• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

bit
ବିଟ୍‌ ଜୁସ୍‌ ବଦଳାଇ ଦେବ ହେୟାର ଷ୍ଟାଇଲ

ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସମୟର ଘୋର ଅଭାବ। ତଥାପି ଶରୀରକୁ ଫିଟ୍‌ ରଖିବା ପାଇଁ ସମସ୍ତଙ୍କର ଇଛା। ଏହାମଧ୍ୟରୁ କେଶ ସମସ୍ୟା ହେଉଛି ଅନ୍ୟତମ। ଧଳା କେଶର ସମସ୍ୟା ଏକ ସାଧାରଣ କଥା। ଅନେକ ଲୋକ କେଶକୁ ରଙ୍ଗବିରଙ୍ଗ କରିବା ପାଇଁ ବିଭିନ୍ନ ରାସାୟନିକ ରଙ୍ଗକୁ ବ୍ୟବହାର କରିଥାନ୍ତି।...

police
କରୋନା ନେଲା ପୋଲିସ ବାବୁଙ୍କ ଜୀବନ

ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ହୋଇ ସିଲମପୁର ଅଞ୍ଚଳରେ ଜଣେ ସବ୍‌ ଇନ୍ସପେକ୍ଟରଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ କରମବୀର। ସେ ଏସ୍‌ପିଙ୍କ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। କରୋନା ଯୋଗୁ ଦିଲ୍ଲୀ ପୋଲିସରେ ଏହା ହେଉଛି ପଞ୍ଚମ ମୃତ୍ୟୁ । ଏହାପୂର୍ବରୁ ଏହି ମହାମାରୀରେ ଆକ୍ରାନ୍ତ ହୋଇ ଦୁଇ...

disha44444
ପୂର୍ବତନ ମ୍ୟାନେଜରଙ୍କ ଅକାଳ ବିୟୋଗକୁ ନେଇ ଏମିତି କହିଲେ ସୁଶାନ୍ତ ସିଂ ରାଜପୁତ

ନୂଆଦିଲ୍ଲୀ: ବଲିଉଡ କଳାକାର ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ଅକାଳ ବିୟୋଗ ଘଟିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଗତ ସୋମ‍ଶଣ ଦିଶା ତାଙ୍କର ମୁମ୍ବାଇସ୍ଥିତ କୋଠାରୁ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସଠାରେ ତାଙ୍କୁ ଡାକ୍ତର...

bmc
କରୋନାରେ ଆଖି ବୁଜିଲେ ବିଏମ୍‌ସିର ବରିଷ୍ଠ ଅଧିକାରୀ

ମୁମ୍ୱାଇ: ମୁମ୍ୱାଇରେ କରୋନା ଭାଇରସର ସ୍ଥିତି ଦିନକୁ ଦିନ ବଢ଼ିବାରେ ଲାଗିଛି। ଏନେଇ ଗତ କାଲି  ବ୍ରିହାନ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ(BMC)ର ଜଣେ ବରିଷ୍ଠ ଅଧିକାରୀଙ୍କର କରୋନାରେ ମୃତ୍ୟୁ ଘଟିଛି। ବିଏମ୍‌ସିର ଡେପୁଟି କମିଶନର ଶିରିଶ ଦୀକ୍ଷିତ ଜଳ ଯୋଗାଣ ବିଭାଗର ଦାୟିତ୍ୱରେ ଥିଲେ। ୫୫ ବର୍ଷୀୟ ଶିରିଶ...

electric
ପୁଅର ଜୀବନ ବଞ୍ଚାଇବାକୁ ଯାଇ ବାପାର ଚାଲିଗଲା ଜୀବନ

ବାଲେଶ୍ୱର: ଏମିତି ବି ଆସେ ମୃତ୍ୟୁ। ପୁଅର ଜୀବନ ବଞ୍ଚାଇବାକୁ ଯାଇ ଗଲା ବାପାର ଜୀବନ। ଏଭଳି ଦୁଃଖଦ ଘଟଣା ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଜମ୍ଭିରାଇ ଆରୁଆଦମ ଗାଁରେ ଘଟିଛି। ମୃତକ ଦୁହେଁ ହେଲେ ବାପା କାଶୀ ରାଉତ ଓ ପୁଅ ରାମକୃଷ୍ଣ ରାଉତ। ଖବର ଅନୁଯାୟୀ,...

bhata
ଶହ ଶହ ଖାଦ୍ୟ ପୁଡ଼ିଆ ଫୋପଡା ହେଉଛି ଅଳିଆ ଗଦାରେ

ଗଜପତି: ନଷ୍ଟ ହେଉଛି ପ୍ରବାସୀଙ୍କ ପାଇଁ ଆସୁଥିବା ଶହ ଶହ ଖାଦ୍ୟ  ପ୍ୟାକେଟ୍‌। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ନାକାଗେଟ୍‌ ନିକଟରେ। ପ୍ରତିଦିନ ସେଠାରେ ଶହ ଶହ ଖାଦ୍ୟ ପୁଡିଆ ଅଳିଆ ଗଦାରେ ଫିଙ୍ଗା ଯାଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଖବର...

bjpp
ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମା’ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ବଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ମା’ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ଉଭୟଙ୍କ ରିପୋର୍ଟ ପଜିଟିଭ ଆସିବା ପରେ  ଦିଲ୍ଲୀର ସାକେଟ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିଛି ଦିନ ତଳେ ଉଭୟ ମା’ ପୁଅ ଅସୁସ୍ଥ ହୋଇଥିଲେ। ସମାନଙ୍କ ନମୂନା ପରୀକ୍ଷା...

