ମଜାଦାର ଭିଡିଓକୁ ବନ ଅଧିକାରୀ ସୁଶାନ୍ତ ନନ୍ଦ ଟ୍ୱିଟ୍‌ରେ...

kiran
ସାମ୍ନାକୁ ଆସିଲା କିରଣ କୁମାରଙ୍କ ତୃତୀୟ କରୋନା ଟେଷ୍ଟ ରିପୋର୍ଟ

ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ ଅଭିନେତା କିରଣ କୁମାରଙ୍କ କରୋନା ଭାଇରସର ତୃତୀୟ ରିପୋର୍ଟ ନିଗେଟିଭ୍‌ ଆସିଛି। ଗତ ସପ୍ତାହରେ କିରଣ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲେ। ୭୪ ବର୍ଷିୟ କିରଣ କହିଛନ୍ତି , ତୃତୀୟ ଥର ପରୀକ୍ଷା କରାଯାଇଥିବା କରୋନା ରିପୋର୍ଟ ମୋର ନେଗେଟିଭ୍‌ ଆସିଛି, କିନ୍ତୁ ମୋର...

marubhumi
ମୃତ୍ୟୁର ଉପତ୍ୟକା-ଯେଉଁଠି ତାପମାତ୍ରା ୫୬.୭ ଡିଗ୍ରୀ

ନୂଆଦିଲ୍ଲୀ: ଆମେରିକାର ପୂର୍ବ କାଲିଫର୍ନିଆରେ ଏକ ମରୁଭୂମି ରହିଛି। ଏହି ମରୁଭୂମିରେ ଏକ ଉପତ୍ୟକା ଅଛି ଯାହାର ନାଁ ମୃତ୍ୟୁର ଉପତ୍ୟକା(ଡେଥ୍‌ ଭ୍ୟାଲି) । ଦୁନିଆର ସବୁଠାରୁ ଉତ୍ତପ୍ତ ସ୍ଥାନ ହୋଇଥିବାରୁ ଏହାର ଏପରି ନାମକରଣ କରାଯାଇଛି। ଏଠାରେ ସାଧାରଣ ତାପମାତ୍ରା ୫୦ଡିଗ୍ରୀରୁ ଅଧିକ ରହିଥାଏ। ୧୯୧୩ ମସିହାରେ,...

paubhaji
୫ ମିନିଟ୍‌ରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ପାଓଭାଜି | Pav Bhaji Recipe Cooking Tips

ଭୁବନେଶ୍ୱର: କରୋନାକୁ ନେଇ ସବୁଠି ଲକ୍‌ଡାଉନ୍‌ର ଅବଧିକୁ ବଢ଼ାଇ ଦିଆଯାଇଛି। ଏହି ସମୟରେ ଘରେ ରହି ବାହାରେ ମିଳୁଥିବା ଚଟ୍‌ପଟା ଖାଦ୍ୟ ଖାଇବାକୁ ଭାରି ଇଛା ହେଉଥିବା। କିନ୍ତୁ କରୋନା ଭାଇରସ ଯୋଗୁ ସବୁକିଛି ବନ୍ଦ। ଲକ୍‌ଡାଉନ୍‌ ହେତୁ ଘରେ ରହି ଲୋକମାନେ କିଛି ନୂଆ ରେସିପି ମଧ୍ୟ...

ram
ଆସୁଛି ‘କରୋନା ଭାଇରସ’, ରିଲିଜ୍‌ ହେଲା ଟ୍ରେଲର

ମୁମ୍ୱାଇ: ମହାମାରୀ କରୋନା ଭାଇରସ ଲୋକଙ୍କ ଚିନ୍ତାକୁ ଦିନକୁ ଦିନ ବଢ଼ାଇବାରେ ଲାଗିଛି। ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ଲକ୍‌ଡାଉନ୍‌ର ଅବଧିକୁ ମେ’୩୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ସାମାଜିକ ଦୂରତା ଉପରେ ଧ୍ୟାନ ଦେବାକୁ ସରକାର ବାରମ୍ୱାର ଜନସାଧାରଣଙ୍କୁ ଅପିଲ କରୁଛନ୍ତି। ଏହି ସମୟରେ ନିର୍ଦ୍ଦେଶକ ରାମ...

deadbody333
ଶବ ପାଖରେ ଚାଲିଛି ରୋଗୀ ଚିକିତ୍ସା: ମହିଳା ବଖାଣିଲେ ମୃତ୍ୟୁ ପୂର୍ବରୁ ରୋଗୀଙ୍କ ଯନ୍ତ୍ରଣାର କାହାଣୀ

ମୁମ୍ୱାଇ: କିଛି ଦିନ ପୂର୍ବରୁ ମୁମ୍ୱାଇର ସାୟନ ହସ୍ପିଟାଲର ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ମୃତ ଦେହ ପାଖରେ କରୋନା ରୋଗୀଙ୍କୁ ଚିକିତ୍ସା ଚାଲିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ସେହିଭଳି ପୁଣି ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓଟିରେ ଦେଖାଯାଉଛି ଯେ ୱାର୍ଡ ଭିତରେ ଏକ ମୃତ...

dead body
ଜଘନ୍ୟ ହତ୍ୟାର ଛାତିଥରା କାହାଣୀ: ଜଣକ ହତ୍ୟାକୁ ଲୁଚାଇବାକୁ ଯାଇ ଆଉ ୯ ଜୀବନ ନେଇଥିଲା ନରପିଶାଚ

ନୂଆଦିଲ୍ଲୀ:  ଗୋଟିଏ ଅପରାଧକୁ ଲୁଚାଇବାକୁ ଯାଇ ମଣିଷ କିଭଳି ଅପରାଧ ପରେ ଅପରାଧ କରିଚାଲେ ତାର ଉଦାହରଣ ଦେଖିବାକୁ ମିଳିଛି ତେଲେଙ୍ଗାନାର ବାରଙ୍ଗଲରେ। ଏଠାରେ ଜଣେ ଯୁବକ ଗୋଟିଏ ହତ୍ୟାକୁ ଲୁଚାଇବାକୁ ଯାଇ ଆଉ ୯ ଜଣଙ୍କର ହତ୍ୟା କରିଛି। ଶନିବାର ତେଲେଙ୍ଗାନାର ବାରଙ୍ଗଲରେ କୂଅ ଭିତରୁ ୯...