• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

corona
ନିର୍ବାଚନ ଆୟୋଗ କାର୍ଯ୍ୟାଳୟରେ ପହଞ୍ଚିଲା କରୋନା, କ୍ୱାରେଣ୍ଟିନ୍‌ରେ କର୍ମଚାରୀ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଢ଼େଇ ଲକ୍ଷ ଅତିକ୍ରମ କରିସାରିଛି। ଏହି ଭାଇରସ ଏବେ ନିର୍ବାଚନ ଆୟୋଗ କାର୍ଯ୍ୟାଳୟରେ ପହଞ୍ଚିଛି। ସେଠାର ଜଣେ ବରିଷ୍ଠ ଅଧିକାରୀ କରୋନା ପଜିଟିଭ ଥିବା ଜଣାପଡିଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ କର୍ମଚାରୀଙ୍କୁ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିବାକୁ କୁହାଯାଇଛି। ଏନେଇ ଅଧିକାରୀଙ୍କ...

prenet
ଗର୍ଭବତୀ ପତ୍ନୀଙ୍କର ହୋଇପାରୁନି କରୋନା ଟେଷ୍ଟ; ବୁଲିବୁଲି ହତାଶ ହେଲେ ସ୍ୱାମୀ

ଗାଜିଆବାଦ: ଉତ୍ତରପ୍ରଦେଶ ଗାଜିଆବାଦର ମୋଦିନଗରରେ ରହୁଥିବା ସୌରଭ ଖାନ୍ନାଙ୍କର ପତ୍ନୀ ୯ମାସର ଗର୍ଭବତୀ ଅଛନ୍ତି। ତାଙ୍କୁ ଯେ କୌଣସି ସମୟରେ ବି ମେଡିକାଲରେ ଭର୍ତ୍ତି କରିବାକୁ ପଡିବ। ଡାକ୍ତର କହିଛନ୍ତି ଯେ, ମେଡକାଲରେ ଭର୍ତ୍ତି କରିବା ପୂର୍ବରୁ କରୋନା ପରୀକ୍ଷା କରିବା ଆବଶ୍ୟକ। ଏନେଇ ସୌରଭ ଖାନ୍ନା ବିଭିନ୍ନ...

sara sarma
ଗୀତରେ ଗୀତରେ କରୋନା ସଚେତନତା

ଗଜପତି: କରୋନା ନେଇ ଜନସାଧାରଣଙ୍କୁ ସଚେତନ କରାଇବାକୁ ଗଜପତି ପୋଲିସର ଅଭିନବ ପ୍ରୟାସ। ସଚେତନତା ପାଇଁ ଗଜପତି ପୋଲିସ ପକ୍ଷରୁ ଏକ ଗୀତ ପ୍ରସ୍ତୁତ କରାଯାଇଛି। ଗଜପତି ଏସ୍ପି ସାରା ଶର୍ମା ଏହି ଗୀତକୁ ଉନ୍ମୋଚନ କରିଛନ୍ତି। ଗୀତଟିକୁ ବୋଲିଛନ୍ତି ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ।...

binika
କ୍ୱାରେଣ୍ଟିନ୍‌ କେନ୍ଦ୍ରରେ ଯୁବତୀଙ୍କୁ ସରପଞ୍ଚଙ୍କ ଅସଦାଚରଣ ଅଭିଯୋଗ

ବିନିକା: ସଂଗରୋଧ କେନ୍ଦ୍ରରେ ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ଧାରୀବାଞ୍ଜି କ୍ୱାରେଣ୍ଟିନ ସେଣ୍ଟରରେ ଏଭଳି ଘଟଣା ଘଟିଛି।  ଏ ନେଇ ଏକ ଭିଡିଓ ଭାଇରାଲ ମଧ୍ୟ ହେଉଛି। ଖବର ଅନୁଯାୟୀ,  ଜଣେ ୧୮ ବର୍ଷିୟା ଯୁବତୀ ତାମିଲନାଡ଼ୁ କୋଇମ୍ୱାଟୁରରୁ ଫେରି...

