• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

tiger
ସହରରେ ବାଘ ଆତଙ୍କ

ଗୁଜୁରାଟ: ସହର ଭିତରେ କଲରା ପତରିଆ ବାଘକୁ ଧରିବାକୁ ଉଦ୍ୟମ କରି ୪ ଜଣ ଆହତ ହୋଇଛନ୍ତି। ଘଟଣା ଗୁଜରାଟ ଦାହୋଦ ସହରର ଏକ ସୋସାଇଟି ଭିତରେ ଘଟିଛି। ଖବର ଅନୁଯାୟୀ, ଆଜି ସକାଳୁ ଏକ କଲରା ପତରିଆ ବାଘ ସହର ଭିତରକୁ ପଶିଯାଇଥିବା ଲୋକେ ଦେଖିବାକୁ ପାଇଥିଲେ।...

train
ଚେନ୍‌ ଟାଣି ଟ୍ରେନ୍‌ରୁ ଓହ୍ଲାଇ ପଡ଼ିଲେ ୪୦୦ରୁ ଅଧିକ ଶ୍ରମିକ

ବାଲୁଗାଁ: ଅଧା ବାଟରେ ଚେନ୍ ଟାଣି ଟ୍ରେନରୁ ଓହ୍ଲାଇ ପଡ଼ିଲେ ୪ ଶହରୁ ଅଧିକ ପ୍ରବାସୀ। ଆନ୍ଧ୍ରପ୍ରଦେଶର ନୁମ୍ବୁରରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ଭଦ୍ରକ ଆସୁଥିବା ପ୍ରବାସୀ ଚିଲିକା ଷ୍ଟେସନରେ ଚେନ୍ ଟାଣି ଓହ୍ଲାଇ ପଡ଼ିଥିଲେ। ତେବେ ଜିଆର୍‌ପି ପକ୍ଷରୁ ସମସ୍ତ ପ୍ରବାସୀଙ୍କୁ ଷ୍ଟେସନରେ ଅଟକ ରଖାଯାଇଛି। ଏନେଇ...

mada3333
ବାହାରୁ ବନ୍ଦ, ଭିତରେ ଚାଲିଥିଲା ମଦ ବେପାର

ଭୁବନେଶ୍ୱର: ରାଜଧାନୀର କଟକ ରୋଡ୍‌ରେ ଥିବା ‘ରେନ୍ ଦ କ୍ଲବ’ ଉପରେ ରେଡ୍ ହୋଇଛି। କ୍ୱିକ୍ ଆକ୍ସନ ଟିମ୍ ଓ ଲକ୍ଷ୍ମୀ ସାଗର ଥାନା ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ବେଆଇନ ଭାବେ ବିକ୍ରି କରାଯାଉଥିବା ବିପୁଳ ପରିମାଣର ମଦ ଜବତ କରିଛି ପୋଲିସ। ଏହା...

nilam
ଗରିବଙ୍କୁ ଖାଦ୍ୟ ବାଣ୍ଟୁଥିଲେ, ଭିକ୍ଷାବୃତ୍ତି କରୁଥିବା ଯୁବତୀ ସହ ହେଲା ପ୍ରେମ, ଆଉ ତା’ପରେ...

ଲକ୍ଷ୍ନୌ: କରୋନା ଭାଇରସ ଯୋଗୁ କାନପୁରର ବାସିନ୍ଦା ଅନିଲ ଓ ନୀଲମ ସାତ ଜନ୍ମ ପାଇଁ ପରସ୍ପରର ସାଥୀ ହୋଇପାରିଛନ୍ତି। ଏଭଳି ଘଟଣାଟିକୁ ସମ୍ପୂର୍ଣ୍ଣ ପଢ଼ିବା ପରେ ଆପଣମାନେ ମଧ୍ୟ ସବୁବେଳେ ମନେରଖିବେ । ପ୍ରେମର ଏହି କାହାଣୀ କିପରି ଆରମ୍ଭ ହେଲା ଓ  କିଛିଦିନ ଭିତରେ ସର୍ମ୍ପକରେ...

kitanasak
ସାନିଟାଇଜ୍‌ କରିବା ପାଇଁ ମଣିଷ ଉପରେ ସ୍ପ୍ରେ କରାଗଲା ବିଷ!