elephant
ଭୁଲ୍‌ ରାସ୍ତାରେ ଗଲା ପୁଅ, ହାତୀ ହେଲା ସମ୍ପତ୍ତିର ମାଲିକ

ପାଟନା: ଗତ କିଛି ଦିନ ପୂର୍ବରୁ କେରଳର ଗର୍ଭିଣୀ ହାତୀ ମୃତ୍ୟୁ ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା।  ହାତୀଟି ଏକ ସପୁରୀ ଖାଇଥିଲା ଯେଉଁ ସପୁରୀରେ ବାଣ ଭର୍ତ୍ତି କରାଯାଇ ରଖା ଯାଇଥିଲା । ହାତୀଟି ଏହି ସପୁରୀଟି ଖାଇବା ପରେ ଏହା ତା’ର ପାଟି ଭିତରେ...

office
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଲାଗୁହେଲା ନୂଆ ନିୟମ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ସରକାରୀ କର୍ମଚାରୀମାନେ ମଧ୍ୟ ଏହି ଭାଇରସର ଶିକାର ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତାର କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ କେବଳ ସେହି କର୍ମଚାରୀମାନେ କାର୍ଯ୍ୟାଳୟକୁ ଆସିପାରିବେ...

touch
ଏଣିକି ବିନା ଟଚ୍‌ରେ ଏଟିଏମ୍‌ରୁ ବାହାରିବ ଟଙ୍କା

ମୁମ୍ୱାଇ:ଛୁଇଁଦେଲେ ରହିଛି କରୋନା ଭାଇରସର ଭୟ। ଏପରି ପରିସ୍ଥିତିରେ ଏଟିଏମ୍‌ରୁ ଟଙ୍କା ଉଠାଇବାବେଳେ ହାତ ଯାଉନି। ହେଲେ ଟଙ୍କା ପାଇଁ ଛୁଇଁବାକୁ ତ ପଡ଼ିବ !  ହେଲେ ଏ ସଙ୍କଟର ସମୟ ଶେଷ ହେବାକୁ ଯାଉଛି। ଆସୁଛି ଟଚ୍‌ ଫ୍ରି ଏଟିଏମ୍‌। ଆଗାମୀ ଦିନରେ ଯଦି ଆପଣ ଏଟିଏମ୍‌ରୁ...

police
କରୋନା ନେଲାଣି ୩୩ ପୋଲିସ କର୍ମଚାରୀଙ୍କ ମୁଣ୍ଡ

ମୁମ୍ୱାଇ: ମହାରାଷ୍ଟ୍ରରେ କରୋନା ଭାଇରସରେ ଆକ୍ରାନ୍ତ ହୋଇ ଜଣେ ପୋଲିସ ଅଧିକାରୀଙ୍କ ସମେତ ଅତି କମ୍‌ରେ ୩୩ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ରାଜ୍ୟରେ ୨୫୬୨ ପୋଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅଧିକାରୀ କହିଛନ୍ତି,...

susanta
ପ୍ରବାସୀଙ୍କୁ ଦକ୍ଷତା ଅନୁସାରେ କାମ ମିଳିବ

ଭୁବନେଶ୍ୱର: ରାଜ୍ୟ ବାହାରୁ ଆସିଥିବା ପ୍ରବାସୀ ଶ୍ରମିକଙ୍କୁ ଯୋଗାଇ ଦିଆଯିବ କାମ । କର୍ମସଂସ୍ଥାନ ନେଇ ବଡ଼ ଯୋଜନା କରୁଛନ୍ତି ରାଜ୍ୟ ସରକାର। ଶ୍ରମିକମାନଙ୍କ ଦକ୍ଷତା ଅନୁଯାୟୀ ତାଙ୍କୁ କାମ ଦିଆଯିବ, ଏ ନେଇ ସୂଚନା ଦେଇଛନ୍ତି ବିଜେଡି ସାଂସଦ ସୁବାସ ସିଂ ରାଜ୍ୟ ବାହାରୁ ଏ ଯାଏଁ...

bjp
ମାସ୍କ ଦୁର୍ନୀତି ପ୍ରସଙ୍ଗରେ ଏମିତି କହିଲେ ଅପରାଜିତା

ଭୁବନେଶ୍ୱର: ରାଜ୍ୟରେ ମାସ୍କ ଦୁର୍ନୀତି ପ୍ରସଙ୍ଗରେ ମୁହଁ ଖୋଲିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏନେଇ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି ଯେ ରାଜ୍ୟ ସରକାର ଯାହା କରୁଛନ୍ତି ପାରଦର୍ଶିତା ସହ କରନ୍ତୁ। କିଛି ଜିନିଷ କିଣିବା ବେଳେ ବିଡିଂରେ ସବୁଠୁ ଲୋୟେଷ୍ଟ ବିଡରକୁ ଟେଣ୍ଡର...

air india222
କରୋନା ମୃତକଙ୍କ ପରିବାରର ଜଣକୁ ଚାକିରି ଦେବ ଏହି ସଂସ୍ଥା

ମୁମ୍ୱାଇ: ଏୟାର ଇଣ୍ଡିଆ ବିମାନବନ୍ଦର ସେବା ଲିମିଟେଡ୍‌(AIASL) ଏକ ବିଜ୍ଞପ୍ତି ଜାରି କରିଛି। ଏଥିରେ କୁହାଯାଇଛି ଯେ କରୋନା ଭାଇରସରେ ଆକ୍ରାନ୍ତ ହୋଇ ଯଦି କୌଣସି କର୍ମଚାରୀଙ୍କର ମୃତ୍ୟୁ ଘଟେ ତେବେ କମ୍ପାନୀ ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ଦେବେ। କମ୍ପାନୀର ଜେନେରାଲ ମ୍ୟାନେଜର ଜୁନ୍‌ ୬ରେ...