balangri
ଜାତି କରି ଫସିଗଲେ, ଏବେ ସମସ୍ତେ କ୍ୱାରେଣ୍ଟିନ୍‌ରେ

ବଲାଙ୍ଗିର: ଏବେବି ବଞ୍ଚିଛି ମଧ୍ୟଯୁଗୀୟ ପରମ୍ପରା ଓ ଜାତି ଭେଦଭାବ।  ତାହା ପୁଣି କରୋନା ବିପତ୍ତି ସମୟରେ। ଏଭଳି ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳରେ ଘଟିଛି। ଜାତି କରି ଫସି ଗଲା ପୂରା ସମାଜ। ଅଭିଯୋଗ ଅନୁଯାୟୀ, ଗାଁର ଜଣେ ଯୁବକ ମୁମ୍ବାଇରୁ ଫେରି ସଂଗରୋଧ...

old-man
ବିଲ୍‌ ଦେଇ ନପାରିବାରୁ ମେଡିକାଲ ବେଡ୍‌ରେ ବନ୍ଧାହେଲେ ବୃଦ୍ଧ

ଶାଜାପୁର: ବିଲ୍ ଦେଇନପାରି ବେଡ୍‌ରେ ବନ୍ଧା ହେଲେ ବୃଦ୍ଧ। ବୃଦ୍ଧଙ୍କୁ ବେଡ୍‌ରେ ବାନ୍ଧି ବନ୍ଧକ ରଖିଲେ ହସ୍ପିଟାଲ କର୍ତ୍ତୃପକ୍ଷ। ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଏବେ କୋଭିଡ୍ ଯୋଦ୍ଧା କୁହାଯାଉଥିବା ବେଳେ, ହସ୍ପିଟାଲର ଏଭଳି ଅମାନବୀୟ କାଣ୍ଡ ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶ ଶାଜାପୁରରୁ ହସ୍ପିଟାଲ କର୍ମଚାରୀମାନେ ବୃଦ୍ଧଙ୍କ ହାତ ଗୋଡ଼ ଦଉଡ଼ିରେ...

police
କରୋନାରେ ପୋଲିସ କର୍ମୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଯୋଗୁ ପୁଣି ଜଣେ ପୋଲିସ କର୍ମୀଙ୍କର ମୃତ୍ୟୁ ଘଟିଛି। ଉତ୍ତର-ପୂର୍ବ ଦିଲ୍ଲୀରେ ଜଣେ କନଷ୍ଟେବଲଙ୍କର ଗତ ଜୁନ୍‌ ୩ରେ ମୃତ୍ୟୁ ହୋଇଛି। ତାଙ୍କ ନାଁ ରାହୁଲ। ରାହୁଲଙ୍କର ମୃତ୍ୟୁ ପରେ ତାଙ୍କ ରିପୋର୍ଟ ପଜିଟିଭ ଥିବା ଜଣାପଡିଛି। ଭାଇରସ ଯୋଗୁ ଏପର୍ଯ୍ୟନ୍ତ ଦିଲ୍ଲୀରେ ୪ଜଣ...

sonu
କୁନି ଝିଅର କଥା ଶୁଣି ଆଲିଙ୍ଗନ କରିବାକୁ ନିବେଦନ କଲେ ସୋନୁ ସୁଦ

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ଯୋଗୁ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ବଲିଉଡ ଅଭିନେତା ସୋନୁ ସୁଦ ସାହାଯ୍ୟ କରି ସମସ୍ତଙ୍କ ନିକଟରେ ପ୍ରଶଂସାର ପାତ୍ର ପାଲଟିଛନ୍ତି। ସାଧାରଣ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ମହାରାଷ୍ଟ୍ରର ରାଜ୍ୟପାଳ ପର୍ଯ୍ୟନ୍ତ ସମସ୍ତେ ସୋନୁଙ୍କୁ ପ୍ରଂଶସା କରୁଛନ୍ତି। ଏବେ ଏକ ଛୋଟ  ଝିଅର...