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀ ଯୋଗୁ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏନେଇ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରୁଛନ୍ତି। ଏହି ସମୟରେ ଦିଲ୍ଲୀରେ ପ୍ରବାସୀ ଶ୍ରମିକଙ୍କ ପ୍ରତି ଅମାନୁଷିକ ଭାବେ ବ୍ୟବହାର କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଖବର ଅନୁଯାୟୀ,...

snake
ଶୋଷିଲା ନାଗସାପକୁ ପାଣି ପିଆଇଲେ ବନ ଅଧିକାରୀ, ଦେଖନ୍ତୁ ଭିଡିଓ...

ନୂଆଦିଲ୍ଲୀ: ନାଗସାପକୁ ସାମ୍ନାରେ ଦେଖିଲେ ଯେକେହି ମଣିଷ ଡରିବ। ଆମେ ଯେତେବେଳେ କୌଣସି ବି ସାପକୁ ଆଖି ଆଗରେ ଦେଖୁ, ଆମେ ସାପଟିକୁ ମାରିବାକୁ ଚେଷ୍ଟା କରିଥାଉ ନଚେତ୍‌ ନିଜ ଜୀବନ ବଞ୍ଚାଇବା ପାଇଁ ସେଠାରୁ ପଳାଇଥାଉ। କିନ୍ତୁ ସୋସଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ...

corona
କରୋନାକୁ ଜିତିଲେ ୧୦୦ ବର୍ଷର ବୃଦ୍ଧା, ଘରେ ପହଞ୍ଚିଲାବେଳକୁ ପଡ଼ୋଶୀ କଲେ ଏପରି ସ୍ୱାଗତ

ଇନ୍ଦୋର: କରୋନା ଭାଇରସ୍ ସଂକ୍ରମଣ ଯୋଗୁ ମଧ୍ୟପ୍ରଦେଶରେ ଭୟର ବାତାବରଣ ଦେଖାଦେଇଛି। ଏନେଇ ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାକୁ କୋଭିଡ -୧୯ ର ହଟ୍‌ସ୍ପଟ୍‌ ଅଞ୍ଚଳଭାବେ ଘୋଷଣା କରାଯାଇଛି। ଏଭଳି ପରିସ୍ଥିତିରେ ସେଠାରୁ ଏକ ଖୁସି ଖବର ମଧ୍ୟ ସାମ୍ନାକୁ ଆସିଛି। ସେଠାରେ ଜଣେ ୧୦୦ବର୍ଷର ବୃଦ୍ଧା କରୋନା ବିରୁଦ୍ଧରେ...

marraie
ବାହାହେବା ପାଇଁ ୮୦ କି.ମି ଚାଲିଚାଲି ବର ଘରେ ପହଞ୍ଚିଲା କନ୍ୟା

କାନପୁର: କରୋନା ମାହାମାରୀକୁ ଦୃଷ୍ଟିରେ ରଖି ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏନେଇ ଦେଶରେ ଶୁଭ ମାଙ୍ଗଳିକ କାର୍ଯ୍ୟଗୁଡିକୁ ସ୍ଥଗିତ ରଖାଯାଇଥିଲା। କିନ୍ତୁ କରୋନା ଭାଇରସ ଦିନକୁ ଦିନ ନିଜର କାୟାକୁ ବିସ୍ତାର କରୁଥିବାରୁ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ ଜଣେ ଯୁବତୀଙ୍କର...