new baby
ଟ୍ରେନ୍‌ରେ ପ୍ରସବ କଲେ ମହିଳା

ଟିଟିଲାଗଡ: ଟ୍ରେନ୍‌ରେ ଶିଶୁପୁତ୍ର ଜନ୍ମଦେଲେ ମହିଳା। ତେଲେଙ୍ଗାନାର ଲିଙ୍ଗମପାଲିରୁ ବଲାଙ୍ଗିର ଆସୁଥିବା ଏକ ସ୍ପେଶାଲ ଟ୍ରେନ୍‌ରେ ଜଣେ ମହିଳା ଏକ ଶିଶୁପିତ୍ରକୁ ଜନ୍ମ ଦେଇଛନ୍ତି। ପ୍ରସବ ପରେ ଉଭୟ ମା’ ଓ ଶିଶୁ ସୁସ୍ଥ ଅଛନ୍ତି। ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକର ଥୋଡ଼ିବାହଲ ଗାଁରୁ ଇନ୍ଦୁରା ଛୁରା ଓ...

tier
ମାଙ୍କଡକୁ ଶିକାର କରିବା ପାଇଁ ଗଛ ଉପରକୁ ଚଢ଼ିଗଲା ଚିତାବାଘ, ଆଉ ତା’ପରେ...

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି।  ଭିଡିଓରେ ଦେଖିବାକୁ ମିଳୁଛି ଯେ ଚିତାବାଘଟି ମାଙ୍କଡଙ୍କୁ ଶିକାର କରିବା ପାଇଁ ଏକ ଗଛ ଉପରେ ଚଢ଼ିଯାଇ, ମାଙ୍କଡକୁ ତଳକୁ ଖସେଇବାକୁ ଚେଷ୍ଟା କରୁଛି। ଭିଡିଓକୁ ବନ ଅଧିକାରୀ ସୁଶାନ୍ତ ନନ୍ଦ ସେୟାର କରି କହିଛନ୍ତି...

truck
କାର-ଟ୍ରକ ମୁହାଁମୁହିଁ ଧକ୍କା; ଚାଲିଗଲା ୯ ଜୀବନ

ପ୍ରତାପଗଡ଼: ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୯ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ଜଣ ଯୁବକ, ୩ଜଣ ମହିଳା ଓ ଦୁଇଜଣ ଶିଶୁ ଥିବା ଜଣାପଡିଛି। ଆଜି ସକାଳ ସାଢେ ୫ଟାରେ ଏକ ଟ୍ରକ୍‌ ଓ ସ୍କର୍ପିଓ ମୁହାଁ ମୁହିଁ ଧକ୍କା...

train
ଟ୍ରେନ୍‌ରେ ଖୋଲିଲା କୋଭିଡ୍ ହସ୍ପିଟାଲ

ନୂଆଦିଲ୍ଲୀ: ଦିଲ୍ଲୀର ଶକୁର ବସ୍ତି ଷ୍ଟେସନରେ ୧୦ଟି ରେଳ ବଗିକୁ କୋଭିଡ-୧୯ର ଆଇସୋଲେସନ ୱାର୍ଡ କରାଯାଇଛି। ବଗିରେ ଥିବା ୧୬୦ ଟି ବେଡ୍‌ରେ ଲକ୍ଷଣହୀନ କରୋନା ଆକ୍ରାନ୍ତଙ୍କ ପାଇଁ ଏହା ଉଦ୍ଦିଷ୍ଟ ରହିବ। ଅର୍ଥାତ ଯେଉଁମାନଙ୍କର କରୋନା ଲକ୍ଷଣ ନାହିଁ କିନ୍ତୁ ପରୀକ୍ଷା କଲେ ପଜିଟିଭ ଥିବା ଜଣାପଡୁଛି,...