marraie
ଲକ୍‌ଡାଉନ୍‌: ବରକୁ ଆସିବାକୁ ମିଳିଲାନି ଅନୁମତି, ଏପରି ହେଲା ବାହାଘର

ନୂଆଦିଲ୍ଲୀ: କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏନେଇ କୌଣସି ଶୁଭ କାର୍ଯ୍ୟ କରାଯାଉନଥିବା ଜଣାପଡିଛି। ଯେପରି ବାହାଘର ଭଳି କାର୍ଯ୍ୟ ମଧ୍ୟ ବନ୍ଦ ରହିଛି। କାରଣ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପ୍ରଶାସନ ସମସ୍ତଙ୍କ ନିକଟରେ ଅପିଲ୍‌...

migrant
ଜୀବନକୁ ବଞ୍ଚାଇବା ପାଇଁ ଏପରି ବାଟ ବାଛିଲେ ପ୍ରବାସୀ ଶ୍ରମିକ

ସହାରନପୁର: କରୋନାକୁ ନେଇ ସବୁଠି ଲକ୍‌ଡାଉନ୍‌ ଜାରି କରାଯାଇଛି। ଏନେଇ ହରିୟାଣା ସୀମାକୁ ମଧ୍ୟ ସିଲ୍ କରାଯାଇଛି। ଉତ୍ତରପ୍ରଦେଶକୁ ଆସୁଥିବା ପ୍ରବାସୀ ଶ୍ରମିକମାନଙ୍କୁ ସୀମା ପାର କରିବାକୁ ଅନୁମତି ମିଳୁନାହିଁ।  ଏଭଳି ପରିସ୍ଥିତିରେ ୧୨ଜଣ ଶ୍ରମିକ ନିଜ ପରିବାର ଲୋକଙ୍କ ଜୀବନକୁ ବିପଦରେ ପକାଇ ରବର ଟ୍ୟୁବ୍‌ ସାହାଯ୍ୟରେ...

mask222
ଡରାଉଛି ମୃତ୍ୟୁର କରାଳ ରୂପ, ତଥାପି ଥକି ପଡ଼ିନି ସହାୟତାର ହାତ

ଜୟପୁର: ପ୍ରତି ମୁହୂର୍ତ୍ତରେ ମୃତ୍ୟୁର କରାଳ ରୂପ ଡରାଉଛି। ସେ ଡରି ଯାଇଛନ୍ତି ସତ ହେଲେ ଥକି ଯାଇ ନାହାନ୍ତି। କରୋନା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି।  ଆଖି ଆଗରେ  ରାଜସ୍ଥାନର ଅଜମେର ଜିଲ୍ଲାରେ ‘ମାର୍ବଲ ସିଟି’ ଭାବରେ ନିଜର ପରିଚୟ ପ୍ରତିଷ୍ଠା କରିଥିବା କିଶାନଗଡର ଜଣେ ଶୀକ୍ଷୟତ୍ରି...

corona
ଇଟାଲୀକୁ ପଛରେ ପକାଇଲା ଭାରତ, କରୋନା ଆକ୍ଟିଭ କେସ୍‌ରେ ରହିଲା ୫ମ ସ୍ଥାନରେ

ନୂଆଦିଲ୍ଲୀ: ଭାରତରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।  ଇଟାଲିକୁ ଟପି ଭାରତ ଏବେ ୫ମ ସ୍ଥାନରେ ଅଛି।  କରୋନା ସମ୍ପର୍କିତ ତଥ୍ୟ ସଂଗ୍ରହ କରୁଥିବା ୱେବସାଇଟ୍‌ ୱାର୍ଲ୍ଡୋମିଟର କହିବା ଅନୁଯାୟୀ, ଭାରତରେ ୬୩,୧୭୦ଟି ଆକ୍ଟିଭ କେସ୍‌ ରହିଛି। ଇଟାଲୀ ଅପେକ୍ଷା ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ଅଧିକ ବୋଲି...